Police SI Recruitment Scam - The Sakala

ପୋଲିସ ଏସଆଇ ନିଯୁକ୍ତି ସ୍କାମ: ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡରେ ନେଲା ସିବିଆଇ
ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା । ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡରେ ନେଲା ସିବିଆଇ । ୨ ଦିନିଆ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ୩ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ସିବିଆଇ । ଦୀଘା ମଡ୍ୟୁଲ କଥା ବୁଝୁଥିଲା ଅରବିନ୍ଦ । ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ଶଙ୍କର ପୃଷ୍ଟିର ଖାସ ଥିଲା ଅରବିନ୍ଦ। ରିମାଣ୍ଡ ସମୟରେ ଚାକିରୀ ଠକେଇ ନେଇ ହୋଇପାରେ ବଡ଼ ଧରଣର ଖୋଳତାଡ଼ । ପୂର୍ବରୁ ୪ ଜଣଙ୍କୁ ନେଇ ପଚରାଉଚୁରା କରିଛି ସିବିଆଇ ।

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ଘଟଣା: CBI କାର୍ଯ୍ୟାଳୟରେ ହାଜର ହେଲେ ୩ ପରୀକ୍ଷାର୍ଥୀ
ଭୁବନେଶ୍ୱର: ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ । ସିବିଆଇ କାର୍ଯ୍ୟାଳରେ ହାଜର ହେଲେ ୩ ପରୀକ୍ଷାର୍ଥୀ । ଆଜି ଦିନ ପ୍ରାୟ ୧୧ ଟା ୧୫ରେ ୩ ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱର କାର୍ଯ୍ୟାଳୟରେ କିଛି କାଗଜପତ୍ର ସହ ହାଜର ହୋଇଛନ୍ତି। ପୂର୍ବରୁ ୧୦ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରିଛି ସିବିଆଇ ।

ସୂଚନା ଅନୁସାରେ, ପୋଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା। ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା। ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା। ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା। ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ। ଏହି ଅପରାଧ ସିଣ୍ଡିକେଟ୍‌ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା। ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ। ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ। ଆଶାୟୀଙ୍କଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା। ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା। ଜେରା ବେଳେ ଏଭଳି କିଛି ତଥ୍ୟ ପାଇଛି ସିବିଆଇ ।

ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣା: ଜାମିନ ମଞ୍ଜୁର ପରେ ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ
ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣାରେ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ । ଜାମିନ ମିଳିବା ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ। ଗତକାଲି ୧୧୪ ଜଣଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଲେ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ । କ୍ରାଇମବ୍ରାଞ୍ଚ କେସ୍ ଡାଏରୀ ତଥା ସିଡ଼ି କୋର୍ଟରେ ଦାଖଲ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । ଗତ ମାସ ୩୦ ତାରିଖରେ ୩ଟି ବସରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୯ ଦଲାଲଙ୍କୁ ମିଳିନି ଜାମିନ। ଏହି ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଛି  ।