Physics - The Sakala

ଆକାଶ ନୀଳ କିନ୍ତୁ ମହାକାଶ କାହିଁକି କଳା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ...
ନୂଆଦିଲ୍ଲୀ: ଆମେ ପ୍ରତିଦିନ ନୀଳ ଆକାଶ ଦେଖୁ। ହେଲେ ଆପଣ କେବେ ଭାବିଛନ୍ତି କି ଦିନବେଳା ଆକାଶ କାହିଁକି ନୀଳ ଦେଖାଯାଏ, ସନ୍ଧ୍ୟାରେ ନାଲି ଏବଂ ମହାକାଶ କାହିଁକି ସର୍ବଦା କଳା ରହିଥାଏ? ଏହି ସବୁ ପ୍ରଶ୍ନର ଉତ୍ତର ଆମ ପୃଥିବୀର ବାୟୁମଣ୍ଡଳ ସହ ଜଡିତ। ବାୟୁମଣ୍ଡଳରେ ଥିବା କ୍ଷୁଦ୍ର କଣିକା ଏବଂ ସୂର୍ଯ୍ୟକିରଣର ପ୍ରଭାବ ଯୋଗୁଁ ଆମେ ଆକାଶରେ ବିଭିନ୍ନ ରଙ୍ଗ ଦେଖିବାକୁ ପାଉ। ଆସନ୍ତୁ ଜାଣିବା ଏହା ପଛର ପ୍ରକୃତ ବୈଜ୍ଞାନିକ କାରଣ।

ଆକାଶ କାହିଁକି ନୀଳ ଦେଖାଯାଏ?

ପୃଥିବୀର ବାୟୁମଣ୍ଡଳ ଯୋଗୁଁ ଆକାଶର ରଙ୍ଗ ନୀଳ ଦେଖାଯାଏ। ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ ଏବଂ ଧୂଳିକଣା ଭରି ରହିଥାଏ। ସୂର୍ଯ୍ୟକିରଣ ଯେତେବେଳେ ବାୟୁମଣ୍ଡଳରେ ପ୍ରବେଶ କରେ, ସେତେବେଳେ ଏହା ବିଭିନ୍ନ ଦିଗରେ ବିଚ୍ଛୁରିତ ହୁଏ। ବିଜ୍ଞାନ ଅନୁଯାୟୀ, ନୀଳ ରଙ୍ଗର ତରଙ୍ଗ ଦୈର୍ଘ୍ୟ (Wavelength) କମ ହୋଇଥିବାରୁ ଏହା ଅନ୍ୟ ରଙ୍ଗ ତୁଳନାରେ ଅଧିକ ବିଚ୍ଛୁରିତ ହୋଇଥାଏ। ଫଳରେ ଚାରିଆଡେ ନୀଳ ରଙ୍ଗ ଖେଳେଇ ହୋଇଯାଏ ଏବଂ ଆମକୁ ସବୁ ଦିଗରୁ ଆକାଶ ନୀଳ ଦେଖାଯାଏ।

ସୂର୍ଯ୍ୟାସ୍ତ ବେଳେ କାହିଁକି ନାଲି ଦିଶେ?

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦିଗ୍‌ବଳୟ ନିକଟରେ ଥାଆନ୍ତି। ଏହି ସମୟରେ ସୂର୍ଯ୍ୟକିରଣକୁ ଆମ ପାଖରେ ପହଞ୍ଚିବା ପାଇଁ ବାୟୁମଣ୍ଡଳର ଏକ ମୋଟା ସ୍ତର ଦେଇ ଗତି କରିବାକୁ ପଡେ। ଏତେ ଦୀର୍ଘ ପଥ ଅତିକ୍ରମ କରିବା ବେଳେ ନୀଳ ରଙ୍ଗ ସମ୍ପୂର୍ଣ୍ଣ ବିଚ୍ଛୁରିତ ହୋଇ ଦୂରେଇ ଯାଏ। କିନ୍ତୁ ନାଲି ଏବଂ କମଳା ରଙ୍ଗର ତରଙ୍ଗ ଦୈର୍ଘ୍ୟ ଅଧିକ ହୋଇଥିବାରୁ ଏହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚି ପାରେ। ତେଣୁ ସୂର୍ଯ୍ୟାସ୍ତ ସମୟରେ ଆକାଶ ସୁନେଲି କିମ୍ବା ନାଲି ରଙ୍ଗର ଦେଖାଯାଏ। ବାୟୁମଣ୍ଡଳରେ ଥିବା ଧୂଳି ଓ ଧୂଆଁ ଏହି ନାଲି ରଙ୍ଗକୁ ଆହୁରି ଗାଢ କରିଦିଏ।

ମହାକାଶ କାହିଁକି ଅନ୍ଧକାରମୟ?

ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ସୂର୍ଯ୍ୟ ଥାଇ ମଧ୍ୟ ମହାକାଶ କାହିଁକି କଳା ଦେଖାଯାଏ। ଏହାର ଉତ୍ତର ହେଉଛି, ମହାକାଶରେ କୌଣସି ବାୟୁମଣ୍ଡଳ ନାହିଁ। ସେଠାରେ ଆଲୋକକୁ ବିଚ୍ଛୁରିତ କରିବା ପାଇଁ କୌଣସି କଣିକା କିମ୍ବା ଅଣୁ ଉପସ୍ଥିତ ନଥାଏ। ଯେହେତୁ ସେଠାରେ ଆଲୋକର ବିଚ୍ଛୁରଣ ଘଟେ ନାହିଁ, ତେଣୁ ସୂର୍ଯ୍ୟ ଥାଇ ମଧ୍ୟ ମହାକାଶ ସର୍ବଦା ଅନ୍ଧକାରମୟ କିମ୍ବା କଳା ଦେଖାଯାଏ।

ଅନ୍ୟ ଗ୍ରହରେ ଆକାଶର ରଙ୍ଗ

ପୃଥିବୀ ପରି ଅନ୍ୟ ଗ୍ରହମାନଙ୍କର ବାୟୁମଣ୍ଡଳ ଭିନ୍ନ ହୋଇଥିବାରୁ ସେଠାରେ ଆକାଶର ରଙ୍ଗ ମଧ୍ୟ ଅଲଗା ହୋଇଥାଏ। ଉଦାହରଣ ସ୍ୱରୂପ, ମଙ୍ଗଳ ଗ୍ରହରେ ବାୟୁମଣ୍ଡଳ ପତଳା ଏବଂ ସେଠାରେ ଧୂଳିକଣା ଅଧିକ। ତେଣୁ ମଙ୍ଗଳ ଗ୍ରହରେ ଦିନବେଳା ଆକାଶ କମଳା ବା ନାଲି ଦେଖାଯାଏ ଏବଂ ସୂର୍ଯ୍ୟାସ୍ତ ସମୟରେ ଏହା ନୀଳ ରଙ୍ଗର ଦେଖାଯାଏ, ଯାହା ପୃଥିବୀର ଠିକ୍ ବିପରୀତ।

୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ନୋବେଲ ଘୋଷଣା। ୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଜନ୍ କ୍ଲାର୍କ, ମିଶେଲ ଏଚ୍. ଡେଭୋରେଟ, ଜନ୍ ଏମ୍. ମାର୍ଟିନିସଙ୍କୁ ନୋବେଲ୍‌ । ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଗବେଷଣା ପାଇଁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ।