Surrenders - The Sakala

୧୪ ଲକ୍ଷର ପୁରସ୍କାର ଥିବା ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ଭୋପାଳ: ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା। ମଧ୍ୟପ୍ରଦେଶ ବାଲାଘାଟ ଜିଲା ଲାଞ୍ଜି ପୋଲିସ ଷ୍ଟେଶନ କ୍ୟାମ୍ପରେ ମଙ୍ଗଳବାର ଜଣେ ହାଡ଼କୋର ମହିଳା ମାଓବାଦୀ ଇନ୍‌ସାସ ରାଇଫଲ ସହ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଜଣକ ହେଲେ ବିଜାପୁର ଜିଲାର ସୁନିତା। ତାଙ୍କ ନାମରେ ପୋଲିସ ପକ୍ଷରୁ ୧୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ରହିଥିଲା। ସୁନିତା ଆତ୍ମସମର୍ପଣ ବେଳେ ଏକ ଇନ୍‌ସାସ ରାଇଫଲ, ୩ଟି ମାଗଜିନ, ୩୦ ରାଉଣ୍ଡ ଗୁଳି ପୋଲିସକୁ ହସ୍ତାନ୍ତର କରିଥିଲେ। ଆତ୍ମସମର୍ପଣ ବେଳେ ବରିଷ୍ଠ ପୋଲିସର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।