molestation - The Sakala

ରାଜଧାନୀର ବିଚ୍ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ, ମୋବାଇଲ ନମ୍ବର ନଦେବାରୁ ଆକ୍ରମଣ କଲା ଦୃର୍ବୁତ୍ତ
ଭୁବନେଶ୍ଵର: ବିଚ୍ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ । ମୋବାଇଲ ନମ୍ବର ମାଗିଲା ଦୃର୍ବୁତ୍ତ, ନମ୍ବର ନଦେବାରୁ ଯୁବତୀଙ୍କୁ ଆକ୍ରମଣ କଲା । ଆକ୍ରମଣରେ ଯୁବତୀଙ୍କ ଫାଟିଲା ନାକ ଓ ଆଖି । ରକ୍ତ ଯୁଡୁବୁଡୁ ଅବସ୍ଥାରେ ଲିଙ୍ଗରାଜ ଥାନାରେ ଅଭିଯୋଗ କଲେ ଯୁବତୀ। ସିସିଟିଭି ଯାଞ୍ଚ୍ ସହ ଯୁବକଙ୍କୁ ଧରିବାକୁ ପୁଲିସର ତନାଘନା।

ରାଜଧାନୀ ଭୁବନେଶ୍ଵର ପୁଣି ଯୁବତୀଙ୍କୁ ଅସଦାଚରଣ ସହ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ସୋରୁମରୁ କାମ ସାରି ଘରକୁ ଫେରୁଥିବା ବେଳେ ରବି ଟକିଜ୍ ଛକ ନିକଟରେ ଦୃର୍ବୁତ୍ତ ଜଣଙ୍କ ଯୁବତୀଙ୍କୁ ଅଟକାଇ ଥିଲେ, ପରେ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ। ଅଚିହ୍ନା ଯୁବକ ହଠାତ୍ ମୋବାଇଲ ନମ୍ବର ମାଗୁଥିବା ଦେଖି ଯୁବତୀ ଆଶ୍ଚର୍ଯ୍ୟ ହେବା ସହ ନମ୍ବର ଦେବାକୁ ମନା କରିଥିଲେ। ଦୃର୍ବୁତ୍ତ ଜଣକ ପିଛା କରିକରି ଯୁବତୀଙ୍କ ଡ୍ରେସ୍ ଟଣାଓଟରା କରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବାରୁ ଦୃର୍ବୁତ୍ତ ଜଣକ ନିଜ ମୋବାଇଲରେ ଯୁବତୀଙ୍କ ନାକ ଏବଂ ଆଖିକୁ ଜୋରଦାର ଆକ୍ରମଣ କରି ଫେରାର ହୋଇଯାଇଥିଲା। ଯାହା ଫଳରେ ଯୁବତୀଙ୍କ ନାକ ଫାଟିବା ସହ ଆଖିରେ ଆଘାତ ବାଜି ରକ୍ତସ୍ରାବ ହୋଇଥିଲା। ପରେ ସ୍ଥାନୀୟ ଲିଙ୍ଗରାଜ ଥାନାକୁ ଯାଇ ଯୁବତୀ ଅଭିଯୋଗ କରିଥିଲେ। ପୋଲିସ ଯୁବତୀଙ୍କୁ ମେଡିକାଲ ଟ୍ରିଟମେଣ୍ଟ କରାଇବା ପରେ ସ୍ପଟ୍ ଭେରିଫିକେସନ୍ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ଘଟଣାସ୍ଥଳର ଆଖପାଖ ସିସିଟିଭି ଯାଞ୍ଚ୍ କରିବା ସହ ଚଢାଉ ଜାରି ରଖିଚି ପୋଲିସ।

ବାରିପଦାରେ ଲଜ୍ଜ୍ୟା: ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ବାରିପଦା: ବାରିପଦାରେ ଦୁଷ୍କର୍ମ। ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବାରିପଦା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ନାତୁଣୀ ସହ ଗାଁର ପଡ଼ୋଶୀ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଘର ପଛ ପାଖରେ ଏକ ନିର୍ଜନ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ ଗିରଫ କରି ଥାନାରେ ଅଟକ ରଖିଛି ବାରିପଦା ସଦର ପୋଲିସ । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ବାରିପଦା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ଘର ସମ୍ମୁଖରେ ଖେଳୁଥିଲେ। ସେହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ଅଜା ନାବାଳିକାଙ୍କୁ ଜୋର ଜବରଦସ୍ତି ଘର ପଛପଟକୁ ନିଛାଟିଆ ଜାଗାକୁ ନେଇଯାଇଥିଲେ। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟରେ ନାବାଳିକା ପାଟି କରି କାନ୍ଦିଥିଲେ। କାନ୍ଦ ଶୁଣି ପଡୋଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ଓ ଘର ଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି।

ଭଦ୍ରକରେ ଲଜ୍ଜା; ନାବାଳିକାକୁ ଅସଦାଚରଣ ଉଦ୍ୟମ, ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ...
ଭଦ୍ରକ: ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଲଜ୍ଜ୍ୟା। ୧୨ ବର୍ଷୀୟ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ। ଏଥିରେ ବିଫଳ ହେବାରୁ ନାବାଳିକାଙ୍କୁ ପଥରରେ ଛେଚି ଜୀବନରୁ ମାରିଦେବାକୁ ଉଦ୍ୟମ। ରକ୍ତାକ୍ତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକେ। ପରେ ନାବାଳିକାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ପାଇ ଆଗରପଡ଼ା ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ଛାନ୍ ଭିନ୍ ଆରମ୍ଭ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତ ରାଜୁ ସୋରେନକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।