Lucknow - The Sakala

ଇସ୍‌ଲାମିକ୍ ଷ୍ଟେଟ୍ (ISIS) ସମର୍ଥକ ରକିବ୍ ଇମାମ୍ ଅନସାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ, ଲକ୍ଷ୍ନୌ NIA କୋର୍ଟଙ୍କ ବଡ଼ ରାୟ
ଲକ୍ଷ୍ନୌର ଏକ ସ୍ୱତନ୍ତ୍ର ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଅଦାଲତ ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍ ଷ୍ଟେଟ୍ (ISIS) ସମର୍ଥକ ରକିବ୍ ଇମାମ୍ ଅନସାରୀଙ୍କୁ ୫ ବର୍ଷ କଠୋର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ତାଙ୍କ ଉପରେ ୬,୦୦୦ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଶୁଣାଣି ବେଳେ ଅଭିଯୁକ୍ତ ନିଜେ କୋର୍ଟରେ ନିଜର ଦୋଷ ସ୍ୱୀକାର କରିଥିଲେ।

ନଭେମ୍ବର ୨୦୨୩ରେ ରୁଜୁ ହୋଇଥିଲା ମାମଲା

ଏହି ମାମଲାର ଆରମ୍ଭ ୩ ନଭେମ୍ବର ୨୦୨୩ରେ ହୋଇଥିଲା। ଉତ୍ତରପ୍ରଦେଶ ଏଟିଏସ୍ (ATS) ଅଲିଗଡ଼ର ସବ୍-ଇନ୍ସପେକ୍ଟର ମହମ୍ମଦ ଅକରମ୍ ଲକ୍ଷ୍ନୌର ଗୋମତୀନଗର ସ୍ଥିତ ଏଟିଏସ୍ ଥାନାରେ ଏକ ଏତଲା ଦାୟର କରିଥିଲେ। ଏହାପରେ ୟୁପି ଏଟିଏସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ଆତଙ୍କୀ ନେଟୱର୍କର ଚେର ଖୋଜିବା ଆରମ୍ଭ କରିଥିଲା। ତଦନ୍ତ ବେଳେ ମୁମ୍ବାଇରୁ ମିଳିଥିବା ସୁରାଗ୍ ଆଧାରରେ ଶାହନୱାଜ୍ ଏବଂ ରିଜୱାନ୍ ଅଲ୍ଲୀ ନାମକ ଦୁଇ ଆସାମୀଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା।

ଯୁବକମାନଙ୍କୁ କରୁଥିଲେ ଉସକାଉ

ଅନୁସନ୍ଧାନରୁ ଜଣାପଡିଥିଲା ଯେ ଏହି ଦୁଇ ଜଣ ଗ୍ଲୋବାଲ୍ ଆତଙ୍କବାଦୀ ସଂଗଠନ ISISର ସକ୍ରିୟ ସଦସ୍ୟ ଥିଲେ। ସେମାନେ ଅଲିଗଡ଼ ମୁସଲିମ୍ ୟୁନିଭରସିଟି (AMU)ର କିଛି ସଂଗଠନରେ ପଶି ଆତଙ୍କବାଦୀ ବିଚାରଧାରାର ପ୍ରଚାର କରୁଥିଲେ। ଏହି କ୍ରମରେ ରକିବ୍ ଇମାମ୍ ଅନସାରୀ ଉଭୟ ମୁଖ୍ୟ ଅଭିଯୁକ୍ତଙ୍କ ନିରନ୍ତର ସମ୍ପର୍କରେ ଥିଲେ। ଅଭିଯୋଗ ଅନୁଯାୟୀ, ରକିବ୍ ନୂଆ ଯୁବକମାନଙ୍କୁ ଆଇଏସଆଇଏସ୍ ସହିତ ଯୋଡିବା ସହ ଜିହାଦୀ କାର୍ଯ୍ୟକଳାପ ପାଇଁ ଉସକାଉଥିଲେ ଏବଂ ଭାରତ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲେ।

ଅଦାଲତରେ ଦୋଷ ସ୍ୱୀକାର ଏବଂ ରାୟ

ଏହି ମାମଲାକୁ କୋର୍ଟରେ ପ୍ରମାଣିତ କରିବା ପାଇଁ ଅଭିଯୋଜନ ପକ୍ଷରୁ ମୋଟ ୧୭ ଜଣ ସାକ୍ଷୀ ଏବଂ ଦୃଢ଼ ପ୍ରମାଣ ଉପସ୍ଥାପନ କରାଯାଇଥିଲା। ତେବେ ମାମଲାର ବିଚାର ଚାଲିଥିବା ବେଳେ ରକିବ୍ ଇମାମ୍ ଅନସାରୀ ନିଜ ଆଡ଼ୁ ଏକ ଆବେଦନ ଦାଖଲ କରି କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଥିଲେ। ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଏବଂ ଦାଖଲ ହୋଇଥିବା ପ୍ରମାଣକୁ ଆଧାର କରି ସ୍ୱତନ୍ତ୍ର ବିଚାରପତି ଉମାକାନ୍ତ ଜିନ୍ଦଲ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷ କାରାଦଣ୍ଡ ଦେଇଛନ୍ତି।

ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ; ୧୩ ମୃତ, ଅନେକ ଛାତ୍ରଛାତ୍ରୀ ଫସି ରହିଥିବା ଆଶଙ୍କା
ଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌର ଆଲିଗଞ୍ଜର ପୂର୍ଣ୍ଣିଆ ଅଞ୍ଚଳରେ ଉଷା ମେହେଟ୍ଟା ମାର୍ଗରେ ଥିବା ଏକ ତିନି ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏବେବି ଏକାଧିକ ଛାତ୍ରଛାତ୍ରୀ ବିଲ୍ଡିଂରେ ଫସି ରହିଥିବା ସୂଚନା ଦେଇଛନ୍ତି ଜଣେ ସରକାରୀ ଅଧିକାରୀ ।

ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ୧୪ଟି ଫାୟାର ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଆଁ ଲାଗିବା ପରେ କୋଠା ଭିତରେ ଥିବା ଅନେକ ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିଲେ ଏବଂ କିଛି ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବା ପାଇଁ ଝରକା ଦେଇ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଅନେକ ଛାତ୍ରଛାତ୍ରୀ କୋଠା ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ କର୍ମଚାରୀମାନେ ଏକ ବିଲେଇକୁ ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ଗଛ ଉପରୁ ‘ଟଙ୍କା ବର୍ଷା’ କଲା ମାଙ୍କଡ଼, ନୋଟ୍‌ ଗୋଟାଇବାକୁ ଲୋକଙ୍କ ଭିଡ଼
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅଦାଲତ ପରିସର ନିକଟରେ ଏକ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ମାଙ୍କଡ଼ ଜଣେ ବ୍ୟକ୍ତିଙ୍କ ହାତରୁ ୨,୦୦,୦୦୦ ଟଙ୍କା ଥିବା ବ୍ୟାଗ୍‌‌ ଛଡ଼ାଇ ନେଇ ଗଛ ଉପରୁ ନୋଟ୍‌‌ ବର୍ଷା କରିଛି। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଟଙ୍କା ଗୋଟାଇବା ପାଇଁ ପ୍ରତିଯୋଗିତା ଓ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁସାରେ, ଶନିବାର ଦିନ ଜଣେ ବ୍ୟକ୍ତି ଜମି କିଣାବିକା ସମ୍ପର୍କିତ କାଗଜପତ୍ର କାମ ପାଇଁ ଅଦାଲତ ପରିସରରେ ଥିବା ଜଣେ ଓକିଲଙ୍କ ପ୍ରକୋଷ୍ଠକୁ ଆସିଥିଲେ। ସେ ନିଜ ସାଙ୍ଗରେ ବ୍ୟାଗ୍‌‌ରେ ୨,୦୦,୦୦୦ ଟଙ୍କା ନେଇ ଆସିଥିବା ବେଳେ ହଠାତ୍‌‌ ଏକ ମାଙ୍କଡ଼ ତାଙ୍କ ହାତରୁ ବ୍ୟାଗ୍‌‌ଟିକୁ ଝାମ୍ପି ନେଇ ଦ୍ରୁତ ଗତିରେ ପାଖରେ ଥିବା ଏକ ଗଛ ଉପରକୁ ଚଢ଼ି ଯାଇଥିଲା। ଗଛ ଉପରେ ବସି ମାଙ୍କଡ଼ଟି ଖାଦ୍ୟ ସନ୍ଧାନରେ ବ୍ୟାଗ୍‌‌ଟିକୁ ଖୋଜାଖୋଜି କରିବା ଆରମ୍ଭ କରିଥିଲା। ହେଲେ ଖାଦ୍ୟ ବଦଳରେ ସେଥିରୁ ୫୦୦ ଟଙ୍କିଆ ନୋଟ୍‌‌ର ବିଡ଼ା ବାହାରିଥିଲା। ଏହାପରେ ମାଙ୍କଡ଼ଟି ନୋଟ୍‌‌ ବିଡ଼ାଗୁଡ଼ିକୁ ଚିରି ଆକାଶରୁ ବର୍ଷା ହେବା ଭଳି ତଳକୁ ଫିଙ୍ଗିବାକୁ ଲାଗିଲା। ମାତ୍ର କିଛି ମିନିଟ୍‌‌ ମଧ୍ୟରେ ଗଛ ତଳେ ଏବଂ ଆଖପାଖ ରାସ୍ତାରେ ନୋଟ୍‌‌ ଉଡୁଥିବାର ଦେଖି ପ୍ରବଳ ଭିଡ଼ ଜମିଯାଇଥିଲା।

ଏହି ସମଗ୍ର ଘଟଣାର ଏକ ୫୩ ସେକେଣ୍ଡର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍‌‌ ଭାଇରାଲ୍‌‌ ହେବାରେ ଲାଗିଛି। ବ୍ୟାଗ୍‌‌ର ମାଲିକ ଜଣକ ନିଜର ଟଙ୍କା ବଞ୍ଚାଇବା ପାଇଁ ଚିତ୍କାର କରିଥିବା ବେଳେ ସେଠାରେ ଥିବା ସ୍ଥାନୀୟ ଲୋକେ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଟଙ୍କା ଗୋଟାଇବାରେ ଲାଗିପଡ଼ିଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାଗ୍‌‌ ମାଲିକ ନିଜର ପ୍ରାୟ ୧,୯୮,୦୦୦ ଟଙ୍କା ଫେରସ୍ତ ପାଇବାରେ ସଫଳ ହୋଇଛନ୍ତି। ମାଙ୍କଡ଼ର ଏଭଳି କାଣ୍ଡ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଇରାନର ସୁପ୍ରିମ ଲିଡର ଖାମେନେଇଙ୍କ ନିଧନ: କାଶ୍ମୀରରୁ ଲକ୍ଷ୍ନୌ ଯାଏଁ ତୀବ୍ର ବିରୋଧ, ଆମେରିକା-ଇସ୍ରାଏଲ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିଧନ ଖବର ଆସିବା ପରେ ରବିବାର ଦିନ ଭାରତର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇରାନର ଷ୍ଟେଟ ମିଡିଆ ଏହି ଖବରକୁ ସ୍ପଷ୍ଟ କରିବା ପରେ ଭାରତର ଶିଆ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆମେରିକା ଏବଂ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି କାଶ୍ମୀରରୁ ନେଇ ଲକ୍ଷ୍ନୌ ପର୍ଯ୍ୟନ୍ତ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କାଶ୍ମୀର ଉପତ୍ୟକାରେ କଳା ପତାକା ସହ ବିକ୍ଷୋଭ

ଜମ୍ମୁ ଓ କାଶ୍ମୀରର ଶ୍ରୀନଗର, ବଡଗାମ ଏବଂ ବାରମୁଳା ଭଳି ଅଞ୍ଚଳରେ ରବିବାର ସକାଳୁ ଶିଆ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇଥିଲେ। ହାତରେ କଳା ପତାକା ଏବଂ ଖାମେନେଇଙ୍କ ଫଟୋ ଧରି ବିକ୍ଷୋଭକାରୀମାନେ ଆମେରିକା ଓ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଇଥିଲେ। ଶ୍ରୀନଗରର ରାଜରାସ୍ତାରେ ମହିଳା ଓ ପୁରୁଷମାନେ ପାରମ୍ପରିକ ଶୋକ ଶୋଭାଯାତ୍ରା ବାହାର କରିଥିଲେ। ଜମ୍ମୁ ଓ କାଶ୍ମୀର ଶିଆ ଆସୋସିଏସନ ପକ୍ଷରୁ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରାଯାଇଛି ଏବଂ ମୃତ ନେତାଙ୍କ ସମ୍ମାନରେ ପ୍ରାର୍ଥନା କରାଯାଇଛି।

ଲକ୍ଷ୍ନୌରେ ଆମେରିକା ବିରୋଧରେ ଗର୍ଜନ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ପୁରୁଣା ସହରରେ ମଧ୍ୟ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଏକାଠି ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ନାରାବାଜି କରିଥିଲେ। ଜଣେ ବିକ୍ଷୋଭକାରୀ ଗଣମାଧ୍ୟମକୁ କହିଛନ୍ତି, "ଆମ ନେତା କେବେବି ଶତ୍ରୁ ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି। ଜଣେ ଖାମେନେଇ ଗଲେ ହଜାରେ ଖାମେନେଇ ଜନ୍ମ ନେବେ।"

ଧର୍ମଗୁରୁଙ୍କ ପ୍ରତିକ୍ରିୟା ଓ ଶୋକ ପାଳନ

ଭାରତର ପ୍ରମୁଖ ଶିଆ ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ ଏହି ଆକ୍ରମଣକୁ "କାପୁରୁଷୋଚିତ" ବୋଲି ଅଭିହିତ କରିଛନ୍ତି। ସେ ଖାମେନେଇଙ୍କୁ ମାନବିକତାର ଜଣେ ବଡ଼ ରକ୍ଷକ ବୋଲି ବର୍ଣ୍ଣନା କରିବା ସହ ତିନି ଦିନିଆ ଶୋକ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ବେଙ୍ଗାଲୁରୁର ଅଲିପୁର ଗ୍ରାମରେ ମଧ୍ୟ ସମ୍ପ୍ରଦାୟର ନେତାମାନେ ତିନି ଦିନ ପାଇଁ ଶୋକ ଘୋଷଣା କରିଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା

ସୂଚନାଯୋଗ୍ୟ ଯେ, ଶନିବାର ଦିନ ତେହେରାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୮୬ ବର୍ଷୀୟ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ସକାଳେ ଇରାନ ସରକାରୀ ଗଣମାଧ୍ୟମ ସ୍ପଷ୍ଟ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଏକ ବଡ଼ ସଫଳତା ବୋଲି ଦାବି କରିଥିବା ବେଳେ ଇରାନ ଏହାର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି। ଏହି ଘଟଣା ପରେ ସମଗ୍ର ମଧ୍ୟ-ପ୍ରାଚ୍ୟ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଲକ୍ଷ୍ନୌରେ ସେନା ଅଧିକାରୀଙ୍କ ପତ୍ନୀଙ୍କ ସହ ଦୁର୍ବ୍ୟବହାର; ଛୁଟିରେ ଆସି ଦଲାଲକୁ ନିର୍ଧୁମ ଛେଚିଲେ ସ୍ୱାମୀ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌର ଆଇଆଇଏମ ରୋଡ ନିକଟ ଏଲଡିକୋ ସିଟି ଅଞ୍ଚଳରେ ଜଣେ ସେନା ଅଧିକାରୀଙ୍କ ପତ୍ନୀଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରପର୍ଟି ବ୍ରୋକର ବୋଲି ଜଣାପଡିଛି। ତେବେ ଘଟଣା ପରେ ସେନା ଅଧିକାରୀ ଜଣକ ନିଜ ପତ୍ନୀଙ୍କ ସହ ହୋଇଥିବା ଦୁର୍ବ୍ୟବହାରର କଡ଼ା ଜବାବ ଦେଇଛନ୍ତି।

इस मोलेस्टर का नाम राज शुक्ला हैं और ये प्रॉपर्टी ब्रोकर का काम करता हैं ।

लखनऊ में एक आर्मी ऑफिसर की पत्नी को फ्लैट दिखाने ले गया फिर फ्लैट में महिला को अकेला पा कर इसने महिला के साथ छेड़खानी की और जब महिला ने इसकी वीडियो बनाई और छेड़खानी का विरोध किया तो ये हाथ जोड़ कर माफी… pic.twitter.com/Ven5DSmPuC

— Abhishek Rao (@love_donor_abhi) February 8, 2026

ଘର ଦେଖାଇବା ବାହାନାରେ ଅସଦାଚରଣ

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାମ ରାଜ ଶୁକ୍ଲା ଏବଂ ସେ ଜଣେ ଜମି ଦଲାଲ ବା ବ୍ରୋକର ଭାବରେ କାମ କରନ୍ତି। ପୀଡ଼ିତା ମହିଳା ଜଣକ ଘର ଭଡ଼ା ନେବା ପାଇଁ ଉକ୍ତ ବ୍ରୋକରଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଇଣ୍ଡିଗୋ ସିଟି ଅଞ୍ଚଳରେ ଏକ ଫ୍ଲାଟ ଦେଖାଇବା ବାହାନାରେ ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଫ୍ଲାଟ ଦେଖିବା ସମୟରେ ଅଭିଯୁକ୍ତ ଜଣକ ସୀମା ପାର କରି ମହିଳାଙ୍କ ସହ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ।

ଛୁଟିରେ ଆସି ଦଲାଲକୁ ପିଟିଲେ ସ୍ୱାମୀ

ଘଟଣା ସମୟରେ ମହିଳାଙ୍କ ସ୍ୱାମୀ ଭାରତୀୟ ସେନାରେ ଡ୍ୟୁଟିରେ ଥିଲେ। ପତ୍ନୀଙ୍କ ସହ ଘଟିଥିବା ଏହି ଘୃଣ୍ୟ ଘଟଣା ବିଷୟରେ ଜାଣିବା ପରେ ସେ ଅତ୍ୟନ୍ତ ବିଚଳିତ ହୋଇପଡିଥିଲେ। ନିଜର ବୃତ୍ତିଗତ ଦାୟିତ୍ୱ ସାରି ସେ ପ୍ରାୟ ସାତ ଦିନ ପରେ ଲକ୍ଷ୍ନୌ ଫେରିଥିଲେ। ଘରକୁ ଫେରିବା ପରେ ସେନା ଅଧିକାରୀ ଜଣକ ଅଭିଯୁକ୍ତ ବ୍ରୋକରକୁ ଧରି ନିସ୍ତୁକ ମାଡ଼ ମାରିଥିବା ଖବର ସାମ୍ନାକୁ ଆସିଛି।

ଭାଇରାଲ ହେଉଛି ଭିଡିଓ

ଏହି ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ମହିଳା ଜଣକ ଅଭିଯୁକ୍ତ ଉପରେ ଚିତ୍କାର କରୁଥିବା ଏବଂ ତାଙ୍କୁ ଛୁଇଁବାକୁ କିପରି ସାହସ କଲ ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅଭିଯୁକ୍ତ ଜଣକ ବାରମ୍ବାର କ୍ଷମା ମାଗୁଥିବା ମଧ୍ୟ ଦେଖାଯାଉଛି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକମାନେ ବ୍ରୋକରମାନଙ୍କର ବ୍ୟାକଗ୍ରାଉଣ୍ଡ ଯାଞ୍ଚ ଏବଂ ମହିଳାଙ୍କ ସୁରକ୍ଷା ପାଇଁ କଠୋର ନିୟମ ଦାବି କରିଛନ୍ତି।

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦, ସିରିଜ କବ୍‌ଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା...
ଲକ୍ଷ୍ନୌ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମୁକାବିଲା ବୁଧବାର ଖେଳାଯିବ। ସ୍ଥାନୀୟ ଏକନ୍ନା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱବହନ କରୁଛି। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଥିବା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏଠାରେ ବିଜୟୀ ହୋଇ ଆଗୁଆ ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କିନ୍ତୁ ଏହି ମୁକାବିଲାକୁ ଜିତି ସିରିଜକୁ ଉଜ୍ଜୀବିତ ରଖିବାକୁ ଉଦ୍ୟମ କରିବ। ପୂର୍ବରୁ ଟି-୨୦ ସିରିଜର ପ୍ରଥମ ଓ ୩ୟ ମ୍ୟାଚକୁ ଭାରତ ଯଥାକ୍ରମେ ୧୦୧ ରନ ଓ ୭ ୱିକେଟ୍‌ରେ ଜିତିଥିଲା। ଦ୍ୱିତୀୟ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ ହୋଇଥିଲା।

ସଞ୍ଜୁଙ୍କୁ ମିଳିପାରେ ସୁଯୋଗ:
ଘରୋଇ ଭାରତୀୟ ଦଳ ୨-୧ରେ ସିରିଜ ଅଗ୍ରଣୀ ରହିଥିଲେ ମଧ୍ୟ ଅଧିନାୟକ ସୂର୍ଯ୍ୟକୁମାର ଓ ଉପ-ଅଧିନାୟକ ଶୁବମନ ଗିଲ୍‌ଙ୍କ ଫର୍ମ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ସବୁଠୁ ଚିନ୍ତାର କାରଣ ରହିଛି। ଗିଲ୍‌ ୩ଟି ଯାକ ମ୍ୟାଚରେ ଯଥାକ୍ରମେ ୪, ୦, ୨୮ ରନ କରିଛନ୍ତି। ସେହିଭଳି ସୂର୍ଯ୍ୟକୁମାର କଟକରେ ୧୨, ଚଣ୍ଡିଗଡ଼ରେ ୫ ଓ ତୃତୀୟ ଟି-୨୦ରେ ୧୨ ରନ କରିଥିଲେ। ତେଣୁ ଚତୁର୍ଥ ମୁକାବିଲାରେ ଗିଲ୍‌ଙ୍କୁ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ରିପୋର୍ଟରୁ ଜଣାପଡ଼ିଛି। ଯଦି ଗିଲ୍‌ଙ୍କୁ ବିଶ୍ରାମ ଦିଆଯାଏ ତେବେ ଇନଫର୍ମ ୱିକେଟ୍‌କିପର ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ସଞ୍ଜୁ ଗତବର୍ଷ ଟି-୨୦ରେ ୩ଟି ଶତକ ମାରିଥିଲେ।

ମ୍ୟାଚ୍‌ ଆରମ୍ଭ: ରାତି ୭ଟା
ପ୍ରସାରଣ: ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱର୍କ

ବିବାହ ଭୋଜିରେ ପଶି ଆସିଲା ବାଘ, ଜୀବନ ବିକଳରେ ଦୌଡିଲେ ବର-କନିଆ
ନୂଆଦିଲ୍ଲୀ: ବିବାହ ପାଇଁ ମଣ୍ଡପ ସଜା ହୋଇଥିଲା। ଭୋଜିଭାତରେ ହସଖୁସିରେ ମସଗୁଲ ଥିଲେ ନିମନ୍ତ୍ରୀତ ଅତିଥି। ହାତଗଣ୍ଠି ପକାଇବାକୁ ପ୍ରସ୍ତୁତ ହେଉଥିଲେ ବର-କନିଆ। ଚାଲିଥିଲା ଫଟୋସୁଟ୍‌, ଚାରିଆଡେ ଖୁସିର ମାହୋଲ। ହେଲେ ଏତିକି ବେଳେ ବିବାହ ମଣ୍ଡପକୁ ପଶି ଆସିଲା ବିନା ନିମନ୍ତ୍ରିତ ହିଂସ୍ର ଅତିଥି। ଆଉ କ୍ଷଣିକରେ ବଦଳିଗଲା ପୂରା ବିବାହର ମାହୋଲ। ଯିଏ ଯୁଆଡେ ପାରିଲେ ଜୀବନ ବିକଳରେ ଦଉଡିବାକୁ ଲାଗିଲେ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବୁଦ୍ଦେଶ୍ୱର ଅଂଚଳର ଏକ ବିବାହ ଉତ୍ସବ ଚାଲିଥିବା ବେଳେ ହଠାତ ପଶି ଆସିଥିଲା କଲରାପତରିଆ ବାଘ। କ୍ଷଣିକରେ ସୃଷ୍ଟି ହୋଇଗଲା ଆତଙ୍କର ମାହୋଲ। ବାଘକୁ ଦେଖି ଯିଏ ଯୁଆଡେ ପାରିଲେ ଜୀବନ ବଂଚାଇବାକୁ ଦୌଡିବାକୁ ଲାଗିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ବାଘକୁ ଦେଖି ନିଜ ସାଙ୍ଗସଥୀଙ୍କ ସହ କନିଆ ମଣ୍ଡପ ବାହାରକୁ ଦୌଡିବାକୁ ଲାଗିଥିବା ବେଳେ ମଣ୍ଡପର ଛାତରୁ ଡେଇଁ ଗାଡିରେ ବସିପଡିଥିଲା ବର। ଭୟରେ ଯିଏ ଯୁଆଡେ।ରିଲେ ଜୀବନ ବଂଚାଇବାକୁ ଦୌଡିଲେ। ଖୁସିରେ ଫାଟି ଉଠୁଥିବା ବିବାହ ମଣ୍ଡ କିଛି ମିନିଟରେ ଆତଙ୍କର ବାତାବରଣରେ ପରିଣତ ହୋଇଯାଇଥିଲା।

ଖବର ପାଇ କିଛି ସମୟ ପରେ ବିବାହ ମଣ୍ଡପରେ ପହଂଚିଥିଲେ ପୁଲିସ ଓ ବନ ବିଭାଗ। କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଆରମ୍ଭ ହୋଇଥିଲା କସରତ। ମଣ୍ଡପକୁ ସମ୍ପୂର୍ଣ୍ଣ ଖାଲି କରି ବାଘ ଧରିବାରେ ଲାଗି ପଡିଥିଲେ ଉଦ୍ଧାରକାରୀ ଦଳ। ହେଲେ ବେକାବୁ ହୋଇଥିବା ବାଘ କେତେବେଳେ ମଣ୍ଡପର ତଳ ମହଲା ତ କେତେବେଳେ ଉପର ମହଲାରେ ଘୂରି ବୁଲୁଥିଲା। ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କଲାବେଳେ ଜଣେ ବନ କର୍ମଚାରୀଙ୍କୁ ପଞ୍ଝା ମାରିଥିଲା ବାଘ। ଆକ୍ରମଣରେ ବନ କର୍ମଚାରୀଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଡ୍ରୋନ ସହାୟତାରେ ମଧ୍ୟ ବାଘର ସଠିକ ଲୋକେସନ ଜାଣିବା ପାଇଁ ଚେଷ୍ଟା କରାଯାଇଥିବା ବେଳେ ପଞ୍ଝା ମାରି ଡ୍ରୋନକୁ ମଧ୍ୟ ଖସାଇଦେଇଥିଲା କଲରାପତରିଆ। ଦୀର୍ଘ ୮ ଘଣ୍ଟା ଧରି ନାକେଦମ ହେବା ପରେ ଶେଷ ଭୋର ୪ଟାରେ ବାଘକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ। ବାଘକୁ ଟ୍ରାଙ୍କୁଲାଇଜ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏ ବାଘଟି ବିବାହ ମଣ୍ଡ ଭିତରକୁ କେଉଁଠୁ ଓ କିଭଳି ପ୍ରବେଶ କଲା ତାହା ଜଣାପଡିନାହିଁ।

ସମ୍ପତ୍ତି ଲୋଭି ସ୍ତ୍ରୀ, ସ୍ୱାମୀ ବଞ୍ଚି ଥାଉଥାଉ ଶ୍ୱଶୁର ଏବଂ ଦିଅରଙ୍କ ନାଁରେ ଲଗାଇଲା ସ୍ବାମୀହତ୍ୟାର ଆରୋପ
ଲକ୍ଷ୍ନୌ: ସମ୍ପତ୍ତି କଲା ଅନ୍ଧ, ବଞ୍ଚିଥିବା ସ୍ୱାମୀକୁ ମୃତ ଦର୍ଶାଇଲା ଲୋଭି ସ୍ତ୍ରୀ । ସ୍ୱାମୀ ମୃତ୍ୟୁର ମିଛ କାହାଣୀ ରଚିବା ସହ ସ୍ୱାମୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ଶ୍ୱଶୁର ଏବଂ ୩ ଦିଅରଙ୍କୁ କୋର୍ଟକୁ ଟାଣିଲେ ମହିଳା । ଏଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶରୁ । ତଦନ୍ତ ଚାଲିଥିବାବେଳେ ପୋଲିସ ଜାଣିବାକୁ ପାଇଛି କି ସମ୍ପୃକ୍ତ ସ୍ତ୍ରୀଙ୍କ ସ୍ୱାମୀ ଜୀବିତ ଅଛନ୍ତି ବୋଲି ।

ସୂଚନା ଅନୁସାରେ, ରାମକରଣ ନାମକ ଯୁବକ ଗୁଜୁରାଟରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି, ଶ୍ବଶୁର ଏବଂ ଦିଅର ତାଙ୍କୁ ହତ୍ୟା କରିଛନ୍ତି । ଯଦିଓ ପୋଲିସ ମୃତଦେହକୁ ଠାବ କରିନଥିଲା ତଥାପି ମାମଲା ଆଧାରରେ ୪ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା । ତେବେ ପୋଲିସ ଅଧିକ ତଦନ୍ତ କରିବା ସହ ସିସିଟିଭି ଆଧାରରେ ସ୍ୱାମୀର ଖବର ପାଇଥିଲା । ପୋଲିସ ଉଭୟ ପତି ପତ୍ନୀଙ୍କ ଚାଲାକିକୁ ଜାଣିବା ସହ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଲକ୍ଷ୍ନୌ: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ
ଳକ୍ଷ୍ନୌ: ଲକ୍ଷ୍ନୌ ହଜରତଗଞ୍ଜର ଆଜି ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ୪ମହଲା ବିଶିଷ୍ଟ ହୋଟେଲ ଲେବାନାରେ ସକାଳ ପ୍ରାୟ ୮ଟା ବେଳକୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁ ବହୁ ଲୋକ ବାହାରକୁ ଚାଲିଆସିଥିବା ବେଳେ ହୋଟେଲ ରୁମରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ଯ ଚାଲିଛି । ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୧୫ ଜଣ ଫସି ରହିଥିବା ସୂଚନା । ୧୫ଟି ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ସେହିପରି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ଅଛି । ଝରକା ଭାଙ୍ଗି ଲୋକଙ୍କୁ ହୋଟେଲ ରୁମରୁ ଉଦ୍ଧାର କରାଯାଉଛି । କିଛି ଲୋକ ନିଆଁ ଓ ଧୂଆଁ ଯୋଗୁ ସଂଜ୍ଞାହୀନ ହୋଇଡ଼ିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଛି । ନିଆଁ ଆୟତ୍ତ କରାଯାଇଛି।

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ ମାମଲା: ମନ୍ତ୍ରୀ ପୁଅଙ୍କ ଜାମିନ ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ପିଟିସନ୍
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଗାଡ଼ି ଚଢାଇ ଚାଷୀଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଓକିଲ ଶିବକୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡା ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଆବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଏହି ମାମଲାରେ ଏପର୍ଯ୍ୟନ୍ତ ଜେରା କରାଯାଇ ନାହିଁ। ଏସ୍ଆଇଟିର କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଲକ୍ଷ୍ମୀପୁର ଖେରୀ ମାମଲାରେ ଲକ୍ଷ୍ନୌ ହାଇକୋର୍ଟର ଆହ୍ଲାବାଦ ବେଞ୍ଚ୍ ନିକଟରେ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ । ବୁଧବାର ଆଶିଷ ଜେଲରୁ ମୁକୁଳିଥିଲେ।

ଯୋଗୀ ସରକାରଙ୍କ ଅଜବ ବିଜ୍ଞାପନ; ୟୁପି ବିକାଶରେ କଲକାତା ଫଟୋ
ଲକ୍ଷ୍ନୌ: ବିକାଶ ନାମରେ ମିଠା ମିଠା ଛବି ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯାଉଛି। ବିକାଶକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବା ଏବେ ଅଧିକାଂଶ ରାଜନୈତିକ ଦଳର ଉଦ୍ଦେଶ୍ୟ। ସରକାରଙ୍କ ଦ୍ୱାରା କରାଯାଇଥିବା ବିକାଶକୁ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଦେଖାଇବା ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଛବି ଚମକାଇବା ପାଇଁ ମିଥ୍ୟା ବିଜ୍ଞାପନର ମଧ୍ୟ ସହାୟତା ନିଆଯାଉଛି। ଏହା ମାଧ୍ୟମରେ ଲୋକଙ୍କୁ ବିକାଶର ଛବି ଦେଖାଇ ଭୂଆଁ ବୁଲାଯାଉଛି। ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ପ୍ରକାଶିତ ବିଜ୍ଞାପନ | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଛବି ଚମକାଇବା ପାଇଁ ରବିବାର ଖବରକାଗଜର ଏକ ସମ୍ପୁର୍ଣ୍ଣ ପୃଷ୍ଠାରେ ବିଜ୍ଞାପନ ଦିଆଯାଇଛି। କୌତୂହଳର ବିଷୟ ହେଉଛି ଏହି ବିଜ୍ଞାପନରେ ଉତ୍ତରପ୍ରଦେଶ (ୟୁପି) ବିକାଶ କଥା କୁହାଯାଉଥିବାବେଳେ ଫଟୋ କିନ୍ତୁ ପଶ୍ଚିମବଙ୍ଗର ବିକାଶ କଥା ଦର୍ଶାଉଛି। ୟୁପି ସରକାରଙ୍କ ଏହି ବିଜ୍ଞାପନରେ ପଶ୍ଚିମବଙ୍ଗର ଫ୍ଲାଏଓଭର ଫଟୋ ଦିଆଯାଇଛି, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ‘ଇଣ୍ଡିଆନ ଏକ୍ସପ୍ରେସ’ ଖବରକାଗଜରେ ଏହି ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସମୟରେ ରାଜ୍ୟରେ ହୋଇଥିବା ବିକାଶ କାର୍ଯ୍ୟ ସହିତ ପଶ୍ଚିମବଙ୍ଗ ବିକାଶର ପଟୋ ଲାଗିଛି। ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ କରାଯାଉଛି। ଏହି ବିଜ୍ଞାପନକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି), ସମାଜବାଦୀ ପାର୍ଟୀ (ଏସପି), କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ନେତା ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି। ଆମ ଆଦମୀ ପାର୍ଟି(ଆପ୍) ନେତା ସଞ୍ଜୟ ସିଂହ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ ଏଭଳି ବିକାଶ ନା କେବେ ଦେଖିଥିବେ ନା କେବେ ଶୁଣିଥିବେ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କଲକାତା ଫ୍ଲାଏଓଭରକୁ ଟାଣି ଲକ୍ଷ୍ନୌ ନେଇ ଆସିଛନ୍ତି। ବିଜ୍ଞାପନରେ ହେଉ ପଛେ ଆଣିଛନ୍ତି ତ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇଥବା ଟିଏମସି ଏହି ବିଜ୍ଞାପନଙ୍କୁ ନେଇ କଡା ସମାଲୋଚନା କରିଛି । ଦଳୀୟ ନେତା, କର୍ମୀ ଏବଂ ସମର୍ଥକ ଉକ୍ତ ଫଟୋ ସହିତ କଡା ମନ୍ତବ୍ୟ ଲେଖି ବିଜେପି ଏବଂ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ୟୁପି ବଦଳିବା ଅର୍ଥ ମମତାଙ୍କ ନେତୃତ୍ବରେ ପଶ୍ଚିମବଙ୍ଗରେ ହୋଇଥିବା ଭିତ୍ତିଭୂମି ବିକାଶ ଚିତ୍ରକୁ ଚୋରି କରି ନିଜ ପାଇଁ ବ୍ୟବହାର କରିବା। ‘ଡବଲ ଇଞ୍ଜିନ ମଡେଲ’ ବିଜେପିର ଦବଦବା ଥିବା ଏହି ରାଜ୍ୟରେ ସମ୍ପୂର୍ଣ୍ଣ ବିଫଳ ହୋଇଯାଇଥିବା ପରି ଲାଗୁଛି । ଏବେ ସବୁକିଛି ପର୍ଦାଫାସ ହୋଇଯାଇଛି। ଅଭିଷେକ ଏହି ପୋଷ୍ଟରେ ଯୋଗୀ ଆଦିତ୍ୟନାଥ ଏବଂ ମମତାଙ୍କୁ ଟ୍ୟାଗ କରିଛନ୍ତି। ଟିଏମସି ନେତା ମୁକୁଲ ରାୟ କହିଛନ୍ତି, ଶ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳକୁ ବଞ୍ଚାଇବା ପାଇଁ ଏତେ ଅସହାୟ ହୋଇଯାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ବଦଳାଇବା ବ୍ୟତୀତ ତାଙ୍କୁ ବିକାଶ ଏବଂ ଭିତ୍ତିଭୂମି କାର୍ଯ୍ୟ ଚିତ୍ରର ସହାୟତା ନେବାକୁ ପଡ଼ୁଛି। ସମାଜବାଦୀ ପାର୍ଟୀ ମଧ୍ୟ ୟୁପି ସରକାରଙ୍କୁ ସମାଲୋଚନା କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ମିଛର ପର୍ଦାଫାସ ହୋଇଯାଇଛି । ବିଜ୍ଞାପନ ଲାଗି ଜନତାଙ୍କ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରୁଥିବା ଲୋକଙ୍କ ପାଖରେ ଦେଖେଇବା ନିଜର କୌଣସି କାମ ନାହିଁ। ତେଣୁ କଲକାତାରେ ହୋଇଥିବା ନିର୍ମାଣର ଫଟୋ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଯାଉଛି । ଏହା ଲଜ୍ଜାଜନକ ଘଟଣା। ମିଛ କହିବାରେ ବିଜେପି ସରକାର ନଂ ୧ ।

ଇଣ୍ଡିଆନ ଏକ୍ସପ୍ରେସରେ ରବିବାର ପ୍ରକାଶ ପାଇଥିବା ୟୁପି ସରକାରଙ୍କ ଏହି ବିଜ୍ଞାପନରେ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ ଫଟୋ ଲାଗିଛି। ଏହା ସହିତ ଅଲଗା ଅଲଗା ଉଦ୍ୟୋଗ, ବଡ ବଡ ଏହି କୋଠା ଏବଂ ଫ୍ଲାଏଓଭରର ଚିତ୍ର ଲଗାଯାଇଛି। ଏହି ପ୍ଲାଏଓଭର ଫଟୋ କଲକାତାର । ଲୋକେ ଏହି ଫଟୋ ଦେଖିବା ପରେ ସତ ଜାଣିପାରିଥିଲେ। ଏହାର ନାମ ‘ମା ଫ୍ଲାଏଓଭର’। ମଧ୍ୟ କଲକାତାରେ ଥିବା ଏହି ଫ୍ଲାଏଓଭରକୁ ମମତାଙ୍କ ସମୟରେ ବନାଯାଇଥିଲା। ଏହାକୁ ନେଇ ବିବାଦ ବଢିବା ପରେ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଟ୍ଵିଟ କରାଯାଇ ଭୁଲ ସ୍ଵୀକାର କରାଯାଇଛି। ବିଜ୍ଞାପନ ବିଭାଗର ଭୁଲରୁ ଏଭଳି ହୋଇଛି । ଏବେ ସମସ୍ତ ଡିଜିଟାଲ ପ୍ଲାଟଫର୍ମରୁ ବିଜ୍ଞାପନକୁ ହଟାଇ ଦିଆଯାଇଛି।

ଲକ୍ଷ୍ନୌରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଲକ୍ଷ୍ନୌ: ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କାବଦୀ ସଙ୍ଗଠନ ଅଲକାଏଦା ସହ ରହିଥିବା ନେଇ ସନ୍ଦେହ କରାଯାଉଛି। କୌଣସି ଏକ ବଡ ଧରଣର ଆତଙ୍କାବଦୀ ଆକ୍ରମଣ ପାଇଁ ଏ ଦୁଇ ବ୍ୟକ୍ତି ଷଢ଼ଯନ୍ତ୍ର କରୁଥିବା ସନ୍ଦେହ ରହିଛି। ଗିରଫ ଦୁଇ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କ ନାମ ସାହିଦ ବୋଲି ଜଣାପଡିଛି। ସେ ମଲିହାବାଦର ବାସିନ୍ଦା। ଯେଉଁ ଘରେ ଚଢ଼ାଉ ହୋଇଛି ଉକ୍ତ ଘରଟି ସାହିଦଙ୍କର ଏଠାରେ ସେ ନିଜ ପରିବାର ସହ ରହୁଥିଲା ଏବଂ ଏକ ଗ୍ୟାରେଜରେ କାମ କରୁଥିଲା।

ଆଇଜି ଜି.କେ ଗୋସ୍ୱାମୀଙ୍କ ତତ୍ୱାବଧାନରେ ଚାଲିିଥିବା ଏହି ଅପରେଶନରେ ଏପର୍ୟ୍ୟନ୍ତ ଦୁଇଟି ପ୍ରେସରକୁକର ବୋମା, ଟାଇମ୍ ବମ ଓ ବହୁ ପରିମାଣର ଗୁଳାବାରୁଦ ଜବତ୍ କରାଯାଇଛି ।

ସୂଚନା ମୁତାବକ ଅନେକ ଦିନ ହେବ ଏଟିଏସ ତରଫରୁ ଏହି ଘର ଉପରେ ନଜର ରହିଥିଲା । କୁହାଯାଇଛି କି ସୂଚନା ସ୍ପଷ୍ଟ ହେବା ପରେ ଆଜି ଏହି ଘର ଉପରେ ଚଢାଉ କରାଯାଇଛି । ୩/୪ ଜଣ ସନ୍ଦିଗ୍ଧ ଯୁବକ କିଛିଦିନ ହେବ ସେହି ଘରକୁ ଯାତାୟତ କରୁଥିଲେ ।

ଏହି ଟିମ୍ ଘର ଭିତରେ ଉପସ୍ଥିତ ଲୋକଙ୍କୁ ପଚରାଉଚରା କରୁଛି। ଏଟିଏସ୍ ଟିମ୍ ସହିତ ବହୁ ପୁଲିସ ଫୋର୍ସ ମଧ୍ୟ ଉପସ୍ଥିତ ଅଛି। ଘର ଭିତରେ ଏଟିଏସ୍ ପ୍ରେସର କୁକର ବୋମା ଏବଂ ଟାଇମ୍ ବୋମା ପାଇଛି। ଆହୁରି କିଛି ସନ୍ଦିଗ୍ଧ ଲୋକ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ନେଇ ଆଶଙ୍କା ରହିଛି। ଏଥିପାଇଁ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।