Gun smuggler - The Sakala

କମିଶନରେଟ ପୋଲିସ ପଞ୍ଝାରେ ୨ ଚୋରା ବନ୍ଧୁକ ବେପାରୀ, ୧୧ ମାଉଜର ଜବତ
ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ୨ କୁଖ୍ୟାତ ଅପରାଧିଙ୍କୁ ମାଡି ବସିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ସେମାନଙ୍କ ନିକଟରୁ ୧୦ରୁ ଅଧିକ ସେମି ଅଟୋମେଟିକ ପିସ୍ତଲ ସହ ଗୋଟିଏ କାର୍ବାଇନ, ଜୀବନ୍ତ ଗୁଳି, କାର ଓ ମୋବାଇଲ ଫୋନ ଜବତ । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ ।  ୨ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଅଂଚଳରେ । ବେଆଇନ ବନ୍ଧୁକ ଚାଲାଣ ଅଭିଯୋଗରେ ସ୍ପେଶାଲ କ୍ରାଇମ ୟୁନିଟ ଏଇ କିଛି ଦିନ ମଧ୍ୟରେ ୪ଟି ମାମଲା ରୁଜୁ କରି ୮ ଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ ।  ହେଲେ ଉକ୍ତ କାରର ପିଛା କରି ପୋଲିସ ଶେଷରେ କାବୁ କରିଥିଲା ।  ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।  ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନଭିନ୍ ଜାରି ରଖିଛି କମିଶନରେଟ ପୋଲିସ ।

ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡିବସିଲା କମିଶନରେଟ ପୋଲିସ, ୨ ଗିରଫ
ଭୁବନେଶ୍ୱର: ଗ୍ରାହକ ସାଜି ବନ୍ଧୁକ ବେପାରୀଙ୍କୁ ମାଡି ବସିଲା କମିଶନରେଟ ପୋଲିସ। ପୋଲିସ କବଜାରେ ୨ ବନ୍ଧୁକ ବେପାରୀ। ବଡ ଧରଣର ଅପରାଧ ଘଟିବା ପୂର୍ବରୁ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଧରାହେଲେ ୨ ଆନ୍ତଃରାଜ୍ୟ ଅପରାଧି। ତାଙ୍କ ନିକଟରୁ ଗୋଟିଏ କାରବାଇନ ସମେତ ୫ ମାଉଜର ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଦୁଇ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଧରିଛି କମିଶନରେଟ୍ ପୋଲିସ । ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଲାଗିଲେ ଦୁଇ ବନ୍ଧୁକ ବେପାରୀ । ଗ୍ରାହକ ସାଜି ଯାଇଥିଲେ ବନ୍ଧୁକ ବେପାରୀ ପାଖକୁ । ମଉକା ଦେଖି ଦୁଇ ବେପାରୀଙ୍କୁ ମାଡ଼ିବସିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଧରାପଡିଥିବା ଦୁଇ ବେପାରୀଙ୍କ ଠାରୁ ଗୋଟିଏ କାର୍ବାଇନ ସହ ୫ ମାଉଜର, ୯ଟି ଗୁଳି ଜବତ କରିଛି ପୋଲିସ । ବେପାରୀ ଦୁଇ ଜଣଙ୍କ ଠାରୁ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି ।