BJP leader - The Sakala

ବ୍ରହ୍ମପୁରରେ କାଷ୍ଟିଂ କାଉଚ୍‌ : ହିରୋଇନ୍‌ କରାଇଦେବାକୁ କହି ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ!
ବ୍ରହ୍ମପୁର : ଚଳଚ୍ଚିତ୍ରରେ ହିରୋଇନ୍‌ କରାଇଦେବାକୁ କହି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ଆଗଧାଡ଼ିର ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ। କାଷ୍ଟିଂକାଉଚ୍‌ର ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନାରେ। ବ୍ରହ୍ମପୁର ଉପକଣ୍ଠର ଯୁବକ ତଥା ନିର୍ଦ୍ଦେଶକ ଶିବ ନାହାକ ତାଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ନେତ୍ରୀଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ସୂଚନାନୁଯାୟୀ, ଶିବ ନିଜକୁ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପରିଚୟ ଦେବା ସହ ତାଙ୍କର ଏକ ଚ୍ୟାନେଲ ଥିବା ମଧ୍ୟ କହିଥିଲେ। ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ କହିଥିଲେ। ଏଥିରେ ଅଭିନୟ କରିବା ପାଇଁ ଯୁବତୀଙ୍କ ସହ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଏହି ଚଚ୍ଚଚ୍ଚିତ୍ର କରିବା ଉଦ୍ଦେଶ୍ୟରେ ଶିବ ଫୋନ କରି ଯୁବତୀଙ୍କୁ ଡାକି ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ। ଦୀର୍ଘ ଦିନର ବନ୍ଧୁତା ପରେ ନିର୍ଦ୍ଦେଶକ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କିଛି ଦିନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିଲା। ଏହା ପରେ ଚଳଚ୍ଚିତ୍ର ଲାଗି ଏନ୍‌ଓସି ମିଳିଥିବା ଓ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ସେ ଯୁବତୀଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ଉଭୟଙ୍କ ମଧ୍ୟରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇଥିଲା।

୨୦୨୪ ଜୁନ୍‌ ୧୦ ତାରିଖରେ ଶିବ ବାଲିଗୁଡ଼ାରୁ ଯୁବତୀଙ୍କୁ ନେଇ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରର ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗରରେ ଏକ ଘରଭଡ଼ା ନେଇ ରହିଥିଲେ। ଏଠାରେ ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ରହିଥିଲେ। ଏହି ସମୟରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର ଦୁଷ୍କର୍ମ ଯୋଗୁଁ ଯୁବତୀଜଣଙ୍କ ଅସୁସ୍ଥ ହୋଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସା କରାଇଥିଲେ। ତେବେ, ପରେ ଯୁବତୀଜଣଙ୍କ ଶିବଙ୍କୁ ବିବାହ କରିବାକୁ କହିବାରୁ ସେ ଆଉ ଶୁଣିନଥିଲେ। ଏପରିକି, ଯୁବତୀଜଣଙ୍କ ଶିବଙ୍କ ପରିବାରଲୋକଙ୍କୁ ଏ ସଂପର୍କ‌ରେ ଜଣାଇଥିଲେ ମଧ୍ୟ ତାଙ୍କ ପରିବାରଲୋକ ରାଜି ହୋଇନଥିଲେ। ତେଣୁ, ଅନ୍ୟ ଉପାୟ ନ ପାଇ ଶେଷରେ ଯୁବତୀଜଣଙ୍କ ଆଇନର ଆଶ୍ରୟ ନେଇଛନ୍ତି।

ଦିଲ୍ଲୀ ହାଇକୋର୍ଟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଶ୍ବସ୍ତି, କୋଲ୍ ସ୍କାମ ମାମଲାରେ ତଳକୋର୍ଟର ଦଣ୍ଡାଦେଶ ଉପରେ ରହିତାଦେଶ
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ତଳକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଦିଲ୍ଲୀପ ରାୟ ହାଇକୋର୍ଟରେ ଅପିଲ କରିଥିଲେ। ୩ ଦିନ ତଳେ ମାମଲାର ଶୁଶାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।

୧୯୯୯ ଝାଡ଼ଖଣ୍ଡର ଗିରିଡ଼ିହର ଏକ କୋଇଲା ବ୍ଲକ କାଷ୍ଟ୍ରନ ଟେକ୍ନୋଲୋଜିକୁ ମିଳିଥିଲା। ଏଥିରେ ଅନିୟମିତତା ଅଭିଯୋଗ ହେବାପରେ ଏହି ମାମଲାର ତଦନ୍ତ ସିବିଆଇ କରିଥିଲା। ସିବିଆଇ ଚୂଡ଼ାନ୍ତ ରିପୋର୍ଟରେ ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ୫ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ସିବିଆଇ ରିପୋର୍ଟ ଆଧାରରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଅକ୍ଟୋବର ୬, ୨୦୨୦ରେ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଏବଂ ୩ବର୍ଷ କାରାଦଣ୍ଡ ଶୁଣାଇଥିଲେ। ଟ୍ରାଏଲ କୋର୍ଟ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟ ଯାଇଥିଲେ ଦିଲ୍ଲୀପ।

ଦିଲ୍ଲୀପଙ୍କ ରାଜନୈତିକ କ୍ୟାରିୟରକୁ ତର୍ଜମା କରିବା ସହ ହାଇକୋର୍ଟ ସମସ୍ତ ପକ୍ଷର ଯୁକ୍ତି ଶୁଣିଥିଲେ। ତିନି ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଥିଲେ ଦିଲ୍ଲୀପ ୨୦୨୪ ସାଧାରଣ ନିର୍ବାଚନ ଲଢିବାର ସୁଯୋଗ ହରାଇଥାନ୍ତେ। ସମସ୍ତ ଦିଗକୁ ବିଚାର କରି ହାଇକୋର୍ଟ ତଳକୋର୍ଟର ରାୟକୁ ସ୍ଥଗିତ ରଖିଛନ୍ତି। ଏହା ଫଳରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ଲଢିବାର ବାଟ ଫିଟିଛି।

ବିଜେପି ନେତାଙ୍କ ଚଞ୍ଚକତା; ବ୍ୟାଙ୍କରୁ ଋଣ ନେବାପରେ ପରିଶୋଧ ନ କରି ଦେଖାଉଥିଲେ ଦାଦାଗିରି, ଘର ଖାଲି କଲା ବ୍ୟାଙ୍କ
ଭୁବନେଶ୍ୱର: ବ୍ୟାଙ୍କରୁ ଟଙ୍କା ଲୋନ ନେଇ ନ ସୁଝିବା ବିଜେପି ନେତାଙ୍କ ପାଇଁ ମହଙ୍ଗା ପଡିଛି । ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବଦଳରେ ଦାଦାଗିରି ଦେଖାଉଥିଲେ ବିଜେପି ନେତା, ଶେଷରେ ଘର ଖାଲି କରିଦେଲା ବ୍ୟାଙ୍କ । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଜେପି ନେତା ଲାଲା ମନୋଜ ରାୟଙ୍କ ପଟିଆ ସ୍ଥିତ ଘରୁ ତାଙ୍କୁ ବେଦଖଲ କରିଛି ପୋଲିସ । ରାଜ୍ୟ ରାଜନୀତିରେ ପତିଆରା ବୃଦ୍ଧି କରି, ନିଜେ ନିଜକୁ ପବ୍ଳିକ୍ ଫିଗର ଦର୍ଶାଇ, ବ୍ୟାଙ୍କରୁ ପ୍ରାୟ ୬ କୋଟି ଟଙ୍କା ଋଣ ନେଇଥିଲେ ବିଜେପି ନେତା ଲାଲା ମନୋଜ ରାୟ ।

ନୟାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀନୀ ଇରାନୀ ରାୟଙ୍କ ସ୍ୱାମୀ ଲାଲାଙ୍କ ପଟିଆ ଘର ପଜେସନ ନେଇଛି ବ୍ୟାଙ୍କ । ୨୦୧୩ ଅଗଷ୍ଟ, ୩୧ ତାରିଖରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏମଆଇଡି କର୍ପୋରେଟ୍ ଶାଖାରୁ ମେସର୍ସ ଟି.ଟି ଟୁର୍ସ ଏଣ୍ଡ ଟ୍ରାନ୍ସପୋର୍ଟ୍ସ ନାମରେ ୬ କୋଟି ୫ ଲକ୍ଷ ଟଙ୍କା ରୁଣ ନେଇଥିଲେ ଲାଲା । ଲୋନରେ ସ୍ତ୍ରୀ ଇରାନୀ ରାୟ ଗ୍ୟାରେଣ୍ଟର ଥିଲେ । ଏଥିପାଇଁ ଉଭୟ ପତିପତ୍ନୀଙ୍କ ନାମରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଖାତା ନଂ- ୪୭୩/୩୭୧୧, ପ୍ଳଟ୍ ନଂ- ୫୧୬/୧୭୬୬/୪୬୦୮, ଓ ସତ୍ୟନଗର Amrita palace Apartment ର ଗୋଟିଏ ଫ୍ଲାଟ ବନ୍ଧକ ରଖାଯାଇଥିଲା ।

ଋଣ ଭାର ୫ କୋଟି ୮୮ ଲକ୍ଷ ୬୭ ହଜାର ପରିଶୋଧ ନକରିବାରୁ ପଟିଆ ବିଗବଜାର ନିକଟରେ ଥିବା ଏହି ଆଲିସାନ ବଙ୍ଗଳାକୁ ପଜେସନ ନେଇଛି ବ୍ୟାଙ୍କ । ୨୦୧୩ରେ ପି.ଏନ୍.ବିରୁ ନେଇଥିବା ରୁଣ ଅର୍ଥ ଉଚିତ୍ ସମୟରେ ପୈଠ ନକରିବାରୁ ୧୧ ଡେସିମିଲରେ ଥିବା ଫ୍ଲାଟ୍ ଦଖଲ ପାଇଁ ୧୩ ଏପ୍ରିଲ ୨୦୨୨ ରେ ନୋଟିସ କରାଯାଇଥିଲା । କିନ୍ତୁ ବହୁତଦିନ ଧରି କାଗଜପତ୍ର ଚଂଚକତା କରିବା ନେଇ ଅବଗତ ହେବା ପରେ ସି.ଜି.ଏମ, ଖୋର୍ଦ୍ଧାଙ୍କ ନିର୍ଦ୍ଦେଶରେ ଆଜି ଚଢ଼ାଉ କରାଯାଇଥିଲା ।

ସତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଘର ଭିତରେ ଥିବା ଆସବାବପତ୍ର କୁ ବାହାରେ କାଢି ଫୋପାଡ଼ି ଦେଇଥିଲା ପୋଲିସ। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଫୋସିଟି ଥାନା କର୍ତ୍ତୃପକ୍ଷଙ୍କ ସହାୟତାରେ ସବୋର୍ଡିନେଟ୍ ଅଫିସର ଆଡଭୋକେଟ ମୁନୀର୍ ବେଗମଙ୍କ ଉପସ୍ଥିତିରେ ଲାଲା ମନୋଜଙ୍କ ପ୍ରତେକ ରୁମରେ ଯଉ ମୁଦ ଦେଇ ତାଲା ପକାଇବା ପରେ ମେନ ଗେଟକୁ ସିଲ କରିଛନ୍ତି କୋର୍ଟ କର୍ତ୍ତୃପକ୍ଷ।

