women - The Sakala
ରାଜ୍ୟରେ 'ଆମ ବସ୍‌' ଚଲାଇବେ ମହିଳା, ତାଲିମ ପାଇଁ ୩୧ ତାରିଖରେ ପୁନେ ଯିବେ ୨୦ଜଣ ମହିଳା
ଭୁବନେଶ୍ୱର: ରାଜ୍ୟରେ 'ଆମ ବସ୍‌' ଚଲାଇବେ ମହିଳା । ମହିଳାଙ୍କ ହାତରେ ରହିବ ଆମ ବସ୍‌ ଷ୍ଟିଅରିଂ । ତାଲିମ ପାଇଁ ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ପୁନେ ଯିବେ ୨୦ଜଣ ମହିଳା । ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
କ୍ରୁଟ୍‌‌ ‘ଆମ ବସ୍‌‌’ ସେବାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ରୁଟ୍‌‌ କାର୍ଯ୍ୟ ପଦ୍ଧତି ଓ ଆମ ବସ୍‌‌ ସେବା ଅନ୍ତର୍ଗତ ବିଭିନ୍ନ ଗଠନମୂଳକ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା। ସଧାରଣତଃ କୌଣସି ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥିଲା। ଏନେଇ ଆମ ବସ୍‌‌ ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ କରଯାଇଥିଲା। ଶେଷ ଗୋଟିଏ ବର୍ଷରେ ଏକ ଲକ୍ଷ ୯୭ ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି। ବସ୍‌‌ ଟ୍ରୀପ୍‌‌ ଆରମ୍ଭ ଓ ଶେଷ ସମୟରେ ଏବଂ ଦିନର ଅତର୍କିତ ଭାବେ ନିୟମିତ ଯାଞ୍ଚ ଜାରି ରହିଛି। ସେ ମଧ୍ୟରୁ ଏକ ବର୍ଷ ମଧ୍ୟରେ ୧୯ ଜଣ ମଦ୍ୟପାନ କରିଥିବାର ଜଣା ପଡ଼ିଥିଲେ। ଯେଉଁମାନଙ୍କୁ ପୁଲିସ୍‌‌ ଗିରଫ ସହିତ ଆଇନ ଅନୁଯାୟୀ ତିନିମାସ ପାଇଁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିକଟସ୍ଥ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି।
ଆସନ୍ତା ୩୧ ତାରିଖରେ କ୍ରୁଟ୍‌‌ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍‌‌ ଚାଳନା ତାଲିମ ନିମନ୍ତେ ପୁନେ ଯାତ୍ରା କରିବେ। ଭାରତର ପ୍ରଥମ ସରକାରୀ ଜନ ପରିବହନ ସଂସ୍ଥା ଭାବେ କ୍ରୁଟ୍‌‌ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ତୁରନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ଭରଣପୋଷଣ ନିମନ୍ତେ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ପ୍ରଦାନ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖୁବ୍‌‌ ଶୀଘ୍ର କ୍ରୁଟ ଡିପୋ ପରିସରରେ ନିଜର ତାଲିମ୍‌‌ ଅନୁଷ୍ଠାନ ନିର୍ମାଣ ହେବ। ଯେଉଁଠି ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହିତ ଟ୍ରାଫିକ ନୀୟମ ଓ ଲେନ୍‌‌ ଡ୍ରାଇଭିଂ ଭଳି ଅନେଗୁଡ଼ିଏ ଦିଗରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ।
ଯୌତୁକ ଜୁଇରେ ଦିନକୁ ଯାଉଛି ୨୦ ମହିଳାଙ୍କ ଜୀବନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଗ୍ରେଟର ନୋଏଡ଼ାର ନିକ୍କି ହତ୍ୟାକାଣ୍ଡ ସାରା ଦେଶକୁ ବିଚଳିତ କରିଦେଇଛି। ଅଧିକ ଯୌତୁକ ପାଇଁ ପେଟ୍ରୋଲ ପକାଇ ସ୍ବାମୀ ଏବଂ ଶାଶୁ-ଶଶୁର ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ। ଏବେ ସମସ୍ତେ ନିକ୍କିଙ୍କ ପାଇଁ ନ୍ୟାୟ ମାଗୁଛନ୍ତି। ଏହି ଘଟଣା ସାରା ଦେଶକୁ ଲଜ୍ଜିତ କରିଦେଇଛି। କିନ୍ତୁ ପୁଅ ଆଗରେ ମାଆକୁ ମାରିଥିବା ପିଶାଚ ସ୍ବାମୀ ପଶ୍ଚାତାପ କରିବାକୁ ମଧ୍ୟ ଉଚିତ ମଣିନାହିଁ। ଏପରି ସମୟରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ନିଜକୁ ଆଧୁନିକ କହି ଗର୍ବ କରୁଥିବା ଭାରତୀୟ ସମାଜରେ ଯୌତୁକ ଜନିତ ବଧୂ ହତ୍ୟା ବ୍ୟାଧି ଭଳି ବ୍ୟାପିବାରେ ଲାଗିଛି। ଯୌତୁକର ଲୋଭ ମନୁଷ୍ୟକୁ ପଶୁବତ୍‌ କରିଦେଉଛି। ଏଥିପାଇଁ ରାକ୍ଷସ ପାଲଟି ମହିଳାଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।
ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ପ୍ରତ୍ୟେକ ଦିନ ଯୌତୁକ ଯୋଗୁଁ ୨୦ ମହିଳାଙ୍କ ମୃତ୍ୟୁ ହେଉଛି। ଗତ ୨୨ ବର୍ଷ ମଧ୍ୟରେ ଯୌତୁକ ନାମରେ ୧.୮ ଲକ୍ଷ ମହିଳାଙ୍କୁ ହତ୍ୟା କରାଯାଇଛି। ୨୦୧୮ରୁ ୨୦୨୧ ମଧ୍ୟରେ ୩୪, ୪୯୩ ମହିଳାଙ୍କୁ ମାରି ଦିଆଯାଇଛି। କେବଳ ୨୦୨୨ରେ ୬, ୪୫୦ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଉତ୍ତର ପ୍ରଦେଶରୁ ସର୍ବାଧିକ ଯୌତୁକ ମାମଲା ସାମ୍‌ନାକୁ ଆସିଛି। ୟୁପିରେ ଯୌତୁକ ଯୋଗୁଁ ୧୧, ୮୭୪ ମହିଳାଙ୍କ ଜୀବନ ଯାଇଛି। ସେହିପରି ବିହାରରେ ୫,୩୫୪, ମଧ୍ୟପ୍ରଦେଶରେ ୨, ୮୫୯, ପଶ୍ଚିମବଙ୍ଗରେ ୨, ୩୮୯ ଏବଂ ରାଜସ୍ଥାନରେ ୨,୨୪୪ ମହିଳା ଯୌତୁକ ଯୋଗୁଁ ଜୀବନ ହରାଇଛନ୍ତି। ୨୦୨୪ରେ ମହିଳା ବିରୋଧୀ ଅପରାଧକୁ ନେଇ ୨୫, ୭୪୩ ଅଭିଯୋଗ ରୁଜୁ ହୋଇଥିଲା। ଏଥିରେ ସର୍ବାଧିକ ୨୪ ପ୍ରତିଶତ  ତଥା ୬, ୨୩୭ ମାମଲା ଘରୋଇ ହିଂସାର ଥିଲା। ସେହିପରି ଯୌତୁକ ଉତ୍ପୀଡ଼ନର ୧୭ ପ୍ରତିଶତ ଅର୍ଥାତ୍‌ ୪, ୩୮୩ ମାମଲା ରେକର୍ଡ କରାଯାଇଥିଲା।
ଭୁବନେଶ୍ବର : ଓଡ଼ିଶାରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣ ଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି ।  ଏହା ବିରୋଧରେ ଆଜି ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡ଼ିର ଅଲ ଓଡିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟରେ ବଢି ଚାଲିଥିବା ମହିଳା ନିର୍ଯାତନା, ଦୁଷ୍କର୍ମ, ହତ୍ୟା ଓ ଅନ୍ୟ ଅପରାଧ ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ହେଉଥିବା ବେଳେ ଭୁବନେଶ୍ୱରର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ହୁଙ୍କାର ଦେଖିବାକୁ ମିଳିଛି।ଛାତ୍ରଛାତ୍ରୀ ଏକାଠି ହୋଇ ରାଜ୍ୟବ୍ୟାପି ମହିଳା ହିଂସାର ପ୍ରତିବାଦ କରୁଛନ୍ତି। ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧୀ ଅପରାଧ ତୁରନ୍ତ ରୋକିବାକୁ ଦାବି ହୋଇଛି। ଛାତ୍ରଛାତ୍ରୀ ମାନେ ଶ୍ରେଣୀ ବର୍ଜନ କରିବା ସହ କଳା ବ୍ୟାଜ୍ ପରିଧାନ କରି ପିକେଟିଂ କରୁଛନ୍ତି। ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଞ୍ଜନା ମିଶ୍ର ଘଟଣାରୁ ବଳି ଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ କରିଛି। ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି। ବିଜେପି ସରକାରକୁ ଆସିବ ଦିନଠାରୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା। ଏହା ବିରୋଧରେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରୁଛି ବିଜେଡି।
ବେଦାନ୍ତ ଗ୍ରୁପ ପକ୍ଷରୁ ପ୍ରଥମ ସମ୍ପୂର୍ଣ୍ଣ ମହିଳା ଲୋକୋମୋଟିଭ୍ ଇଞ୍ଜିନ୍ ଟିମ୍‌ ନିୟୋଜିତ
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାରେ କମ୍ପାନୀର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲ୍ଟରରେ ବେଦାନ୍ତ ଗ୍ରୁପର ପ୍ରଥମ ସମ୍ପୂର୍ଣ୍ଣ ମହିଳା ଲୋକୋମୋଟିