Police SI Exam Scam - The Sakala

ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ୍‌: ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ
ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ମହାକେଳେଙ୍କାରୀ । ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ । ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ସମନ ପାଇଥିବା ୩ ଜଣ ଆଶାୟୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ଜେରା ଚାଲିଥିବା ସୂଚନା । ଖୁବଶୀଘ୍ର ଆଉ କିଛି ଆଶାୟୀଙ୍କୁ ବି ଜେରା ହୋଇପାରେ ବୋଲି ଜଣାପଡିଛି ।

ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ, ସନ୍ଦେହଘେରରେ OPRB
ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ଡିଲ୍ ହୋଇସାରିଥିଲା । ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ଚଞ୍ଚକତା କରି ସିଲିକନ୍ ଟେକ୍ ଏମଡି ସୁରେଶ ନାୟକ ଏକ ସେଟ ପ୍ରଶ୍ନ ପତ୍ର ଛାପି ନେଇ ଚାଲିଯାଇଥିଲେ । ପ୍ରଶ୍ନପତ୍ରକୁ ଦେଖାଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଲୋଭିତ କରିବା ସହ ୨୫ ଲକ୍ଷ ଟଙ୍କାରେ ପୋଲିସ ଏସଆଇ ପଦବୀ ହୋଇଥିଲା ଡିଲ। ହଠାତ ମାର୍ଚ୍ଚ ମାସରେ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ହୋଇଯାଇଥିଲା ଗଡବଡ ।

ହେଲେ ପୁଣିଥରେ ଅକ୍ଟୋବରରେ ପରୀକ୍ଷା ତାରିଖ ଘୋଷଣା ସହ ପୂର୍ବରୁ ଛାପା ହୋଇଥିବା ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ହେବା ନେଇ ସ୍ଥିର ହେବା ପରେ ଦଲାଲଙ୍କ ଆଶା ହୋଇଥିଲା ଉଜ୍ଜୀବିତ । ପୁଣି ଡିଲ ଆରମ୍ଭ ହେବା ସହ ଜୋରସୋରରେ ଚାଲିଥିଲା ଚାକିରି କିଣାବିକା । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ୫ଟି ସେଟ ପ୍ରଶ୍ନପତ୍ର ପ୍ରସ୍ତୁତ କରି OPRB କୁ ଦେଇଥିଲା ସିଲିକନ୍ ଟେକ୍ ଲ୍ୟାବ ଏମଡି ସୁରେଶ ନାୟକ । ସେଟ ନମ୍ବର ୫ ପ୍ରଶ୍ନପତ୍ର ଛାପିବା ପାଇଁ OPRB କହିଥିଲା । ହେଲେ ଚଞ୍ଚକତା କରି ସୁରେଶ ଛାପିଥିଲେ ସେଟ ନମ୍ବର ୩ । କାରଣ ୨୫ ଲକ୍ଷ ଟଙ୍କା ନେଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଏହି ପ୍ରଶ୍ନପତ୍ର ବଣ୍ଟା ସାରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା OPRB ର ନୀରବତା  । ଏ ସବୁ ଡିଲ ବାବଦରେ OPRB ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା ସେ ନେଇ OPRB ର SP ବଳଭଦ୍ର ଦୀପ ଓ ସେକସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ପଚରାଉଚରା କରାଯାଇଛି ।

ପୋଲିସ SI ପରୀକ୍ଷା ସ୍କାମ୍: ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ । ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ସିବିଆଇ  । ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ ଦାଖଲ କଲା ସିବିଆଇ । ଶଙ୍କର ପୃଷ୍ଟି,  ମୁନା ମହାନ୍ତି, ସୁରେଶ ନାୟକ,  ସୌମ୍ୟା ପ୍ରିୟଦର୍ଶିନୀ ସାମଲ,  ରିଙ୍କୁ ମହାରଣା, ବିରଞ୍ଚି ନାୟକ ଓ ନୀତିଶ କୁମାର ସମେତ ୧୬ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ୭ ଜଣଙ୍କୁ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲା ଏବେ ଚାଲୁ ରହିଥିବା ବେଳେ ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ ବେଳେ ସୂଚନା ଦେଇଛନ୍ତି ସିବିଆଇ ଅଧିକାରୀ । ସେପଟେ ପୂର୍ବରୁ ଓଡିଶା ବାହାର ଲିଙ୍କ ପଦାକୁ ଆସିବା ପରେ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପ୍ରଚ୍ଛଦପଟରେ ଥିବା ବଡ଼ ବଡ଼ିଆଙ୍କୁ ସ୍କାନରରେ ରଖାଯାଇଛି । ଖୁବଶୀଘ୍ର ସେମାନଙ୍କୁ ନୋଟିସ ହେବ ବୋଲି ସୂଚନା ଦେଇଛି ସିବିଆଇ ।

ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ: ଆଜିଠୁ ୪ଦିନିଆ ରିମାଣ୍ଡରେ ମାଷ୍ଟରମାଇଣ୍ଡ ଶଙ୍କର ସହ ଦୁଇ ସହଯୋଗୀ
ଭୁବନେଶ୍ୱର: ପୋଲିସ ଏସ୍‌ଆଇ ପରୀକ୍ଷା ସ୍କାମ । ଆଜିଠୁ ମାଷ୍ଟରମାଇଣ୍ଡ ଶଙ୍କର ଏବଂ ତା'ର ଦୁଇ ସହଯୋଗୀ ସୁରେଶ ଓ ସାଗରକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ଏହି ୩ ଅଭିଯୁକ୍ତଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା‌। ଏହି ୩ ଅଭିଯୁକ୍ତ ଏସ୍‌ଆଇ ଅନିୟମିତତାର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛି ସିବିଆଇ । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍‌, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ CBI ଯୋଜନା କରିଛି ।

ସେହିଭଳି  ଅନ୍ୟ ଦଲାଲଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଶଙ୍କର ଲାଗି ଅଡୁଆ ବଢ଼ିବା ସହ ସେ ପେସାଦାର ଅପରାଧୀ ବୋଲି ସିବିଆଇ ଅଦାଲତରେ ଦର୍ଶାଇଛି। ଏହି ଗୋଟିଏ ପରୀକ୍ଷା ନୁହେଁ, ପୂର୍ବରୁ ହୋଇଥିବା ଏକାଧିକ ପରୀକ୍ଷାରେ ଶଙ୍କରର ଭୂମିକା ରହିଥିବା ଜଣାପଡ଼ିଛି। ଶଙ୍କରକୁ ପଚରାଉଚରା ପରେ ଅନେକ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସିବା ପରେ ବଡ଼ ବଡ଼ିଆଙ୍କ ପାଳି ପଡ଼ିବ। ଶଙ୍କର ଲିଙ୍କରେ ଥିବା କିମ୍ବା ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ହାଜର ହେବା ଲାଗି ସିବିଆଇ ସମନ କରିଛି। ଏଥିସହ ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ CBI । ପ୍ରଶ୍ନପତ୍ର ଛାପା ଓ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବା ଟ୍ରାନ୍ସପୋର୍ଟ ଦାୟିତ୍ବ ସୁରେଶ ସଂସ୍ଥା ସିଲିକନ ଟେକ୍‌ ଲାବ୍‌ ନେଇଥିଲା। ଏହି ବଡ଼ଧରଣ ଅନିୟମିତତା କରି ଟଙ୍କା ଆତ୍ମସାତ କରିବାକୁ ପରସ୍ପର ଯୋଜନା ରଚିଥିଲେ। ଶଙ୍କରର ଦଲାଲ ନେଟୱର୍କ ଥିବାରୁ  ସେହି ଆଧାର କରି ମୋଟା ଅଙ୍କର ଟଙ୍କା ହାତେଇବା ଷଡ଼ଯନ୍ତ୍ର ହୋଇଥିଲା। ଶଙ୍କରକୁ ନିଜେ ଘରେ ଆଶ୍ରୟ ଦେବା ସହ ନେପାଳ ସୀମାନ୍ତ ଉତ୍ତରାଖଣ୍ଡକୁ ଖସାଇବାରେ ବଡ଼ ଭୂମିକା ମଧ୍ୟ ନେଇଥିଲା ସୁରେଶ।

ପୋଲିସ ଏସଆଇ ପରୀକ୍ଷା ସ୍କାମ: ଆନ୍ତଃ ରାଜ୍ୟ ଲିଙ୍କ୍‌ ନେଇ ଆଉ ଜଣଙ୍କୁ ଗିରଫ କଲା CBI
ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ । ଆନ୍ତଃ ରାଜ୍ୟ ଲିଙ୍କ ନେଇ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ବାହାର ରାଜ୍ୟରୁ ଅଭିଯୁକ୍ତ ନୀତୁ ଆରୋରାଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ସିବିଆଇ । ସେପଟେ ୨ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ମୁନା ମହାନ୍ତି, ଟି. ଅଭିମନ୍ୟୁ ଦୋରା , ଶ୍ରୀକାନ୍ତ ମହାରଣା ଓ ପ୍ରିୟଦର୍ଶିନୀ ସାମଲଙ୍କୁ କୋର୍ଟରେ ହାଜର କରିଛି ସିବିଆଇ । ପୂର୍ବରୁ ବିହାରରୁ ନୀତୀଶକୁ ଗିରଫ କରାଯାଇଥିଲା । ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିଛି ନେକ ତଥ୍ୟ।

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା: ତଦନ୍ତ ଆରମ୍ଭ କଲା ସିବିଆଇ, ରୁଜୁ କଲା ମାମଲା
ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ । ଡ଼ିଏସପିଙ୍କ ନେତୃତ୍ୱରେ ଗଠିତ ଟିମ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ଆଇଓଙ୍କ ଠାରୁ ସମସ୍ତ ତଥ୍ୟ ନେଲା ସିବିଆଇ । ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହେବା ସହ ଟିମରେ ୧୨ରୁ ଅଧିକ ସିବିଆଇ ଅଧିକାରୀ ଥିବା ସୂଚନା ମିଳିଛି । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦିଆଯାଇଛି ତଦନ୍ତ ଭାର । ୩ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ଏଥିରେ ସାମିଲ ହେବେ ।

ଗତକାଲି ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାର ଟେକର ସାଗର ଗୌଡ଼କୁ ଗିରଫ କରାଯାଇଥିଲା । ଦୀଘା ମୋଡ୍ୟୁଲ ସମ୍ଭାଳୁଥିଲା ସାଗର । ଆର୍ଥିକ ନେଣଦେଣ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ।