instagram delete message backup - The Sakala

ଇନ୍‌ଷ୍ଟାଗ୍ରାମ ମେସେଜକୁ ବ୍ଯକଅପ୍ କରିବେ କିପରି
ସୋସିଆଲ ମିଡିଆରେ ‘ହ୍ବାଟସ୍ଆପ୍’, ‘ଫେସବୁକ୍’ ଇନ୍‌ଷ୍ଟାଗ୍ରାମର ଲୋକପ୍ରିୟତା ବେଶ୍‌ ବଢିଯାଇଛି। ଇନ୍‌ଷ୍ଟାଗ୍ରାମ ବ୍ୟବହାର କଲାବେଳେ ବେଳେବେଳେ ଭୁଲରେ ଅନେକ ସମୟରେ ମେସେଜଗୁଡ଼ିକ ଡିଲିଟ୍‌ ହୋଇଯାଏ। ଆମ ଅନିଚ୍ଛା ସତ୍ତ୍ବେ ଅଜାଣତରେ ଏହି ମେସେଜଗୁଡ଼ିକ ଡିଲିଟ୍‌ ହୋଇଯାଇଥାଏ। ଏପରି ପରିସ୍ଥିତିରେ ଆପଣ କିଛି ଉପାୟ ଆପଣାଇ ଡିଲିଟ୍‌ ପୋଷ୍ଟକୁ ରିକଭରି ବା ପୁନରୁଦ୍ଧାର କରିପାରିେବ।

ପ୍ରଥମେ ଇନ୍‌ଷ୍ଟାଗ୍ରାମ ଓପନ୍ କରନ୍ତୁ: ଯେଉଁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ୍ ମେସେଜ୍ ରିକଭର୍‌ କରିବାର ଅଛି ସେହି ଆକାଉଣ୍ଟକୁ ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ପ୍ରଥମେ ଲଗ୍ଇନ୍ କରନ୍ତୁ।

ସେଟିଂକୁ ଯାଆନ୍ତୁ: ଏବେ ଆପଣଙ୍କୁ ସେଟିଂ ଅପସନ୍ ଦେଖାଯିବ। ଏବେ ସେଟିଂ ଅପସନ୍ ଉପରେ କ୍ଲିକ୍ କରିବାକୁ ହେବ।

ଡାଟା ଡାଉନ୍‌ଲୋଡ୍‌ ଏହି ସମୟରେ ଆପଣଙ୍କ ପାଖକୁ ବହୁତଗୁଡ଼ିଏ ଅପସନ୍ ଆସିବ, ଯେଉଁଥିରେ ଡାଟା ଡାଉନ୍‌ଲୋଡ୍‌ ଦେଖାଯିବ। ଆପଣଙ୍କୁ ଡାଟା ଡାଉନଲୋଡ୍‌ ଉପରେ କ୍ଲିକ୍‌ କରିବାକୁ ହେବ।

ରିକ୍ୟୁଏଷ୍ଟ ଡାଉନ୍‌ଲୋଡ୍‌ ଉପରେ କ୍ଲିକ୍ କରନ୍ତୁ:

ଏବେ ଆପଣଙ୍କ ସମ୍ମୁଖରେ ନ୍ୟୁ ସ୍କ୍ରିନ୍ ଓପନ୍‌ ହେବ। ଏବେ ଜିମେଲ୍‌ରେ ଇନ୍‌ଷ୍ଟାଗ୍ରାମ ଡିଲିଟେଡ୍‌ ମେସେଜ୍‌ସ୍ ରିକଭରି ଫାଇଲ୍‌କୁ ଆଣନ୍ତୁ। ସେଠାରେ ଜି-ମେଲ୍‌ ଏଣ୍ଟର୍‌ କରନ୍ତୁ। ସେଠାରେ ରିକ୍ୟୁଏଷ୍ଟ ଡାଉନଲୋଡ୍‌ ଉପରେ କ୍ଲିକ୍ କରନ୍ତୁ। ସେତେବେଳେ ଆପଣଙ୍କୁ ପାସ୍‌ୱାର୍ଡ ମାଗିବ, ସେତେବେଳେ ପାସ୍‌ୱାର୍ଡ ଏଣ୍ଟର କରିବେ।

୪୮ ଘଣ୍ଟା ଅପେକ୍ଷା କରନ୍ତୁ: ଏବେ ଆପଣ ୪୮ ଘଣ୍ଟା ଅପେକ୍ଷା କରନ୍ତୁ। ଇନ୍‌ଷ୍ଟାଗ୍ରାମରେ ଡିଲିଟ୍ ହୋଇଥିବା ମେସେଜକୁ ରିକଭର୍ କରିବା ପାଇଁ ବେଳେବେଳେ ଘଣ୍ଟାଏଁ ସମୟ ଲାଗୁଥିବା ଆଉ ବେଳେ ବେଳେ ୪୮ ଘଣ୍ଟା ସମୟ ଲାଗିଥାଏ।

ଜିମେଲ୍ ଓପନ୍‌ କରନ୍ତୁ ଏବେ ଜି-ମେଲ୍ ଆକାଉଣ୍ଟ ଓପନ୍‌ କରନ୍ତୁ। ସେହି ଜି-ମେଲ୍ ଆକାଉଣ୍ଟ ଦିଅନ୍ତୁ, ଯେଉଁ ଆକାଉଣ୍ଟରୁ ଇନ୍‌ଷ୍ଟାଗ୍ରାମ ମେସେଜ୍‌ ଡିଲିଟ୍ କରି ଦେଇଥିଲେ। ସେଥିରେ ଇନଷ୍ଟାଗ୍ରାମ୍‌ ତରଫରୁ ମେଲ୍ ଆସିଥାଏ। ସେଥିରେ ଡାଉନଲୋଡ୍‌ ଡାଟା ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣ ଡିଲିଟ୍‌ ହୋଇଥିବା ମେସେଜ ପୁଣି ଥରେ ପାଇପାରିବେ।