delhi govt - The Sakala

ଅଫିସରଙ୍କ ସ୍ଥାନାନ୍ତର ପୋଷ୍ଟିଂ ଦିଲ୍ଲୀ ସରକାରଙ୍କ ଅଧିକାର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇ ଥିବା ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି। କେନ୍ଦ୍ରର ଦଖଲରେ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି। ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ। ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଛନ୍ତି।

ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଦିଲ୍ଲୀ ଅଲଗା ବୋଲି ଖଣ୍ଡପୀଠ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ଏବେ ଉପରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀର ଅସଲ ବସ୍। ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ବା GNCTD ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର। ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିାରପତିଙ୍କ ଖଣ୍ଡପୀଠ କହିଛନ୍ତି। ସବୁ ପ୍ରସଙ୍ଗରେ କେନ୍ଦ୍ରର ଦଖଲ ଯୋଗୁ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି।

ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ହେବ। ହେଲେ ପୋଲିସ, ସରକାରୀ ନିର୍ଦ୍ଦେଶନାମା ଓ ଜମି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିବ। ୨୦୨୧ରେ କେନ୍ଦ୍ର ସରକାର GNCTD ଆକ୍ଟରେ ସଂଶୋଧନ କରିଥିଲେ। ଏଥିରେ ଉପରାଜ୍ୟପାଳଙ୍କୁ ଅତିରିକ୍ତ ଅଧିକାର ମିଳିଥିଲା। ସଂଶୋଧନ ମୁତାବକ, ନିର୍ବାଚିତ ସରକାର କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହେଲେ ଦିଲ୍ଲୀ ଉପରାଜ୍ୟପାଳଙ୍କ ମତ ନେବା ନିହାତି ଆବଶ୍ୟକ। ଏହି ସଂଶୋଧନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଆମ ଆଦମୀ ପାର୍ଟି।

ଏଣିକି ରାଜ୍ୟରେ ରାତି ୩ଟା ଯାଏଁ ଖୋଲା ରହିବ ବାର
ନୂଆଦିଲ୍ଲୀ: ଦିଲ୍ଲୀରେ ରାତି ୩ଟା ଯାଏଁ ଖୋଲା ରହିବ ବାର। ଦିଲ୍ଲୀ ପାଇଁ ଏହିପରି ନୂଆ ଅବକାରୀ ନୀତି ଆଣିଛନ୍ତି ଦିଲ୍ଲୀ ସରକାର। ରାଜସ୍ୱ ବୃଦ୍ଧି ସହ ଚୋରା ମଦ ବ୍ୟବସାୟ ବନ୍ଦ କରିବାକୁ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର୍‌ ଗୁଡ଼ିକୁ ରାତି ୩ଟା ଯାଏ ଖୋଲା ରଖିବାକୁ ଯୋଜନା କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଦିଲ୍ଲୀ ସରକାର । ଗ୍ରାହକମାନେ ଦୋକାନକୁ ଆସି ମଦ କିଣିପାରିବେ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀ ସରକାର ଏହି ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀକୁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ବିଦେଶୀ ନାଗରିକ ଆସିଥାନ୍ତି ।

ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ । ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିସିପାଲ ବୋର୍ଡ ଅଛି । ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏଁ ମଦ ଦୋକାନ ଖୋଲିବ । ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ ।

ଦିଲ୍ଲୀ ରେଳ ଷ୍ଟେସନକୁ ସ୍ୱଚ୍ଛ ରଖିବ ସ୍ୱୟଂଚାଳିତ ଡଷ୍ଟବିନ୍, ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ୍ ମାଷ୍ଟରଙ୍କ ପାଖକୁ ଆସିବ ମେସେଜ୍
ରେଳ ଷ୍ଟେସନକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ଦିଲ୍ଲୀ ସରକାର ନେଇଛନ୍ତି ନୁଆ ପଦକ୍ଷେପ । ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ପରୀକ୍ଷା ଚାଲିଛି । ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ପ୍ଲାଟଫର୍ମ ନମ୍ବର ୧ରେ ସ୍ୱୟଂଚାଳିତ ଡଷ୍ଟବିନ ଲଗାଯାଇଛି, ଯାହା ପୁରୁଣା ଚିଠି ବାକ୍ସ ପରି ଦେଖାଯାଉଛି । ଏହି ସ୍ୱୟଂଚାଳିତ ଡଷ୍ଟବିନରେ, ଢାଙ୍କୁଣୀ ସ୍ୱୟଂଚାଳିତ ଭାବରେ ଖୋଲିଥାଏ, ଏବଂ ତା’ପରେ ବନ୍ଦ ହୋଇଯାଏ ।

ଏହି ସ୍ୱୟଂଚାଳିତ ଡଷ୍ଟବିନରେ ଜଣେ ଆବର୍ଜନା ପକାଇବା ପାଇଁ ଡଷ୍ଟବିନ ଆଡକୁ ହାତ ବଢାଇଲେ, ଏହା ସ୍ୱତଃ ଖୋଲିଯାଇଥାଏ । ଏଥି ସହିତ, ଏହି ଡଷ୍ଟବିନ ଗୁଡିକର ବିଶେଷତା ହେଉଛି ଯେ ଏହା ଦୁର୍ଗନ୍ଧ ହୁଏ ନାହିଁ । ଓଦା ଏବଂ ଶୁଖିଲା ଆବର୍ଜନା ପକାଇବା ପାଇଁ ଏକ ପୃଥକ ବ୍ୟବସ୍ଥା ମଧ୍ୟ ଅଛି । ରେଳ ଅଧିକାରୀ କହିଛନ୍ତି ଯେ ଏହି ସ୍ୱୟଂଚାଳିତ ଡଷ୍ଟବିନ ଗୁଡିକ ୧୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ରଖିପାରେ ।

ଏଥିସହ ସାଧାରଣ ଡଷ୍ଟବିନ ଅପେକ୍ଷା ଅଧିକ ଅଳିଆ ଆବର୍ଜନା ରଖାଯାଇପାରିବ । ଅଧିକାରୀଙ୍କ କହିବାନୁସାରେ, ସାଧାରଣ ଡଷ୍ଟବିନକୁ ଦିନକୁ ଅତି କମରେ ୩ରୁ ୪ ଥର ଖାଲି କରିବାକୁ ପଡିଥାଏ, କିନ୍ତୁ ସ୍ୱୟଂଚାଳିତ ଡଷ୍ଟବିନ୍ ଅଧିକ ବର୍ଜ୍ୟବସ୍ତୁ ସଂଗ୍ରହ କରିପାରେ । ଯେତେବେଳେ ଡଷ୍ଟବିନ ୭୫ ପ୍ରତିଶତ ଯାଏଁ ଭର୍ତ୍ତି ହୋଇଯାଏ, ସେତେବେଳେ ଷ୍ଟେସନ ମାଷ୍ଟରଙ୍କ ଫୋନକୁ ଏକ ମେସେଜ ଯିବ । ଏହା ଦ୍ୱାରା ଆବର୍ଜନା ସଂଗ୍ରହ ସହଜରେ ଓ କମ ସମୟ ମଧ୍ୟରେ ହୋଇଯାଇଥାଏ ।

ଆସନ୍ତା ଏକ ମାସ ମଧ୍ଯରେ ଦିଲ୍ଲୀରେ ସ୍ଥାପନ ହେବ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ- କେଜ୍ରିୱାଲ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ଯରେ ଅକ୍ସିଜେନର ଅଭାବ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନର ତୀବ୍ର ଅଭାବ ମଧ୍ଯ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଅକ୍ସିଜେନ ଅଭାବରୁ ବହୁ କରୋନା ରୋଗୀଙ୍କ ଜୀବନ ମଧ୍ଯ ଚାଲିଜାଇଛି। ଏହାରି ମଧ୍ଯରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ନିଷ୍ପତ୍ତି ନେଇଛନ୍ତି।  ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

ସେ କହିଛନ୍ତି ଯେ, ଏଠାରେ ଟ୍ୟାଙ୍କରର ଅଭାବ ରହିଛି ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କକରୁ ୧୮ ଟି ଟ୍ୟାଙ୍କର ଆମଦାନୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ ଫ୍ରାନ୍ସରୁ ୨୧ ଟି ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଅକ୍ସିଜେନ ପ୍ଲାଣ୍ଟ ଆମଦାନୀ ହେଉଛି। କେନ୍ଦ୍ର ଦ୍ୱାରା ଆଠଟି ଅକ୍ସିଜେନ କାରଖାନା ସ୍ଥାପନ କରାଯିବ ଏବଂ ଆସନ୍ତା ଏକ ମାସ ମଧ୍ୟରେ ଦିଲ୍ଲୀ ସରକାର ୩୬ ଟି ପ୍ରତିଷ୍ଠା କରିବେ।

କେଜ୍ରିୱାଲ କହିଛନ୍ତି, ଗତ ସପ୍ତାହରେ ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇଛି, ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି।

କରୋନା ନେଗେଟିଭ ରିପୋର୍ଟ ନ ଥିଲେ ଦିଲ୍ଲୀକୁ ଅନୁମତି ନାହିଁ, ୫ ରାଜ୍ଯ ଉପରେ ଲାଗିଲା କଟକଣା
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ଘଟିଛି। କରୋନା ମାମଲା ପାଇଁ ସତର୍କତା ଅବଲମ୍ବନ କରିଛନ୍ତି ଦିଲ୍ଲୀ ସରକାର। ଫେବୃଆରୀ ୨୬ରୁ ମାର୍ଚ୍ଚ ୧୫ ପର୍ଯ୍ଯନ୍ତ ରାଜଧାନୀକୁ ଆସୁଥିବା ପାଞ୍ଚଟି ରାଜ୍ୟରୁ ଲୋକଙ୍କୁ ସେମାନଙ୍କ କରୋନା ନଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ବୋଲି ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଉକ୍ତ ପାଞ୍ଚ ରାଜ୍ୟ ଗୁଡିକ ହେଲେ କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଞ୍ଜାବ।

ରିପୋର୍ଟ ଅନୁଯାୟୀ, ୮୦ ପ୍ରତିଶତରୁ ଅଧିକ କରୋନା ମାମଲା ଏହି ପାଞ୍ଚଟି ରାଜ୍ୟରୁ ଆସୁଥିବା ଲୋକଙ୍କଠାରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ପାଞ୍ଚଟି ରାଜ୍ୟର ନୋଡାଲ ଅଧିକାରୀଙ୍କୁ ଦିଲ୍ଲୀ ଯାଉଥିବା ଯାତ୍ରୀଙ୍କ ୭୨ ଘଣ୍ଟିଆ RT-PCR ପରୀକ୍ଷା କରିବାକୁ କୁହାଯାଇଛି।

ଦିଲ୍ଲୀ ସରକାରଙ୍କ ଏହି ଆଦେଶ ୨୬ ଫେବୃଆରୀ ରାତି ୧୨ ଟାରୁ ୧୫ ମାର୍ଚ୍ଚ ଅପରହ୍ଣ ୧୨ ପର୍ଯ୍ଯନ୍ତ ବଳବତ୍ତର ରହିବ। ରେଳ, ବିମାନ, ବସ୍ ଇତ୍ୟାଦି ପରିବହନ ଧାରା ଦ୍ୱାରା ଦିଲ୍ଲୀ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହି ଆଦେଶ ପ୍ରଯୁଜ୍ୟ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାରରେ ଦିଲ୍ଲୀ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହି ଆଦେଶ ଲାଗୁ ହେବ ନାହିଁ।

ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ମଧ୍ୟ ଗୁଜୁରାଟ ସମେତ ଏହି ପାଞ୍ଚଟି ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କରୋନାର ଏକ ନେଗେଟିଭ ରିପୋର୍ଟ ବା RT-PCR ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ସରକାର କରୋନାଙ୍କ ନୂଆ ଷ୍ଟ୍ରେନ୍ ପାଇଁ ବହୁତ ସତର୍କ ଏବଂ ପୂର୍ବରୁ ଅନେକ ବ୍ୟବସ୍ଥା କରିସାରିଛନ୍ତି । ସେଥିମଧ୍ୟରୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର କରୋନା ୱାର୍ଡ ସୃଷ୍ଟି କରିଛନ୍ତି।