blood donation camp - The Sakala

ସୁସ୍ଥ ଓଡ଼ଶା ଗଠନ କରିବା ଲକ୍ଷରେ 'ଯୁବ ଶକ୍ତି' ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ଭୁବନେଶ୍ୱର: ଦାନରେ ଶ୍ରେଷ୍ଠ ଦାନ ରକ୍ତ ଦାନ।  ରକ୍ତଦାନ, ମହାପୂଣ୍ୟ । ରକ୍ତଦାନ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଏ । ଏହି ମନ୍ତ୍ରକୁ ଆଧାର କରି ଉତ୍କଳ ଦିବସ ଅବସରରେ ସୁସ୍ଥ ଓଡ଼ଶା ଗଠନ କରିବା ଲକ୍ଷରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଯୁବ ଶକ୍ତି ଟ୍ରଷ୍ଟ ସାମାଜିକ ଦାୟିତ୍ୱ ପାଳନ ପାଇଁ ପ୍ରତିବଦ୍ଧ ଥିବା ଏକ ସାମାଜିକ ଅନୁଷ୍ଠାନ ।  ନିଜର ସାମାଜିକ ଦାୟିତ୍ୱ ତୁଲାଇବାକୁ ଯାଇ ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରିଛି । ଏହି ଟ୍ରଷ୍ଟରେ ଅନେକ ଯୁବ,ଛାତ୍ର, ବୁଦ୍ଧିଜୀବୀ, ସାମ୍ୱାଦିକ ଓ ଅଭିନେତା ଅଭିନେତ୍ରୀ ମାନେ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଶିବିରକୁ ସଫଳ କରିଥିଲେ ।

ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର , ଡକ୍ଟର ଦେବାଶିଷ ସାହୁ , ଯୁବ ଶକ୍ତି ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଅମିତ୍ ମଲ୍ଲିକ ଏହି ରକ୍ତଦାନ ଶିବିରକୁ ଶୁଭରମ୍ଭ କରିଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଅଭିନେତା ବାବୁଶାନ୍ ମହାନ୍ତି, ଡକ୍ଟର ଅମୃତ ପାଟ୍ଟଯୋଷୀ, ଯୁବ କ୍ରୀଡ଼ାବିତ ଦୁତ୍ତି ଚାନ୍ଦ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ଯୁବ ନେତ୍ରୀ ଚିନ୍ମୟୀ ଜେନା, ଯୁବ ନେତ୍ରୀ ସ୍ୱାଗତିକା ମହାନ୍ତି, ମହିଳା ନେତ୍ରୀ ଲୋରା ମୋହାପତ୍ର, ଯୁବ ଶକ୍ତି ଟ୍ରଷ୍ଟର ଟ୍ରଷ୍ଟି ଆଶିଷ କୁମାର ରାଉତ ପ୍ରମୁଖ ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଏକ ଶ୍ରେଷ୍ଠ ମହାନ ଦାନର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ, ସଂଗ୍ରହ ହେଲା ୨୪୭ ୟୁନିଟ୍ ରକ୍ତ
ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଭବାନୀପାଟଣାର ଓଡ଼ିଶା ବ୍ଲଡ ବ୍ୟାଙ୍କ ସହଯୋଗରେ ଲାଞ୍ଜିଗଡ଼ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଛି। ଏଥିରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ସ୍ଥାନୀୟ ଲୋକମାନେ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିବାବେଳେ ମାତ୍ର ଏକ ଦିନରେ ମୋଟ ୨୪୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅଭିଯାନ କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଏବଂ ରୋଗୀ ସେବାକୁ ମଜବୁତ କରିବା ପାଇଁ କମ୍ପାନୀର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ବେଦାନ୍ତ ଆଲୁମିନା ବିଜନେସର ସିଇଓ, ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, "ଏହି ସଫଳ ରକ୍ତଦାନ ଅଭିଯାନ ଆମର ମୂଳ ଦର୍ଶନର ଏକ ପ୍ରମାଣ, ଲୋକମାନଙ୍କର ସ୍ୱାସ୍ଥ୍ୟ ହେଉଛି ଏହି ଅଞ୍ଚଳର ସମ୍ପଦ। ସମ୍ପ୍ରଦାୟ ପ୍ରତି ପ୍ରତିବଦ୍ଧତା ଆମର କାର୍ଯ୍ୟକ୍ଷେତ୍ର ସୀମା ବାହାରେ ମଧ୍ୟ ରହିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମିରେ ଜୀବନର ଗୁଣବତ୍ତା ବୃଦ୍ଧି କରିବା, ଓଡ଼ିଶାର ଆଦିବାସୀ କେନ୍ଦ୍ରସ୍ଥଳୀର ନିରନ୍ତର ପ୍ରଗତି ସୁନିଶ୍ଚିତ କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ । ”

ବେଦାନ୍ତ ଲାଞ୍ଜିଗଡ଼ର ଗୋଷ୍ଠୀ ବିକାଶ ପ୍ରୟାସରେ ସ୍ୱାସ୍ଥ୍ୟସେବା ଏକ ମୂଳଦୁଆ ହୋଇ ରହିଛି। ଏହି ଅଞ୍ଚଳର ବେଦାନ୍ତ ହସ୍ପିଟାଲ୍ ବାର୍ଷିକ ୬୭,୦୦୦ ରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଛି । ଏହାର ପ୍ରମୁଖ ପଦକ୍ଷେପ ‘ପ୍ରକଳ୍ପ ଆରୋଗ୍ୟ’ ମାଧ୍ୟମରେ, କମ୍ପାନୀ ୨୦୨୪-୨୫ ବର୍ଷ ରେ ୬୬୦ ରୁ ଅଧିକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲା, ଯାହା ଦୁର୍ଗମ ଗ୍ରାମଗୁଡିକରେ ୨୦,୫୦୦ ରୁ ଅଧିକ ଲୋକଙ୍କୁ ସେମାନଙ୍କ ଘର ଦୁଆର ପାଖରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା। ନିରାକରଣ ସହିତ ସ୍ୱଚ୍ଛତା, ସୁସ୍ଥତା ଏବଂ ରୋଗ ପ୍ରତିରୋଧ ଉପରେ ୬୮୦ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା, ଯାହା ୧୫,୦୦୦ ଲୋକଙ୍କ ନିକଟରେ ପହଞ୍ଚିଥିଲା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲା।

ବେଦାନ୍ତ ଲାଞ୍ଜିଗଡ଼ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିରେ ଏକ ଦାୟିତ୍ୱବାନ ବିକାଶ ସହଯୋଗୀ ଭାବରେ ସକ୍ରିୟ ଭୂମିକା ନିର୍ବାହ କରୁଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଗୁଡିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ସେମାନଙ୍କୁ ସାମାଜିକ-ଅର୍ଥନୈତିକ ପ୍ରଗତି ଆଡକୁ ଆଗେଇ ନିଏ, ଯାହା ସ୍ଥାୟୀ ବିକାଶ ସହିତ ଓଡ଼ିଶାର ଆଦିବାସୀମାନଙ୍କ ପାଇଁ ଏକ ସହଭାଗୀ ବାସ୍ତବତା ସୃଷ୍ଟି କରିଥାଏ।

ପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଭୁବନେଶ୍ୱର: ରକ୍ତଦାନ ଜୀବନ ଦାନ ର ବାର୍ତ୍ତାକୁ ଆଧାର କରି କଳାଭୁମି ଓଡିଶା ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସେବା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାମାଜିକ ସଂଗଠନ, ସମାଜସେବୀ ଓ ରକ୍ତଦାତା ମାନେ ଏହି ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରକୁ ଉଦଘାଟନ କରିଥିଲେ ମାନ୍ୟବର ମନ୍ତ୍ରୀ ଯୋଜନା ଓ ସମୋନୟ ଓଡିଶା ସରକାର ରାଜେନ୍ଦ୍ର ଢୋଲକିଆ । ଜୈନ ସନ୍ଥ ଗୁରୁଜି , ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ୨୭ ନମ୍ବର ଯୋନର କର୍ପୋରେଟର ସୁଧାଂଶୁ ଶେଖର, ଏସପି ବିଷ୍ଣୁ ପ୍ରସାଦ ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁ ଏବଂ ପଠାଣି ସମନ୍ତଙ୍କ ପ୍ରତିମୂର୍ତ୍ତି ଏବଂ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହିତ ସମାଜ ସେବୀ ମାନି ପଣ୍ଡା, ସମାଜସେବକ ରୋହିତ କୁମାର ଏବଂ ରକ୍ତଦାତା ତନ୍ମୟ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଶିବିରକୁ ଉତ୍ସାହ ମଣ୍ଡନ କରିବା ସହିତ ରକ୍ତଦାନ କରିଥିଲେ ଏହି ରକ୍ତଦାନ ଶିବିରକୁ କଳାଭୂମିର ଅଧ୍ୟକ୍ଷ ତଥା ଯୁବ ବଂଶୀବାଦକ ତଥା ସମାଜସେବୀ ପ୍ରମୋଦ କୁମାର ପତି ପରିଚାଳନା କରିଥିଲେ ।କ ଳାଭୂମି ର ସଦସ୍ୟ ଡ଼ଃ ସୁଚିତ୍ରା ଦାସ, ନାଦିରା ଫତିମା, ରିତାଞ୍ଜଳୀ ବଡ଼ଜେନା, ସୃତି ମିଶ୍ର,ସ୍ବତୀକ, କଳାଭୂମିର ସଦସ୍ୟ ପ୍ରମୁଖ ସହଯୋଗ କରିଥଲେ ।ଏ ହି ଅବସରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରକ୍ୱାଯାଇଥିଲା ।

ଆଜି ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଭୁବନେଶ୍ୱର ସିଆର୍‍ପି ଛକ ଷ୍ଟୁଆର୍ଟ ସ୍କୁଲ ପରିସରରେ ଏହି ଶିବିର ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଶିବିର ଚାଲିବ। ସ୍ୱେଚ୍ଛାକୃତ ରକ୍ତଦାତାମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିବା ପାଇଁ ନିବେଦନ କରାଯାଇଛି। ଏଥିସହ ଆସନ୍ତା ଶନିବାର ନୀଳାଦ୍ରି ବିହାର ଗ୍ରାଣ୍ଡ୍‍ ଲୁମ୍ବିନି କନ୍‍ଭେନ୍‍ସନରେ ମଧ୍ୟ ଏକ ଚିତ୍ରକଳା କର୍ମଶାଳା ଆୟୋଜିତ ହେବ। ଏଥିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଚିତ୍ରଶିଳ୍ପୀ ଭାଗ ନେବେ ବୋଲି ଜଣାପଡ଼ିଛି। ଏହି କର୍ମଶାଳା ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ସମ୍ବଲପୁରରେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ସମ୍ବଲପୁର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ। ରକ୍ତ ଦେଇ କାହାର ମୂଲ୍ୟବାନ୍‍ ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। ଏହି ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶ କରି ତାଙ୍କ ଜୀବନ ରକ୍ଷା କରୁ ନାହିଁ ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି।  ଆଜି ସମ୍ବଲପୁରରେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆଜି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ରାସେଶ୍ବରୀ ପାଣିଗ୍ରାହୀ ଯୋଗଦେଇଥିଲେ।

ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୭୦୦ ୟୁନିଟ୍ ରକ୍ତ ସଂଗୃହୀତ
ଭୁବନେଶ୍ୱର: ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସର୍ବମୋଟ ୭୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଅନ୍ତର୍ଗତ ଅମୃତୁଲ ଠାରେ ଅନୁଷ୍ଠିତ ଶିବିରରୁ ୫୦୧ ୟୁନିଟ୍ ଏବଂ ଗୋବରା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଶିବିରରୁ ୧୭୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଜିଲ୍ଲାରେ ସମୁଦାୟ ୬୭୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଆସିକା ସାଂସଦ ପ୍ରମିଳା ବିଶୋୟୀ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଜୀବନବିନ୍ଦୁ ଅଭିନନ୍ଦନପତ୍ର ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମଣ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଆୟୋଜିତ ଏହି ଦୁଇଟି ଶିବିରକୁ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା ସଂଯୋଜନା କରିଥିଲେ ।

ସେହିପରି ସୁନ୍ଦରଗଡ଼ର ବୀରମମିତ୍ରପୁରରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ ହୋଇ ୨୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଜିଲ୍ଲା ସଂଯୋଜକ କୁନବିହାରି ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେମା ଏକ୍କା ଆୟୋଜନ କରିଥିଲେ ।

ବିପତ୍ତି କାଳରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲେଶ୍ୱର : କରୋନା ମହାମାରୀ ସାଙ୍ଗକୁ ୟସ ସାମୁଦ୍ରିକ ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ରୋଗୀଙ୍କୁ ରକ୍ତର ଅଭାବ ନରହିବା ପାଇଁ ଅଣ୍ଟା ଭିଡ଼ିଛି ବିଜୁ ଯୁବ ଜନତା ଦଳ | ଓଡ଼ିଶା ମୋ ପରିବାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ୱରେ ଆଜି ବାଲେଶ୍ୱରର ରସାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଶିବିରକୁ ଓଡ଼ିଶା ସରକାରଙ୍କ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଉପସ୍ଥିତ ଥିଲେ | ଏହି ଅବସରରେ 104 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ଶିବିର ପରିଚାଳନାରେ ବିଜୁ ଜନତା ଦଳର ନେତା ବିସ୍ମୟ ଦାସ, ଯୁବନେତା ଦିଲୀପ ଦ୍ବିବେଦି, ଅର୍ଜୁନ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଯୁବକମାନେ ଏହି ବିପତ୍ତି ସମୟରେ ରକ୍ତଦାନ କରିବାକୁ ଆଗେଇ ଆସିଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ର ସାଧୁବାଦ ଜଣାଇଥିଲେ |

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସୋମବାରଠାରୁ ଭୁବନେଶ୍ୱରରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ ହୋଇଯାଇଛି। ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମିିକୁ ପ୍ରଧାନଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ସମୟରେ ରକ୍ତଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ଏବଂ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଯେଉଁ ଆହ୍ୱାନ ଦିଆଯାଇଥିଲା ତାହାକୁ ସଫଳ କରିବାକୁ ଯାଇ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଜଣାପଡ଼ିଛି।

ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀ ମିଶ୍ର , ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଓଡ଼ିଶା ମୋ ପରିବାର ସଂଯୋଜକ ରୁଦ୍ର ସାମନ୍ତରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ଏହି ରକ୍ତଦାନ ଶିବିରକୁ ଆହୁରି ବ୍ୟାପକ ଭାବେ ତ୍ୱରାନିତ କରାଯିବା ସହ କରୋନା ସମୟରେ ରକ୍ତ ଅଭାବ ନ ଦେଖା ଯିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ଉତ୍ସାହିତ ଓ ପ୍ରତିଶ୍ରୁତିବଦ୍ଧ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ୍‍ ପ୍ରଧାନ, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ବିଜୟ ବସନ୍ତିଆ , ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍‍ ପାଲଟା ସିଂ,ରାଜ୍ୟ ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା ସମେତ ଭୁବନେଶ୍ୱର ଜିଲ୍ଲା ଛାତ୍ର ଉପସଭାପତି ସିଦ୍ଧାର୍ଥ ସ୍ୱାଇଁ ଓ ବହୁ ଛାତ୍ରନେତା ମଧ୍ୟ ଉପସ୍ଥିତ ଥିଲେ।