instagram - The Sakala
ଇଟାଲୀରେ ଭାରତୀୟ ମହିଳାଙ୍କ ଦବଦବା: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ୱେଟରଙ୍କୁ କଲେ ସାମ୍ନା, ଭିଡିଓ ଭାଇରାଲ
ଇଟାଲୀର ଏକ ରେସ୍ତୋରାଁରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣେ ୱେଟରଙ୍କୁ ସାମ୍ନା କରି ଏବେ ଚର୍ଚ୍ଚାରେ ଅଛନ୍ତି କିଛି ଭାରତୀୟ ମହିଳା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମହିଳାମାନେ ନିଜ ଦେଶର ସମ୍ମାନ ପାଇଁ ଦୃଢ଼ତାର ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀ ଖୁସି ଦୁବେଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଏବେ ଇଣ୍ଟରନେଟରେ ବହୁଳ ମାତ୍ରାରେ ପ୍ରଶଂସା ସାଉଁଟୁଛି।
ରେସ୍ତୋରାଁରେ କ'ଣ ଘଟିଥିଲା?
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଖୁସି ଦୁବେ ଏବଂ ତାଙ୍କ ବାନ୍ଧବୀମାନେ ଇଟାଲୀର ଏକ ରେସ୍ତୋରାଁରେ ହୋସେନ ନାମକ ଜଣେ ୱେଟରଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ବିବାଦ ଆରମ୍ଭ ହୋଇଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କଥା କଟାକଟି ଏକ ଉତ୍ତପ୍ତ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ସମୟରେ ୱେଟର ଜଣକ ଅଶ୍ଳୀଳ ଭାଷାର ପ୍ରୟୋଗ କରି କହିଥିଲେ, 'ପୋଲିସକୁ ଡାକ, ମୁଁ ଏଠାରୁ ଯାଉଛି'। ଏହାର କଡ଼ା ଜବାବ ଦେଇ ଜଣେ ମହିଳା କହିଥିଲେ, 'ନିଜ ଭାଷା ଉପରେ ନିୟନ୍ତ୍ରଣ ରଖ। ପ୍ରଥମ କଥା ହେଉଛି ଆମେ ମହିଳା, ତେଣୁ ସମ୍ମାନ ଦେବା ଶିଖ।
ଭାରତ ବିରୋଧୀ ମନ୍ତବ୍ୟ ଏବଂ ପୋଲିସର ହସ୍ତକ୍ଷେପ
ବିବାଦ ବଢ଼ିବା ସହିତ ୱେଟର ଜଣକ ଭାରତ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ସେ କହିଥିଲେ, 'ତୁମେମାନେ ତୁମ ଦେଶକୁ ଖରାପ କରୁଛ, ତୁମେମାନେ ସେହି ଭାରତରୁ ଆସିଛ।' ଏହା ଶୁଣିବା ପରେ ମହିଳାମାନେ ଆହୁରି ରାଗିଯାଇ ତାଙ୍କୁ ମହିଳା ଓ ଅନ୍ୟ ଦେଶକୁ ସମ୍ମାନ ଦେବାକୁ ଚେତାବନୀ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଆସିବା ପରେ ୱେଟର ଜଣକ ନିଜର ଭୁଲ ମାଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ମହିଳାମାନେ ଜିଦ୍ ଧରିଥିଲେ ଯେ, ସେ କେବଳ ତାଙ୍କ ସହ କରିଥିବା ଦୁର୍ବ୍ୟବହାର ପାଇଁ ନୁହେଁ ବରଂ ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ କ୍ଷମା ମାଗନ୍ତୁ। 'ଦୟାକରି କୁହନ୍ତୁ ଯେ ଭାରତକୁ ଅପମାନିତ କରିଥିବାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି,' ବୋଲି ଭିଡିଓରେ ମହିଳାମାନେ କହୁଥିବା ଶୁଣିବାକୁ ମିଳିଛି।
ନିଜ ଦେଶ ଏବଂ ଆତ୍ମସମ୍ମାନ ପାଇଁ ଲଢ଼ିଥିବା ଏହି ମହିଳାମାନଙ୍କ ସାହସକୁ ଏବେ ସୋସିଆଲ ମିଡିଆରେ ୟୁଜରମାନେ ପ୍ରବଳ ପ୍ରଶଂସା କରୁଛନ୍ତି।
View this post on Instagram
A post shared by KHUSHI DUBEY (@khushicupcake5)
ଜି-୭ ସମ୍ମିଳନୀରେ ମୋଦୀଙ୍କୁ ମେଲୋନୀଙ୍କ ମଜାଳିଆ କଥା: 'ଇନଷ୍ଟାଗ୍ରାମରେ ଆମେ ସବୁଠାରୁ ଲୋକପ୍ରିୟ ଯୋଡ଼ି'
ଫ୍ରାନ୍ସରେ ଆୟୋଜିତ ହୋଇଥିବା ୫୨ତମ ଜି-୭ ସମ୍ମିଳନୀ (G7 Summit) ଅବସରରେ ପୁଣି ଥରେ ଦେଖିବାକୁ ମିଳିଛି 'ମେଲୋଡି'ର ଯାଦୁ। ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ହୋଇଛି। ଭେଟଘାଟ ସମୟରେ ମେଲୋନୀ ମଜାକିଆ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ଯେ, ସେମାନେ ବର୍ତ୍ତମାନ ଇନଷ୍ଟାଗ୍ରାମ (Instagram)ରେ ସବୁଠାରୁ ଲୋକପ୍ରିୟ ଯୋଡ଼ି। ସେମାନଙ୍କର ଏହି ମଜାଳିଆ କଥାବାର୍ତ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ପୁଣି ଚର୍ଚ୍ଚାରେ 'ମେଲୋଡି' ଟ୍ରେଣ୍ଡ
ବିଶ୍ୱସ୍ତରୀୟ ମଞ୍ଚରେ ମୋଦୀ ଏବଂ ମେଲୋନୀଙ୍କ ବନ୍ଧୁତା ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଥାଏ। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଉଭୟ ନେତାଙ୍କ ନାମକୁ ଯୋଡ଼ି #Melodi (ମେଲୋଡି) ହ୍ୟାସଟ୍ୟାଗ୍ ତିଆରି କରିଛନ୍ତି, ଯାହା ବାରମ୍ବାର ଟ୍ରେଣ୍ଡ୍ କରିଥାଏ। ଫ୍ରାନ୍ସରେ ଚାଲିଥିବା ସମ୍ମିଳନୀରେ ଉଭୟ ନେତା ପରସ୍ପରକୁ ଭେଟିବା କ୍ଷଣି ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ଗତ ମେ' ମାସରେ ମୋଦୀ ତାଙ୍କୁ ଉପହାର ସ୍ୱରୂପ ଦେଇଥିବା ଭାରତୀୟ 'ମେଲୋଡି' ଚକୋଲେଟ୍ କିପରି ବିଶ୍ୱସ୍ତରରେ ଭାଇରାଲ ହୋଇଥିଲା, ସେ ନେଇ ମେଲୋନୀ ଖୁସି ବ୍ୟକ୍ତ କରିଥିଲେ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଏହି ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ସମୟରେ ମେଲୋନୀ ହସି ହସି କହିଥିଲେ, "ଆମେ ହେଉଛୁ ଇନଷ୍ଟାଗ୍ରାମର ସବୁଠାରୁ ଲୋକପ୍ରିୟ ଯୋଡ଼ି"। ମେଲୋନୀଙ୍କ ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ଅନ୍ୟ ବିଶ୍ୱ ନେତାମାନେ ମଧ୍ୟ ହସି ପକାଇଥିଲେ। ବର୍ତ୍ତମାନ ଏହି ଦୃଶ୍ୟର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଇଣ୍ଟରନେଟରେ ଧମାଲ ମଚାଉଛି ଏବଂ ନେଟିଜେନ୍ସମାନେ ବେଶ୍ ପସନ୍ଦ କରିବା ସହ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
ଇନଷ୍ଟାଗ୍ରାମରେ ନିଜର ଯନ୍ତ୍ରଣାଦାୟକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜଣାଇଲେ ସୋନୁ ନିଗମ: କହିଲେ 'ଏମ୍ଆର୍ଆଇ (MRI) ଏବଂ ସିଟି (CT) ସ୍କାନ୍ କରୁଛି'
ସୋନୁ ନିଗମ (Sonu Nigam), ଲୋକପ୍ରିୟ ବଲିଉଡ ଗାୟକ, ନିକଟରେ ତାଙ୍କର ଏକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ ଜଣାଇଛନ୍ତି ଯେ ସେ ସ୍ନାୟୁଗତ ସମସ୍ୟା (Nerve-related condition) ଦେଇ ଗତି କରୁଛନ୍ତି, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ।
ଯନ୍ତ୍ରଣାଦାୟକ ଫିଜିଓଥେରାପି ଏବଂ ସ୍ୱାସ୍ଥ୍ୟ ଅବସ୍ଥା
ଏହି ଭିଡିଓରେ ସୋନୁ ନିଗମ ତାଙ୍କ କାନ୍ଧରେ ଲାଗିଥିବା ଏକ ବ୍ୟାଣ୍ଡେଜ୍ ଦେଖାଇ କହିଛନ୍ତି ଯେ, "ମୋର ସ୍ନାୟୁ ଚାପି ହୋଇଯାଇଛି (Pinched nerves)। ଗତ ଏକ ସପ୍ତାହ ଧରି ମୁଁ ଏମ୍ଆର୍ଆଇ (MRI) ଏବଂ ସିଟି ସ୍କାନ୍ (CT Scan) କରୁଛି ଏବଂ ଅନେକ ଔଷଧ ଖାଉଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଫିଜିଓଥେରାପି ଅତ୍ୟନ୍ତ କଷ୍ଟଦାୟକ ଥିଲା, ଯେଉଁଥିପାଇଁ ସେ ବର୍ତ୍ତମାନ ଯନ୍ତ୍ରଣା ନିବାରକ ଔଷଧ ଉପରେ ନିର୍ଭର କରୁଛନ୍ତି।
ସ୍ୱର ଉପରେ ପ୍ରଭାବ
ଜଣେ ଗାୟକ ପାଇଁ ନିଜର ସ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ, ଏହି ଚିକିତ୍ସା ତାଙ୍କ ଗଳା ଉପରେ ମଧ୍ୟ ପ୍ରଭାବ ପକାଇଛି। ମାଂସପେଶୀକୁ ଆରାମ ଦେବା ପାଇଁ ଖାଉଥିବା ଔଷଧ (Muscle relaxants) କାରଣରୁ ତାଙ୍କର ଗଳା ଭାରୀ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। "ମୁଁ ଯନ୍ତ୍ରଣା ନିବାରକ ଔଷଧ ଖାଉଛି, ସେଥିପାଇଁ ମୋ ଗଳା ଟିକେ ଭାରୀ ଲାଗୁଛି," ବୋଲି ସୋନୁ କହିଛନ୍ତି।
