India cricket - The Sakala

ପ୍ରକାଶ ପାଇଲା ଆଇସିସି ପକ୍ଷରୁ ରାଙ୍କିଂ: କ୍ରିକେଟର ସବୁ ଫର୍ମାଟରେ ନମ୍ବର- ୧ ସ୍ଥାନରେ ରହି ଇତିହାସ ରଚିଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। ଏ ନେଇ ଆଜି  ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ଏହି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପର ଟି-୨୦ରେ ୨୬୭ ପଏଣ୍ଟ ସହ ନମ୍ବର- ୧ରେ ରହିଛି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ୍‌ ଇତିହାସରେ ଏହା ପ୍ରଥମ ଘଟଣା । ପୁରୁଷ ଟିମ୍‌ ଏକାସାଙ୍ଗେ ତିନୋଟି ଫର୍ମାଟରେ ନମ୍ବର-୧ ହୋଇଛି । ଭାରତୀୟ ଟିମ୍‌ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପୂର୍ବରୁ ହିଁ ନମ୍ବର-୧ ରହିଥିଲା ।

ସେହିପିରି-  ଅଷ୍ଟ୍ରେଲିଆ ଉଭୟ ଟେଷ୍ଟ ଓ  ଦିନିକିଆରେ ୨ୟ ସ୍ଥାନରେ ରହିଛି। ଟେଷ୍ଟରେ ୧୧୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ୧୧୧ ପଏଣ୍ଟ ପାଇ ଦିନିକିଆରେ ୨ୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ୨୬୬ ପଏଣ୍ଟ ରଖି ଟି-୨୦ ଫର୍ମାଟରେ ୨ୟ ସ୍ଥାନରେ ରହିଛି ।

ଆଇସିସି ଟେଷ୍ଟ ଟିମ୍‍ ରାଙ୍କିଙ୍ଗ୍‍ରେ ପ୍ରଥମ ସ୍ଥାନ ବଜାୟ ରଖିଲା ଭାରତ
ଇଣ୍ଟରନ୍ୟାସନାଲ କ୍ରିକେଟ କମିଟି (ଆଇସିସି) ପକ୍ଷରୁ ବର୍ଷର ଶେଷ ଟିମ୍‍ ରାଙ୍କିଙ୍ଗ ଗୁରୁବାର ପ୍ରକାଶ ପାଇଛି। ଏଥିରେ ଗତଥର ଭଳି ଭାରତ ଏବର୍ଷ ମଧ୍ୟ ନଂ-୧ ଟେଷ୍ଟ ଟିମ୍‍ ଭାବେ ବର୍ଷ ଶେଷ କରିଛି। ଟେଷ୍ଟ ଟିମ୍‍ ର‍୍ୟାଙ୍କିଙ୍ଗ କରାଗଲାବେଳେ ୩ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥାଏ। ଚଳିତବର୍ଷର ପ୍ରଦର୍ଶନକୁ ୧୦୦ ଭାଗ ଓ ଏହାର ଦୁଇ ପୂର୍ବବର୍ଷର ପ୍ରଦର୍ଶନକୁ ୫୦ ପ୍ରତିଶତକ ଗୁରୁତ୍ୱ ଦିଆଯାଇଥାଏ। ଏବେ ଯେଉଁ ରାଙ୍କିଙ୍ଗ ପ୍ରକାଶ ପାଇଛି ତାହା ମଧ୍ୟରୁ ୨୦୨୦ ମେ ମାସଠାରୁ ଦଳର ପ୍ରଦର୍ଶନକୁ ୧୦୦ ଭାଗ, ୨୦୧୯-୨୦ ଓ ୨୦୧୮-୧୯ ପ୍ରଦର୍ଶନକୁ ୫୦ ଭାଗ ମାର୍କ ଦିଆଯାଇଥାଏ। ନୂଆ ରାଙ୍କିଙ୍ଗର ୨୦୧୭-୧୮ ପ୍ରଦର୍ଶନକୁ ବାଦ୍‍ ଦିଆଯାଇଛି।

ଏହି ସମୟ ମଧ୍ୟରେ ଭାରତ ୨୪ଟି ଟେଷ୍ଟ ଖେଳି ୨୯୧୪ ପଏଣ୍ଟ ହାସଲ କରିଛି। ଫଳରେ ଦଳର ରାଙ୍କିଙ୍ଗ ପଏଣ୍ଟ ବର୍ତ୍ତମାନ ୧୨୧ ରହିଛି। ସେହିପରିି ନ୍ୟୁଜିଲାଣ୍ଡ ଏହି ସମୟରେ ୧୮ ଟେଷ୍ଟ ଖେଳି ୨୧୬୬ ପଏଣ୍ଟ ପାଇବା ସହ ୧୨୦ ର‍୍ୟାଙ୍କିଙ୍ଗ୍‍ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟ ଦଳ ମଧ୍ୟରେ ପ୍ରଥମ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍‍ସିପ ଫାଇନାଲ ମୁକାବିଲା ଇଂଲଣ୍ଡର ସାଉଥାମ୍ପଟନରେ ଜୁନ୍‍ ୧୮ରୁ ଖେଳାଯିବ। ଉଭୟ ଦଳକୁ ନିକଟରେ ଭଲ ସଫଳତା ମିଳିଥିଲା। ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ଓ ୩-୧ରେ ଇଂଲଣ୍ଡକୁ ପରାସ୍ତ କରି ଭଲ ପଏଣ୍ଟ ସଂଗ୍ରହ କରିଥିଲା। ସେହିପରି ନ୍ୟୁଜିଲାଣ୍ଡ ୨-୦ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍‍ ଓ ପାକିସ୍ତାନକୁ ପରାସ୍ତ କରି ନଂ-୨ ଟେଷ୍ଟ ଟିମ୍‍ ହେବାକୁ ଯୋଗ୍ୟତା ଅର୍ଜନ କରିଛି।

ଅନ୍ୟପକ୍ଷରେ ୨୦୧୭-୧୮ ପ୍ରଦର୍ଶନକୁ ବାଦ୍‍ ଦିଆଯିବାରୁ ଅଷ୍ଟ୍ରେଲିଆକୁ ପଛରେ ପକାଇ ଇଂଲଣ୍ଡ ୧୦୯ ପଏଣ୍ଟ ସହ ତୃତୀୟ ଓ ୧୦୮ ରେଟିଂ ସହ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି। ୨୦୧୭-୧୮ରେ ଅଷ୍ଟ୍ରେଲିଆ ନିକଟରୁ ୪-୦ରେ ଇଂଲଣ୍ଡ ପରାଜିତ ହୋଇଥିଲା। ପାକିସ୍ତାନ ୯୪ର ରେଟିଂ ପଏଣ୍ଟ ବଢ଼଼ିଥିଲେ ମଧ୍ୟ ଦଳ ପୂର୍ବପରି ପଞ୍ଚମ ସ୍ଥାନରେ ରହିଛି। ଏହା ପଛକୁ ୱେଷ୍ଟଇଣ୍ଡିଜ୍‍ ୮୪ ପଏଣ୍ଟ ସହ ୬ଷ୍ଠ, ୮୦ ରେଟିଂ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୭ମ, ଶ୍ରୀଲଙ୍କା (୭୮) ୮ମ, ବାଂଲାଦେଶ (୪୬) ୯ମ ଓ ଜିମ୍ବାୱେ (୩୫) ୧୦ମ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି।