Chipko Movement - The Sakala

ବିଶିଷ୍ଟ ପରିବେଶବିତ୍‌ ତଥା ଚିପ୍‌କୋ ଆନ୍ଦୋଳନର ସୂତ୍ରଧର ସୁନ୍ଦରଲାଲ ବହୁଗୁଣାଙ୍କର କରୋନାରେ ମୃତ୍ୟୁ
ଡେରାଡୁନ: ବିଶିଷ୍ଟ ପରିବେଶବିତ୍‌ ତଥା ଚିପ୍‌କୋ ଆନ୍ଦୋଳନର ସୂତ୍ରଧର ସୁନ୍ଦରଲାଲ ବହୁଗୁଣାଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୯୪ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ରୁଷିକେଶସ୍ଥିତ ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଥିଲା। ଫୁସଫୁସ ସଂକ୍ରମଣ ଯୋଗୁ ନିମୋନିଆ ମଧ୍ୟ ହୋଇଯାଇଥିଲା। ବହୁଗୁଣା ମଧୁମେହ ରୋଗରେ ବି ପୀଡ଼ିତ ଥିଲେ।

ଦ୍ମବିଭୂଷଣ ସୁନ୍ଦରଲାଲ ବହୁଗୁଣାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ଶୋକର ବାତାବରଣ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଚିପ୍‌କୋ ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିଥିବା ଶ୍ରୀ ସୁନ୍ଦରଲାଲ ବହୁଗୁଣାଙ୍କ ଦେହାନ୍ତ କେବଳ ରାଜ୍ୟ ପାଇଁ ନୁହେଁ, ବର ସାରା ଦେଶ ଏବଂ ବିଶ୍ଵ ପାଇଁ ଅପୂରଣୀୟ କ୍ଷତି। ଈଶ୍ଵର ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଏବଂ ଦୁଃଖ ସହିବାକୁ ଶକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି।