No Gift Policy - The Sakala

ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର
ଭୁବନେଶ୍ୱର: ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏନେଇ ​ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ ‘ନୋ ଗିଫ୍ଟ ପଲିସି’ ଆଧାରରେ ରାଜ୍ୟ ସରକାର ମଧ୍ୟ ସମାନ ନୀତି ଆପଣାଇଛନ୍ତି।ଏହି ନୀତି ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଆଦାନପ୍ରଦାନ ବା ଏହାସହ ଜଡ଼ିତ ଖର୍ଚ୍ଚ କରାଯିବ ନାହିଁ ।

ଏହି ପଲିସି ଅନୁଯାୟୀ, ରାଜ୍ୟ ସରକାରଙ୍କ କୌଣସି ବିଭାଗ ଓ ଅଫିସ୍ ଆଉ ସରକାରୀ ପାଣ୍ଠିରେ ଗିଫ୍ଟ କିଣି ପାରିବେ ନାହିଁ । ଦୀପାବଳି ସମେତ ସମସ୍ତ ପର୍ବପର୍ବାଣୀରେ ଉପହାର କିମ୍ବା ଏଭଳି ସାମଗ୍ରୀ କ୍ରୟ ବାବଦ ଖର୍ଚ୍ଚ ଉପରେ ରାଜ୍ୟ ସରକାର ତୁରନ୍ତ କଟକଣା ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୧୯ତାରିଖର ନିର୍ଦ୍ଦେଶନାମାକୁ ପାଳନ କରି ରାଜ୍ୟ ସରକାର ଗତକାଲି ନିଜର ସବୁ ଅଫିସ୍ ପାଇଁ ‘ନୋ ଗିଫ୍ଟ ପଲିସି’ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ନୂଆବର୍ଷରେ କ୍ୟାଲେଣ୍ଡର ଓ ଡାଏରୀ ବାବଦରେ କରୁଥିବା ଖର୍ଚ୍ଚ ଉପରେ କଟକଣା ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ ।