Chinmaya Sahu - The Sakala

ଦେବୀ ରଞ୍ଜନ ତ୍ରିପାଠୀ ନିଜର କୃତଘ୍ନ କାର୍ଯ୍ୟ ଲୁଚାଇବା ପାଇଁ ଅପରାଧୀଙ୍କ ସାହାରା ନେଉଛନ୍ତି: ବିଜେଡି
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତି୍ରପାଠୀଙ୍କ ନାଁ ନେଇ କିଛି ମଦ୍ୟପ ଓ ପ୍ରଥଭ୍ରଷ୍ଟ ଯୁବକ ଆତଙ୍କରାଜ ଖେଳାଇଥିଲେ । ଯାହାଦ୍ୱାରା ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଭୟଭୀତ ହୋଇଯାଇଥିଲେ । ଉତ୍ତ୍ୟକ୍ତ ଯୁବକମାନେ ବାସଭବନରେ ଥିବା ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ମୁନରେ ଧମକାଇ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା କହିଛି ବିଜୁ ଜନତା ଦଳ ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ, ନିକଟରେ ରାଜ୍ୟସଭା ନିର୍ବାଚନରେ ଦଳକୁ ବେଇମାନୀ କରିଥିବା ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଜଣେ ଭୀରୁ, କାପୁରୁଷ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । ଦଳ ସହିତ କରିଥିବା ବେଇମାନୀ କାର୍ଯ୍ୟକୁ ଲୋକଙ୍କ ମନରୁ ହଟାଇବା ପାଇଁ କିଛି ମଦ୍ୟପ ଯୁବକଙ୍କୁ ପ୍ରବର୍ତ୍ତାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ବାସଭବନରେ ଗତକାଲି ରାତିରେ ଯେଉଁ ଉନ୍ମକ୍ତକାଣ୍ଡ ଘଟାଇଥିଲେ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ତାଙ୍କ ବାପା ପ୍ରଭାତ ତି୍ରପାଠୀ ଯେଉଁଭଳି ଭାବେ ୧୯୯୬ ମସିହାରେ ବିଜୁ ବାବୁଙ୍କ ସହିତ ବେଇମାନୀ କରି ରାଜ୍ୟସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ, ଆଜି ଦେବୀ ରଞ୍ଜନ ତ୍ରିପାଠୀ ଅନୁରୂପ ଭାବେ ତାଙ୍କ ଦେହରେ ବେଇମାନୀର ରକ୍ତ ପ୍ରଭାବିତ ହେଉଛି ବୋଲି ପ୍ରମାଣିତ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ପୋଲିସର ଦାୟିତ୍ୱ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ପ୍ରତାପ ଜେନାଙ୍କ ବାସଭବନରେ ଯେଉଁଭଳି ଭାବେ ଅଭାବନୀୟ କାଣ୍ଡ ଘଟିଲା, ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଯଦି ଅଭିଯୁକ୍ତ ମାନଙ୍କୁ ପୋଲିସ୍ ତୁରନ୍ତ ଗିରଫ କରି ଦଣ୍ଡ ବିଧାନ ନକରେ, ତେବେ ଆଗାମୀ ଦିନରେ ପୋଲିସକୁ ବିଜୁ ଯୁବ ଜନତା ଦଳ ଉପଯୁକ୍ତ ଜବାବ ଦେବ ।

ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ଘୋଡ଼ା ବେପାରରେ ସାମିଲ ହୋଇ ଦେବୀ ରଞ୍ଜନ ତି୍ରପାଠୀ ଯେଉଁ ଟଙ୍କା ପାଇଥିଲେ, ସେଥିରୁ କିଛି ମାତ୍ରାରେ ଅସାମାଜିକ ଯୁବକ ମାନଙ୍କୁ ଦେଇ ପ୍ରତାପ ଜେନାଙ୍କ ବାସଭବନରେ ଏଭଳି କାଣ୍ଡ ଭିଆଇଛନ୍ତି । ଦେବୀ ରଞ୍ଜନ ତ୍ରିପାଠୀ ଭାବୁଛନ୍ତି, ଓଡିଶାର ଯୁବ ଛାତ୍ର ନେତାମାନେ ତାଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଉଥିଲେ । କିନ୍ତୁ ରାଜ୍ୟସଭା ନିର୍ବାଚନରେ ସେ ଯେଉଁଭଳି ଭାବେ ଦଳ ସହିତ ବିଶ୍ୱାସଘାତକତା କଲେ, ସେହିଦିନ ଠାରୁ ରାଜ୍ୟର ଯୁବ ଛାତ୍ର ନେତାମାନେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଛିଛାକର କରୁଛନ୍ତି । ଆଜି ବି ନବୀନ ବାବୁଙ୍କ ପ୍ରତି ଯୁବ ଛାତ୍ର ସମାଜର ସମର୍ଥନ ଅତୁଟ ରହିଛି । ସର୍ବଦା ବିଜୁ ଲିଗାସୀ କଥା କହୁଥିବା ଦେବୀ ରଞ୍ଜନ ତି୍ରପାଠୀଙ୍କ ଏଭଳି ଆଚରଣ ପାଇଁ ଆଗାମୀ ଦିନରେ ବାଙ୍କୀବାସୀ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି ଇପ୍ସୀତା ସାହୁ କହିଥିଲେ ।

'କମଲ କା ଫୁଲ, ହମାରା ଭୁଲ', ସୋସିଆଲ ମିଡ଼ିଆରେ କ୍ୟାମ୍ପେନ ଆରମ୍ଭ କରିବ ଯୁବ ବିଜେଡି
ଭୁବନେଶ୍ୱର: ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ଯୁବ ବିଜେଡି । ଶୀଘ୍ର କ୍ୟାମ୍ପେନ୍ ଆରମ୍ଭ କରିବେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ବିଭିନ୍ନ ସ୍ଥାନରେ PUCC ପାଇଁ ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ବୁଝାଇବେ । ଗାଡ଼ି ପଲ୍ୟୁସନ ସାର୍ଟିଫିକେଟକୁ ନେଇ ସରକାରଙ୍କ ରାଜସ୍ବ ଆଦାୟ ଫନ୍ଦି ରହିଛି । ଏନେଇ ଯୁବ ବିଜୁ ଜନତା ଦଳର ସଭାପତି ‘କମଲ୍ କା ଫୁଲ୍ ହମାରା ଭୁଲ୍’ ସ୍ଲୋଗାନ୍ ପ୍ରସ୍ତୁତ ହୋଇଛି । ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ ହେବ ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି ।

ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ସରକାର ଏତେ ଜନବିରୋଧୀ ଓ ଅତ୍ୟାଚାରୀ ଯେ ମିଛ ଫାଇନ ଆଦାୟ କରୁଛନ୍ତି । ଘରେ ଥୁଆ ହୋଇଛି ଗାଡି, ମୟୂରଭଞ୍ଜରେ ଫାଇନ । କାର ଚାଳକର ହେଲମେଟ ପାଇଁ ଫାଇନ । ଏହି ମିଛ ଫାଇନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କୋର୍ଟ ଯିବାକୁ ବି ଲୋକଙ୍କ ପାଖରେ ସୁଯୋଗ ନାହିଁ । କାରଣ ସରକାର ଏହାକୁ ବନ୍ଦ କରି ଦେଇଛନ୍ତି । ଯଦି ପ୍ରଦୂଷଣ ପାଇଁ ଏତେ ଚିନ୍ତା ଅଛି, PUCC ପାଇଁ ଅଲଗା ବ୍ୟବସ୍ଥା କରନ୍ତୁ । ଚାଲାଣ ଅଲଗା କରନ୍ତୁ । ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । କ'ଣ ଖାଲି ଗାଡି ଯୋଗୁଁ ପ୍ରଦୂଷଣ ହେଉଛି? ଗଛ କଟା ଯାଉଛି, ଖଣି ଉତ୍ତୋଳନ, ଶିଳ୍ପ ସଂସ୍ଥାରୁ ପ୍ରଦୂଷଣ ହେଉନି । ଲଘୁ ଖଣିଜ ପାଇଁ କେତେ ଫାଇନ ହୋଇଛି? କେତେ ଶିଳ୍ପପତି ରାସ୍ତାରେ ଠିଆ ହୋଇ ଫାଇନ ଦେଉଛନ୍ତି । ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ ନିଜ କଷ୍ଟ ଓ କହିବେ ବିଜେପିକୁ ଭୋଟ ଦେଇ ଭୁଲ କଲୁ । କମଲ କା ଫୁଲ ଲୋଗୋଂ କା ଭୁଲ । ଏ କ୍ୟାମ୍ପେନ ଆରମ୍ଭ ହେବ । ୟୁ ଟର୍ଣ୍ଣ ନେବାକୁ ବାଧ୍ୟ ହେବେ ସରକାର । ଯୁବ ବିଜେଡି ଫାଇନ ଆଦାୟ ସ୍ଥାନରେ ପିକେଟିଂ କରିବ । ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଛି । ସରକାରଙ୍କ ମନମୁଖୀ ଶାସନ ବରଦାସ୍ତ କରାଯିବ ନାହିଁ । ମନ୍ତ୍ରୀ କହୁଛନ୍ତି, ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ। ସଚିବ କହୁଛନ୍ତି ପଲ୍ୟୁସନ ପାଇଁ ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ । ଏଥିରେ କିଏ ଭୁଲ୍ ଏବଂ କିଏ ଠିକ୍ କହୁଛି ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରଶ୍ନ କରିଛନ୍ତି ।

ଇପସିତାଙ୍କୁ ଛାତ୍ର ସଭାପତି ଓ ଚିନ୍ମୟ ସାହୁଙ୍କୁ ଯୁବ ସଭାପତି ଦାୟିତ୍ବ ପ୍ରଦାନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ନାଁ ଘୋଷଣା କରିଛନ୍ତି । ଏଥିରେ ୬ ଜଣ ନେତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ।

ଇପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ବ ମିଳିଥିବାବେଳେ ଚିନ୍ମୟ ସାହୁଙ୍କୁ ଯୁବ ବିଜେଡି ସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି।

ସେହିପରି ଯୁବ ଓ ଛାତ୍ର ସଂଗଠନର ଆଉ ୪ ଲେଖାଏଁ ବରିଷ୍ଠଙ୍କୁ ସା. ସମ୍ପାଦକ ଦାୟିତ୍ବ  ପ୍ରଦାନ କରାଯାଇଛି…

ଯୁବ- ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତି

ଛାତ୍ର- ଦେବେଶ ଆଚାର୍ଯ୍ୟ, ଦେବୀରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୌଭିକ ବିଶ୍ବାଳ