Fire Department - The Sakala

ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ହାଇଆଲର୍ଟରେ ଅଗ୍ନିଶମ ବାହିନୀ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ । ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଆଇଜି ଉମାଶଙ୍କର ଦାଶ ଏକ ସମୀକ୍ଷା ବୈଠକ କରି ରାଜ୍ୟର ସମସ୍ତ ଉଦ୍ଧାରକାରୀ ଦଳକୁ ‘ହାଇଆଲର୍ଟ’ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖାଯାଇଥିବାବେଳେ, ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବାକୁ ବିଭାଗ ପ୍ରସ୍ତୁତ ରହିଛି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ସକ୍ରିୟ କରାଯାଇଛି।ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ୩୨୪ଟି ମୋଟରଚାଳିତ ରବର ବୋଟ୍, ୩,୧୪୩ଟି ଲାଇଫ୍ ଜାକେଟ୍ ଓ ୨,୭୧୨ଟି ଲାଇଫ୍ ବୁୟେ ପ୍ରସ୍ତୁତ ରଖାଯାଇଛି।

ସେହିପରି ଜଳମଗ୍ନ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ଟି ହାଇ-କ୍ୟାପାସିଟି ଓ ପୋର୍ଟେବଲ୍ ପମ୍ପ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି।ଝଡ଼ ଓ ବର୍ଷା ଯୋଗୁଁ ଗଛ ଉପୁଡ଼ିବା କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହେବା ପରି ସ୍ଥିତିର ମୁକାବିଲା ପାଇଁ ୧,୫୫୧ଟି ଚେନ୍-ସ’ ଓ ଅତ୍ୟାଧୁନିକ ହାଇଡ୍ରୋଲିକ୍ ରେସକ୍ୟୁ ଟୁଲ୍ସ ମହଜୁଦ ରଖାଯାଇଛି। ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ ୬୨୮ଟି ଟାୱାର ଲାଇଟ୍ ମଧ୍ୟ ବ୍ୟବସ୍ଥା କରାଯାଇଛି।ପ୍ରବଳ ବର୍ଷା ଓ ବନ୍ୟା ଜନିତ ଯେକୌଣସି ବିପର୍ଯ୍ୟୟରେ ତୁରନ୍ତ ପ୍ରତିକ୍ରିୟା ଦେବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଅଗ୍ନିଶମ ବିଭାଗ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ସୂଚନା ମିଳିଛି।

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ବିଭିନ୍ନ ନଦୀର ଘାଟ ଜଗିବେ ସ୍ୱତନ୍ତ୍ର ଟିମ୍‌
ଭୁବନେଶ୍ୱର: ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୋଣସି ଅଘଟଣ ନ ଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷକରି ଏବେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି। କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି। ଏହାସହିତ ଏମେର୍ଜେନ୍ସି ପାଇଁ ମଧ୍ୟ ଟିମ ପ୍ରସ୍ତୁତ ରହିଛି। ଲାଇଫ ବ୍ୟୟ, ଲାଇଫ ଜ୍ୟାକେଟ, ମେସିନ ରବର ବୋଟ, ରେସକ୍ୟୁ ଲାଇନ, ଅଣ୍ଡର ୱାଟର ବିଏ ସେଟ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି।

ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର
ଭୁବନେଶ୍ୱର: କୋଲକାତାରେ ବସ ଅଗ୍ନିକାଣ୍ଡ ଘଟଣା ପରେ ତତ୍ପରତା ପ୍ରକାଶ କଲା ଓଡ଼ିଶା ଅଗ୍ନିଶମ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ବସ୍ କିମ୍ବା କୌଣସି ବି ପବ୍ଲିକ୍ ଟ୍ରାନସପୋର୍ଟରେ ବାଣ ନ ନେବାକୁ କଡ଼ା ନିୟମ ରହିଛି । ସମସ୍ତ ବସ ମାଲିକକଙ୍କୁ ଏ ନେଇ ପୂର୍ବରୁ ସଚେତନ କରାଯାଇଛି । ଏବେ ପୁଣି ସଚେତନ କରାଯିବ । ଆବଶ୍ୟକ ସ୍ଥଳେ ସମସ୍ତ ବସ ଚେକ୍ କରାଯିବ । ଏ ନେଇ ଡେପୁଟି ଫାୟାର ଅଫିସର ଅବନୀକାନ୍ତ ସ୍ବାଇଁ ସୂଚନା ଦେଇଛନ୍ତି ।

ଗତକାଲି ରାତିରେ କୋଲକାତାରୁ ଓଡିଶା ଆସୁଥିବା ଏକ ବସରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଜଳି ଯାଇଥିଲା। ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୩୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଉକ୍ତ ବସ୍‌ରେ ବାଣ ଓ ମହମବତି ଥିବାରୁ ନିଆଁ ଲାଗିବା ପରେ ଅଗ୍ନିକାଣ୍ଡ ଭୟାବହ ରୂପ ଧାରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ଏହି ଘଟଣା ପରେ ଓଡ଼ିଶାରୁ ଯାଉଥିବା ବସ୍‌କୁ ନେଇ ଚିନ୍ତା ପ୍ରକାଶ କରାଯାଇଛି ।

କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି
ଭୁବନେଶ୍ୱର:  ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି । କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି ।  ନିକଟ ଅତୀତରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡକୁ ଆଖି ଆଗରେ ରଖି ଓଡ଼ିଶାରେ କାର୍ଯ୍ୟ କରୁଥିବା ୬୨ ଗୋଟି ଉତ୍ସର୍ଗିକୃତ କୋଭିଡ ହସ୍ପିଟାଲ ଗୁଡ଼ିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ମହାନିର୍ଦ୍ଦେଶକ ଅଗ୍ନିଶମସେବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ୬୨ ଗୋଟି କୋଭିଡ ହସ୍ପିଟାଲରେ ୩୮୪ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ୨୪ ଘଣ୍ଟା କାର୍ଯ୍ୟରେ ମୁତୟନ କରାଯାଇଛି । ଏଥିସହିତ ଅଧିକ କୋଭିଡ ସଂକ୍ରମିତ ରୋଗୀ ରହିଥିବା ବଡ଼ ବଡ଼ ହସ୍ପିଟାଲମାନଙ୍କରେ ଫାୟାର ଟେଣ୍ଡର ମଧ୍ୟ ମୁତୟନ କରାଯାଇଛି ।

ରବିବାର ଏମ୍ ଅକ୍ଷୟ ମହାନିର୍ଦ୍ଦେଶକ ଅଗ୍ନିଶମ ସେବା , ଅନ୍ୟ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ବହ୍ମପୁର ମହାନଗରରେ କୋଭିଡ ସଂକ୍ରମିତଙ୍କ ପାଇଁ କାର୍ଯ୍ୟ କରୁଥିବା ୬ ଗୋଟି କୋଭିଡ କେୟାର ହସ୍ପିଟାଲ ଯଥା ଏମ୍‌କେସିଜି କୋଭିଡ ମେଡିକାଲ କଲେଜ -୧, ଏମ୍‌କେସିଜି କୋଭିଡ ମେଡିକାଲ କଲେଜ ୨, ଉତ୍ସର୍ଗୀକୃତ  କୋଭିଡ ହସ୍ପିଟାଲ ଏମ୍‌କେସିଜି ମେଡିକାଲ କଲେଜ, ଅଶ୍ୱିନୀ କୋଭିଡ ହସ୍ପିଟାଲ , ଟାଟା କୋଭିଡ ହସ୍ପିଟାଲ ଶୀତଳାପଲ୍ଲୀ, ସିଟି କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ  । ଏହି ଅବସରରେ ମୁତୟନ ଥିବା କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀମାନଙ୍କ ସହିତ ଉକ୍ତ ହସ୍ପିଟାଲମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତା ପଦକ୍ଷେପ  ଓ ପ୍ରସ୍ତୁତି ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସମସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସଚେତନ କରାଇଥିଲେ ।

ଏହା ବ୍ୟତୀତ ଅସିତ ପାଣିଗ୍ରାହୀ ଅଗ୍ନିଶମ ଆରକ୍ଷୀ ମହାନିରୀକ୍ଷକ ଯାଜପୁର ଜିଲ୍ଲାରେ ଥିବା ଟାଟା  କୋଭିଡ ହସ୍ପିଟାଲ ମଧ୍ୟ ପରିଦର୍ଶନ କରି କର୍ମଚାରୀମାନଙ୍କୁ ସହ ଅଗ୍ନିନିରାପତ୍ତା ସମ୍ୱନ୍ଧରେ  ଆଲୋଚନା କରିଥିଲେ । ଏତତ୍ ଭିନ୍ନ ମହାନିର୍ଦ୍ଦେଶକ ଅଗ୍ନିଶମ ସେବା ଉପରୋକ୍ତ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର କେନ୍ଦ୍ର ଗୁଡ଼ିକରେ ନିୟମିତ ବ୍ୟବଧାନରେ ପ୍ରତିଦିନ ମକ୍ ଡ୍ରିଲ କରାଯାଇ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ ତାଲିମ୍ ଦେବା ସହ ଅଗ୍ନିଦୁର୍ଘଟଣା ବାବଦରେ ସଚେତନତା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।