ପ୍ରଶଂସକଙ୍କ ପାଇଁ ମଞ୍ଚକୁ ଫେରିଲେ ସୋନୁ
ଏତେ ଯନ୍ତ୍ରଣା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ, ସୋନୁ ନିଗମ ନିଜର ମୁମ୍ବାଇ କନସର୍ଟକୁ (Mumbai concert) ବାତିଲ୍ କରିନାହାଁନ୍ତି। ପ୍ରାୟ ଦେଢ଼ ମାସ ପରେ ମଞ୍ଚକୁ ଫେରୁଥିବାରୁ ତାଙ୍କ ଆତ୍ମବିଶ୍ୱାସ ଟିକେ କମ ଥିବା ସେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, "ଗଳା ସାଥ୍ ଦେଉନାହିଁ, କିନ୍ତୁ ମୁଁ କିଛି କରିପାରିବି ନାହିଁ। ଭଗବାନ ମୋତେ ମଞ୍ଚ ଉପରେ ଶକ୍ତି ଦିଅନ୍ତୁ।" ଏହା ସତ୍ତ୍ୱେ ସେ ନିଜର ପ୍ରଶଂସକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏବଂ ସଙ୍ଗୀତ ପରିବେଷଣ କରିବା ପାଇଁ ଦୃଢ଼ ନିଶ୍ଚିତ ଅଛନ୍ତି।
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ବଲିଉଡର ଭାଇଜାନ ସଲମାନ ଖାନ (Salman Khan) ଙ୍କ ଇନଷ୍ଟାଗ୍ରାମ (Instagram) ଆକାଉଣ୍ଟ ହଠାତ୍ ଉଭାନ ହୋଇଯିବା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି। ତାଙ୍କ ପ୍ରୋଫାଇଲ୍ ଖୋଲିବା ମାତ୍ରେ ୟୁଜର୍ ନଟ୍ ଫାଉଣ୍ଡ (User Not Found) ଲେଖା ଆସୁଥିଲା, ଯାହା ପରେ ଫ୍ୟାନ୍ସମାନେ ଆକାଉଣ୍ଟଟି ଡିଆକ୍ଟିଭେଟ୍ କିମ୍ବା ହ୍ୟାକ୍ ହୋଇଛି କି ନାହିଁ ବୋଲି ଚିନ୍ତା କରିଥିଲେ। ତେବେ ତାଙ୍କର ଏକ୍ସ (X) ପେଜ୍ ପୂର୍ବପରି ସକ୍ରିୟ ରହିଥିଲା।
ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍କ୍ରିନସଟ୍
ସଲମାନଙ୍କ ଇନଷ୍ଟାଗ୍ରାମ ପେଜ୍ ଗାୟବ ହେବା ପରେ କିଛି ସମୟ ପାଇଁ ଫଲୋଅର୍ସ ବା ପୋଷ୍ଟଗୁଡିକ ମଧ୍ୟ ଦେଖାଯାଇନଥିଲା। ଏହି ଘଟଣାର ସ୍କ୍ରିନସଟ୍ ଗୁଡିକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଥିଲା। ତେବେ ଏହା ଏକ ବୈଷୟିକ ତ୍ରୁଟି (Technical glitch) ବୋଲି ଅନୁମାନ କରାଯାଉଛି, କାରଣ କିଛି ସମୟ ପରେ ସଲମାନଙ୍କ ଆକାଉଣ୍ଟ ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଥିଲା। ଏହି ଘଟଣାକୁ ନେଇ ସଲମାନ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
ପାପାରାଜି ବିବାଦ ଓ ଇମୋସନାଲ ପୋଷ୍ଟ
ସୂଚନାଯୋଗ୍ୟ ଯେ, ନିକଟରେ ଏକ ଡାକ୍ତରଖାନା ବାହାରେ ପାପାରାଜି (Paparazzi) ଙ୍କ ସହ ସଲମାନଙ୍କର ବିବାଦ ଦେଖିବାକୁ ମିଳିଥିଲା। ଏହାର କିଛି ଦିନ ପରେ ଏଭଳି ଘଟଣା ଘଟିଥିବାରୁ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସଲମାନ ନିଜ ଇନଷ୍ଟାଗ୍ରାମରେ କିଛି ଇମୋସନାଲ ଏବଂ କ୍ରିପ୍ଟିକ୍ (Cryptic) ପୋଷ୍ଟ ମଧ୍ୟ ସେୟାର କରିଥିଲେ। ବର୍ତ୍ତମାନ ତାଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୭୨ ମିଲିୟନରୁ (72 Million) ଅଧିକ ଫଲୋଅର୍ସ ଅଛନ୍ତି ଏବଂ ତାଙ୍କର ପ୍ରତ୍ୟେକ ପୋଷ୍ଟ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଥାଏ।
Arre yaar Mai apne bare mai nahi baat kar raha tha. How can i be alone when i have such a large amazing family n friends n how can I be lonely when I have u guys,your wishes n Duas, I would be the biggest na shukra ever.
Kabhi Kabhi logon ke saath reh kar pak jaata hun, isliye…
— Salman Khan (@BeingSalmanKhan) May 18, 2026
ଇନ୍‌ଷ୍ଟାଗ୍ରାମରେ ସେକ୍ସ ରାକେଟ: ୧୦ ହଜାର ଯୁବତୀ ସାମିଲ
ଲୁଧିୟାନା: ମନୋରଞ୍ଜନର ମାଧ୍ୟମ ସାଜିଥିବା ସାମାଜିକ ଗଣମାଧ୍ୟମ ଏବେ କଳା କାରବାରର ପ୍ରମୁଖ କେନ୍ଦ୍ର ହୋଇଯାଇଛି। ମିଥ୍ୟା ଖବର ପ୍ରସାର ପରେ ନିନ୍ଦିତ ସାମାଜିକ ଗଣମାଧ୍ୟମକୁ ଦେହ ବେପାର ପାଇଁ ବ୍ୟବହାର କରାଯାଉଛି। ପଞ୍ଜାବ ଲୁଧିୟାନାରୁ ଏଭଳି ଚାଞ୍ଚଲ୍ୟକର ମାମଲା ସାମ୍‌ନାକୁ ଆସିଛି। ଇନ୍‌ଷ୍ଟାଗ୍ରାମରେ ପେଜ୍‌ କ୍ରିଏଟ କରି ମହିଳା ଏବଂ ଯୁବତୀଙ୍କୁ ଏଥିରେ ସାମିଲ କରାଯାଉଛି। ଅଶ୍ଳୀଳ ରିଲ୍‌ ପୋଷ୍ଟ କରିବା ପାଇଁ ଏମାନଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଉଛି। ଏହି ଲୋଭରେ ପଡ଼ି ଯୁବତୀ ନିଜର ଅଶ୍ଳୀଳ ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ପୋଷ୍ଟ ପିଛା ୨ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଛି। ଏ ସବୁକୁ ଦେଖି ଅଧିକ ସଂଖ୍ୟକ ଲୋକ ପେଜ୍‌ରେ ସାମିଲ ହେଉଛନ୍ତି। ଏହି ପୃଷ୍ଠାର ପ୍ରୋଫାଇଲରେ ଠିକଣା ମଧ୍ୟ ରହୁଛି। ପରେ ବ୍ୟକ୍ତିଙ୍କୁ ମେସେଜ କରି ଦେହ ବ୍ୟବସାୟକୁ ଠେଲା ଯାଉଛି। କେବଳ ଲୁଧିୟାନାର ୧୦ ହଜାର ଯୁବତୀ ଏଭଳି ପେଜ୍‌ ସହ ଜଡ଼ିତ ଅଛନ୍ତି ବୋଲି ସୂଚନା ମିଳିଛି। ଏଥିରେ ଦେହ ବ୍ୟବସାୟ ହେଉଥିବା ଠିକଣାରେ ଭିଡିଓ ମଧ୍ୟ ଅପଲୋଡ କରାଯାଇଛି। ଏହି ଭିଡିଓରେ ସ୍ଥାନର ଠିକଣା ଦେଖାଯାଉଛି। ତେଣୁ ଗ୍ରାହକ ସହଜରେ ଏଠାରେ ପହଞ୍ଚି ପାରୁଛନ୍ତି। ଭିଡିଓରେ ଶୟନ କକ୍ଷ ମଧ୍ୟ ଦେଖାଯାଉଛି। ୨୦୨୬ ମାର୍ଚ୍ଚରୁ ଏହି ପେଜ୍‌ ଚାଲିଥିବାବେଳେ ଲୁଧିୟାନା ପୁଲିସ ଏସଂପର୍କରେ ସୂଚନା ନପାଇବା ସମସ୍ତଙ୍କୁ ବିସ୍ମିତ କରିଛି ।
ସୂଚନା ଅନୁଯାୟୀ, ଇନଷ୍ଟାରେ ସିମରନ ଲୁବାନିଙ୍କ ନାମରେ ଏକ ପେଜ ରହିଛି। ଏଠାରେ ପଞ୍ଜାବର ଦୁଗରି ଚୌକ କୋଠାର ଠିକଣା ରହିଛି। ଏଥିରେ ସବୁ ଭିଡିଓ ପୋଷ୍ଟ କରାଯାଉଛି। ଏହି ପେଜ୍‌ରେ ଅନେକ ଯୁବତୀ ନିଜର ଅଶ୍ଳୀଳ ଭିଡିଓ କରି ଅପଲୋଡ କରିଛନ୍ତି। ଗ୍ରାହକଙ୍କୁ ଟାଣିବା ପାଇଁ ଏନଆରଆଇ ଭାବି ନାମରେ ମଧ୍ୟ ରିଲ୍‌ ରହିଛି। ଆଉ କିଛି ପୋଷ୍ଟରେ ଆପତ୍ତିଜନକ ଭାଷା ବ୍ୟବହାର କରାଯାଇଛି। ରିଲ୍‌ ମାଧ୍ୟମରେ ଦର ମଧ୍ୟ ଜଣାଇ ଦିଆଯାଉଛି। ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆଣି କୋଠାକୁ ଆସିବାକୁ କୁହାଯାଉଛି। ଆଗ୍ରହୀ ବ୍ୟକ୍ତିଙ୍କୁ ମେସେଜ କରି କେଉଁ ଅଞ୍ଚଳରେ ଯୁବତୀ ଦରକାର ବୋଲି ପଚରା ଯାଉଛି। ପରେ ଏକ ଲିଙ୍କ ଦିଆଯାଉଛି। ଏଥିରେ ୩୦ ହଜାର ଭିଡିଓ ଏବଂ ୨୨ ହଜାର ଫଟୋ ଥିବା ଦାବି କରାଯାଇଛି।
ଖୁବ୍‌ଶୀଘ୍ର ଇନ୍‌ଷ୍ଟାଗ୍ରାମ୍‌ର ଆସିବ ‘ଡିସ୍‌ଲାଇକ୍‌ ବଟନ୍‌’ ବିକଳ୍ପ
ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କୁ ଏବେ କେବଳ କୌଣସି ପୋଷ୍ଟ ଉପରେ ଲାଇକ୍‌ କରିବାର ଅନୁମତି ଥିବା ବେଳେ ଡିସ୍‌ଲାଇକ୍‌ କରିବାର ସୁଯୋଗ ନାହିଁ। ତେବେ ଖୁବ୍‌ଶୀଘ୍ର ବ୍ୟବହାରକାରୀଙ୍କ ଲାଗି ଏହାକୁ ନେଇ ଏକ ନୂଆ ବିକଳ୍ପ ଆସିବାକୁ ଯାଉଛି। ଏହି ଫିଚର୍‌ ମାଧ୍ୟମରେ ପସନ୍ଦ ଆସୁ ନ ଥିବା କୌଣସି କମେଣ୍ଟକୁ ‘ଡିସ୍‌ଲାଇକ୍‌’ କରିବାର ସୁବିଧା ପ୍ରଦାନ କରିବ। ଏହା ୟୁଟ୍ୟୁବ୍‌ର ଡିସ୍‌ଲାଇକ୍‌ ଫିଚର୍‌ ଭଳି ହିଁ କାମ କରିବ। ଅବଶ୍ୟ ଏବେ ସୀମିତ ବ୍ୟବହାରକାରୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଉଛି।
ତେବେ ଏହି ଡିସ୍‌ଲାଇକ୍‌ ବଟନ୍‌ ଫିଡ୍‌ ପୋଷ୍ଟ ଏବଂ ରିଲ୍‌ସରେ ଉପଲବ୍ଧ ହେବ। ଏହି ବିକଳ୍ପ ମାଧ୍ୟମରେ ବ୍ୟବହାରକାରୀ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଏବଂ ରିଲ୍ସରେ ଆସୁଥିବା କମେଣ୍ଟ, ଯାହା ସେମାନଙ୍କୁ ଅପ୍ରାସଙ୍ଗିକ ମନେ ହେବ, ତାହାକୁ ଡିସ୍‌ଲାଇକ୍‌ କରିପାରିବେ। ଅନ୍ୟପଟେ କମ୍ପାନି ଡିସ୍‌ଲାଇକ୍‌ ତଥ୍ୟକୁ ଗୋପନୀୟ ରଖିବ। ଏଥିରେ ଯେଉଁ ବ୍ୟକ୍ତିଙ୍କ କମେଣ୍ଟକୁ ଡିସ୍‌ଲାଇକ୍‌ କରାଯିବ, ସମ୍ପୃକ୍ତ ବ୍ୟକ୍ତି ସେକଥା ଜାଣିପାରିବେ ନାହିଁ। ସେହିପରି କମେଣ୍ଟ ସେକ୍‌ସନ୍‌ର ଗୁଣବତ୍ତା ସୁଧାରିବା ପାଇଁ ଏହି ପରୀକ୍ଷଣ କରାଯାଉଥିବା ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ କୁହାଯାଇଛି।
ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୩ ମସିହା । ଏହି ସମୟରେ ଅନେକ ଆକଳନ ମଧ୍ୟ ବାହାରକୁ ଆସିଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସାରା ବିଶ୍ୱରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ୪.୮ ବିଲିୟନ ଅତିକ୍ରମ କରିଛି। ଦୁନିଆର ଅଧିକାଂଶ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିଦିନ ସୋସିଆଲ ମିଡିଆରେ ୨ ଘଣ୍ଟା ୨୪ ମିନିଟ୍ ବିତାଉଛନ୍ତି ବୋଲି ରିପୋର୍ଟରୁ ପ୍ରକାଶା ପାଇଛି। ଚଳିତ ବର୍ଷ ସବୁଠୁ ଡିଲିଟ ହୋଇଥିବା ସୋସିଆଲ ମିଡିଆ ଆପର ନାଁ ମଧ୍ୟ ପ୍ରକାଶ ପାଇଛି।
୨୦୨୩ରେ ଅଧିକ ଡିଲିଟ୍ ହୋଇଥିବା ଆପ୍ :
ଆମେରିକୀୟ ଟେକ୍ ଫାର୍ମ ଟିଆରଜି (TRG ) ଡାଟାସେଣ୍ଟର୍ ଏକ ରିପୋର୍ଟ ପ୍ରକାଶ କରିଛି ।  ଯେଉଁଥିରେ ଚଳିତ ବର୍ଷର ସର୍ବାଧିକ ଡିଲିଟ୍ ହୋଇଥିବା ଆପ୍ ବିଷୟରେ ସୂଚନା ଦିଆଯାଇଛି। ଲଞ୍ଚ ହେବାର ୨୪ ଘଣ୍ଟା ମଧ୍ୟରେ ଥ୍ରେଡ୍ ଆପରେ ୧୦୦ ମିଲିୟନ୍ ଉପଭୋକ୍ତା ଯୋଡି ହୋଇଥିଲେ। ହେଲେ ଆସନ୍ତା ୫ ଦିନ ମଧ୍ୟରେ ଥ୍ରେଡ୍ ଆପ  ୮୦ ପ୍ରତିଶତ ଉପଭୋକ୍ତାଙ୍କୁ ହରାଇଛି।
ଇନଷ୍ଟାଗ୍ରାମ ହେଉଛି ସବୁଠାରୁ ଡିଲିଟ୍ ହୋଇଥିବା ଆପ୍ :
ରିପୋର୍ଟ ଅନୁଯାୟୀ, ବିଶ୍ ୧୦ ଲକ୍ଷ ଲୋକ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାର ଉପାୟ ଖୋଜିଛନ୍ତି। ୧୦, ୨୦,୦୦୦ ରୁ ଅଧିକ ଉପଭୋକ୍ତା ଇନଷ୍ଟାଗ୍ରାମ ଆପ୍ ଡିଲିଟ୍ କରିଥିବା ଜଣାପଡ଼ିଛି।
