Bihar Assembly Elections 2025 - The Sakala

ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ଭୋଟିଂ...
ପାଟନା: ବିହାର ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି। ସକାଳ ୭ଟାରୁ ଏହି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟାରେ ଶେଷ ହେବ।

ଏହି ପର୍ଯ୍ୟାୟରେ ୨୦ ଜିଲ୍ଲାର ୩.୭ କୋଟି ଭୋଟର ୧୨୨ ଆସନର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।  ୨୪୩ ଆସନ ବିଶିଷ୍ଟ ବିହାରରେ କିଏ ପରବର୍ତ୍ତୀ ସରକାର ଗଠନ କରୁଛି ତାହା ଏହି ପର୍ଯ୍ୟାୟ ନିର୍ବାଚନରୁ ସ୍ଥିର ହେବ ବୋଲି କୁହାଯାଉଛି। ଏହି ପର୍ଯ୍ୟାୟରେ ମୋଟ ୧୩୦୨ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୬ ମହିଳା ସାମିଲ ଅଛନ୍ତି। ଶାନ୍ତିପୂର୍ଣ୍ଣ ନିର୍ବାଚନ ସମାପ୍ତ କରିବା ପାଇଁ ୪ ଲକ୍ଷରୁ ଊର୍ଦ୍ଧ୍ବ ସୁରକ୍ଷାବାହିନୀ ନିୟୋଜିତ କରାଯାଇଛି। ୪୫, ୩୯୯ ବୁଥ୍‌ ପ୍ରତିଷ୍ଠା ହୋଇଛି। ଏହି ପର୍ଯ୍ୟାୟରେ ମୁସଲିମ ବହୁଳ ସୀମାଞ୍ଚଳ ସବୁଠୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନୀ କ୍ଷେତ୍ର ପାଲଟି ଯାଇଛି।

ପୂର୍ଣ୍ଣିଆ, ଅରରିଆ, କଟିହାର ଏବଂ କିଶନଗଞ୍ଜର ୨୪ ବିଧାନସଭା କ୍ଷେତ୍ରକୁ ବ୍ୟାପିଥିବା ଏହି ଅଞ୍ଚଳ ସରକାର ଗଠନ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରେ। ଆରଜେଡି ନେତୃତ୍ବାଧୀନ କଂଗ୍ରେସ ଏଠାରେ ମଜବୁତ ସ୍ଥିତିରେ ଥିବାବେଳେ ଚଳିତ ଥର ଏଆଇଏମଆଇଏମ ଏବଂ ଜନସୁରାଜ ଏହି ମହାମେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରିଛି। ମୁସଲମାନ ଏବଂ ଯାଦବଙ୍କ ବହୁଳ ଏହି କ୍ଷେତ୍ରରେ ଏନ୍‌ଡିଏ ବ୍ୟାକ୍‌ଫୁଟରେ ଅଛି। ଗତ ନିର୍ବାଚନରେ ସୀମାଞ୍ଚଳର ୫ ଆସନରେ ଏଆଇଏମଆଇଏମ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲା। ଚଳିତ ଥର ଅଧିକ ଆସନରେ ଜିତିବାକୁ ଏହି ଦଳ ଆଶାବାଦୀ ରହିଛି। କିନ୍ତୁ ଜନସୁରାଜ ଏଥିରେ କିଛି ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ସୂଚନାେଯାଗ୍ୟ ଯେ, ଗତ ୬ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ  ମତଦାନରେ ୬୫ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଥିଲା। ଏଥିରେ ମହିଳାମାନେ  ଅଧିକ ସଂଖ୍ୟାରେ ଭୋଟ୍ ଦେଇଥିଲେ।  ଏମାନଙ୍କ ଭୋଟ୍ ନୂଆ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି।

ବିହାରରେ ଭୋଟ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କୁ ବଡ଼ ଝଟ୍‌କା, ମୁଙ୍ଗେରର ଜନସୁରାଜ ପ୍ରାର୍ଥୀ ବିଜେପିରେ ଯୋଗଦେଲେ...
ପାଟନା: ବିହାରରେ ନଭେମ୍ବର ୬ ତାରିଖ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି। ମତଦାନର ମାତ୍ର ଗୋଟିଏ ଦିନ ପୂର୍ବରୁ, ବିହାରରେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରବେଶ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରଶାନ୍ତ କିଶୋରଙ୍କ ଦଳ ଜନସୁରାଜ ମୁଙ୍ଗେର ଆସନରୁ ସଞ୍ଜୟ ସିଂହଙ୍କୁ ପ୍ରାର୍ଥୀ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ମୁଙ୍ଗେରରେ ମତଦାନ ହେବ। ସଞ୍ଜୟ ସିଂହଙ୍କ ଦଳ ପରିବର୍ତ୍ତନ ଭୋଟର ପୂର୍ବରୁ ଜନସୁରାଜଙ୍କୁ ମୁଙ୍ଗେର ଆସନ ହରାଇବାକୁ ପଡିଛି। ତେବେ ପ୍ରଶାନ୍ତ କିଶୋର ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଜନସୁରାଜଙ୍କ ପ୍ରାର୍ଥୀ ସଞ୍ଜୟ ସିଂହ ବିଜେପିରେ ଯୋଗଦେବା ପରେ। ମୁଙ୍ଗେରରେ ଲଢ଼େଇ  ଏବେ ସିଧାସଳଖ ହେବାକୁ ଯାଉଛି। ମହମେଣ୍ଟ ସହଯୋଗୀ ଦଳ ଆରଜେଡି, ଏହି ଆସନ ପାଇଁ ମୁକେଶ ଯାଦବଙ୍କୁ ପ୍ରାର୍ଥୀ କରିଛି। ବିଜେପି ପ୍ରଣବ କୁମାରଙ୍କୁ ପ୍ରାର୍ଥୀ କରିଛି। ଜନସୁରାଜଙ୍କ ବିଦାୟ ସହିତ, ଏହି ପ୍ରତିଦ୍ବନ୍ଦ୍ବିତା ଏବେ ଆରଜେଡି ଏବଂ ଏନଡିଏ ମଧ୍ୟରେ ସିଧାସଳଖ ହେବ।

ପୂର୍ବରୁ ରଣନୀତିକାର ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନରେ ​​ଅଂଶଗ୍ରହଣ କରୁଛନ୍ତି। ଜନସୁରାଜ ପାର୍ଟି ଗଠନ କରି ପ୍ରଶାନ୍ତ କିଶୋର ବିହାରର ସମସ୍ତ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏହି ନିର୍ବାଚନରେ ​​ଚାରି ଜଣ ପ୍ରାର୍ଥୀ ପ୍ରଶାନ୍ତ କିଶୋରଙ୍କ ଦଳ ଛାଡି ସାରିଛନ୍ତି। ମୁଙ୍ଗେରରେ ସଞ୍ଜୟ ସିଂହଙ୍କ ପୂର୍ବରୁ, ଦାନାପୁରରୁ ଅଖିଳେଶ କୁମାର ସିଂହ, ଗୋପାଳଗଞ୍ଜରୁ ଡକ୍ଟର ଚନ୍ଦ୍ରଚେଖର ସିଂହ ଏବଂ ବ୍ରହ୍ମପୁରରୁ ଡକ୍ଟର ସତ୍ୟପ୍ରକାଶ ସମସ୍ତେ ଦଳ ଛାଡି ସାରିଛନ୍ତି।