Chatisha Nijoga Meeting - The Sakala

ଆଜି ଛତିଶା ନିଯୋଗ ବୈଠକ; ପହିଲି ଭୋଗ ନୀତିରେ ବାଜିବ ମୋହର
ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ। ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବାକୁ ଥିବା ବୈଠକରେ ପହିଲି ଭୋଗ ନୀତିରେ ମୋହର ବାଜିବ। ଆସନ୍ତା ୧୬ ତାରିଖ ଅର୍ଥାତ୍‌ ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଚାଲିବ। ତେଣୁ ଶ୍ରୀମନ୍ଦିରରେ ଏହି ପହିଲି ଭୋଗ କିପରି ନିର୍ଘଣ୍ଟ ସମୟରେ ସମ୍ପନ୍ନ ହେବ ନିର୍ଘଣ୍ଟ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯାଇ ମୋହର ବାଜିବ। ଏତଦ୍‌ବ୍ୟତୀତ ଜାନୁଆରୀ ୩ରେ ଦେବାଭିଷେକ ପୂର୍ଣ୍ଣିମା ନୀତି ଏବଂ ୧୪ରେ ମକର ସଂକ୍ରାନ୍ତି ରହିଛି। ତେଣୁ ବୈଠକରେ ଉକ୍ତ ଦୁଇ ନୀତି ଉପରେ ଆଲୋଚନା କରାଯାଇ ଚୂଡ଼ାନ୍ତ ହେବ। ଅନ୍ୟପକ୍ଷରେ ଛତିଶା ନିଯୋଗ ବୈଠକରେ ଦିବ୍ୟାଙ୍ଗଙ୍କ ଦର୍ଶନ ସୁବିଧା ନେଇ ଆଲୋଚନା କରାଯାଇପାରେ।