ଜମି ଦେବା ନାରେ ଟଙ୍କା ହଡ଼ପ କରି ଗିରଫ ହେଲେ ବିଜେପି ନେତା ସୁଜିତ୍ ଜେନା
ଭୁବନେଶ୍ୱର: ଭୁବନେଶ୍ୱରରେ ଜମି ଦେବା ନାରେ ଟଙ୍କା ହଡ଼ପ କରି ଗିରଫ ହେଲେ ବିଜେପି ନେତା ସୁଜିତ୍ ଜେନା । ୩୦ଲକ୍ଷ ଟଙ୍କା ଠକି ନେଇଥିବା ବିଜେପି ନେତା ସୁଜିତ୍ ଜେନାଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସୁନାଖଳା ଅଞ୍ଚଳର ଅଜୟକୁମାର ନାୟକଙ୍କ ପତ୍ନୀ ବିମଳା ବେହେରା ବଡ଼ଗଡ଼ ଅଞ୍ଚଳରେ ଜମି କିଣିବାକୁ ସୁଜିତ ଜେନାଙ୍କୁ ୨ବର୍ଷ ତଳେ ୯ଲକ୍ଷ ୭୦ହଜାର ଦେଇଥିଲେ। କିନ୍ତୁ ଜମି ଦେଉନଥିଲେ କି ଟଙ୍କା ଫେରସ୍ତ କରୁନଥିଲେ। ଗତ ଜାନୁଆରୀରେ ବଡ଼ଗଡ଼ ଥାନାରେ ଏତଲା ପରେ ପୋଲିସ ଗତକାଲି ସୁଜିତକୁ ଗିରଫ କରିଛି। ଠକେଇର ଖୋଳତାଡ଼ ପାଇଁ ସୁଜିତଙ୍କୁ ୩ଦିନ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ଅନ୍ୟପଟେ ରେଲୱେରେ ଚାକିରି କରାଇଦେବାକୁ କହି ଠକେଇ ହୋଇଥିବା ଅଭିଯୋଗ ରହିଛି ସୁଜିତ ନାଁରେ।

ଟଙ୍କା ନେଇ ଜମି ଦେଉନଥିବା ଅଭିଯୋଗ ପରେ ନିଜକୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ନିକଟତର ବୋଲି କହି ଗିରଫଦାରୀ ଏଡାଇବାକୁ ପୋଲିସକୁ ଚାପ ପକାଉଥିଲା ସୁଜିତ୍ ଜେନା। ସୁଜିତ ଜେନା ବିଜେପିର କର୍ମକର୍ତ୍ତା ବୋଲି ଜଣାପଡିଛି। ବିଜେପିର ବିଭିନ୍ନ କର୍ମକର୍ତ୍ତା ଓ ସାଂସଦଙ୍କ ସହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କୁ ଟଙ୍କା ଫେରାଇବା ପାଇଁ କହିବାରୁ ସୁଜିତ ସେମାନଙ୍କୁ ଧମକ ଦେଉଥିଲେ। ବିଜେପି ସାଂସଦଙ୍କ ହାତ ତାଙ୍କ ମୁଣ୍ଡ ଉପରେ ଅଛି କହି ହଡ଼ପ କରିଚାଲିଥିଲେ ଟଙ୍କା।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ପରଲୋକ
ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କର ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। କରୋନାରୁ ସୁସ୍ଥ ହେବାର କିଛି ଦିନ ପରେ ମଙ୍ଗଳବାର ତାଙ୍କ ନିଜ ବାସଭବନରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ସେ ମେ ୫ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ।ଏହାପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା ଏବଂ ସେ ଆଜି ସକାଳ ପ୍ରାୟ ୫.୧୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ଅନୁଯାୟୀ, ୧୯୭୨ ମସିହାରେ ପ୍ରଥମ ଥର ପାଇଁ ସେ ଜମ୍ମୁକଶ୍ମୀରର ବିଧାନସଭା ସଦସ୍ୟ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର। ସେ ୨୦୦୮ ରୁ ୨୦୧୪ ମଧ୍ୟରେ ପୁନର୍ବାର ଜମ୍ମୁକଶ୍ମୀରର ବିଧାନସଭା ସଦସ୍ୟ ହୋଇଥିଲେ।