Hero - The Sakala

ପାର୍ବଣରେ ହିରୋ ମୋଟୋକର୍ପର ରେକର୍ଡ ସଂଖ୍ୟକ ଚାହିଦା ବୃଦ୍ଧି...
ନୂଆଦିଲ୍ଲୀ: ଭାରତୀୟ ଅଟୋ ବଜାର ଏକ ଗତିଶୀଳ ଅଭିବୃଦ୍ଧିର ସାକ୍ଷ୍ୟ ଅଟେ ଏହି ଉତ୍ସବ ଋତୁର ଉପସ୍ଥାପନ ସହିତ ଚଳିତବର୍ଷର ଆରମ୍ଭ ହୋଇଥିବା ନବରାତ୍ରୀକୁ ନେଇ। ଏହି ଉତ୍ସବ ଦୁଇ-ଚକିଆ ଯାନ ଉପରେ ନୂତନ ଭାବରେ ଆସିଥିବା ଜିଏସଟି ହ୍ରାସର ବହୁ ପ୍ରତିକ୍ଷିତ ମୁହୂର୍ତ୍ତକୁ ନେଇ ଅତ୍ୟନ୍ତ ବିଶେଷ ଧରଣର ଅଟେ, ଯାହାକି ଖର୍ଚ୍ଚ ବୋଝକୁ ପ୍ରଥମ ଥର ପାଇଁ ମାଲିକାନାପ୍ରାପ୍ତ ନିମନ୍ତେ ସହଜ ହେବା ସହିତ ୧୦୦ସିସି ଏବଂ ୧୨୫ସିସି କମୁଟର ସେଗମେଣ୍ଟରେ ଯେଉଁଠାରେ କି ଏହି ମୂଲ୍ୟ ଅନୁଭୂତି ସର୍ବୋଚ୍ଚ ଅଟେ। ପୂର୍ବ ସୂଚକାଙ୍କର ଦୃଷ୍ଟି ବିଶେଷ ଭାବରେ ଗ୍ରାହକମାନଙ୍କ ଭାବାବେଗର ରହିଥିବା ଭୀଷଣକାୟ ତୀବ୍ରତା ଉପରେ ରହିଛି, ଯାହାକି କେବଳ ଦୁଇ-ଚକିଆ ସେଗମେଣ୍ଟରେ ଅଛି, ହିରୋ ମୋଟୋକର୍ପ ‘ଅଦ୍ଭୁତପୂର୍ବ’ ଭାବରେ ଗ୍ରାହକମାନଙ୍କର ସେହି ଆଗ୍ରହ ତଥା ସେଲସ ପ୍ୟାନ ଇଣ୍ଡିଆର ଧାରା ସହିତ ମୁକସାକ୍ଷୀ ହୋଇ ରହିଛି।

କମ୍ପାନୀ ଦେଶରେ ରହିଥିବା ଏହାର ଅଧିକୃତ ବିକ୍ରେତା ଗୋଷ୍ଠୀ ମାନଙ୍କର କାର୍ଯ୍ୟକଳାପକୁ ନେଇ ଏକ ଉଲ୍ଲେଖଯୋଗ୍ୟ ଅନୁକୁଳିତ ତଥ୍ୟ ପ୍ରଦାନ କରିଛି। ସମଗ୍ର ଶେଷବର୍ଷ ଭିତରେ ହିରୋ ମୋଟୋକର୍ପ ଉତ୍ପାଦ ନିମନ୍ତେ ଗ୍ରାହକମାନଙ୍କ ଅନୁସନ୍ଧାନ ବହୁମାତ୍ରାରେ ବୁଦ୍ଧି ପାଇବା ସଙ୍ଗେ ସଙ୍ଗେ ଏହା ପରବର୍ତ୍ତି ଜିଏସଟି ମୂଲ୍ୟ ସୁବିଧା ଗୁଡ଼ିକ ପାଇଁ ରହିଥିବା ଆଗ୍ରହକୁ ଆହୁରି ଉପରକୁ ନେଇପାରିଛି। ଏଭଳି ଏକ ସୁବିଧା ଶୋ’ରୁମ ଭିଡ଼କୁ ଗତବର୍ଷ ତୁଳନାରେ ୫୦%ରୁ ଅଧିକ ଆହୁରି ଆଗକୁ ଠେଲି ଦେଇଛି ଯାହାକି ଅତ୍ୟନ୍ତ ଶୁଭେଚ୍ଛାମୂଳକ।

ରେକର୍ଡ ସଂଖ୍ୟକ ଉତ୍ସବମୁଖର ଏହି ଗ୍ରହଣକାରୀତା ଉପରେ ମନ୍ତବ୍ୟ ପ୍ରଦାନ କରି ଆଶୁତୋଷ ବର୍ମା, ଚିଫ୍‌ ବିଜିନେସ ଅଫିସର – ଇଣ୍ଡିଆ ବିଜିନେସ ୟୁନିଟ୍‌, ହିରୋ ମୋଟୋକର୍ପ କହିଛନ୍ତି “ଏହି ପର୍ବଣ ଋତୁର ସବୁଠାରୁ ଅଧିକ ଚମକ୍ରାରୀ ତୀକ୍ଷ୍‌ଣ ବୃଦ୍ଧିର ପ୍ରତିଫଳନ ଅନ-ଦି-ସ୍ପଟ କ୍ରୟ ଉପରେ ଦେଖିବାକୁ ମିଳିଛି। ନବରାତ୍ରୀର ଠିକ୍‌ ପ୍ରଥମ ଦିନରେ, ଗତବର୍ଷ ତୁଳନାରେ ଗ୍ରାହକମାନେ ରହିଥିବା ଆମର ଶୋ’ରୁମରେ ପାଦ ଦେଇ ସେମାନଙ୍କର ମନପସନ୍ଦର ଦୁଇ-ଚକିଆ ଯାନ କ୍ରୟ କରିବାର ସେହି ଧାରା ସମ୍ଭବତଃ ଦ୍ୱିଗୁଣିତ ହୋଇପାରିଛି। ବିକ୍ରୟ ପ୍ରକ୍ରିୟା ଯାହାକି ଜିଏସଟି ୨.୦ ସଂସ୍କରଣ ପାଇଁ ପ୍ରସ୍ତୁତି ନିମନ୍ତେ କିଛି ମାତ୍ରାରେ ଧିମା ହୋଇଯାଇଥିଲା, ପରବର୍ତ୍ତି ଅବସ୍ଥାରେ ଏହାର ନୂତନ ମୂଲ୍ୟକୁ ନେଇ ଗ୍ରାହକମାନଙ୍କ ପାଖରେ ବିନା କୌଣସି ବିଳମ୍ବ ନ କରି ଏକ ନୂତନ ଯାନ ଆପଣେଇବା ପାଇଁ ରହିଥିବା ଦୃଢ଼ ଆବେଗତାକୁ ଆମେ ସେହି ଗ୍ରାହକମାନଙ୍କ ପାଖରୁ ପରିଷ୍କାର ସଂକେତ ପାଇଥିଲୁ। ଆମର ନୂତନ ଶୁଭାରମ୍ଭ ହୋଇଥିବା ପର୍ବାଣୀ ସମ୍ଭାରର ୧୨ଟି ସେଗମେଣ୍ଟରେ ଅଗ୍ରଣୀ ମଡେ଼ଲଗୁଡ଼ିକ ଏଭଳି ତୀବ୍ରତାକୁ ସ୍କୁଟର ଏବଂ ମୋଟରସାଇକେଲ ସମୂହଗୁଡ଼ିକ ମଧ୍ୟରେ ·ହିଦାକୁ ବୃଦ୍ଧି କରିପାରିଛି। ରହିଥିବା ଡ଼ିଜିଟାଲ ପଥ ଏବଂ ଏହା ଉପରେ ଗ୍ରାହକମାନଙ୍କ ଅନୁସନ୍ଧାନ ଗୁଡ଼ିକ ମଧ୍ୟ ବେଶ୍‌ ସ୍ମୃତିମଧୁର ହୋଇପାରିଛି ତଥା ଆମର ରହିଥିବା ଅନଲାଇନ ଉତ୍ପାଦକକୁ ନେଇ ଯାହାର ତୀବ୍ରତା ସର୍ବକାଳୀନ ସଂଖ୍ୟାର ସବୁ ସ୍ତରକୁ ପାର କରି ପ୍ରାୟ ୩ଗୁଣା ଅଧିକ ଉପରକୁ ଉଠିପାରିଛି।”