tourism development - The Sakala

ରାଜ୍ୟରେ ପର୍ଯ୍ୟଟନସ୍ଥଳୀର ଦ୍ରୁତ ବିକାଶ ହେଉ: ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ଉପରେ ରାଜ୍ୟବାସୀଙ୍କ ରୋଜଗାର ଏବଂ ଉନ୍ନତି ନିର୍ଭରଶୀଳ। କିନ୍ତୁ, ପର୍ଯ୍ୟଟନସ୍ଥଳୀଗୁଡ଼ିକର ଦ୍ରୁତ ବିକାଶ ହୋଇପାରୁନି। ଏହାକୁ ନେଇ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଚିନ୍ତା ପ୍ରକଟ କରିଛନ୍ତି। ଏ ସଂପର୍କରେ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମୁଖ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶରେ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇଛନ୍ତି କି ନାହିଁ? ସ୍ୱଦେଶ ଦର୍ଶନ, ପ୍ରସାଦ ଯୋଜନା ଏବଂ ଅନ୍ୟ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନାରେ ରାଜ୍ୟକୁ କେତେ ପାଣ୍ଠି ପ୍ରଦାନ କରାଯାଇଛି? ରାଜ୍ୟରେ ପର୍ଯ୍ୟଟନର ଦ୍ରୁତ ବିକାଶ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସାଂସଦ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, ବିଭିନ୍ନ ଯୋଜନାରେ ୨୦୨୪-୨୫ ମସିହାରେ ହୀରାକୁଦର ଉନ୍ନୟନ ପାଇଁ ୯୯.୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।  ସେହିପରି ସାତକୋଶିଆ ଉନ୍ନୟନ ପାଇଁ ୯୯.୯୯କୋଟି ଟଙ୍କା ମଞ୍ଜୁର କରାଯାଇଛି।