vendanta - The Sakala

ବେଦାନ୍ତ ଲାଞ୍ଜିଗଡ଼ ସ୍ୱଚ୍ଛ ଶକ୍ତି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ କଳାହାଣ୍ଡିକୁ ଆଲୋକିତ କରୁଛି
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ସମ୍ପ୍ରଦାୟ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ସୌରଚାଳିତ ସମାଧାନ ମାଧ୍ୟମରେ ସାର୍ବଜନୀନ ସ୍ଥାନ ଏବଂ ଘର ଉଭୟକୁ ଆଲୋକିତ କରିବା ପାଇଁ ଦୁଇଟି ପ୍ରମୁଖ ସ୍ୱଚ୍ଛ ଶକ୍ତି ପଦକ୍ଷେପ - ପ୍ରୋଜେକ୍ଟ ରୋଶନ ଏବଂ ପ୍ରୋଜେକ୍ଟ ଜ୍ୟୋତି - ଆରମ୍ଭ କରିଛି।

ପ୍ରୋଜେକ୍ଟ ରୋଶନ୍ ଅଧୀନରେ, ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍ ପାର୍ଶ୍ୱବର୍ତ୍ତୀ ସମ୍ପ୍ରଦାୟଗୁଡ଼ିକରେ ୩୧୦ଟି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଉଛି, ଯେଉଁଥିରେ ୨୫୦ଟି ସାଧାରଣ ୟୁନିଟ୍ ଏବଂ ୬୦ଟି ହାଇ-ମାଷ୍ଟ ଲାଇଟ୍ ଅନ୍ତର୍ଭୁକ୍ତ, ଯାହା କଳାହାଣ୍ଡି ଗ୍ରାମାଞ୍ଚଳର ୧୫,୦୦୦ରୁ ଅଧିକ ବାସିନ୍ଦାଙ୍କୁ ଉପକୃତ କରୁଛି। ପ୍ରଥମ ପର୍ୟ୍ୟାୟରେ, ୨୫ଟି ସମ୍ପ୍ରଦାୟ ସ୍ଥାନରେ ୯୧ଟି ୟୁନିଟ୍ (୭୬ଟି ସାଧାରଣ ଏବଂ ୧୫ଟି ହାଇ-ମାଷ୍ଟ ଲାଇଟ୍) ସ୍ଥାପନ କରାଯାଇଛି, ଯାହା ୫,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ଆଲୋକିତ କରୁଛି। ଦ୍ଵିତୀୟ ପର୍ୟ୍ୟାୟରେ ଅବଶିଷ୍ଟ ଲାଇଟ ସ୍ଥାପନା ଚାଲିଛି ।

ସେହିପରି, ପ୍ରୋଜେକ୍ଟ ଜ୍ୟୋତି, ବିଦ୍ୟୁତ୍ ଯୋଗାଣରେ ବାଧାର ସମ୍ମୁଖୀନ ହେଉଥିବା ଦୂରଦୂରାନ୍ତ ଗ୍ରାମଗୁଡ଼ିକର ପରିବାରଗୁଡ଼ିକୁ ସୌର ଗୃହ ଲାଇଟ୍ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏପର୍ୟ୍ୟନ୍ତ, ବେଦାନ୍ତ ଆଠଟି ଗ୍ରାମର ୩୯୮ଟି ପରିବାରକୁ ଉପକୃତ କରିଛି ଏବଂ ଏହି ପଦକ୍ଷେପକୁ ଆହୁରି ଆଠଟି ଗ୍ରାମରେ ବିସ୍ତାର କରିବାକୁ ଯୋଜନା କରୁଛି, ଯାହାଦ୍ଵାରା ୧,୫୦୦ଟି ସୌର ଗୃହ ଲାଇଟ୍ ବଣ୍ଟନ କରାଯିବ।

ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ୟ୍ୟ କହିଛନ୍ତି, “ବେଦାନ୍ତ ଲାଞ୍ଜିଗଡ଼ରେ, ଆମେ ବିଶ୍ୱାସ କରୁଛୁ ଯେ ସ୍ୱଚ୍ଛ ଶକ୍ତିର ବ୍ୟବହାର  ସମ୍ପ୍ରଦାୟ ସ୍ତରରୁ ଆରମ୍ଭ ହେବା ଉଚିତ। ପ୍ରୋଜେକ୍ଟ ରୋଶନ ଏବଂ ପ୍ରୋଜେକ୍ଟ ଜ୍ୟୋତି ଆମର ବିଶ୍ୱାସକୁ ପ୍ରତିପାଦନ କରନ୍ତି ଯେ ପ୍ରକୃତ ପ୍ରଗତି ସ୍ଥାୟୀ ବିକାଶରେ ହିଁ ସମ୍ଭବ। ସୌରଶକ୍ତି ସହିତ ଗ୍ରାମଗୁଡ଼ିକୁ ଆଲୋକିତ କରି, ଆମେ ସୁରକ୍ଷାକୁ ଉନ୍ନତ କରିବା ସହ, ସାମାଜିକ ଅଂଶଗ୍ରହଣକୁ ଉତ୍ସାହିତ କରୁଛୁ ଏବଂ ଅଞ୍ଚଳର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ସମର୍ଥନ କରୁଛୁ। ଏହା ପ୍ରଯୁକ୍ତିବିଦ୍ୟାରେ ଏକ ଛୋଟ ପଦକ୍ଷେପ କିନ୍ତୁ ସମ୍ପ୍ରଦାୟ କଲ୍ୟାଣ ପାଇଁ ଏକ ବିରାଟ ଲମ୍ଫ।”
ସୌର ସ୍ଥାପନଗୁଡ଼ିକ ସମ୍ପ୍ରଦାୟ ଜୀବନରେ ଏକ ଦୃଶ୍ୟମାନ ପରିବର୍ତ୍ତନ ଆଣିଛି - ସୁରକ୍ଷିତ ରାସ୍ତା ସୁନିଶ୍ଚିତ କରିବା, ମହିଳା ଏବଂ ପିଲାମାନଙ୍କ ପାଇଁ ବର୍ଦ୍ଧିତ ସୁରକ୍ଷା, ସୂର୍ୟ୍ୟାସ୍ତ ପରେ ବଜାର ଏବଂ କାର୍ୟ୍ୟକଳାପ ଘଣ୍ଟା ଘଣ୍ଟା ବୃଦ୍ଧି, ଏବଂ ପାରମ୍ପରିକ ବିଦ୍ୟୁତ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା - ସେହିପରି ଗ୍ରାମୀଣ କଳାହାଣ୍ଡିରେ ନବୀକରଣୀୟ ଶକ୍ତି ଗ୍ରହଣ ଏବଂ ସ୍ଥାୟୀ ଭିତ୍ତିଭୂମିକୁ ଆଗକୁ ବଢାଇବା।

ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ସମନ୍ୱିତ, ପ୍ରୋଜେକ୍ଟ ରୋଶନ ସିଧାସଳଖ ଝଊଏ ୭ (ସୁଲଭ ଏବଂ ସ୍ୱଚ୍ଛ ଶକ୍ତି), ଝଊଏ ୧୧ (ସ୍ଥାୟୀ ସହର ଏବଂ ସମ୍ପ୍ରଦାୟ), ଏବଂ ଝଊଏ ୧୩ (ଜଳବାୟୁ କାର୍ଯ୍ୟ) ରେ ଯୋଗଦାନ କରେ। ଆଲୋକିତ ଗ୍ରାମଗୁଡ଼ିକରେ ସୌରଶକ୍ତି ବ୍ୟବହାର କରି, ଏହି ପଦକ୍ଷେପ ବେଦାନ୍ତ ଲାଞ୍ଜିଗଡ଼ର ନବୀକରଣୀୟ ଶକ୍ତି ଗ୍ରହଣ, ପରିବେଶଗତ ପରିଚାଳନା ଏବଂ ସ୍ଥିର ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରେ।

ଏହିପରି ପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଲାଞ୍ଜିଗଡ଼ର ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା, ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଜାରି ରଖିଛି। ସମ୍ପ୍ରଦାୟ ବିକାଶ ସହିତ ସ୍ୱଚ୍ଛ ଶକ୍ତି ସମାଧାନକୁ ସମନ୍ୱିତ କରି, କମ୍ପାନୀ ଓଡ଼ିଶାର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଯାତ୍ରାରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଛି, ଲାଞ୍ଜିଗଡ଼କୁ ସ୍ଥାୟୀ, ସମ୍ପ୍ରଦାୟ-କୈନ୍ଦ୍ରିକ ପ୍ରଗତିର ଏକ ମଡେଲ କରିଥାଏ ଯାହା ବ୍ୟବସାୟ ଉଦ୍ଦେଶ୍ୟକୁ ସାମାଜିକ କଲ୍ୟାଣ ସହିତ ସମନ୍ୱିତ କରିଥାଏ।

କଳାହାଣ୍ଡିର ବେଦାନ୍ତ କ୍ରୀଡା କାର୍ଯ୍ୟକ୍ରମର ୨୧ ଜଣ ଯୁବ ତୀରନ୍ଦାଜ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ମନୋନୀତ
ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରୁଛି। ସମ୍ପ୍ରତି, ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ ଜଣ ଯୁବ ତୀରନ୍ଦାଜ ଆଗାମୀ ୨୬ତମ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ୨୦୨୫ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବେଦାନ୍ତର ସହାୟତାରେ କଳାହାଣ୍ଡି ଆଥଲେଟିକ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଲାଞ୍ଜିଗଡ଼ର SSD ସ୍କୁଲରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପରୀକ୍ଷଣରୁ ଏହି ଯୋଗ୍ୟତା ହାସଲ କରିଛନ୍ତି, ଯେଉଁଠାରେ ମୋଟ ୪୦ ଜଣ ତୀରନ୍ଦାଜ ଭାରତୀୟ ରାଉଣ୍ଡ, କମ୍ପାଉଣ୍ଡ ଏବଂ ରିକର୍ଭ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

୨୦୧୮ରେ ଆରମ୍ଭ ହୋଇଥିବା ବେଦାନ୍ତ ଲାଞ୍ଜିଗଡ଼ର କ୍ରୀଡା ପଦକ୍ଷେପ କଳାହାଣ୍ଡିର ଯୁବ ପ୍ରତିଭାକୁ ବୃତ୍ତିଗତ ତାଲିମ, ଜାତୀୟ ସ୍ତରୀୟ ପ୍ରଶିକ୍ଷଣ, ଆଧୁନିକ ଉପକରଣ ଏବଂ କିଟ୍, ଲଜିଷ୍ଟିକ୍ ସହାୟତା ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରି ସେମାନଙ୍କୁ ପ୍ରୋତ୍ସାହିତ କରୁଛି। ବର୍ତ୍ତମାନ, ୪୦ ଜଣ ଛାତ୍ର ତୀରନ୍ଦାଜୀରେ ଏବଂ ଅନ୍ୟ ୪୦ ଜଣ ଆଥଲେଟିକ୍ସରେ ତାଲିମ ନେଉଛନ୍ତି, ଏହି କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଯୁବା ତାଲିମ ପାଇଛନ୍ତି। ଏହି ପଦକ୍ଷେପ ଲଗାତାର ପ୍ରଭାବଶାଳୀ ଫଳାଫଳ ପ୍ରଦାନ କରିଆସୁଛି, ପ୍ରଶିକ୍ଷାର୍ଥୀମାନେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟସ୍ତରୀୟ ଇଭେଣ୍ଟରେ ୩୭ ପଦକ ଜିତିଛନ୍ତି, ଜାତୀୟ ପ୍ରତିଯୋଗିତାରେ ୨୦ରୁ ଅଧିକ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଦ୍ୱିତୀୟ ଜନ ଜାତୀୟ ଖେଳ ମହୋତ୍ସବ ୨୦୨୪ରେ ଗୋଟିଏ ଜାତୀୟ ପଦକ ଜିତିଛନ୍ତି।

ଏହି ଗୌରବର ମୁହୂର୍ତ୍ତରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ, ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଆନନ୍ଦ ପ୍ରକାଶ କରି କହିଛନ୍ତି, “ଏହି ସଫଳତା କେବଳ ଯୁବ ତୀରନ୍ଦାଜଙ୍କ ପାଇଁ ନୁହେଁ ବରଂ କଳାହାଣ୍ଡିର ସମଗ୍ର ସମ୍ପ୍ରଦାୟ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହା ପ୍ରତିଫଳିତ କରେ ଯେ କେନ୍ଦ୍ରିତ ତାଲିମ ଏବଂ ସଠିକ୍ ସମର୍ଥନ ସମ୍ଭାବନାର ସମନ୍ଵନ୍ୟ କ’ଣ ନ କରିପାରେ! ଆମର ପ୍ରୟାସ ହେଉଛି ଏହି ଅଞ୍ଚଳର ତୃଣମୂଳ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଉଚ୍ଚ ସ୍ତରରେ ଚମକାଇବା ପାଇଁ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବା। ଆମର କ୍ରୀଡା କାର୍ଯ୍ୟକ୍ରମରୁ ଏପରି ଆହୁରି ଅନେକ ସଫଳତାର କାହାଣୀ ଉନ୍ମୋଚିତ ହେବାକୁ ଆମେ ଅପେକ୍ଷା କରୁଛୁ।”

ଏହିପରି ପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ୍ ସମଗ୍ର ଓଡ଼ିଶାରେ ତୃଣମୂଳ କ୍ରୀଡା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ। କମ୍ପାନୀ ୫୦୦ରୁ ଅଧିକ ଯୁବକଙ୍କୁ ତୀରନ୍ଦାଜୀ, ହକି, କରାଟେ ଏବଂ ଫୁଟବଲ୍ ତାଲିମ ଦେଇଛି, ଯେତେବେଳେ ଏହାର ବୃହତ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ ୫୦୦ଟି ଗାଁର ୪.୫ ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁଛି, ଯାହା ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତିକୁ ବ୍ୟାପିଛି। ଏହାର ପ୍ରମୁଖ ‘ନନ୍ଦଘର’ ପ୍ରକଳ୍ପର ଅଂଶ ଭାବରେ, ବେଦାନ୍ତ ଓଡ଼ିଶାରେ ୫୩୧ଟି ଆଧୁନିକ ଅଙ୍ଗନୱାଡି ପ୍ରତିଷ୍ଠା କରିଛି, ଯାହା ରାଜ୍ୟରେ ମହିଳା ଏବଂ ଶିଶୁ ବିକାଶକୁ ପ୍ରୋତ୍ସାହିତ କରୁଛି।

ବେଦାନ୍ତ ଆଲୁମିନିୟମ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଜରିଆରେ ଗ୍ରାମୀଣ ଶିକ୍ଷାକୁ ମଜବୁତ କରିଛି
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ବିଜାପାଲିର ମହିମା ଡିଗ୍ରୀ କଲେଜରେ ବ୍ଲକ ଶିକ୍ଷା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏକ ବ୍ଲକ ସ୍ତରୀୟ ଦିନିକିଆ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରି ତୃଣମୂଳ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିକ୍ଷାଦାନର ଦକ୍ଷତା ବୃଦ୍ଧି ଏବଂ ମୌଳିକ ସ୍ତରରେ ଶିକ୍ଷାଗତ ଉତ୍କର୍ଷତା ବୃଦ୍ଧି କରିବା, ଯାହା ଲକ୍ଷନପୁର ବ୍ଲକର ୬୫୦ ରୁ ଅଧିକ ପ୍ରାଥମିକ ଶିକ୍ଷକଙ୍କୁ ଏକାଠି କରିଥିଲା।

ଏହି କାର୍ଯ୍ୟକ୍ରମରେ ପାଠ୍ୟ ଖସଡା, ଶ୍ରେଣୀଗୃହ ପରିଚାଳନା, ଶିକ୍ଷାଦାନ-ତାଲିମ ସାମଗ୍ରୀ ପ୍ରସ୍ତୁତ, ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ପ୍ରାଥମିକ ଚିକିତ୍ସା ଏବଂ ଶ୍ରେଣୀଗୃହରେ ଟେକ୍ନୋଲୋଜିର ପ୍ରଭାବଶାଳୀ ବ୍ୟବହାର ଉପରେ ବିଶେଷଜ୍ଞଙ୍କ ନେତୃତ୍ୱାଧୀନ ଅଧିବେଶନ ଅନ୍ତର୍ଭୁକ୍ତ ଥିଲା। ଶିକ୍ଷକମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ, ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ତାଲିମ ପରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓସେପା ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସଶ୍ମିତା ସାହୁ, ଡିଏଚ୍ଏସ୍ଇ ସମ୍ବଲପୁରର ଆଞ୍ଚଳିକ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଧାନଙ୍କ ସମେତ ଶିକ୍ଷା ବିଭାଗର ଅନ୍ୟ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଏହି ପଦକ୍ଷେପ ଉପରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଶିକ୍ଷକମାନେ ହେଉଛନ୍ତି ଶିକ୍ଷାର ମେରୁଦଣ୍ଡ, ଏବଂ ସେମାନଙ୍କୁ ସଶକ୍ତ କରିବା ହେଉଛି ଭବିଷ୍ୟତ ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କୁ ପୋଷଣ କରିବାର ଚାବିକାଠି । ଯୁବ ମସ୍ତିଷ୍କକୁ ଆକର୍ଷଣୀୟ ଶିକ୍ଷଣ ଅନୁଭୂତି ପ୍ରଦାନ କରିବା ପାଇଁ ଶିକ୍ଷକମାନଙ୍କୁ ପ୍ରସ୍ତୁତ କରିବାରେ ଏହିପରି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେମାନଙ୍କ ଅଭିବୃଦ୍ଧିରେ ନିବେଶ କରି ଆମେ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରୁଛୁ ଏବଂ ଆମ ସମ୍ପ୍ରଦାୟରେ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରୁଛୁ।

ଆଞ୍ଚଳିକ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଧାନ କହିଛନ୍ତି, “ବେଦାନ୍ତ ଆଲୁମିନିୟମର ଏହି ପଦକ୍ଷେପ ଗ୍ରାମୀଣ ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ। ସମାବେଶୀ ଏବଂ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ନିର୍ମାଣ ପାଇଁ ଏଭଳି ସହଯୋଗ ଗୁରୁତ୍ୱପୂର୍ଣ୍ଣ।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ । ଏହି ପ୍ରୟାସ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିଗରେ ଗୋଷ୍ଠୀ ଯୋଗଦାନର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରିଛି ଯେ ଏଭଳି କାର୍ଯ୍ୟକ୍ରମ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ଆଗକୁ ନେଇଯିବ।

ବେଦାନ୍ତ ଲାଞ୍ଜିଗଡ଼ ପ୍ରୋଜେକ୍ଟ ‘ସଙ୍ଗମ’ ଜରିଆରେ କଳାହାଣ୍ଡିରେ ଧାନ ଉତ୍ପାଦନ ବୃଦ୍ଧି କୌଶଳକୁ ପ୍ରୋତ୍ସାହିତ କରୁଛି
ଭୁବନେଶ୍ବର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ସମନ୍ୱିତ ଜଳ ବିଭାଜିକା ଏବଂ ଜୀବିକା ବିକାଶ ପଦକ୍ଷେପରେ କଳାହାଣ୍ଡିର ଲାଞ୍ଜିଗଡ଼ରେ ପ୍ରକଳ୍ପ ସଙ୍ଗମ ଜରିଆରେ ଧାନ ଉତ୍ପାଦନ ବୃଦ୍ଧି (ଏସଆରଆଇ) କୌଶଳକୁ ପ୍ରୋତ୍ସାହିତ କରି ପାରମ୍ପରିକ କୃଷି ପଦ୍ଧତିକୁ ପରିବର୍ତ୍ତନ କରୁଛି। ଏହି ପଦ୍ଧତି ଫସଲ ଉତ୍ପାଦନରେ ୨୫% ବୃଦ୍ଧି, ନିବେଶ ଖର୍ଚ୍ଚରେ ୩୦% ହ୍ରାସ ଏବଂ ଚାଷୀଙ୍କ ଆୟରେ ଯଥେଷ୍ଟ ଲାଭ ପ୍ରଦର୍ଶନ କରିଛି। ଏହି ଅଞ୍ଚଳର ୬୪.୨ ଏକର ଚାଷ ଜମିରେ ୬୦ରୁ ଅଧିକ ଚାଷୀ ଏହି ପଦ୍ଧତି ଗ୍ରହଣ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଏକଦା ମରୁଡ଼ି ଏବଂ ଦୁର୍ଭିକ୍ଷ ପ୍ରପୀଡିତ ଏକ ଅଞ୍ଚଳ ଥିଲା। ଆଜି, କୃଷି ଏବଂ ସ୍ଥାୟୀ ଜୀବିକାରେ ବେଦାନ୍ତର ବିଭିନ୍ନ ପଦକ୍ଷେପ ଯୋଗୁଁ, ଚାଷୀମାନେ ସେମାନଙ୍କର ଉତ୍ପାଦନ ଏବଂ ଆୟରେ ବୃଦ୍ଧି ଦେଖୁଛନ୍ତି। ଫଳାଫଳ ଆଶାଜନକ ହୋଇଛି – ପ୍ରତି ଏକର ଫସଲ ଉତ୍ପାଦନ ୧୮/୨୦ କ୍ୱିଣ୍ଟାଲରୁ ବୃଦ୍ଧି ପାଇ ୨୨.୫/୨୫ କ୍ୱିଣ୍ଟାଲ ହୋଇଛି, ଯାହା ୨୫% ଉନ୍ନତି ଆଣିଛି। ସେହି ସମୟରେ, ଉତ୍ପାଦନ ଖର୍ଚ୍ଚ ୩୦% ହ୍ରାସ ପାଇଛି, ପ୍ରତି ଏକର ୧୦,୦୦୦ ରୁ ୧୨,୦୦୦ ଟଙ୍କାରୁ ହ୍ରାସ ପାଇ ୭,୦୦୦ ରୁ୯,୦୦୦ ଟଙ୍କା ହୋଇଛି। ଏହି ପଦ୍ଧତି ଜଳ ଦକ୍ଷତାକୁ ୩୫% ଉନ୍ନତ କରିଛି, କୀଟପତଙ୍ଗ ଆକ୍ରମଣ ହ୍ରାସ କରୁଥିବା ଜୈବିକ ଅଭ୍ୟାସକୁ ପ୍ରୋତ୍ସାହିତ କରିଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟକୁ ସୁଦୃଢ଼ କରିଛି।

କମ୍ପାନୀ ବର୍ତ୍ତମାନ ଚଳିତ ଖରିଫ ଋତୁରେ ୨୧୦ ଏକର ଜମିରେ ଏହି ପଦକ୍ଷେପକୁ ବୃଦ୍ଧି କରୁଛି, ୧୮ଟି ଗ୍ରାମର ୧୨୦ରୁ ଅଧିକ ଚାଷୀଙ୍କୁ ନିୟୋଜିତ କରୁଛି। ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି: “ଆମର ଦୃଷ୍ଟିକୋଣ ଶିଳ୍ପ ଅଭିବୃଦ୍ଧିଠାରୁ ଅଧିକ ବିସ୍ତାରିତ। କୃଷି ହେଉଛି ଗ୍ରାମୀଣ ଓଡ଼ିଶାର ଜୀବନରେଖା, ଏବଂ ଦୀର୍ଘକାଳୀନ ସମୃଦ୍ଧି ପାଇଁ କୃଷକମାନଙ୍କୁ ଆଧୁନିକ, ସ୍ଥାୟୀ କୌଶଳ ସହିତ ସଶକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକଳ୍ପ ସଙ୍ଗମ ଅନ୍ତର୍ଗତ ଏସଆରଆଇର ସଫଳତା ପ୍ରତିଫଳିତ କରେ ଯେ କିପରି ଗୋଷ୍ଠି-ପରିଚାଳିତ ନବସୃଜନ ଉତ୍ପାଦନ ବୃଦ୍ଧି କରିପାରିବ, ସମ୍ପଦ ସଂରକ୍ଷଣ କରିପାରିବ ଏବଂ ଜୀବିକା ଉନ୍ନତ କରିପାରିବ। ଏହା ଏକ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନର ଆମର ଲକ୍ଷ୍ୟ ସହିତ ସମନ୍ୱିତ।”

କୃଷକମାନେ ଏହି ପଦକ୍ଷେପର ସଫଳତାକୁ ପ୍ରତିଫଳିତ କରୁଛନ୍ତି, ଉପଯୁକ୍ତ ବ୍ୟବଧାନ ସହିତ ଉନ୍ନତ ଘାସ ନିୟନ୍ତ୍ରଣ, କମ୍‍ ପରିମାଣ ବିହନ ବ୍ୟବହାର ଏବଂ ଶକ୍ତିଶାଳୀ ବ୍ୟବସ୍ଥା ଯୋଗୁଁ ଅଧିକ ଫସଲ ଉତ୍ପାଦନ କରୁଛନ୍ତି। ଉଲ୍ଲେଖନୀୟ ଯେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ଦୀର୍ଘକାଳୀନ ସ୍ଥିରତା ପାଇଁ ଏହାର ସମ୍ଭାବନାକୁ ସ୍ୱୀକାର କରି ଏହି ଅଭ୍ୟାସକୁ ଗ୍ରହଣ କରିବାକୁ ସଚେତନତା ଏବଂ ଇଚ୍ଛାବ୍ୟକ୍ତ କରିଛନ୍ତି। ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ଏକ ସମନ୍ୱିତ ଜଳ ବିଭାଜିକା ଏବଂ ଜୀବିକା ପ୍ରକଳ୍ପ ଯାହା ଗ୍ରାମୀଣ ସମ୍ପ୍ରଦାୟର ଜୀବିକା ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟା-ଆଧାରିତ ପଦକ୍ଷେପ ଉପରେ ନିର୍ମାଣ କରେ।

ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ର ୪୧ଟି ଗାଁରେ ଜଳ-ଭିତ୍ତିକ ସମ୍ପତ୍ତି ସୃଷ୍ଟି କରିବା, ପାନୀୟ ଏବଂ କୃଷି ଉଦ୍ଦେଶ୍ୟରେ ବର୍ଷସାରା ପାଣିର ଉପଲବ୍ଧତା ସୁନିଶ୍ଚିତ କରିବା। ଏହି ପ୍ରକଳ୍ପ ଜଳ ସଂରକ୍ଷଣ କ୍ଷମତା ଏବଂ ଭୂତଳ ଜଳ ପୁନଃଭରଣ ହାର ବୃଦ୍ଧି କରି ଅଞ୍ଚଳର ୩୫୦୦ ଏକରରୁ ଅଧିକ ଜମିକୁ ଜଳସେଚନ ସୁବିଧା ପ୍ରଦାନ କରେ, ଯାହା ଫଳରେ ୨୨,୦୦୦ରୁ ଅଧିକ ଲୋକ ବର୍ଷସାରା ଏହି ପ୍ରକଳ୍ପରୁ ଉପକୃତ ହେବେ।

ଓଡ଼ିଶାର ଗ୍ରାମୀଣ ସ୍କୁଲଗୁଡ଼ିକରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟ ପାଇଁ ବେଦାନ୍ତ ଆଲୁମିନିୟମର ଅବଦାନ
ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଏକ ସପ୍ତାହ ବ୍ୟାପୀ ପ୍ରୟାସର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଜାମକାନି, କୁରାଲୋଇ ଏବଂ ଘୋଘରପାଲିର ୧୮ରୁ ଅଧିକ ସ୍କୁଲରେ ପହଞ୍ଚିଥିଲା, ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୧,୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିଷୟରେ ବିସ୍ତୃତ ଆଲୋଚନା, ସଚେତନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆନ୍ତରିକ ଶିକ୍ଷା ଅଧିବେଶନ, ହିଟ ବ୍ୟାଗ ଏବଂ ‘ମାସିକ ଋତୁସ୍ରାବ’ ଶିକ୍ଷା ପୁସ୍ତିକା ଭଳି ଲିଙ୍ଗ-ସମ୍ବେଦନଶୀଳତା ସାମଗ୍ରୀ ବଣ୍ଟନ କରା ଯାଇଥିଲା। ଏହି ଅଧିବେଶନରେ ବେଦାନ୍ତର କର୍ମଚାରୀ ଓ ସ୍ୱେଚ୍ଛାସେବିମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯାହା ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ପରିବର୍ତ୍ତନ ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ଉପରେ ଅବଗତ କରାଇବା ପାଇଁ ସାହାଯ୍ୟ କରିଥିଲା।

ଏହି କାର୍ଯ୍ୟକ୍ରମର ପ୍ରଭାବ ଉପରେ ଆଲୋକପାତ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଏକ ସୁସ୍ଥ ଏବଂ ନିୟନ୍ତ୍ରିତ ସମାଜ ଗଠନ ପାଇଁ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ। ନିରନ୍ତର ଏବଂ ଅନ୍ତର୍ଭୁକ୍ତ ପ୍ରୟାସ ମାଧ୍ୟମରେ, ଆମେ ମହିଳା ଏବଂ କିଶୋରୀମାନଙ୍କୁ ଉପଯୁକ୍ତ ଜ୍ଞାନ ଏବଂ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ଯାହାଦ୍ୱାରା ସେମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରିବେ। ଏହି ପଦକ୍ଷେପ ଶିକ୍ଷା ଏବଂ ସଚେତନତା ମାଧ୍ୟମରେ ସମ୍ପ୍ରଦାୟର ଉନ୍ନତି ପାଇଁ ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି, ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପାଇଁ ଅଂଗୀକାରବଦ୍ଧ।  ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି, ପ୍ରତି ସମ୍ପ୍ରଦାୟର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହା ଭବିଷ୍ୟତରେ କମ୍ପାନୀର ସାମାଜିକ ଓ ଆର୍ଥିକ ପ୍ରଗତିର ମୂଳଦୁଆଭାବେ ଛିଡା ହେବ।

ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍, ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ମେଲ୍ଟର-ଗ୍ରେଡ୍ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ଅଂଶ ବେଦାନ୍ତ ଲାଞ୍ଜିଗଡ ନିକଟରେ ଶିଳ୍ପସଂସ୍ଥାରୁ ବାହାରୁଥିବା ସ୍କ୍ରାପ୍କୁ ଆକର୍ଷଣୀୟ କଳାକୃତୀରେ ପରିଣତ କରିବା ପାଇଁ ଏକ ଅନନ୍ୟ ସ୍କ୍ରାପ୍ ଆର୍ଟ ଚମତ୍କାରକ ପ୍ରତିଯୋଗିତା ଆୟୋଜନ କରିଥିଲା। ନବସୃଜନ, ସ୍ଥିରତା ଏବଂ ଦଳଗତ କାର୍ଯ୍ୟର ଏହି ଜୀବନ୍ତ ଉତ୍ସବ କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାରଙ୍କୁ ନେଇ ଆୟୋଜିତ ହୋଇଥିବାବେଳେ ପ୍ରତ୍ୟେକ ବିଭାଗୀୟ ମୁଖ୍ୟଙ୍କ ନେତୃତ୍ୱରେ, କଳ୍ପନା ଏବଂ ସହଯୋଗର ଉତ୍ସାହୀ ପ୍ରଦର୍ଶନରେ ପରିଣତ ହୋଇଥିଲା ।

କର୍ମସ୍ଥଳକୁ ଉନ୍ନତ କରିବା ପାଇଁ ଦଳଗୁଡ଼ିକ ଦୈନନ୍ଦିନ ଶିଳ୍ପ ବର୍ଜ୍ୟକୁ ଆକର୍ଷଣୀୟ କଳାକୃତିରେ ପରିଣତ କରିଥିଲେ। ପ୍ରତ୍ୟେକ ସୃଷ୍ଟି ବେଦାନ୍ତର ସମ୍ପଦ ଉତ୍ତମିକରଣ, ସୃଜନଶୀଳ ଚିନ୍ତାଧାରା ଏବଂ ସ୍ଥିରତାର ମୂଳ ମୂଲ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

ବେଦାନ୍ତ ଆଲୁମିନା ବ୍ୟବସାୟ, ଲାଞ୍ଜିଗଡ଼ ସିଇଓ, ପ୍ରଣବ ଭଟ୍ଟାଚାର୍ଯ୍ୟ କହିଥିଲେ – “ବେଦାନ୍ତରେ, ଆମେ ବିଶ୍ୱାସ କରୁ ଯେ ପ୍ରକୃତ ନବସୃଜନ ସେତେବେଳେ ସଫଳ ହୁଏ ଯେତେବେଳେ ଆମର ଲୋକମାନେ ଭିନ୍ନ ଭାବରେ ଚିନ୍ତା କରିବାକୁ ସଶକ୍ତ ହୁଅନ୍ତି। ଏହି ପଦକ୍ଷେପ କେବଳ ଆମର ଦଳଗୁଡ଼ିକୁ ଏକାଠି କରିନାହିଁ ବରଂ କଳ୍ପନାଶୀଳ ସମସ୍ୟାର ସମାଧାନ ଏବଂ ସ୍ଥାୟୀ ଚିନ୍ତାଧାରାର ଏକ ସଂସ୍କୃତିକୁ ମଧ୍ୟ ଉଦ୍ରେକ କରିଛି। ଆମେ ଏକ କର୍ମକ୍ଷେତ୍ରକୁ ପୋଷଣ କରିବାରେ ଗର୍ବିତ ଯେଉଁଠାରେ ସୃଜନଶୀଳତା ପାଳନ କରାଯାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ଅନନ୍ୟ, ପ୍ରଭାବଶାଳୀ ଉପାୟରେ ଯୋଗଦାନ ଦେବାର ସ୍ୱାଧୀନତା ପାଏ।”

କଳା ପ୍ରତିଯୋଗିତା ବ୍ୟତିରକେ ଏହି କାର୍ଯ୍ୟକ୍ରମ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବା ଏବଂ ବର୍ଜ୍ୟରୁ ସମ୍ପଦ ଅଭ୍ୟାସକୁ ନେଇ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଜଭୁତ ମଞ୍ଚ ଭାବେ କାର୍ଯ୍ୟ କରିଥିଲା। ଏହି ପଦକ୍ଷେପ ବେଦାନ୍ତ ଆଲୁମିନିୟମର ଏକ ପ୍ରଗତିଶୀଳ, ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟସ୍ଥଳୀ ସୃଷ୍ଟି ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।

ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ନୂତନ ସାଟେଲାଇଟ୍ ହସ୍ପିଟାଲକୁ ସମର୍ଥନ କରିବା ସହିତ ସାମ୍ପ୍ରଦାଇକ ସ୍ୱାସ୍ଥ୍ୟସେବାକୁ ମଧ୍ୟ ବୃଦ୍ଧି କରିଛି
ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ)ର ବ୍ୟାପକ ନବୀକରଣକୁ ସମର୍ଥନ କରିଛି, ଯାହାକୁ ଚଳିତ ସପ୍ତାହରେ ଅନେକ ଜନପ୍ରତିନିଧି ଏବଂ ସମ୍ପ୍ରଦାୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନୂତନ ସାଟେଲାଇଟ୍ ହସ୍ପିଟାଲ ଭାବରେ ପୁନଃ ଖୋଲାଯାଇଥିଲା। ଏହି ଅବସରରେ, ବେଦାନ୍ତ ରୋଗୀ ସେବା କ୍ଷମତା ବୃଦ୍ଧି କରିବାରେ ଏବଂ ସରକାରୀ ହସ୍ପିଟାଲକୁ ପ୍ରଭାବଶାଳୀ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସମର୍ଥନ କରିବା ପାଇଁ ୨୫ଟି ହସ୍ପିଟାଲ ଶଯ୍ୟା ମଧ୍ୟ ଦାନ କରିଥିଲା।

ଝାରସୁଗୁଡାର ମଙ୍ଗଳ ବଜାରରେ ଅବସ୍ଥିତ ସାଟେଲାଇଟ୍ ହସ୍ପିଟାଲର ଉଦଘାଟନ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁଲଭ ଏବଂ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା ବିସ୍ତାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବେଦାନ୍ତ ହସ୍ପିଟାଲର ନିରନ୍ତର ଅଭିବୃଦ୍ଧି ଏବଂ କାର୍ଯ୍ୟକ୍ଷମ ପ୍ରଭାବକୁ ସୁନିଶ୍ଚିତ କରିବା ପାଇଁ ଏହାର ଦୀର୍ଘକାଳୀନ ସମର୍ଥନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ଗ୍ରାମୀଣ ସ୍ୱାସ୍ଥ୍ୟ ଭିତିଭୂମି ଏବଂ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ଭାବରେ ଆସିଛି, ଏବଂ ଏହି ଅଂଚଳରେ ସ୍ଥିର, ଉଚ୍ଚ-ଗୁଣବତା ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ। ବେଦାନ୍ତ ଆଲୁମିନିୟମର ନିରନ୍ତର ସମର୍ଥନ ଭିତିଭୂମି ଆବଶ୍ୟକତା ପୂରଣ କରିବାଠାରୁ ଅଧିକ – ଏହା ଅନୁନ୍ନତ ଅଂଚଳରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଏକ ରଣନୈତିକ ଏବଂ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।

ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା ତାଙ୍କ ମତାମତ ଦେଇ କହିଛନ୍ତି, “ବେଦାନ୍ତରେ, ଆମେ ବିଶ୍ୱାସ କରୁ ଯେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସାମୁଦାୟିକ ବିକାଶର ଏକ ମୂଳଦୁଆ। ଝାରସୁଗୁଡାର ସାଟେଲାଇଟ୍ ହସ୍ପିଟାଲ୍ ପ୍ରତି ଆମର ଦୀର୍ଘକାଳୀନ ପ୍ରତିବଦ୍ଧତା ହେଉଛି ଅଂଚଳର ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅତ୍ୟାବଶ୍ୟକ ଚିକିତ୍ସା ସେବା ଉପଲବ୍ଧ ହେବା ନିଶ୍ଚିତ କରିବା ପାଇଁ ଆମର ବୃହତ ପ୍ରୟାସର ଏକ ଅଂଶ ଅଟେ। ଝାରସୁଗୁଡା ଜିଲ୍ଲା ପ୍ରଶାସନ ସହିତ ଏପରି ସହଯୋଗ ପ୍ରୟାସ ମାଧ୍ୟମରେ, ଆମେ ସାର୍ବଜନୀନ ସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବା ଏବଂ ଏହି ଅଂଚଳରେ ଏକ ସକାରାତ୍ମକ, ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।”

ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି, “ଝାରସୁଗୁଡାରେ ସାଟେଲାଇଟ୍ ହସ୍ପିଟାଲକୁ ପୁନର୍ବାର ଖୋଲିବା ଏବଂ ସୁଦୃଢ଼ କରିବା ପାଇଁ ବେଦାନ୍ତ ଆଲୁମିନିୟମ୍‌ର ପ୍ରତିବଦ୍ଧତା ସାର୍ବଜନୀନ ସ୍ୱାସ୍ଥ୍ୟସେବା ବୃଦ୍ଧି କରିବାରେ କର୍ପୋରେଟ୍ ସହଭାଗୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଦାହରଣ ଦିଏ। ସେମାନଙ୍କର ନିରନ୍ତର ସମର୍ଥନ ସମ୍ପ୍ରଦାୟ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ। ଏହି ସହଭାଗୀ ଦାୟିତ୍ୱ ଏବଂ ସାମୂହିକ କାର୍ଯ୍ୟ ମାଧ୍ୟମରେ ଏକ ସୁସ୍ଥ ଓଡ଼ିଶା ଗଠନ ପାଇଁ ଏକ ଦୃଢ଼ ଉଦାହରଣ ସୃଷ୍ଟି କରିବ।”

ଏହି ଅବସରରେ ଉପସ୍ଥିତ ଝାରସୁଗୁଡାର ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠି ବେଦାନ୍ତ ଆଲୁମିନିୟମ୍ ର ପ୍ରୟାସକୁ ପ୍ରଶଂସା କରି କହିଥିଲେ, “ଝାରସୁଗୁଡାର ଅଭିବୃଦ୍ଧି ଏବଂ ବିକାଶରେ ବେଦାନ୍ତ ଆଲୁମିନିୟମ୍ ଏକ ପ୍ରତିବଦ୍ଧ ସହଯୋଗୀ ହୋଇଛି। ଜିଲ୍ଲା ସାଟେଲାଇଟ୍ ହସ୍ପିଟାଲରେ ସେମାନଙ୍କର ଅବଦାନ ରୋଗୀ ସେବାର ଗୁଣାତ୍ମକ ମାନକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏହା ବ୍ୟତୀତ, ସେମାନଙ୍କର ପ୍ରୟାସ – ଡାଇଗ୍ନୋଷ୍ଟିକ୍ ସେଂଟର ସ୍ଥାପନ ଠାରୁ ଆରମ୍ଭ କରି ମୋବାଇଲ୍ ସ୍ୱାସ୍ଥ୍ୟ ସେବା ପରିଚାଳନା ପର୍ଯ୍ୟନ୍ତ – ଗ୍ରାମୀଣ ଏବଂ ସହରାଂଚଳ ସ୍ୱାସ୍ଥ୍ୟସେବା ଉପଲବ୍ଧତାରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ପୂରଣ କରିବାରେ ସାହାଯ୍ୟ କରୁଛି।”

ଝାରସୁଗୁଡାର ଜିଲ୍ଲା କଲେକ୍ଟର ଶ୍ରୀମତୀ ଆବୋଲି ସୁନୀଲ ନାରଭାଣେ ମଧ୍ୟ ଏହି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, “ବେଦାନ୍ତ ଆଲୁମିନିୟମର ଏହି ସହାୟତା ଆମ ଜିଲ୍ଲା ସ୍ୱାସ୍ଥ୍ୟସେବାର ଭିତିଭୂମିକୁ ବୃଦ୍ଧି କରିବାରେ ବହୁତ ସାହାଯ୍ୟ କରିବ। ଅତିରିକ୍ତ ଶଯ୍ୟା ହସ୍ପିଟାଲକୁ ରୋଗୀଙ୍କ ଚାପକୁ ଭଲ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ। ସମଗ୍ର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପହଂଚ ବୃଦ୍ଧି କରିବାରେ ବେଦାନ୍ତର ସକ୍ରିୟ ଅଂଶଗ୍ରହଣକୁ ଆମେ ପସଂସା କରୁଛୁ।”

ସାଟେଲାଇଟ୍ ହସ୍ପିଟାଲର ନବୀକରଣ ଝାରସୁଗୁଡାରେ ବେଦାନ୍ତ ଆଲୁମିନିୟମ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରଭାବଶାଳୀ ସ୍ୱାସ୍ଥ୍ୟସେବା ପଦକ୍ଷେପର ଏକ ଅଂଶ। ପୂର୍ବରୁ, ବେଦାନ୍ତ ସହର ନିକଟବର୍ତୀ ଅଂଚଳରେ ଏକ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେଂଟର ସ୍ଥାପନ କରିଛି, ଯେଉଁଠାରେ ବାସିନ୍ଦାମାନେ ସରକାର-ଅନୁମୋଦିତ ଦରରେ ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା ଏବଂ ଉଚ୍ଚମାନର ଡାଇଗ୍ନୋଷ୍ଟିକ୍ ସୁବିଧା ପାଇପାରୁଛନ୍ତି। ଏହା ସହିତ, ବେଦାନ୍ତ ବିଶେଷଜ୍ଞ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ସମର୍ôଥତ ଏକ ସୁସଜ୍ଜିତ ମୋବାଇଲ୍ ହେଲ୍ଥ ୟୁନିଟ୍ ପରିଚାଳନା କରେ, ଯାହା ପ୍ରତିଦିନ ଝାରସୁଗୁଡାର ଦୂରଦୂରାନ୍ତ ଗ୍ରାମଗୁଡିକରେ ଯାତ୍ରା କରେ, ଅବହେଳିତ ସମ୍ପ୍ରଦାୟଗୁଡ଼ିକୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ, ଡାଇଗ୍ନୋଷ୍ଟିକ୍ ଏବଂ ମାଗଣା ଔଷଧ ମଧ୍ୟ ପ୍ରଦାନ କରିଥାଏ।

ଏହାର ସାମୁଦାୟିକ ସ୍ୱାସ୍ଥ୍ୟ ପ୍ରୟାସକୁ ଆହୁରି ମଜବୁତ କରି, ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ ନିକ୍ଷୟ ମିତ୍ର ପଦକ୍ଷେପ ସହିତ ସହଭାଗୀ ହୋଇଛି ଯାହା ମାଧ୍ୟମରେ କମ୍ପାନୀ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୁଷ୍ଟିକର ସାମଗ୍ରୀ ବଂଟନ କରୁଛି, ସେମାନଙ୍କ ଆରୋଗ୍ୟକୁ ସମର୍ଥନ କରୁଛି ଏବଂ ଉତମ ସ୍ୱାସ୍ଥ୍ୟ ଫଳାଫଳକୁ ପ୍ରୋତ୍ସାହିତ କରୁଛି। ଏହି ନିରନ୍ତର ହସ୍ତକ୍ଷେପଗୁଡ଼ିକ ସାର୍ବଜନୀନ ସ୍ୱାସ୍ଥ୍ୟ ଭିତିଭୂମିକୁ ଉନ୍ନତ କରିବା ଏବଂ ସମସ୍ତଙ୍କ ପାଇଁ ସମାନ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି।

ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ୍‌, ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ, ଯାହା ଆର୍ôଥକ ବର୍ଷ ୨୫ ମସିହାରେ ଭାରତର ଅଧାରୁ ଅଧିକ ଅର୍ଥାତ୍ ୨.୪୨ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଛି। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଅଗ୍ରଣି ଭାବରେ ଉଭା ହୋଇଛି ଯାହାକି ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ବ୍ୟବହାର କରିଥାଏ। ଆଲୁମିନିୟମ୍ ଶିଳ୍ପ ପାଇଁ ଏସଏଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ୍ ୨୦୨୪ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ୍ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ପ୍ରମୁଖ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲ୍ଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଂଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମ୍ର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି।