Fountain - The Sakala

ସମ୍ପର୍କକୁ ମଜବୁତ କରୁଥିବା ଝରଣା
ବିଶ୍ବରେ ଏମିତି ଅନେକ ସ୍ଥାନ ରହିଛି, ଯାହା ଆଶ୍ଚର୍ଯ୍ୟ ଓ ଅଲୌକିକତାରେ ପରିପୂର୍ଣ୍ଣ। ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଥିବା ଏକ ଝରଣାରେ ଗାଧୋଇବା ଦ୍ବାରା ସମ୍ପର୍କ ମଜବୁତ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ପ୍ରେମିକ ପ୍ରେମିକାମାନେ ଏହି ଝରଣାରେ ଏକାସାଙ୍ଗରେ ଗାଧୋଇବା ଦ୍ବାରା ତାଙ୍କ ଭିତରେ ଥିବା ସବୁ ସମସ୍ୟାର ସମାଧାନ ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଝରଣାର ପାଣି ଅମୃତ ସମାନ। ଏଥିରେ ଗାଧୋଇବା ଦ୍ବାରା ତ୍ବଚା ସମ୍ପର୍କୀୟ ରୋଗଗୁଡ଼ିକ ଭଲ ହୋଇଯାଇଥାଏ। ବର୍ଷାଦିନେ ଏହି ଝରଣାରେ କେବଳ ପାଣିଥାଏ। ଅନ୍ୟ ସମୟରେ ଝରଣାରେ ପାଣି ନଥାଏ। ବର୍ଷାଦିନରେ ପାଣି ଝରଣାରୁ ବାହାରି ଗୋଟିଏ କୁଣ୍ଡରେ ଜମା ହୁଏ। ଏହାକୁ ଭଦେୟା କୁଣ୍ଡ କୁହାଯାଏ। ଏହି କୁଣ୍ଡରେ ସ୍ନାନ କରିବାକୁ ହୁଏ। ଏହି ଝରଣା ବହୁବର୍ଷ ପୁରୁଣା। ବୟସ୍କ ଦମ୍ପତି ମଧ୍ୟ ଏହି ଝରଣାରେ ଗାଧୋଇବା ଦ୍ବାରା ସେମାନଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ ବୋଲି କୁହାଯାଏ।