Bus - The Sakala

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦ୍‌ଘାତ; ନିଜେ ଚାଲିଗଲେ ,ବଞ୍ଚାଇ ଦେଲେ ୨୫ ଯାତ୍ରୀଙ୍କ ଜୀବନ...
ମାଲକାନଗିରି: ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦ୍‌ଘାତ। ନିଜେ ଚାଲିଗଲେ ମଧ୍ୟ ସେ ୨୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ବିଜୟନଗରମରୁ ମାଲକାନଗିରି ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର ବସ୍‌ର ଡ୍ରାଇଭେର ପି.ସାଇକୃଷ୍ଣ କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ସେ ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା କଡ଼ରେ ବସ୍‌ଟିକୁ ରଖିଦେଇ ଥିଲେ। ଅନ୍ୟ ଜଣେ ଅତିରିକ୍ତ ଡ୍ରାଇଭର କର୍ମଚାରୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ସୂଚନା ପାଇବା ପରେ ରୁରନ୍ତ କୋରାପୁଟକୁ ଆସି ପରେ କଣ୍ଡକ୍ଟରଙ୍କ ସହିତ ଅଟୋ ସାହାଯ୍ୟରେ ମେଡ଼ିକାଲ କଲେଜକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭେରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭେରଙ୍କ ଘର ମାଲକାନଗିରିରେ ବୋଲି ସୂଚନା ମିଳିଛି।

ଚଳନ୍ତା ବସରେ ପଶି ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲା ଦୁର୍ବୃତ୍ତ, ୭ ଗୁରୁତର
ଭୁବନେଶ୍ୱର: ପୁରୀରେ ଅଘଟଣ । ଚଳନ୍ତା ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲେ ଅଭିଯୁକ୍ତ । ଯେଉଁଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ କାବୁ କଲା କଣାସ ପୁଲିସ ।

ଖବର ଅନୁଯାୟୀ, ହରସପଡାରୁ ସୁକଳ ଆସୁଥିବା ଆମ ବସରେ ଅଭାବନୀୟ ଘଟଣା ଘଟିଛି। ଆମ ବସରେ ବିନ୍ଧନ ଗାଁର ତପନ ଭୋଇ ଚଢିଥିଲେ । ପ୍ରଥମେ କଟୁରୀର ଜଣଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ବସ ଯାତ୍ରୀମାନେ ବିରୋଧ କରିବାରୁ ବସ ଯାତ୍ରୀଙ୍କୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲେ। ଯାତ୍ରୀଙ୍କୁ ବସ ଭିତରେ ପଶି ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହାଣିଚାଲିଥିଲେ ନୃଶଂସ ଯୁବକ । ପୂରା କଣାସ ବିନ୍ଧଣ ଛକରେ ଫିଲ୍ମ ଷ୍ଟାଇଲରେ ୭ ଜଣକୁ ହାଣି ପକାଇଲେ ଯୁବକ। ଏପଟେ ଗୁରୁତର ୭ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପରେ ସୂଚନା ପାଇ କଣାସ ଥାନା ଅଧିକାରୀଙ୍କ ସମେତ ପୋଲିସ ଷ୍ଟାଫ ତପନକୁ କାବୁ କରି ଗଡ଼ିଶା ଗଦା ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ତପନକୁ ଅଟକ ରଖି ପଚରା ଉଚରା କରାଯାଉଛି।