Rajendra Singh Jadeja - The Sakala

କରୋନାରେ ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ ପରଲୋକ
କରୋନା ମହାମାରୀ ଦେଶର ଧନି, ଗରିବ, ରାଜନେତା, ଖେଳାଳି, ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଅନେକ ଲୋକଙ୍କୁ ନିଜ ପରିବାର ଠାରୁ ଅଲଗା କରିଦେଇଛି ଏହି ମହାମାରୀ କରୋନା । ପୂର୍ବତନ ଭାରତୀୟ ଅଲରାଉଣ୍ଡର ରାଜେନ୍ଦ୍ରସିଂ ଜାଡେଜା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଜାଡେଜାଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ୍ ଜଗତ କାଇଁ ଏକ କଳା ଦିନ ପାଲଟିଛି। ଦ୍ରୁତ ବୋଲର ତଥା କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଅମ୍ପେୟାର ରାଜେନ୍ଦ୍ର ସିଂ ଜାଡେଜାଙ୍କ କୋଭିଡ -19 ସଂକ୍ରମଣ କାରଣୁ ମୃତ୍ୟୁ ହୋଇଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏସସିଏ) ରବିବାର ଏହି ସୂଚନା ଦେଇଛି। ଜାଡେଜାଙ୍କୁ ମୃତ୍ୟୁ ସମୟରେ ୬୬ ବର୍ଷ ବୟସ ହୋଇଥିଲା।

ଏସସିଏ ଏକ ବିବୃତ୍ତିରେ କହିଛି ଯେ ସୌରାଷ୍ଟ୍ରର ଅତୀତର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟର ରାଜେନ୍ଦ୍ର ସିଂ ଜାଡେଜାଙ୍କ ଅକାଳ ବିୟୋଗରେ ଏସସିଏର ସମସ୍ତେ ଦୁଖିତ। ରବିବାର ସକାଳେ କରୋନାରେ ସଂଘର୍ଷ କରୁଥିବା ବେଳେ ହାରିଯାଇଛନ୍ତି ଜାଡେଜା। ତେବେ ଜାଡେଜା ଜଣେ ଦ୍ରୁତ ବୋଲର ହେବା ସହ ଭଲ ଅଲରାଉଣ୍ଡର ଥିଲେ।