Healthy Food - The Sakala
ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟ୍ ରେ ଅନେକ ବ୍ୟକ୍ତି ଡ୍ରାଏଫୁଡ ଖାଆନ୍ତି । ବିଭିନ୍ନ ପ୍ରକାର ଡ୍ରାଏଫୁଡ ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଫଳପ୍ରଦ ହୋଇଥାଏ । ସେଥିପାଇଁ ଆପଣ ଡାଏଟ୍ ରେ ଏଡ କରନ୍ତୁ କାଜୁ । ଡ୍ରାଏଫୁଡ ମଧ୍ୟରେ ଭାରତୀୟମାନଙ୍କ ସବୁଠରୁ ପ୍ରିୟ ହେଉଛି କାଜୁ । ଲୋକଙ୍କ ମନରେ ଏହା ଧାରଣା ରହିଛି ଅଧିକ କାଜୁ ଖାଇବା ଦ୍ବାରା କେଲେଷ୍ଟ୍ରଲ ବଢିଥାଏ । ଗରମ ଦିନରେ ଅଧିକ କାଜୁ ଖାଇବା ଦ୍ବାରା ପେଟ ଗରମ ହୋଇଥାଏ । ଏହି ସବୁ କଥାର କୌଣସି ସତ୍ୟତା ନାହିଁ । କାଜୁରେ ପ୍ରୋଟିନ, ଫାଇବର, କାର୍ବେହାଡ୍ରେଡ, କପର, ମାଙ୍ଗାନିସ, ଫସଫରସ, ମ୍ୟାଗନେସିୟମ, ଜିଙ୍କ,ଥାଇମିନ, ଭିଟାମିନବି୬, ଭିଟାମିନ କେ, ଆଇରନ ଏବଂ ପୋଟାସିୟମ ରହିଛି । ଯେଉଁମାନେ ଡାଏଟ କରୁଛନ୍ତି ସେମାନଙ୍କ ଡାଏଟରେ କାଜୁ ଏଡ କରନ୍ତୁ । କାଜୁ ଖାଇବା ଦ୍ବାରା ସ୍ମରଣ ଶକ୍ତି ବଢ଼ିଥାଏ ।
ହାଇ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଏହା ଖୁବ ଭଲ । ତ୍ବଚାରେ ବୟସର ଛାପ ଆସେ ନାହିଁ । ଓଜନ କମ୍ କରିବା ସହ ହାଡ ମଧ୍ୟ ଶକ୍ତ କରିଥାଏ । କାଜୁରେ କପର ଓ ଆଇରନ ଥିବାରୁ ବ୍ଲଡ ସେଲ ବୃଦ୍ଧିକରିବାରେ ସାହାଯ୍ୟ କରେ । ହୃଦରୋଗୀ କାଜୁ ଖାଇବା ଦ୍ବରା ବ୍ଲଡ ସୁଗାର ଠିକ ରହେ । କାଜୁ ଖାଇବା ହାର୍ଟ ରୋଗୀଙ୍କ ପାଇଁ ଖୁବ ଭଲ ହୋଇଥାଏ।
ଚାହା ପିଇବା ପରେ କେବେ ବି ପିଅନ୍ତୁ ନାହିଁ ପାଣି, ସ୍ବାସ୍ଥ୍ୟ ପାଇଁ ହୋଇଥାଏ ହାନୀକାରକ
ଚାହା ପିଇବା ପୂର୍ବରୁ ଅନେକଜଣ ପାଣି ପିଇଥାନ୍ତି। କିନ୍ତୁ ଅନେକ ଲୋକ ଚାହା ପିଇବା ପରେ ପରେ ଅଳ୍ପ ପାଣି ପିଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କରିବା ଉଚିତ ନୁହେଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଜାଣିବା ଚାହା ପିଇବା ପରେ ପାଣି ପିଇଲେ, କ’ଣ ସବୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ।
ଚାହା ପିଇବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଦାନ୍ତର ଏନାମେଲ୍‌ ନଷ୍ଟ ହୋଇଯାଏ। କାରଣ ଗରମ ଏବଂ ଥଣ୍ଡାର ମିଶ୍ରଣ ଦ୍ବାରା ଏନାମେଲ୍‌ କ୍ଷୟ ହୁଏ। ଏନାମେଲ୍‌ ନଷ୍ଟ ହେଲେ ଦାନ୍ତ କ୍ଷୟ ଏବଂ ଟିଥ୍‌ ସେନ୍‌ସିଟିଭ୍‌ ଆରମ୍ଭ ହୋଇଥାଏ। ଏହା ସହିତ ମାଢ଼ି ମଧ୍ୟ ଦୁର୍ବଳ ହୋଇଯାଏ।
ପାଚନ ତନ୍ତ୍ର ପାଇଁ ମଧ୍ୟ ଚାହା ଓ ପାଣିର ମିଶ୍ରଣ କ୍ଷତିକାରକ। ଏଭଳି କରିବା ଦ୍ବାରା ଏସିଡିଟି ସମସ୍ୟା ବୃଦ୍ଧି ହେବା ସହ ଅଲ୍‌ସର୍‌ ସୃଷ୍ଟି ହେବାର ଆଶଙ୍କା ଥାଏ।
ପ୍ରଥମେ ଗରମ ଚାହା ଓ ତା’ ପରେ ପାଣି ପିଇବା ଦ୍ବାରା ଶରୀରର ତାପମାତ୍ରାରେ ଅସନ୍ତୁଳନ ଦେଖାଯାଏ। ତେଣୁ ଏହା ଯୋଗୁଁ ସର୍ଦ୍ଦି, କାଶ ଓ ବିଭିନ୍ନ ପ୍ରକାର ଥଣ୍ଡାଜନିତ ରୋଗ ହୋଇଥାଏ।
ଅନେକ ଜଣଙ୍କ କ୍ଷେତ୍ରରେ ନାକରୁ ରକ୍ତ ପଡ଼ିଥାଏ।
ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି…
ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ।
ଅଟାରେ ଅଳ୍ପ ଚୋକଡ଼ ରଖି,ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
ରାତିରେ କମ୍‌ ପରିମାଣରେ ଖାଦ୍ୟ ଖାଆନ୍ତୁ।
ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
ଫାଷ୍ଟଫୁଡ୍‌ରୁ ଦୂରେଇ ରହନ୍ତୁ।
ସବୁଜ, ହଳଦିଆ, ଲାଲ୍‌ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ।
ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।
ସାଧାରଣତଃ ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ତେଲ ଆଦିକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। ଯଦିଓ ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ, ତଥାପି ବ୍ୟବହୃତ ରନ୍ଧା ତେଲକୁ କ୍ରମାଗତ ଖାଦ୍ୟରେ ଉପଯୋଗ କରିବା କ୍ଷତିକାରକ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷକରି ହୃଦ୍ ସମସ୍ୟା, ଫୁଡ୍ ପଏଜନିଂ, କର୍କଟ ଭଳି ରୋଗ ଦେଖା ଦେବାର ଆଶଙ୍କା ଅଧିକ। ନିକଟରେ ଅବଜର୍‌ଭର୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌, କୋଆନ୍ ଆଡଭିଜରି ଗ୍ରୁପ୍ ବ୍ୟବହୃତ ରନ୍ଧା ତେଲକୁ ନେଇ ଏକ ଗବେଷଣା କରିଥିଲେ। ଯେଉଁଥିରୁ ଜଣାପଡ଼ିଛି, ଲୋକମାନେ ୬୦ ପ୍ରତିଶତ ବ୍ୟବହୃତ ରନ୍ଧାତେଲକୁ ଖାଦ୍ୟରେ ଉପଯୋଗ କରୁଛନ୍ତି। ସେହିପରି ଏହାକୁ କେବଳ ରାସ୍ତାକଡ଼ ଖାଦ୍ୟ ଦୋକାନ କି ରେସ୍ତୋରାଁରେ ବ୍ୟବହାର କରାଯାଉଛି ତାହା ନୁହେଁ, ଲୋକମାନେ ଘରେ ମଧ୍ୟ ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବାରମ୍ବାର ଉପଯୋଗ କରୁଛନ୍ତି।
ତେେବ ବ୍ୟବହୃତ ରନ୍ଧା ତେଲ (ୟୁସିଓ)କୁ ନେଇ କଡ଼ା ସୁରକ୍ଷା ନିୟମ ଅଛି। ଏହା ସତ୍ତ୍ବେ ବି ତେଲକୁ ୬୦ ପ୍ରତିଶତ ବ୍ୟବହାର କରାଯିବା ପରେ ବି ତାହାକୁ ଖାଦ୍ୟରେ ଉପଯୋଗ କରାଯାଉଛି। ଅନ୍ୟପଟେ ଏହି ଗବେଷଣା ନୂଆଦିଲ୍ଲୀ, ମୁମ୍ବାଇ, କୋଲକତା, ଚେନ୍ନାଇର ୧୦୧ ବଡ଼ ତଥା ୪୦୬ଟି କ୍ଷୁଦ୍ର ହୋଟେଲକୁ ନେଇ କରାଯାଇଥିଲା। ଏଥିରୁ ଜଣାପଡ଼ିଛି, ଏହିସବୁ ସ୍ଥାନରେ ପ୍ରତି ସମୟରେ ବ୍ୟବହୃତ ରନ୍ଧା ତେଲର ଶେଷ ବୁନ୍ଦାକୁ ବି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ।
ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି। ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଦ୍ୟ ଖାଇବା ଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ। ତା’ସହ ଡିମେନ୍‌ସିଆ ହେବା ଆଶଙ୍କା ବି ବୃଦ୍ଧିପାଏ। ପ୍ରୋସେସଡ୍ ଖାଦ୍ୟରେ ଲୁଣ, ଚିନି ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାବେଳେ ପ୍ରୋଟିନ୍ ଓ ଫାଇବର୍‌ ପରିମାଣ କମ୍ ଥାଏ। ଏହାସହ ଏଥିରେ ସାମିଲ ଅଛି ସଫ୍ଟ ଡ୍ରିଙ୍କ୍ସ, ଆଇସ୍‌କ୍ରିମ୍‌, ଲୁଣି ଓ ମିଠାଯୁକ୍ତ ସ୍ନାକ୍ସ, ଚିକେନ୍, ଦହି ଆଦି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ।
ତେେବ ବ୍ରିଟେନ୍‌ର ୭୨,୦୮୩ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କର ବୟସ ୫୫ ବର୍ଷ ଥିଲା ଏବଂ ସେମାନଙ୍କଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଡିମେନ୍‌ସିଆର କୌଣସି ଲକ୍ଷଣ ନ ଥିବା ଦେଖାଯାଇଥିଲା। ସେହିପରି ସ୍ବଳ୍ପରୁ ଆରମ୍ଭ କରି ଅଧିକ ଅଲଟ୍ରା-ପ୍ରୋସେସଡ୍ ଫୁଡ୍‌ ଖାଉଥିବା ପ୍ରତିଯୋଗୀଙ୍କୁ ଚାରିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଗବେଷଣା ଶେଷରେ ତନ୍ମଧ୍ୟରୁ ୫୧୮ଜଣ ଡିମେନ୍‌ସିଆରେ ପୀଡ଼ିତ ଥିବାର ଦେଖାଯାଇଥିଲା। କେବଳ ଅଲଟ୍ରା ପ୍ରୋସେସ୍‌ଡ୍‌ ଫୁଡ୍‌କୁ ଡିମେନ୍‌ସିଆ ବୃଦ୍ଧିର କାରଣ ସହ ଯୋଡ଼ା ଯାଇନାହିଁ, ଏହା ପ୍ରତିବଦଳରେ ପୁଷ୍ଟିକର ଖାଦ୍ୟାଭାସ ଦ୍ବାରା ଡିମେନ୍‌ସିଆ ଆଶଙ୍କାକୁ କମ୍ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି।
କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଏହିସବୁ ଖାଦ୍ୟ
କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ରୋଗୀ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ। ଦୁର୍ବଳ କି ଥକ୍କା ଅନୁଭବ ହେଉଥିଲେ ଉଚିତ୍ ଖାଦ୍ୟ ଦ୍ବାରା ଶରୀରକୁ ଶକ୍ତି ମିଳିବ ଓ ଶରୀର ଫିଟ୍ ରହିବ।
ସକାଳୁ ଭିଜା ବାଦାମ ଓ କିସମିସ୍‌ ଖାଆନ୍ତୁ।
ସକାଳ ଜଳଖିଆରେ ସୁଜି ଇଡ୍‌ଲି, ଦୋସା, ଦଲିଆ ଆଦି ଖାଇପାରିବେ।
ଦ୍ବିପହରରେ ଗୁଡ଼ ଓ ଘିଅ ଖାଇବା ଉଚିତ୍‌। ଏହାକୁ ରୁଟି ସହ ଖାଇବା ଭଲ। ଏହା ଦ୍ବାରା ଶରୀର ଦୁର୍ବଳ କି ଥକ୍କା ଅନୁଭବ କରେ ନାହିଁ।
ରାତିରେ ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ। ରାତିରେ ଖିଚୁଡ଼ି ଖାଇପାରିବେ।
ଏହା ସହ ଶରୀରକୁ ହାଇଡ୍ରେଟ୍ ରଖିବା ବି ଜରୁରୀ। ପ୍ରଚୁର ପାଣି ପିଅନ୍ତୁ। ତା’ ସହ ଲେମ୍ବୁ ପାଣି ବି ପିଅନ୍ତୁ।
ତେଲ ମସଲାଯୁକ୍ତ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
ସଜ ପନିପରିବା ଓ ଫଳ ଖାଇବା ଅଭ୍ୟାସ କରନ୍ତୁ।