ଅଧିକାଂଶ ଡିଲିଟ୍ ହୋଇଥିବା ଆପ୍ ତାଲିକାରେ ଦ୍ୱିତୀୟରେ ସ୍ନାପଚାଟ  ରହିଛି। ଏହି ଆପକୁ ୧ ଲକ୍ଷ ୨୮ ହଜାର ୫୦ ଲୋକଙ୍କ ଦ୍ୱାରା ଡିଲିଟ୍ ହୋଇଛି। ଏହା ପରେ X (ଟ୍ୱିଟର), ଟେଲିଗ୍ରାମ, ଫେସବୁକ୍, ଟିକଟକ୍, ୟୁଟ୍ୟୁବ୍, ହ୍ବାଟସଆପ୍  ଏବଂ ୱିଚାଟ୍ ର ନାମ ଅଛି। ୪୯ ହଜାର ଲୋକ ଫେସବୁକ୍ ଆପ୍ ଡିଲିଟ୍ କରିଥିବା ବେଳେ ହ୍ବାଟସଆପ୍  ଡିଲିଟ୍ କରିଥିବା ଉପଭୋକ୍ତାଙ୍କ ସଂଖ୍ୟା ହେଉଛି ୪,୯୫୦ ରହିଛି।
ଇନ୍‌ଷ୍ଟାଗ୍ରାମ୍‌ ଦେଖା ଅଭ୍ୟାସକୁ ନିୟନ୍ତ୍ରଣ ପାଇଁ ସେଟ୍ କରନ୍ତୁ ଟାଇମ୍‌ ଲିମିଟ୍‌
ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମର ରିଲ୍‌ ମାଧ୍ୟମରେ ଅନେକ ନିଜର ପ୍ରତିଭା ଦେଖାଉଛନ୍ତି। ଏହାରି ଜରିଆରେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଧାରୀଙ୍କ ଫଲୋର୍ସ ସଂଖ୍ୟା ବଢ଼ିଥାଏ। ତେବେ ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା ବା ଏହାକୁ ଦେଖିବାରେ ଲୋକ ଘଣ୍ଟା ଘଣ୍ଟା ସମୟ ବିତାଇଥାନ୍ତି। ଏହାଦ୍ବାରା ଜଣେ ବ୍ୟକ୍ତିଙ୍କ ସମୟ ନଷ୍ଟ ହୁଏ। ଜରୁରି କାମକାର୍ଯ୍ୟ ଅଧା ରହିଯାଏ। କେବଳ ସେତିକି ନୁହେଁ, ଅଧିକ ସମୟ ଧରି ନେଟ୍‌ ବ୍ୟବହାର ଯୋଗୁଁ ଫୋନ୍‌ରୁ ଡାଟା ମଧ୍ୟ ସରିଥାଏ। ଉପରୋକ୍ତ ସମସ୍ୟାରୁ ବର୍ତ୍ତିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଡେଲି ଟାଇମ୍‌ ଲିମିଟ୍‌ ସେଟିଂ କରିବାର ଜରୁରି ରହିଛି। ଇନ୍‌ଷ୍ଟାଗ୍ରାମ ତରଫରୁ ଏହି ସୁବିଧା ଥିବାବେଳେ ଏହାରି ସାହାଯ୍ୟରେ ଏହି ଟାଇମ୍‌ ଲିମିଟ୍‌କୁ ବଢ଼ାଇ ବା କମାଇ ପାରିବେ। ଏହାଦ୍ବାରା ଘଣ୍ଟା ଘଣ୍ଟା ଇନ୍‌ଷ୍ଟାଗ୍ରାମ୍‌ ଦେଖା ଅଭ୍ୟାସକୁ ନିୟନ୍ତ୍ରଣ କରାଯାଇପାରେ। ଇନ୍‌ଷ୍ଟାଗ୍ରାମରେ ଡେଲି ଲିମିଟ ସେଟିଂ କରିବାକୁ ପ୍ରଥମେ ପ୍ରୋଫାଇଲ୍‌କୁ ଯାଆନ୍ତୁ, ଡାହାଣ ପାର୍ଶ୍ବରେ ଥିବା ତିନିଟି ବିନ୍ଦୁ ବା ଡଟ୍‌ ଉପରେ କ୍ଲିକ୍‌ କରି ଆକ୍ଟିଭିଟି ବିକଳ୍ପକୁ ଚୟନ କରନ୍ତୁ। ପରେ ଟାଇମ୍‌ ସ୍ପେଣ୍ଟ ଉପରେ କ୍ଲିକ୍‌ କରି ଡେଲି ଟାଇମ୍‌କୁ ସେଟିଂ କରିବାକୁ ଯେକୌଣସି ବିକଳ୍ପ – ସେଟ୍‌ ରିମାଇଣ୍ଡର କିମ୍ବା ଟେକ୍‌ ବ୍ରେକ୍ସ ଆଣ୍ଡ ସେଟ୍‌ ଡେଲି ଟାଇମ୍‌ ଲିମିଟ ସେଟ୍‌ କରି ବିକଳ୍ପ ଚୟନ କରି ପାରିବେ। ଏହି ଲିମିଟ୍‌ କେବଳ ଆଣ୍ଡ୍ରଏଡ୍‌ କିମ୍ବା ଆଇଓଏସ୍‌ ଡିଭାଇସ୍‌ରେ ସେଟ୍‌ କରିବାର ସୁବିଧା ରହିଛି।
ଇନ୍‌ଷ୍ଟାରେ ଷ୍ଟୋରି ସେୟାରିଂ ପାଇଁ ଆସିବ ନୂଆ ବିକଳ୍ପ
ନୂଆଦିଲ୍ଲୀ: ଫଟୋ ସେୟାରିଂ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାରିଂ ପାଇଁ ନୂଆ ବିକଳ୍ପ ମିଳିବ। ଏବେ କମ୍ପାନି ଏ ଦିଗରେ କାମ ଜାରି ରଖିଛି। ଏହି ନୂଆ ଫିଚର୍‌ ଦ୍ବାରା ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାର୍‌ ସମୟରେ ଗୋପନୀୟତା ଉପରେ ଗୁରୁତ୍ବ ଦେବ। ଏଥିପାଇଁ ‘ଫ୍ରେଣ୍ଡସ ଷ୍ଟୋରି’ ନାମକ ବିକଳ୍ପ ସେମାନଙ୍କୁ ମିଳିବ। ଏହି ବିକଳ୍ପ ଦ୍ବାରା ବ୍ୟବହାରକାରୀ ନିଜ ଷ୍ଟୋରି କେବଳ ନିଜ ପସନ୍ଦର ସାଙ୍ଗଙ୍କ ସହିତ ସେୟାର୍ କରିପାରିବେ। ଅର୍ଥାତ୍ ଯାହାଙ୍କ ସହ ବ୍ୟବହାରକାରୀ ଷ୍ଟୋରି ସେୟାର୍‌ କରିବାକୁ ଇଚ୍ଛା କରିବେ, ସେହି ସାଙ୍ଗଙ୍କ ସହ ସେୟାର୍‌ କରିବେ। ଏହି ଫିଚର୍ କ୍ଲୋଜ୍ ଫ୍ରେଣ୍ଡ ବା ଅନ୍ତରଙ୍ଗ ବନ୍ଧୁ ଫିଚର ଭାବେ କାମ କରିବ। ତେବେ ଏହାର ବିଶେଷତ୍ବ ହେଉଛି, ଏଥିରେ ବ୍ୟବହାରକାରୀ ଅଧିକ ସଂଖ୍ୟକ ଲୋକଙ୍କୁ ବାଛିପାରିବେ। ଅନ୍ୟପଟେ ଏବେ ଯେଭଳି ଷ୍ଟୋରି ସେୟାର୍‌ କରାଯାଉଛି, ଠିକ୍‌ ସେହି ପ୍ରକ୍ରିୟାରେ ‘ଫ୍ରେଣ୍ଡସ ଷ୍ଟୋରି’ ଫିଚର୍‌କୁ ଉପଯୋଗ କରାଯିବ। ଖୁବ୍‌ଶୀଘ୍ର ଏହା ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାକାରୀଙ୍କ ପାଇଁ ଉପଲବ୍ଧ ହେବ।
୨ ବର୍ଷ ପରେ ସକ୍ରିୟ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ
ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର୍‌ କରିଛି ମେଟା । ବ୍ୟାନ୍‌ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରିଷ୍ଟୋର୍‌ ହୋଇଛି ବୋଲି ମେଟା ପକ୍ଷରୁ ଘୋଷଣା ହୋଇଛି।
୨୦୨୧ ମସିହା ଜାନୁଆରୀ ମାସରେ ଆମେରିକାରେ ହୋଇଥିବା କ୍ୟାପିଟଲ୍‌ ହିଲ୍‌ ଦଙ୍ଗା ପରେ ଟ୍ରମ୍ପଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ୨ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ରିଷ୍ଟୋର କରିବା ସହ ସର୍ତ୍ତ ରଖିଛି ମେଟା । ଟ୍ରମ୍ପ୍‌ ପୁଣି ଥରେ ସୋସିଆଲ୍‌ ମିଡିଆ ନୀତି ବିରୋଧୀ କାର୍ଯ୍ଯ କଲେ ତାଙ୍କ ବିରୋଧରେ ଜରିମାନା ଲାଗୁ କରାଯିବ ବୋଲି ମେଟା ସୂଚାଇ ଦେଇଛି । ଟ୍ରମ୍ପଙ୍କ ଇନଷ୍ଟାଗ୍ରାମରେ ୨୩ ମିଲିୟନ୍‌ ଫଲୋର୍ସ ଥିଲେ ।
ଇନଷ୍ଟାଗ୍ରାମରେ ଦେଖାଦେଲା ସମସ୍ୟା: ଉପଭୋକ୍ତାଙ୍କ ଆକାଉଣ୍ଟ ଆପେ ଆପେ ହୋଇଯାଉଛି ସସପେଣ୍ଡ୍
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଦେଇଛି। କିଛି ଉପଭୋକ୍ତାଙ୍କର ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶିଆଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ବନା କୌଣସି ୱାର୍ଣ୍ଣିଂରେ ତାଙ୍କର ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିବା କହିଛନ୍ତି।
ସୂଚନା ଅନୁଯାୟୀ,  ଆକାଉଣ୍ଟ ଖୋଲିବା ମାତ୍ର ଏହା ସସପେଣ୍ଡ ହୋଇଥିବା ଲେଖୁଛି। ଏହାର ତଳେ ଗୋଟିଏ ଅପସନ ଡିସ୍‌ଆଗ୍ରୀ ୱିଥ ଡିସିନ ବା ସସପେଣ୍ଡ ନିଷ୍ପତ୍ତିରେ ସହମତି ନାହିଁ ରହିଛି। ତେବେ ଏହାକୁ କ୍ଲିକ କଲେ ମଧ୍ୟ ଆକାଉଣ୍ଟ ସଚଳ ହେଉ ନ ଥିବା ଲୋକମାନେ କହିଛନ୍ତି।
ଡାଉନଡିକ୍ଟେରର ତଥ୍ୟ ଅନୁସାରେ, ଭାରତ ସମେତ ଏକାଧିକ ଦେଶରେ ଲୋମାନେ ଲଗଇନ୍ ଜନିତ ସମସ୍ୟାରେ ପଡ଼ିଛନ୍ତି। କିଛି ଲୋକଙ୍କର ଆକାଉଣ୍ଟ ଲଗଇନ ହେଉ ନଥିବା ବେଳେ ଆଉ କିଛି ସର୍ଭର ସଂଯୋଗ ଜନିତ ସମସ୍ୟାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଇନଷ୍ଟାଗ୍ରାମକୁ ପରିଚାଳନା କରୁଥିବା ମେଟା ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଅବଗତ ଥିବା କହିଛି। ଏଥିସହ ସମସ୍ୟାର ସମାଧାନ ପାଇଁ କମ୍ପାନୀ ଉଦ୍ୟମ କରୁଛି। ମେଟା ପକ୍ଷରୁ ଟ୍ୱିଟ କରାଯାଇଛି ଯେ “ଆମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛୁ। ଆମେ ଏହାକୁ ସମାଧାନ କରିବାକୁ କାମ କରୁଛୁ ଓ ଅସୁବିଧା ପାଇଁ କ୍ଷମା ମାଗୁଛୁ।”
We’re aware that some of you are having issues accessing your Instagram account. We’re looking into it and apologize for the inconvenience. #instagramdown
— Instagram Comms (@InstagramComms) October 31, 2022
ଇନ୍‌ଷ୍ଟାଗ୍ରାମ୍‌ ଆଣିଲା ‘ପ୍ୟାରେଣ୍ଟାଲ ସୁପରଭିଜନ ଟୁଲ୍‌ସ’: ପିଲାମାନେ ଦେଖୁଥିବା ଭିଡିଓ ଉପରେ ରହିବ ଅଭିଭାବକଙ୍କ କଣ୍ଟ୍ରୋଲ
ବର୍ତ୍ତମାନ ସମୟରେ ଇନ୍‌ଷ୍ଟାଗ୍ରାମ ଆପ୍‌ର ବ୍ୟବହାର ବହୁଳମାତ୍ରାରେ କରାଯାଉଛି। ଏଥିରେ ଅନେକ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି। ଗ୍ରାହକଙ୍କ ନିମନ୍ତେ ଇନ୍‌ଷ୍ଟାଗ୍ରାମ୍‌ ଅନେକ ସୁବିଧା ଯୋଗାଉଥିବାବେଳେ ବର୍ତ୍ତମାନ ଆଣିଛି ନୂତନ ଫିଚର୍‌ ‘ପ୍ୟାରେଣ୍ଟାଲ ସୁପରଭିଜନ ଟୁଲ୍‌ସ’। ଅଭିଭାବକଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। ଏହାଦ୍ବାରା ଯଦି ପିଲାମାନେ କୌଣସି ସମସ୍ୟାରେ ପଡ଼ିଥାଆନ୍ତି, ଏହାର ନୋଟିଫିକେସନ୍‌ ଏହା ଜରିଆରେ ମଧ୍ୟ ଆସିଥାଏ। ଏହାସହିତ ଫ୍ୟାମିଲି କଣ୍ଟ୍ରୋଲ ଫିଚର୍ସ ମଧ୍ୟ ଜାରି କରାଯାଇଛି।
ଅଭିଭାବକ ବିଶେଷଜ୍ଞଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ। ଫଳରେ ୧୬ବର୍ଷରୁ କମ୍‌ ବୟସର ପିଲାମାନେ କୌଣସି ସମ୍ବେଦନଶୀଳ କଣ୍ଟେଣ୍ଟ ଦେଖିପାରିବେ ନାହିଁ। ଏହାଦ୍ବାରା ଘରର ମୁରବୀଙ୍କୁ ପିଲାଙ୍କ କାର୍ଯ୍ୟକଳାପ ପ୍ରତି ଧ୍ୟାନ ରଖିବାକୁ ସହଜ ହେବ। ଏପରିକି ଏହି ଫିଚର୍ସ ଯୋଗୁଁ ପିଲାଙ୍କ ଇନ୍‌ଷ୍ଟ୍ରାଗ୍ରାମ୍‌ ସ୍କ୍ରିନ୍‌ ଟାଇମ୍‌ ମଧ୍ୟ ଦେଖାଯାଇପାରିବ। ତେଣୁ ପିଲା କେବଳ ଷ୍ଟାଣ୍ଡାର୍ଡ ଏବଂ ଲେସ୍‌ ବିକଳ୍ପକୁ ବାଛିପାରିବେ। ପ୍ରାଇଭେସି ଫିଚର୍ସରେ ପିଲା ସେନ୍‌ସିଟିଭ୍‌ କଣ୍ଟେଣ୍ଟ କିମ୍ବା ଏହା ସହିତ ଜଡ଼ିତ ଥିବା କିବୋର୍ଡ, ସର୍ଚ୍ଚ ରେଜଲ୍ଟ, ହ୍ୟାସ୍‌ଟ୍ୟାଗ୍‌, ପେଜ୍‌, ରିଲ୍ସ, ନ୍ୟୁଜ୍‌ ଫିଡ୍‌କୁ ମଧ୍ୟ ଖୋଜିପାରିବେନି। ପିଲା ଯଦି କାହାକୁ ବ୍ଲକ୍‌ ଲିଷ୍ଟରେ ପକାଉଛନ୍ତି, ଏହାର ସୂଚନା ସିଧା ଅଭିଭାବକଙ୍କ ପାଖକୁ ଯାଇଥାଏ।