viral story - The Sakala
ସୋସିଆଲ ମିଡିଆରେ ଭାଇରାଲ୍ ପୁରୀ ସ୍ୱର୍ଗଦ୍ୱାରର ଏକ ମର୍ମସ୍ପର୍ଶୀ କାହାଣୀ: ପିତାଙ୍କ ପ୍ରେମ ଆଗରେ ହାର ମାନିଲା ପୁଅର ଅହଂକାର
ପୁରୀ: ସୋସିଆଲ ମିଡିଆରେ ପୁରୀ ସ୍ୱର୍ଗଦ୍ୱାରର ଏକ ହୃଦୟସ୍ପର୍ଶୀ ଘଟଣା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି କାହାଣୀ ବାପା ଓ ପୁଅର ସମ୍ପର୍କ, ଅର୍ଥର ଅହଂକାର ଏବଂ ପିତାମାତାଙ୍କ ନିସ୍ୱାର୍ଥପର ଭଲପାଇବା ଉପରେ ଆଧାରିତ। ଘଟଣାଟି ସତ କି କାଳ୍ପନିକ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏହା ଅନେକଙ୍କ ଆଖିରେ ଲୁହ ଆଣିଦେଇଛି।
ଅନ୍ତ୍ୟେଷ୍ଟି ପାଇଁ ପୁଅର ତରବରିଆ ଭାବ
ସୂଚନା ଅନୁଯାୟୀ, ଆମେରିକାର ଏକ ବଡ଼ ସଫ୍ଟୱେୟାର କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ ଥିବା ସବ୍ୟସାଚୀ (୩୫) ନିଜ ବାପା ପ୍ରଦୀପ୍ତ ମିଶ୍ରଙ୍କ (୭୫) ଦେହାନ୍ତ ଖବର ପାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ହାତରେ ଦାମୀ ଲାପଟପ୍ ବ୍ୟାଗ୍ ଓ ଆଖିରେ ରେ-ବ୍ୟାନ୍ ଚଷମା ପିନ୍ଧିଥିବା ସବ୍ୟସାଚୀ ବହୁତ ବ୍ୟସ୍ତ ଥିବା ପରି ମନେ ହେଉଥିଲେ। ସେ ସେଠାରେ ଉପସ୍ଥିତ ଥିବା ଫ୍ୟୁନେରାଲ୍ ସର୍ଭିସ୍ ମ୍ୟାନେଜର ତରୁଣଙ୍କୁ କହିଥିଲେ ଯେ, ସନ୍ଧ୍ୟା ୬ଟାରେ ତାଙ୍କର ରିଟର୍ଣ୍ଣ ଫ୍ଲାଇଟ୍ ଅଛି ଏବଂ ପରଦିନ ଏକ ଜରୁରୀ ମିଟିଂ ଥିବାରୁ କାମ ଶୀଘ୍ର ଶେଷ କରିବାକୁ ହେବ।
ବାପା କରିଯାଇଥିଲେ 'ପ୍ରି-ପେଡ୍' ବ୍ୟବସ୍ଥା
ମୁଖାଗ୍ନି ଦେବା ପରେ ସବ୍ୟସାଚୀ ଯେତେବେଳେ ଚେକ୍ ବୁକ୍ ବାହାର କରି ଟଙ୍କା ଦେବାକୁ ଚାହିଁଲେ, ସେତେବେଳେ ତରୁଣ ଯାହା କହିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତରୁଣ କହିଥିଲେ ଯେ, "ସାର୍, ଆପଣଙ୍କୁ କିଛି ଦେବାକୁ ପଡ଼ିବ ନାହିଁ। ଆପଣଙ୍କ ବାପା ୫ ବର୍ଷ ତଳେ ନିଜର ଅନ୍ତ୍ୟେଷ୍ଟି ପାଇଁ ୫୦ ହଜାର ଟଙ୍କା ଆଡଭାନ୍ସ ଜମା କରିଯାଇଛନ୍ତି।" ପ୍ରଦୀପ୍ତ ବାବୁ ଜାଣିଥିଲେ ଯେ ତାଙ୍କ ପୁଅ ବହୁତ ବ୍ୟସ୍ତ, ତେଣୁ ସେ ନିଜ ମୃତ୍ୟୁ ପରେ ପୁଅ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଏ, ସେଥିପାଇଁ ପୂର୍ବରୁ ସବୁ ବ୍ୟବସ୍ଥା କରିଯାଇଥିଲେ।
It was 3 pm at Swargadwar cremation ground in Puri.
Sabyasachi, 35 years old, who was a Vice President in a big software company in America, came straight from the airport to the cremation ground. His father, Pradipta Mishra, 75 years old, had passed away the previous night.… pic.twitter.com/myMEN94VDr
— Sann (@san_x_m) February 24, 2026
ହୃଦୟ ବିଦାରକ ଚିଠି
ମ୍ୟାନେଜର ତରୁଣ, ସବ୍ୟସାଚୀଙ୍କ ହାତରେ ତାଙ୍କ ବାପା ଛାଡ଼ି ଯାଇଥିବା ଏକ ଚିଠି ଧରାଇ ଦେଇଥିଲେ। ଚିଠିରେ ଲେଖାଥିଲା, "ପୁଅ, ମୁଁ ଜାଣେ ତୁ ବହୁତ ବ୍ୟସ୍ତ। ମୋ ମୃତ୍ୟୁ ଖବର ଶୁଣି ତୁ ଛୁଟି ଏବଂ ଟିକେଟ୍ ପାଇଁ ଚିନ୍ତିତ ହେବୁ। ତୋର କ୍ୟାରିୟର ଓ ସମୟ ବହୁତ ମୂଲ୍ୟବାନ। ତେଣୁ ମୁଁ ମୋ ମୃତ୍ୟୁର ସମସ୍ତ ବ୍ୟବସ୍ଥା ଆଗୁଆ କରିଦେଇଛି। ମୋର କେବଳ ଗୋଟିଏ ଅନୁରୋଧ, ପିଲାଦିନେ ଯେମିତି ମୁଁ ତୋ ହାତ ଛାଡ଼ିନଥିଲି, ଆଜି ମୁଖାଗ୍ନି ଦେବା ବେଳେ ତୋ ହାତ ଯେମିତି ନ ଥରେ।"
ବାପାଙ୍କ ଚିଠି ପଢ଼ିବା ପରେ ସବ୍ୟସାଚୀଙ୍କ ହାତରୁ ଚେକ୍ ବୁକ୍ ଖସି ପଡ଼ିଥିଲା। ସେ ସେହିଠାରେ ଆଣ୍ଠୁମାଡ଼ି ବସି କାନ୍ଦିବାକୁ ଲାଗିଲେ। କୋଟି କୋଟି ଟଙ୍କା ରୋଜଗାର କରୁଥିବା ପୁଅ ନିଜକୁ ଜଣେ ଭିକାରୀ ମନେ କଲେ। ସେ ନିଜର ରିଟର୍ଣ୍ଣ ଫ୍ଲାଇଟ୍ ବାତିଲ କରି ସାରା ରାତି ଜଳୁଥିବା ଚିତା ପାଖରେ ବସି ରହିଲେ। ଏହି ଘଟଣା ଶିକ୍ଷା ଦେଇଛି ଯେ, ଦୁନିଆରେ ସବୁକିଛି 'ପ୍ରି-ପେଡ୍' ହୋଇପାରେ, କିନ୍ତୁ ବାପା-ମା’ଙ୍କ ଭଲପାଇବା କେବେ ମୂଲ୍ୟ ଦେଇ କିଣାଯାଇପାରେ ନାହିଁ।
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଳଙ୍କାରର ଦରଦାମ  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ଯରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ଭିକ୍ଷୁକ ତାଙ୍କ ଧର୍ମପତ୍ନୀଙ୍କୁ ମଙ୍ଗଳସୁତ୍ର ଉପହାର ଦେବା ପାଇଁ ଅଳଙ୍କାର ଦୋକନାକୁ ଯାଇଛନ୍ତି। ଆଉ ସେଠାରେ ଯାହା ଘଟିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ୨ଟି ଚିତ୍ର ସାମ୍ନାକୁ ଆସିଛି। ପ୍ରଥମଟି ଭିକ୍ଷୁକ ହୋଇ ମଧ୍ଯ ତାଙ୍କ ପତ୍ନୀଙ୍କ ପାଇଁ ସମ୍ମାନର ସହ ମଙ୍ଗଳସୁତ୍ର ନେବାପଇଁ ଜୁଏଲେରୀ ଦୋକାନକୁ ଆସିଛନ୍ତି। ସେ ଦୟା ମାଗି ନ ଥିଲେ, କିମ୍ବା ମାଗଣାରେ କିଛି ଆଶା ମଧ୍ୟ କରି ନ ଥିଲେ। ଏହାପରେ ୨ୟ ଚିତ୍ରଟି ଜୁଏଲେରୀ ଦୋକାନୀ ତାଙ୍କୁ ଏପରି ବ୍ୟବହାର ଦେଖାଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
View this post on Instagram
A post shared by Girish Bharadwaj (@girishbdwj)
ଭିଡିଓରେ ଜଣେ ୯୩ ବର୍ଷୀୟ ବୃଦ୍ଧ ପାରମ୍ପରିକ ଧଳା ଧୋତି-କୁର୍ତା ଏବଂ ମୁଣ୍ଡରେ ଟୋପି ପିନ୍ଧି ଏକ ଅଳଙ୍କାର ଦୋକାନରେ ଦେଖାଯାଉଛନ୍ତି। ସେ ତାଙ୍କ ପତ୍ନୀଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଆସିଛନ୍ତି। କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ଦୃଶ୍ୟ ବଦଳିଯାଇଛି। ଦୋକାନୀ ତାଙ୍କୁ ମାତ୍ର ୨୦ ଟଙ୍କାରେ ମଙ୍ଗଳସୂତ୍ର ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ସାଉଁଟିଛି। ଲୋକମାନେ ଦୋକାନୀଙ୍କର ଖୁବ୍ ପ୍ରଶଂସା ମଧ୍ଯ କରିଛନ୍ତି। ।
ଜାଣନ୍ତୁ ଘଟଣାଟି କ’ଣ ଥିଲା ?
୯୩ ବର୍ଷୀୟ ଶିନ୍ଦେ ଜୀ ଏବଂ ତାଙ୍କ ପତ୍ନୀ ଶାନ୍ତାବାଈ ଏକ ଜୁଏଲେରୀ ଦୋକାନରେ ପ୍ରବେଶ କରିଥିଲେ। ସେମାନେ ସମ୍ଭାଜୀନଗରର ଗଳିକନ୍ଦିରେ ଭିକ ମାଗି ଗୁଜୁରାଣ କରନ୍ତି। ସେମାନଙ୍କ ପାଖରେ ଗୋଟିଏ ଥଳିରେ ମାତ୍ର ୧୧୨୦ ଟଙ୍କା ଓ କିଛି ମୁଦ୍ରା ଥିଲା। ତଥାପି ଶିନ୍ଦେ ଜୀ ତାଙ୍କ ପତ୍ନୀଙ୍କୁ ମଙ୍ଗଳସୂତ୍ର ଉପହାର ଦେବାକୁ ମନ ସ୍ଥିର କରିଥିଲେ। ଦୋକାନରେ ପ୍ରବେଶ କରୁଥିବା ସମୟରେ ତାଙ୍କ ମୁହଁରେ ସଙ୍କୋଚ ନ ଥିଲା । ଆଖିରେ ଥିଲା ପ୍ରେମ ଓ ଆତ୍ମସମ୍ମାନ। ସେମାନେ ଏକ ଛୋଟ ମଙ୍ଗଳସୂତ୍ର ଓ ଏକ ଲକେଟ ଦେଖିଥିଲେ। କିଛି ନ କହି ଶିନ୍ଦେ ଜୀ ତାଙ୍କ ପତ୍ନୀଙ୍କୁ ପାଇସା ରଖିଥିବା ଥଳିଟି ଦେଇଥିଲେ। ସେମାନେ ଉକ୍ତ ଥଳିରୁ ଟଙ୍କା ବାହାର କରି ଗଣିଥିଲେ। ଜୁଏଲେରୀ ଦୋକାନର ମାଲିକ ବୁଝିଯାଇଥିଲେ ଯେ, ଏମାନେ କୌଣସି ସାଧାରଣ ଗ୍ରାହକ ନୁହଁନ୍ତି, ଏମାନେ ମାନବିକତାର ଉଦାହରଣ। ଦୟା ନେବାକୁ ଆସି ନଥିଲେ… ପ୍ରେମ କିଣିବାକୁ ଆସିଥିଲେ। ଏହାପରେ ଜୁଏଲେରୀ ଦୋକାନର ମାଲିକ ସେମାନଙ୍କର ସମ୍ପୂର୍ଣ୍ଣ ଟଙ୍କା ଫେରାଇ ଦେଇଥିଲେ। ପରେ ମଙ୍ଗଳସୁତ୍ର ଓ ଲକେଟକୁ ତାଙ୍କ ହାତକୁ ଦେଇଥିଲେ। ହେଲେ ଦୁହେଁ ଦୋକାନୀଙ୍କୁ ଟାଙ୍କା ଗ୍ରହଣ କରିବା ପାଇଁ  ଅନୁରୋଧ କରିଥିଲେ। ଏହା ଦୁହିଁଙ୍କ ଆତ୍ମସମ୍ମାନର କଥା ହୋଇଥିବାରୁ  ୧୦-୧୦ ଟଙ୍କା ମୋଟ ୨୦ଟଙ୍କା ନେଇଥିଲେ ଦୋକାନୀ ଜଣଙ୍କ। ଏହା ଆପଣଙ୍କ  ଆଶୀର୍ବାଦ ସ୍ବରୂପ ଗ୍ରହଣ କରୁଛି ବୋଲି ଜୁଏଲେରୀ ଦୋକାନର ମାଲିକ ଜଣଙ୍କ କହିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା CCTVରେ ରେକର୍ଡ ହୋଇଥିଲା ଏବଂ ସୋସିଆଲ ମିଡିଆରେ ବାର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଏବେବି ମାନବିକତା ବଞ୍ଚିଛିର ଉଦାହରଣ ପାଲଟିଛି।