Amin exams - The Sakala
ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ; ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ, ଗୋଟିଏ ଦିନରେ OPSC ଓ OSSSC କରିବାକୁ ଯାଉଛନ୍ତି ପରୀକ୍ଷା....
ଭୁବନେଶ୍ବର: ପୁଣି ସରକାରୀ ପରୀକ୍ଷା ପରିଚାଳନାକୁ ନେଇ ତ୍ରୁଟି ଦେଖିବାକୁ ମିଳିଛି। ସରକାରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ବଢିଛି। ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଦେଖା ଦେଇଛି। ଗୋଟିଏ ଦିନିରେ ଓଡ଼ିଶା ଲୋକସେବା ଆୟୋଗ (OPSC)  ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର ( ASO ) ପରୀକ୍ଷା କରିବାକୁ ଯାଉଥିବା ବେଳେ ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ ଆୟୋଗ ( OSSSC ) କରିବାକୁ ଯାଉଛି RI, ଅମିନ ପରୀକ୍ଷା। ଯାହାକୁ ନେଇ ଚିନ୍ତାରେ ଆଶାୟୀ ।
ସୂଚନା ଅନୁଯାୟୀ, ଆସନ୍ତାକାଲି OPSC କରିବାକୁ ଯାଉଛି ASO ପରୀକ୍ଷା। ସକାଳ ୯ ଟାରୁ ୧୦ଟା ୩୦ ଯାଏଁ ହେବ ପେପର-୧ ପରୀକ୍ଷା। ସେହିପରି ପେପର-୨ ଦିନ ୧୧ଟା ୩୦ମିନିଟରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ, ପେପର-୩ ଦିନ ୨ଟା ୩୦ରୁ ଆରମ୍ଭ ହୋଇ ୪ଟା ୩୦ ମିନିଟରେ ଶେଷ ହେବ। ଏଭଳି ସ୍ଥିତିରେ ସମାନ ଦିନରେ OSSSC କରିବାକୁ ଯାଉଛି RI, ଅମିନ ପରୀକ୍ଷା। ଯେଉଁ ଆଶାୟୀ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବେସେମାନେ କେଭଳି ଦୁଇଟି ଯାକ ପରୀକ୍ଷା ଦେବେ। ଏହି ଚିନ୍ତାରେ ପଡିଛନ୍ତି ପରୀକ୍ଷାର୍ଥୀ। ଗତ ୧୬ ମାସରେ ୧୬ଟି ସରକାରୀ ପରୀକ୍ଷାରେ ବିଭ୍ରାଟ ଘଟିଲାଣି।  ନୂଆ ସରକାରୀ ପଦବୀ ବାହାରୁନି। ସେଠି ଗୋଟେ ସମୟରେ ଦୁଇଟି ପରୀକ୍ଷାର ଭେଳିକି ନେଇ ପରୀକ୍ଷାର୍ଥୀ ଅକଳରେ ପଡିଛନ୍ତି।
ଆର୍‌ଆଇ, ଅମିନ ପ୍ରିଲିମ୍‌ସ ଅକ୍ଟୋବର ୮ରୁ
ଭୁବନେଶ୍ୱର: ବାତିଲ୍‌ ହୋଇଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ପୁଣିଥରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। କମ୍ପ୍ୟୁଟର୍‌ ବେସଡ୍‌ ନିଯୁକ୍ତି ପରୀକ୍ଷା(ସିବିଆର୍‌ଇ) ମାଧ୍ୟମରେ ଆଶାୟୀମାନେ ପରୀକ୍ଷା ଦେବେ। ନଭେମ୍ବେର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ପରୀକ୍ଷା ହେବ। ଏଥିପାଇଁ ନର୍ମାଲାଇଜେସନ୍‌ ପ୍ରକ୍ରିୟା ଆପଣାଯିବ। ଏହାସହ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଯେଉଁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ନାହିଁ, ସେହି ଜିଲ୍ଲାର ପିଲାମାନେ ଆବେଦନ ସମୟରେ ଆଗ୍ରାଧିକାର ଦେଇଥିବା ଜିଲ୍ଲାରେ ପରୀକ୍ଷା ଦେବେ। ପରବର୍ତ୍ତୀ ସମୟରେ ଆଡମିଟ୍‌ କାର୍ଡ ପ୍ରକାଶ ପାଇବ ବୋଲି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ପ୍ରଲିମିନାରୀ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଥିଲା। ମୋଟ୍‌ ପଦର ୫ ଗୁଣା ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହେବାର ନିୟମ ଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିଲା। ଫଳରେ ସରକାର ପ୍ରିଲିମିନାରୀ ପରୀକ୍ଷାଫଳକୁ ରଦ୍ଦ କରିବା ସହ ପୁଣିଥରେ ନୂତନ ଭାବେ ପରୀକ୍ଷା କରିବାକୁ ଉଚ୍ଚ ନ୍ୟାୟାଳୟକୁ ଅବଗତ କରିଥିଲେ।
ଭୁବନେଶ୍ୱର: ଆରଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ମୁଖ୍ୟ ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍‌ଲାଇନ୍‌ ପ୍ରିଲିମିନାରୀ ପରୀକ୍ଷାରେ ବ୍ୟାପକ ଜାଲିଆତି ହୋଇଥିବା ଆଶାୟୀମାନେ ମୂଳରୁ ଅଭିଯୋଗ କରିବା ସହ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି କରୁଛନ୍ତି। ହେଲେ ଏସବୁ ଚାକିରି ବିକ୍ରି କରିବାକୁ ସରକାର ଅଗ୍ରିମ ନେଇସାରିଥିବାରୁ ମୁଖ୍ୟ ପରୀକ୍ଷାକୁ ମଧ୍ୟ ଅନ୍‌ଲାଇନ୍‌ କରୁଥିବା ଷ୍ଟୁଡେଣ୍ଟ ଏଗନେଷ୍ଟ୍‌ କରପସନ୍‌ ସଂଗଠନ ଅଭିଯୋଗ କରିଛି।
ସଂଗଠନର ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ ଅନ୍‌ଲାଇନ୍‌ ପରୀକ୍ଷାରେ ଅନିୟମିତତା ଅବଗତ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ପ୍ରିଲିମିନାରୀ ପରୀକ୍ଷାରେ ପାସ୍‌ କରାଇଛନ୍ତି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି)ର ତତ୍କାଳୀନ ଅଧ୍ୟକ୍ଷ ଶ୍ୱାଶତ ମିଶ୍ରଙ୍କୁ ହଟାଇ ଲଳିତ ଦାସଙ୍କୁ ଅଧ୍ୟକ୍ଷ କରାଯାଇଛି। ଶ୍ୱାଶତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଦିନ ହିଁ ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ହେଇଛି। ମାସାଧିକ କାଳ ୪୦ରୁ ଅଧିକ ସିଫ୍ଟରେ ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାକିରି ବିକ୍ରି ପୂର୍ବରୁ ଶ୍ରୀ ମିଶ୍ରଙ୍କୁ ସୁରକ୍ଷିତ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଏହା ଏକ ସୁଚିନ୍ତିତ ପଦକ୍ଷେପ ଓ ଚାକିରି ବିକ୍ରି କରିବାକୁ ଅଗ୍ରିମ ନିଆସରିଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ମୁଖ୍ୟ ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବା ପାଇଁ ଦାବି କରିଛନ୍ତି। ଅନ୍ୟଥା ଆସନ୍ତା ୪ ତାରିଖରୁ ଅନଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତୋଫାନ ପରିଡ଼ା ଓ ରଞ୍ଜନରଶ୍ମି ପାତ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ମେଧାବୀଙ୍କ ଉପରେ ମାନସିକ ଅତ୍ୟାଚାର ନ କରିବାକୁ ଅନୁରୋଧ କରିଛନ୍ତି।