Vaccination - The Sakala
ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ ଉପଲବ୍ଧ କରାଇବାକୁ ସରକାର କିଛିଦିନ ତଳେ ଯୋଜନା କରିଥିବା ବେଳେ ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଡିସିଜିଆଇର ସର୍ତ୍ତ ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ବରଂ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଓ ଲୋକମାନେ ସେହିଠାରେ କିଣି ସେହିଠାରେ ଟିକା ନେଇପାରିବେ ।
ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ ) କୋଭାକ୍ସିନ୍‌ ଓ କୋଭିଶିଲ୍ଡ ପାଇଁ ସର୍ତ୍ତମୂଳକ ବଜାରରେ ଉପଲବ୍ଧର ମଞ୍ଜୁରୀ ଦେଇ ସାରିଛି । କିନ୍ତୁ ଭାକ୍ସିନ୍‌ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଫଲୋ କରିବାକୁ ହେବ। ହେଲେ ଏବେ ଏହା ଉପରେ ନିଷ୍ପତ୍ତି ଆସିବା ବାକି ରହିଛି କି ବଜାରରେ ଏହାର କଣ ଦାମ୍‌ ହେବ ?
ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।
ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।
ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ: ଜାତିସଂଘ
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିଚେଲ ବାସେଲେଟ କହିଛନ୍ତି ଯେ, ବାଧ୍ୟତାମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ । ଯେଉଁ ରାଷ୍ଟ୍ରମାନଙ୍କରେ କରୋନା ବିରୋଧୀ ଲଢ଼େଇରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି କିମ୍ବା ଏଥିପାଇଁ ଯୋଜନା ରହିଛି ସଂପୃକ୍ତ ରାଷ୍ଟ୍ର ମାନବାଧିକାରକୁ ମଧ୍ୟ ଗୁରୁତ୍ବ ଦେବା ଦରକାର। କୌଣସି ବି ପରିସ୍ଥିତିରେ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।
ଜାତିସଂଘ ମାନବାଧିକାର ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମିଚେଲ ସମସ୍ତଙ୍କୁ ସତର୍କ କରାଇବା ସହ ଟିକାକରଣ ବାଧ୍ୟତାମୂଳକ କରିବା ପୂର୍ବରୁ ମାନବାଧିକାର କ୍ଷେତ୍ରର ବିଭିନ୍ନ ଦିଗକୁ ବିଚାରକୁ ନେବା ଉଚିତ ବୋଲି କହିଛନ୍ତି । ଯଦି ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବ ସେତେବେଳେ ଟିକାକୁ ବାଧ୍ୟତାମୂଳକ କରାଯାଇପାରେ। ମାସ୍କ ପରିଧାନ ଠାରୁ ସମାଜିକ ଦୂରତାରକ୍ଷା ଭଳି କରୋନା କଟକଣା ପାଇଁ ରହିଥିବା ବିଭିନ୍ନ ନିୟମ ପାଳନ ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ସଫଳତା ନ ମିଳିଲେ ଟିକା ନିୟମକୁ ଜରୁରୀ କରାଯାଇ ପାରିବ ବୋଲି ମିଚେଲ କହିଛନ୍ତି । ଯଦି ଜଣେ ବ୍ୟକ୍ତି ବାଧ୍ୟତାମୂଳକ ଟିକାକରଣ ନୀତିକୁ ଗ୍ରହଣ ନ କରନ୍ତି ତେବେ ତାଙ୍କ ବିରୋଧରେ ଜୋରିମାନା ଲଗାଯାଇପାରିବ ଯେଉଁଠି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ସେଠାରେ ଲୋକଙ୍କୁ ଏହାର ସମୀକ୍ଷା ପାଇଁ ନ୍ୟାୟପାଳିକା ସୁବିଧା ମଧ୍ୟ ମିଳିବା ଦରକାର ବୋଲି ସେ କହିଛନ୍ତି।
୨ରୁ ୧୮ ବର୍ଷର ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ, ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ରସ୍ତୁତି
ଭୁବନେଶ୍ୱର: ୨ରୁ ୧୮ ବର୍ଷ ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆସନ୍ତା କାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ ଅଛନ୍ତି। ସେମାନଙ୍କ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ର ବୃଦ୍ଧି ସହ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ଶିଶୁଙ୍କୁ ଟିକା ଦେବାକୁ କୋଭାକ୍ସିନ ଓ ଜାଇକୋଭ-ଡିକୁ ମିଳିଛି ଅନୁମତି। କୋଭାକ୍ସିନର ୨ଟି ଡୋଜ୍ ଥିବା ବେଳେ ଜାଇକୋଭ -ଡି ଟିକା ନେଲେ ୩ଟି ଡୋଜ୍ ନେବାକୁ ପଡିବ। ଯେକୌଣସି ମୁହୂର୍ତରେ ଅନୁମତି ମିଳିଲେ, ଆଉ ଟିକା ଆସିଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
ଖୁସିର ବିଷୟ ଯେ ଆଜି ଆମ ଦେଶରେ ଶହେ କୋଟି ଟିକାକରଣ ଟପିଛି। ଆମ ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ଲକ୍ଷ ଟିକାକରଣ ହେଇଛି। ଓଡ଼ିଶାରେ୨୨ ଲକ୍ଷରୁ ଟିକା ଆହୁରି ମହଜୁଦ ଅଛି।୨୪ ଲକ୍ଷ ଲୋକ ଏବେ ବି ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି। ସେମାନଙ୍କୁ ଖୁବ୍‌ ଶିଘ୍ର ଟିକା ଦିଆଯିବ। ଅନ୍ୟପଟେ ପୂଜା ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା । ୭-୮ ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଜଣାପଡିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି ବଢିଛି ତାହା ଉଦବେଗଜନକ ନୁହେଁ । କିନ୍ତୁ ଆଗକୁ ଅପେକ୍ଷା କରିବାକୁ ପଡିବ। ଯେଉଁ ସମୟରେ ପିକ ଭିଡ଼ ଥିଲା ସେହି ସମୟ ଆସିନି। ତେଣୁ ଆଗକୁ ଅପେକ୍ଷା କରିବାକୁ ପଡିବ।  ଆଶ୍ୱସ୍ତିକର ଖବର ହେଉଛି, ତୃତୀୟ ଲହରୀ ଆସିବା ସମ୍ଭାବନା ବହୁତ କମ୍। ଯଦି ଲୋକମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ, ତେବେ ତୃତୀୟ ଲହର ସମ୍ପୂର୍ଣ୍ଣ ଏଡାଇ ଦିଆଯାଇପାରିବ ବୋଲି ବିଜୟ ମହାପାତ୍ର କହିଛନ୍ତି।
ଜି୭ ଦେଶ ତୁଳନାରେ କୋଭିଡ ଟୀକାକରଣରେ ଭାରତ ଆଗୁଆ
ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ । ଭାରତ ଅଗଷ୍ଟରେ ୧୮ କୋଟି ଡୋଜ୍ ଟିକାକରଣ କରିଥିବା ବେଳେ ଜି୭ ରାଷ୍ଟ୍ର ସମୂହ ୧୦.୧ କୋଟି ଡୋଜ୍ ଟିକାକରଣ କରିଛନ୍ତି ।
ତଥ୍ୟ ଅନୁସାରେ ଅଗଷ୍ଟରେ କାନାଡ଼ା ୩୦ ଲକ୍ଷ ଡୋଜ୍ ଟିକାକରଣ କରିଥିବା ବେଳେ ବ୍ରିଟେନ ୫୦ ଲକ୍ଷ, ଇଟାଲୀ ୮୦ ଲକ୍ଷ ଓ ଜର୍ମାନୀ ୯୦ ଲକ୍ଷ ଡୋଜ୍ ଟିକା ଦେଇଛି । ଜି୭ ଦେଶ ମଧ୍ୟରୁ କେବଳ ଜାପାନ, ଆମେରିକା ଓ ଫ୍ରାନ୍ସ ହିଁ ୧୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରିଛନ୍ତି । ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଏବେ ଯାଏଁ ୬୮.୭ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇ ସାରିଛି । ୧୬ କୋଟି ଲୋକ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଛନ୍ତି ।
ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା : ବର୍ତ୍ତମାନ ସୁଦ୍ଧା ୧.୫ କୋଟି ପାର କରିଛି ଭ୍ୟାକ୍ସିନେସନ୍‌
ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Odisha crossed another milestone in #COVID19 vaccination drive: 1.5 Crore doses administered!
Our thanks to each and every member of Team Health Odisha & all citizens of our State for enabling this. #OdishaCares #COVID19Vaccination @CMO_Odisha @nhmodisha
— H & FW Dept Odisha (@HFWOdisha) July 22, 2021
ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ଯ ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗ ।
କରୋନା ମହାମାରୀ ସମୟରେ ଆଗରେ ରହି ଏହାକୁ ମୁକାବିଲା କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ସ୍ବାସ୍ଥ୍ୟ କର୍ମୀ ଏବଂ ଆଗ ଧାଡିର କରୋନା ଯୋଦ୍ଧା । ଯାହାଫଳରେ ଓଡିଶା କୋଭିଡ ସଂକ୍ରମଣକୁ ଆୟତରେ ରଖିବାକୁ ସକ୍ଷମ ହୋଇଛି । ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଢ କୋଟି ଡୋଜ ଦିଆସରିଥିବା ବେଳେ ଆଗାମୀ ଦିନରେ ଟିକାକରଣ ଆହୁରି ଦୃତଗତିରେ ଜାରି ରହିବାକୁ ଲକ୍ଷ୍ୟ ରଖାଯାଇଛି ।
୧୫ ତାରିଖ ପରେ ଗର୍ଭବତୀଙ୍କୁ ମିଳିବ କୋଭିଡ୍ ଟିକା, ଆଜି ଆସିବ ଗାଇଡଲାଇନ୍
ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ମିଳିବ କରୋନା ଟିକା। ଜୁଲାଇ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ଯେଉଁ ଜିଲ୍ଲାରେ ପୂର୍ବରୁ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀଙ୍କୁ କୋଭିଡ୍‌ ହେଲେ, ଅଧିକ ବିପଦ ଆଶଙ୍କା ଥିବାରୁ ବିଶେଷଜ୍ଞମାନେ ଗର୍ଭବତୀଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି । ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେପଟେ ଯେଉଁଠି କରୋନା ଅଧିକ ପରିମାଣରେ ଚିହ୍ନଟ ହୋଇଛି, ତାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ସରକାର । ସଂକ୍ରମଣ ବଢ଼ିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ୪ ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଗରୋଧର ବ୍ୟବସ୍ଥା କରାଯାଉଛି ।
ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା : କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର
୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ସୂଚନା ଥାଉକି ଶୁକ୍ରବାର ଗଣମାଧ୍ୟମ ଭିଡିଓ କନଫରେନ୍ସିଂ କଥା ହେଲା ବେଳେ କରୋନା ପରିଚଳାନା ଓ ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଏମିତି ଫାର୍ସ(ନୌଟଙ୍କି) ପାଇଁ ଦେଶରେ କରୋନାର ଦ୍ୱିତୀୟ ଲହର ବଢ଼ିଲା। ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ କେବଳ ଗୋଟିଏ ସମୟରେ ଗୋଟିଏ ହିଁ କାର୍ଯ୍ୟ କରନ୍ତି। ତାଙ୍କୁ ମୁକାବିଲା କରିବା ଜଣା ନାହିଁ ବୋଲି ରାହୁଲ କହିଥିଲେ। ତା ସହିତ ସାମାଜିକ ଦୂରତା ଓ ମାସ୍କ ଦ୍ୱାରା କରୋନା ଯୁଦ୍ଧ ଜିତାଯାଇପାରିବ ନାହିଁ ଏଥିପାଇଁ ଭ୍ୟାକ୍ସିନ ସ୍ଥାୟୀ ବ୍ୟବସ୍ଥା ବୋଲି କହିଥିଲେ ରାହୁଲ।
ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଭାରତରେ ଟିକାକରଣ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀ ଜାଭଡେକର ଟିକାକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ନେତାଙ୍କ ଉପରେ କାଉଣ୍ଟର ମଧ୍ୟ କରିଛନ୍ତି। “କଂଗ୍ରେସ ଟୁଲ୍କିଟ” କୁ ସୂଚାଇ ଏକ ଅନଲାଇନ୍ ଡକ୍ୟୁମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କୁ ଅସମ୍ମାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।
ଟିକାର ସୁରକ୍ଷା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟିକାକରଣ
ସମ୍ଭାବ୍ୟ ବାତ୍ୟା ଯୋଗୁଁ ବନ୍ଦ ରହିବ ଟିକାକରଣ । ବାତ୍ୟାରେ ପ୍ରଭାବିତ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବା ନେଇ ପରିବାର ଓ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ବାତ୍ୟା ସମୟରେ ବିଦ୍ୟୁତ ସେବା ବ୍ୟାଘାତ ହୋଇପାରେ,ତେଣୁ ଏଭଳି ସ୍ଥଳେ ଟିକାକୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏପରିକି ଜେନେରେଟର ବ୍ୟବସ୍ଥା କରି ଟିକା ସୁରକ୍ଷିତ ରଖିବାକୁ କୁହାଯାଇଛି ।
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୨୩ ସକାଳେ ଏହା ଅବପାତ ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ‘ୟଶ’ । ଉତ୍ତର ବଙ୍ଗୋପସାଗର ନିକଟର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ୨୬ ସକାଳେ ଛୁଇଁବା ପୂର୍ବାନୁମାନ କରାଯାଇଛି ।
ଟିକା ପାଇଁ ମା’ ହଟହଟା , ପୁଅ ଦେଲାନି ଆଧାରକାର୍ଡ
ଭୁବନେଶ୍ୱର : ‘ପୁଅ ଜନ୍ମକରି ପାପ କରିଛି ୧୦ମାସ ୧୦ଦିନ ଗର୍ଭରେ ରଖି ଅନେକ ଯାତନା ପାଇ ଜନ୍ମ ଦେଲି। ନିଜେ ନ ଖାଇ ପିଲାଙ୍କୁ ଖୁଆଇ ବଡ଼ କଲି। କୋଳରେ ଜାବୁଡ଼ି ଧରି ଲାଳନପାଳନ କଲି। ଛୋଟ ବେଳୁ କେବେ କୋଉ କଥାରେ ଉଣା କରିନି। ସମସ୍ତଙ୍କୁ ପାଠ ପଢ଼େଇ ମଣିଷ କରିଛି। ବଡ଼ପୁଅ ସିନିଅର ଟେକ୍‍ନିକାଲ ଅଫିସର ଅଛି। ସାନପୁଅ ଘରୋଇ କମ୍ପାନୀରେ ଚାକିରି କରିଛି। ଝିଅମାନେ ମଧ୍ୟ ଭଲ ଚାକିରି କରିଛନ୍ତି। ହେଲେ ଏବେ ଦୁଇ ପୁଅ ଟଙ୍କା ଲୋଭରେ ଅନ୍ଧ ହୋଇଯାଇଛନ୍ତି। ଘରେ ପୂରାଉନାହାନ୍ତି କି ଟିକା ଲାଗି ଆବଶ୍ୟକ ହେଉଥିବା ଆଧାରକାର୍ଡ ଦେଉନାହାନ୍ତି। କାନ୍ଦିକାନ୍ଦି ଏଭଳି କୋହଭରା କଣ୍ଠରେ କହିଛନ୍ତି ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିଆଣି ଅଞ୍ଚଳର ଗୋଲାପ ମିଶ୍ର(୭୮)। ତାଙ୍କୁ ଘରେ ପୂରାଇ ଦେଉ ନ ଥିବାରୁ ଅସହାୟ ହୋଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତିି ଗୋଲାପ। ଦୁଇ ପୁଅଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ମା’ ଗୋଲାପ।
ଗୋଲାପଙ୍କ ୩ଝିଅରେ ୨ପୁଅ। ସ୍ୱାମୀ ଶିକ୍ଷକତା କରୁଥିଲେ। କିଛିବର୍ଷ ହେଲାଣି ସ୍ୱାମୀ ଆର ପାରିକୁୁ ଚାଲିଗଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଜନ୍ମ କଲା ୨ପୁଅ ମାଡ଼ମାରି ଘରୁ ବାହାର କରିଦେଲେ। ଦୁଇ ବର୍ଷ ହେଲା ଢେଙ୍କାନାଳରେ ରହୁଥିବା ବଡ଼ ଝିଅପାଖରେ ରହୁଛନ୍ତି। କରୋନା ଟିକା ପାଇଁ ଆଧାର କାର୍ଡ ଆବଶ୍ୟକ ଥିବାରୁ ଆଜି ଚକେଇସିଆଣି ଘରକୁ ଆସିଥିଲେ। ହେଲେ ମା’କୁ ଦେଖି ଦୁଇ ପୁଅ ହେଲା ରୁଦ୍ର ନାରାୟଣ ମିଶ୍ର ଓ ରବି ନାରାୟଣ ମିଶ୍ର ଘର ଫାଟକରେ ତାଲା ପକେଇ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଆଧାର କାର୍ଡ ନ ଥିଲେ ଟିକା କେମିତି ନେବି ବୋଲି କୋହଭରା କଣ୍ଠରେ କହିଛନ୍ତି ଗୋଲାପ। ସେପଟେ ତିନି ଝିଅଙ୍କ ମଧ୍ୟରୁ ଜଣଙ୍କର ବାହାଘର ହୋଇନି। ଏଭଳି ସ୍ଥିତିରେ ଦୁଇ ପୁଅ ମିଶି ଘରୁ ବାହାର କରିଦେଇଛନ୍ତି। ଘରକୁ ମୋ ସ୍ୱାମୀ ତିଆରି କରିଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଘର ମୋ ପାଇଁ ପର ହୋଇଯାଇଛି।
ସେପଟେ ଗୋଲାପଙ୍କ ସାନ ପୁଅ ରବି ନାରାୟଣ ମିଶ୍ର କହିଛନ୍ତି, ମା’ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ। ଝିଅ ଜ୍ୱାଇଁଙ୍କ କଥାରେ ପଡ଼ି ଏଭଳି ଅଭିଯୋଗ କରିଛନ୍ତି। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରୟଦର୍ଶୀ କହିଛନ୍ତି ଏଭଳି ଅଭିଯୋଗ ଆସିଛି। ପୁଅକୁ ମଧ୍ୟ ପଚରାଉଚରା କରାଯାଉଛି। ଦୁଇ ପକ୍ଷ ମଧ୍ୟରେ ସମାଧାନ ଲାଗି ପ୍ରକ୍ରିୟା ଜାରି ରହିଛି।
ପୁଅ ଦେଲାନି ଆଧାରକାର୍ଡ: ଟିକା ପାଇଁ ମା’ ହଟହଟା
ଭୁବନେଶ୍ୱର : ‘ପୁଅ ଜନ୍ମକରି ପାପ କରିଛି’ । ୧୦ମାସ ୧୦ଦିନ ଗର୍ଭରେ ରଖି ଅନେକ ଯାତନା ପାଇ ଜନ୍ମ ଦେଲି। ନିଜେ ନ ଖାଇ ପିଲାଙ୍କୁ ଖୁଆଇ ବଡ଼ କଲି। କୋଳରେ ଜାବୁଡ଼ି ଧରି ଲାଳନପାଳନ କଲି। ଛୋଟ ବେଳୁ କେବେ କୋଉ କଥାରେ ଉଣା କରିନି। ସମସ୍ତଙ୍କୁ ପାଠ ପଢ଼େଇ ମଣିଷ କରିଛି। ବଡ଼ପୁଅ ସିନିଅର ଟେକ୍‍ନିକାଲ ଅଫିସର ଅଛି। ସାନପୁଅ ଘରୋଇ କମ୍ପାନୀରେ ଚାକିରି କରିଛି। ଝିଅମାନେ ମଧ୍ୟ ଭଲ ଚାକିରି କରିଛନ୍ତି। ହେଲେ ଏବେ ଦୁଇ ପୁଅ ଟଙ୍କା ଲୋଭରେ ଅନ୍ଧ ହୋଇଯାଇଛନ୍ତି। ଘରେ ପୂରାଉନାହାନ୍ତି କି ଟିକା ଲାଗି ଆବଶ୍ୟକ ହେଉଥିବା ଆଧାରକାର୍ଡ ଦେଉନାହାନ୍ତି। କାନ୍ଦିକାନ୍ଦି ଏଭଳି କୋହଭରା କଣ୍ଠରେ କହିଛନ୍ତି ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିଆଣି ଅଞ୍ଚଳର ଗୋଲାପ ମିଶ୍ର(୭୮)। ତାଙ୍କୁ ଘରେ ପୂରାଇ ଦେଉ ନ ଥିବାରୁ ଅସହାୟ ହୋଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତିି ଗୋଲାପ। ଦୁଇ ପୁଅଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ମା’ ଗୋଲାପ।
ଗୋଲାପଙ୍କ ୩ଝିଅରେ ୨ପୁଅ। ସ୍ୱାମୀ ଶିକ୍ଷକତା କରୁଥିଲେ। କିଛିବର୍ଷ ହେଲାଣି ସ୍ୱାମୀ ଆର ପାରିକୁୁ ଚାଲିଗଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଜନ୍ମ କଲା ୨ପୁଅ ମାଡ଼ମାରି ଘରୁ ବାହାର କରିଦେଲେ। ଦୁଇ ବର୍ଷ ହେଲା ଢେଙ୍କାନାଳରେ ରହୁଥିବା ବଡ଼ ଝିଅପାଖରେ ରହୁଛନ୍ତି। କରୋନା ଟିକା ପାଇଁ ଆଧାର କାର୍ଡ ଆବଶ୍ୟକ ଥିବାରୁ ଆଜି ଚକେଇସିଆଣି ଘରକୁ ଆସିଥିଲେ। ହେଲେ ମା’କୁ ଦେଖି ଦୁଇ ପୁଅ ହେଲା ରୁଦ୍ର ନାରାୟଣ ମିଶ୍ର ଓ ରବି ନାରାୟଣ ମିଶ୍ର ଘର ଫାଟକରେ ତାଲା ପକେଇ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଆଧାର କାର୍ଡ ନ ଥିଲେ ଟିକା କେମିତି ନେବି ବୋଲି କୋହଭରା କଣ୍ଠରେ କହିଛନ୍ତି ଗୋଲାପ। ସେପଟେ ତିନି ଝିଅଙ୍କ ମଧ୍ୟରୁ ଜଣଙ୍କର ବାହାଘର ହୋଇନି। ଏଭଳି ସ୍ଥିତିରେ ଦୁଇ ପୁଅ ମିଶି ଘରୁ ବାହାର କରିଦେଇଛନ୍ତି। ଘରକୁ ମୋ ସ୍ୱାମୀ ତିଆରି କରିଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ପରେ ଘର ମୋ ପାଇଁ ପର ହୋଇଯାଇଛି।
ସେପଟେ ଗୋଲାପଙ୍କ ସାନ ପୁଅ ରବି ନାରାୟଣ ମିଶ୍ର କହିଛନ୍ତି, ମା’ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ। ଝିଅ ଜ୍ୱାଇଁଙ୍କ କଥାରେ ପଡ଼ି ଏଭଳି ଅଭିଯୋଗ କରିଛନ୍ତି। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରୟଦର୍ଶୀ କହିଛନ୍ତି ଏଭଳି ଅଭିଯୋଗ ଆସିଛି। ପୁଅକୁ ମଧ୍ୟ ପଚରାଉଚରା କରାଯାଉଛି। ଦୁଇ ପକ୍ଷ ମଧ୍ୟରେ ସମାଧାନ ଲାଗି ପ୍ରକ୍ରିୟା ଜାରି ରହିଛି।