sunday horoscope 16-05-2021 - The Sakala

ରବିବାର ରାଶିଫଳ ( ୧୬-୦୫- ୨୦୨୧ )
ମେଷ:ଦିନଟିରେ କଥା ଓ କାର୍ଯ୍ୟ ସମନ୍ବୟ ରକ୍ଷା କରି ଆଗେଇ ଚାଲିବେ। ଆର୍ଥିକ ସ୍ଥିତିର ସୁଧାର ଆସିବ। ମହିଳାମାନେ ଆଦର୍ଶ ମାର୍ଗରେ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଶୁଭ ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

ବୃଷ:ନୂତନ ଚିନ୍ତାଧାରା ନେଇ କାର୍ଯ୍ୟ ତୁଲାଇବେ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମିଥୁନ:କୌଣସି ଶୁଭ କାର୍ଯ୍ୟ ତୁଲାଇ ପାରନ୍ତି। ଚାକିରିରେ ପ୍ରଶଂସା ପାଇବେ। ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କର୍କଟ:କେତେକ କାର୍ଯ୍ୟରେ ଅସଫଳର ସମ୍ମୁଖୀନ ହେବାକୁ ପଡିପାରେ। ସାଂସାରିକ ଅସ୍ଥିର ଓ ଖର୍ଚ୍ଚାନ୍ତ ଦେଖାଦେବ। ରାଜନୀତିରେ ପ୍ରତିଦ୍ୱନ୍ଦ୍ବୀ ବୃଦ୍ଧି ପାଇବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ:ଦୀର୍ଘଦିନର ସ୍ବପ୍ନ ସାକାର ହୋଇପାରେ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ସଫଳ ନେତୃତ୍ୱ ନେବେ। ବାଣିଜ୍ୟରେ ଭଲ ଲାଭ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କନ୍ୟା:କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। ସାଂସାରିକ ଉତ୍ତେଜନା ରହିବ। ଚାକିରିରେ କାର୍ଯ୍ୟ ବହୁଳ ରହିବ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:ଦିନଟି ଅନୁଶାସନ ଭିତରେ କଟିବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ମହିଳାମାନେ ଧର୍ମକର୍ମରେ ମନ ରଖିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ସହକର୍ମୀଙ୍କ ସଙ୍ଗେ ମନାନ୍ତର ହୋଇପାରେ। ଶିଳ୍ପ ଓ ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଧନୁ:ଦିନଚର୍ଯ୍ୟା ସୁଖଦପୂର୍ଣ୍ଣ ରହିବ। ମହିଳାମାନେ ଉତ୍ସାହିତ ରହିବେ। ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମକର:ଦିନଟି କର୍ମତତ୍ପର ରହିବେ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ସୁଫଳ ମିଳିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ:ଯୋଜନା କରି ସଫଳ ହେବେ। ରାଜନୀତିରେ ସେବାରେ ବ୍ରତୀ ହେବେ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମୀନ:ବ୍ୟୟ ବହୁଳତା କାରଣରୁ ଆର୍ଥିକ ଚାପ ରହିବ। ରାଜନୀତିରେ ସମସ୍ୟା ରହିବ। ଚାକିରିରେ ଚାପ ରହିବ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି