Stay Healthy - The Sakala
ଫିଟ୍‌ ରହିବା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଦେଖାଗଲାଣି। କାରଣ ଏବେ କମ୍ ବୟସରେ ମଧ୍ୟ ଉଚ୍ଚ ରକ୍ତଚାପ, ମେଦବହୁଳତା, ମଧୁମେହ ଭଳି ରୋଗ ଦେଖାଯାଉଛି। ଦଶଟି ସହଜ ସୂତ୍ର ଆପଣାଇ ଜଣେ ଯେକୌଣସି ବୟସରେ ନିଜକୁ ଫିଟ୍‌ ରଖିହେବ।
ନିୟମିତ ସକାଳେ ଓ ସଂଧ୍ୟାବେଳେ ଅନ୍ତତଃ ଅଧଘଣ୍ଟା ଲେଖାଏଁ ବ୍ୟାୟାମ କରନ୍ତୁ।
ଯେତେସମ୍ଭବ ଖାଦ୍ୟରେ କମ୍‌ ମାତ୍ରାରେ ଲୁଣ ଓ ଚିନିର ବ୍ୟବହାର କରନ୍ତୁ।
ମଧ୍ୟାହ୍ନ ଓ ରାତ୍ରୀ ଭୋଜନରେ ସାଲାଡ୍‌ ଖାଆନ୍ତୁ।
ନିୟମିତ ୬ରୁ ୮ ଘଣ୍ଟା ନିଦ୍ରା ଜରୁରି।
ଖାଦ୍ୟକୁ ଗିଳି ନ ଦେଇ ଯେତେସମ୍ଭବ ଚୋବାଇ ଖାଆନ୍ତୁ।
ମାତ୍ରାଧିକ କିମ୍ବା ଅତିକମ୍‌ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।
ନିୟମିତ ତଟକା ପନିପରିବା ଏବଂ ଫଳ ଖାଆନ୍ତୁ।
ଫାଷ୍ଟଫୁଡ୍‌ ଓ ପ୍ୟାକେଜିଂ ଫୁଡ୍‌ ଖାଦ୍ୟ ନ ଖାଇବା ଭଲ।
ଅତ୍ୟଧିକ କଫି କିମ୍ବା ଚାହା ପିଇବାରୁ ନିବୃତ୍ତ ରୁହନ୍ତୁ।
ନିଶାଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।
ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି…
ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ।
ଅଟାରେ ଅଳ୍ପ ଚୋକଡ଼ ରଖି,ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
ରାତିରେ କମ୍‌ ପରିମାଣରେ ଖାଦ୍ୟ ଖାଆନ୍ତୁ।
ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
ଫାଷ୍ଟଫୁଡ୍‌ରୁ ଦୂରେଇ ରହନ୍ତୁ।
ସବୁଜ, ହଳଦିଆ, ଲାଲ୍‌ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ।
ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।
ସୁସ୍ଥ ରହିବା ପାଇଁ ୧୦ଟି ଟିପ୍ସ
ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି…
* ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
* ଦ୍ବିପ୍ରହର ଓ ରାତ୍ରି ସମୟରେ  ଭୋଜନ କରିବା ପୂର୍ବରୁ ସାଲାଡ୍‌ ନିଶ୍ଚୟ ଖାଆନ୍ତୁ।
* ଅଟାରେ ଅଳ୍ପ ଚୋକଡ଼ ରଖି, ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
* ରାତିରେ କମ୍‌ ପରିମାଣରେ ଖାଦ୍ୟ ଖାଆନ୍ତୁ।
* ଖାଦ୍ୟରେ ଲୁଣର ବ୍ୟବହାର କମ୍‌ କରନ୍ତୁ।
* ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
* ଫାଷ୍ଟଫୁଡ୍‌ରୁ ଦୂରେଇ ରହନ୍ତୁ।
* ସବୁଜ, ହଳଦିଆ, ଲାଲ୍‌ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
* ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ।
* ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।
ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି। ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଦ୍ୟ ଖାଇବା ଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ। ତା’ସହ ଡିମେନ୍‌ସିଆ ହେବା ଆଶଙ୍କା ବି ବୃଦ୍ଧିପାଏ। ପ୍ରୋସେସଡ୍ ଖାଦ୍ୟରେ ଲୁଣ, ଚିନି ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାବେଳେ ପ୍ରୋଟିନ୍ ଓ ଫାଇବର୍‌ ପରିମାଣ କମ୍ ଥାଏ। ଏହାସହ ଏଥିରେ ସାମିଲ ଅଛି ସଫ୍ଟ ଡ୍ରିଙ୍କ୍ସ, ଆଇସ୍‌କ୍ରିମ୍‌, ଲୁଣି ଓ ମିଠାଯୁକ୍ତ ସ୍ନାକ୍ସ, ଚିକେନ୍, ଦହି ଆଦି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ।
ତେେବ ବ୍ରିଟେନ୍‌ର ୭୨,୦୮୩ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କର ବୟସ ୫୫ ବର୍ଷ ଥିଲା ଏବଂ ସେମାନଙ୍କଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଡିମେନ୍‌ସିଆର କୌଣସି ଲକ୍ଷଣ ନ ଥିବା ଦେଖାଯାଇଥିଲା। ସେହିପରି ସ୍ବଳ୍ପରୁ ଆରମ୍ଭ କରି ଅଧିକ ଅଲଟ୍ରା-ପ୍ରୋସେସଡ୍ ଫୁଡ୍‌ ଖାଉଥିବା ପ୍ରତିଯୋଗୀଙ୍କୁ ଚାରିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଗବେଷଣା ଶେଷରେ ତନ୍ମଧ୍ୟରୁ ୫୧୮ଜଣ ଡିମେନ୍‌ସିଆରେ ପୀଡ଼ିତ ଥିବାର ଦେଖାଯାଇଥିଲା। କେବଳ ଅଲଟ୍ରା ପ୍ରୋସେସ୍‌ଡ୍‌ ଫୁଡ୍‌କୁ ଡିମେନ୍‌ସିଆ ବୃଦ୍ଧିର କାରଣ ସହ ଯୋଡ଼ା ଯାଇନାହିଁ, ଏହା ପ୍ରତିବଦଳରେ ପୁଷ୍ଟିକର ଖାଦ୍ୟାଭାସ ଦ୍ବାରା ଡିମେନ୍‌ସିଆ ଆଶଙ୍କାକୁ କମ୍ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି।
ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହିତ ବ୍ୟାୟାମ କରିବା ଖୁବ୍ ଜରୁରି। ଋତୁକାଳୀନ କିଛି ରୋଗ ଦେଖାଦେଲେ, ସମସ୍ତେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥାନ୍ତି। ଔଷଧ ଖାଇବା ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ଦରକାର। କିଛି ଖାଦ୍ୟ ଏମିତି ରହିଛି, ଯାହାକୁ ଔଷଧ ଖାଇବା ସମୟରେ ଆଦୌ ଖାଇବା ଉଚିତ ନୁହେଁ।
କୌଣସି ରୋଗ ପାଇଁ ଔଷଧ ଖାଉଥିଲେ, ଏନର୍ଜି ଡ୍ରିଙ୍କ୍‌ ପିଅନ୍ତୁ ନାହିଁ। ଏହା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।
କୌଣସି ପ୍ରକାର ମାଦକ ଦ୍ରବ୍ୟର ସେବନ କିମ୍ବା ଧୂମପାନ କରିବା ଉଚିତ ନୁହେଁ। ଏହା ଲିଭର୍‌ ଜନିତ ରୋଗ ସୃଷ୍ଟି କରିଥାଏ।
ଅନେକ ଉଷୁମ କିମ୍ବା ଥଣ୍ଡା କ୍ଷୀର ସହିତ ଔଷଧ ଖାଇଥାନ୍ତି। ଏଭଳି ଆଦୌ କରନ୍ତୁ ନାହିଁ। ଆଣ୍ଟିବାୟୋଟିକ୍‌ ଔଷଧ ସହିତ କ୍ଷୀର ପିଇବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। କାରଣ କ୍ଷୀରରେ ଥିବା କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ମିନେରାଲ୍ସ ଓ ପ୍ରୋଟିନ୍‌ ଔଷଧ ସହିତ ମିଶି ଏକ ଜଟିଳ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ।
ଏଲୋପାଥି ମେଡିସିନ୍‌ ଖାଉଥିଲେ, ତା’ସଙ୍ଗରେ କୌଣସି ଆୟୁର୍ବେଦିକ ଚେରମୂଳି ଖାଆନ୍ତୁ ନାହିଁ।
ଔଷଧ ଖାଉଥିଲେ, ଅଧିକ ପ୍ରୋଟିନ୍‌ଯୁକ୍ତ ପନିପରିବା ଓ ଫଳ ଖାଇବାରୁ ନିବୃତ୍ତ ରୁହନ୍ତୁ। ଔଷଧ ସରିବା ପରେ ଏହାକୁ ଖାଇପାରିବେ।
ଉପବାସ ଥିଲେ କେବେବି ଖାଆନ୍ତୁନି ଏହିସବୁ ଖାଦ୍ୟ, ଶରୀର ପାଇଁ ହୋଇପାରେ ହାନିକାରକ
ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ ଶରୀର ପକ୍ଷେ ହାନିକାରକ ହୋଇଥାଏ।
ଉପବାସ ସମୟରେ ଅତ୍ୟଧିକ ଚା’ ପିଇବା ସ୍ୱାସ୍ଥ୍ୟପ୍ରତି ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ୨କପ୍‌ରୁ ଅଧିକ ଚା’ ପିଇବା ଦ୍ୱାରା ଗ୍ୟାସ୍‌ ଏବଂ ଏସିଡିଟି ହୋଇଥାଏ।
ଉପବାସ ସମୟରେ ଖାଲିପେଟରେ କମଳା, ଲେମ୍ବୁ ଓ କିଵି ଆଦି ଖଟା ଫଳ ଖାଆନ୍ତୁ ନାହିଁ । ଏସବୁ ବଦଳରେ କଦଳୀ, ସେଓ, ତରଭୁଜ ଆଦି ଫଳ ଖାଆନ୍ତୁ।
ସାଧାରଣ ଦିନ ଅପେକ୍ଷା ଉପବାସ ସମୟରେ ଲୋକେ ତେଲଛଣା ଅଧିକ ଖାଇଥାନ୍ତି, ଯାହାକି ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପକାଇଥାଏ। ଯେତେସମ୍ଭବ ତେଲଛଣା ଖାଦ୍ୟ ବଦଳରେ ଫଳ, ଡ୍ରାଏ ଫୁଡ୍ସ ଏବଂ ତରଳ ଓ ହାଲୁକା ଖାଦ୍ୟ ଖାଆନ୍ତୁ।
ଅଧିକାଂଶ ଲୋକ ଉପବାସ ସମୟରେ ଭଗବାନଙ୍କ ପ୍ରତି ନିଜର ଭକ୍ତି ଦେଖାଇବାକୁ ଯାଇ ନିର୍ଜଳା ବ୍ରତ କରିଥାନ୍ତି। କିନ୍ତୁ ଏହା ଆଦୌ କରିବା ଉଚିତ ନୁହେଁ। ଏହା ଦ୍ୱାରା ଶରୀରରେ ଦୁର୍ବଳତା, ମୁଣ୍ଡବ୍ୟଥା, ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଭଳି ଅନେକ ସମସ୍ୟା ଦେଖାଯାଏ।
ଭିଟାମିନ୍-ସି’ ର ମାତ୍ରାଧିକ ସେବନ ଶରୀର ପାଇଁ ହୋଇପାରେ ହାନିକାରକ
କେବଳ କରୋନା ନୁହେଁ; ସବୁ ପ୍ରକାର ଭୂତାଣୁ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ। ତେବେ ଏବେ ସମସ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢ଼ା, ଭିଟାମିନ୍ ସି, ଭଟାମିନ୍ ଡି, ଭିଟାମିନ୍ ଇ ସହ ଜିଙ୍କ୍ ଔଷଧ ଖାଉଛନ୍ତି। ଅବଶ୍ୟ ହେଲଦି ଡାଏଟ୍ ସହ ଯୋଗ ଓ ଏକ୍ସରସାଇଜ୍ ସହିତ ସୀମିତ ମାତ୍ରାରେ ଏସବୁ ଖାଇବା ଦରକାର। କିନ୍ତୁ ଏହା ପ୍ରତି କେହି ଧ୍ୟାନ ହେଉ ନାହାନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ଏସବୁର ମାତ୍ରାଧିକ ସେବନ ଶରୀର ପାଇଁ ହାନିକାରକ। ମାସ ମାସ ଧରି ଭିଟାମିନ୍ ସି ଔଷଧ ଖାଇବା ଦ୍ବାରା କିଡ୍ନୀରେ ଷ୍ଟୋନ୍, ଛାତି ଜ୍ବଳନ, ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ଜିଙ୍କ୍‌ର ଅତ୍ୟଧିକ ବ୍ୟବହାର ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି କରେ।
ତେବେ ଭିଟାମିନ୍ ସି’ର ହଜାରେ ମିଲିଗ୍ରାମରୁ ଅଧିକ ଦୈନିକ ସେବନ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ଡାକିଆଣେ। ଏହାଦ୍ବାରା କିଡ୍ନୀ ଷ୍ଟୋନ୍, ଡାଇରିଆ, ପାଚନତନ୍ତ୍ର ସମ୍ବନ୍ଧୀୟ ପ୍ରମୁଖ ରୋଗ ଦେଖା ଦେଇପାରେ। ୪୦ ଗ୍ରାମ୍‌ରୁ ଅଧିକ ଜିଙ୍କ୍ର ସେବନ ଶରୀର ପାଇଁ କ୍ଷତିକାରକ। ଏହାଦ୍ବାରା କିଡ୍‌ନୀ ଓ ପେଟ ସହ ସମ୍ବନ୍ଧୀୟ ରୋଗ ବଢ଼ିବା ଆଶଙ୍କା ଅଧିକ। ସେହିପରି ୨୦ ମିଲିଗ୍ରାମ୍‌ରୁ ଅଧିକ ଭିଟାମିନ୍ ଇ’ ଖାଇବା ଦ୍ବାରା ହୃଦ୍‌ରୋଗ ସମେତ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ।
କାହା ପାଇଁ କେତେ ପରିମାଣ :
– ୧୮ରୁ ଊର୍ଦ୍ଧ୍ବ ବୟସ୍କ ପୁରୁଷ ୧୧ ମିଲିଗ୍ରାମ୍‌ ଓ ମହିଳାଙ୍କୁ ୯ ମିଲିଗ୍ରାମ୍‌ ଜିଙ୍କ୍‌ ଖାଇବା ଦରକାର।
– ୧୧ରୁ ୧୨ ମିଲିଗ୍ରାମ୍‌ ଜିଙ୍କ୍‌ ଗର୍ଭବତୀ ମହିଳା ଗ୍ରହଣ କରିପାରିବେ।
– ୧୨ରୁ ୧୩ ମିଲିଗ୍ରାମ୍‌ ଜିଙ୍କ୍‌ ସ୍ତନ୍ୟପାନ କରୁଥିବା ମାଆମାନେ ଖାଇବା ଉଚିତ।
– ୧୪ରୁ ଅଧିକ ବୟସ୍କ ୧୫ ମିଲିଗ୍ରାମ ଭିଟାମିନ୍ – ଇ’ ଖାଇବା ଆବଶ୍ୟକ।
– ୬୫ରୁ ୯୦ ମିଲିଗ୍ରାମ୍‌ ଭିଟାମିନ୍ – ସି’ ବୟସ୍କମାନେ ଗ୍ରହଣ କରିବା ଦରକାର।
– ୦୬ରୁ ୮ ଗ୍ରାମ୍ ଭିଟାମିନ୍ ସି’ ନେବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିଥାଏ।
ସୁସ୍ଥ ରହିବା ପାଇଁ ଔଷଧ ବଦଳରେ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ
ସଂକ୍ରମଣ ବଢ଼ୁଥିବାରୁ ଏବେ ମର୍ଣ୍ଣିଂ ୱାକ୍‌, ଇଭ୍‌ନିଂ ୱାକ୍‌, ସାଇକଲିଂ ଉପରେ କଟକଣା ଲାଗୁ ହୋଇଛି। ତେବେ ବାହାରେ ଚଲାବୁଲା କଲେ କି ଜିମ୍‌ ଯାଇ ଏକ୍ସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିବ ତାହା ନୁହେଁ; ଘରେ କିଛି ଏକ୍ସରସାଇଜ୍ କରିବା ଦ୍ବାରା ଯେକେହି ବି ନିଜକୁ ଫିଟ୍ ରଖିପାରିବେ ବୋଲି କହିଛନ୍ତି ଫିଟ୍‌ନେସ୍ କାଉନ୍‌ସିଲର୍ ପୁପୁନ୍ କୁମାର ସ୍ବାଇଁ।
ସୁସ୍ଥ ହେବାର ଦୁଇ ସପ୍ତାହ ପରେ କରନ୍ତୁ ଏକ୍ସର୍‌ସାଇଜ୍: ଏବେ ତ ଜିମ୍ ବନ୍ଦ। ଜରୁରୀ ନୁହେଁ, ଜିମ୍‌ ଆସି ଏକ୍ସରସାଇଜ୍ କରିବା। କିଛି ବଡି ୱେଟ୍ ଏକ୍ସରସାଇଜ୍ ଘରେ କରିବା ସମ୍ଭବ। ଏଇ ଯେମିତି ସ୍କାର୍ଟ, ପ୍ଲାଙ୍କ୍‌ ଭଳି କିଛି ଏକ୍ସରସାଇଜ୍ ସମେତ ସୂର୍ଯ୍ୟ ନମସ୍କାର ଆଦି କରାଯାଇପାରିବ। ଏହାବାଦ୍ ଯୁବପିଢ଼ି ଘରେ ଛୋଟ ତଥା ବଡ଼ ଡମ୍ବେଲ ଉଠାନ୍ତୁ। ଏସବୁ ଦ୍ବାରା ଶରୀର ଫିଟ୍‌ ରହିଥାଏ। ତେବେ କୋଭିଡ୍‌ରୁ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ଏକ୍ସରସାଇଜ୍ ଘରେ କରାଯାଇପାରିବ।
ସମସ୍ତେ ଯୋଗ କରନ୍ତୁ: ସବୁ ବୟସବର୍ଗର ଲୋକମାନେ ଘରେ ଯୋଗ କରିବା ଉଚିତ୍। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ଯୋଗ ସାହାଯ୍ୟ କରେ। ଛୋଟପିଲାଙ୍କ ପାଇଁ ଷ୍ଟ୍ରେଚିଂ, ଜିମନାସିଟ୍ ଭଳି କିଛି ଏକ୍ସରସାଇଜ୍ ଅଛି ସେସବୁ ସେମାନେ କରିପାରିବେ।
ଡାଏଟ୍ ଉପରେ ଗରୁତ୍ବ ଦିଅନ୍ତୁ: ଅନ୍ୟପଟେ ଯେଉଁମାନେ ପ୍ରୋଟିନ୍ ସପ୍ଲିମେଣ୍ଟ୍ ନେଉଥିବେ ସେସବୁକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିବ। କାରଣ ଏହାଦ୍ବାରା ଶରୀରରେ କ’ଣ ପ୍ରତିକ୍ରିୟା ଘଟିବ, କିଛି କହି ହେବ ନାହିଁ। ସେଥିପାଇଁ ସପ୍ଲିମେଣ୍ଟ୍ ଉପରେ ନିର୍ଭରଶୀଳ ନ ହୋଇ ଡାଏଟ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ।
ଫାଷ୍ଟଫୁଡ୍ ଖାଦ୍ୟରୁ ଦୂରରେ ରୁହନ୍ତୁ: କୋଭିଡ୍ ହେବା ପରେ ଲୋକେ ଅଧିକ ଫାଷ୍ଟ୍‌ଫୁଡ୍ ଖାଦ୍ୟ ଖାଉଛନ୍ତି। ଅର୍ଥାତ୍ ବିରିଆନୀ, ରୋଲ୍, ତେଲ-ମସଲା, ମଇଦାଯୁକ୍ତ ଖାଦ୍ୟପଦାର୍ଥଠାରୁ ଦୂରେଇ ରହିବା ଦରକାର। ଏହି ଖାଦ୍ୟ ଦ୍ବାରା ଆଉଥରେ ସଂକ୍ରମଣ ହେବା ଆଶଙ୍କା ରହିଛି। ଅନ୍ୟପଟେ ଆମିଷ ଖାଦ୍ୟ ଟିକେ କମ୍ ଖାଇବା ଉଚିତ। ଶରୀରକୁ ଉପଯୁକ୍ତ ଖାଦ୍ୟ ମିଳିଲେ ଶରୀର ସୁସ୍ଥ ରହିବ ଓ ରୋଗପ୍ରତିରୋଧକ ଶକ୍ତି ବଢ଼ିବ।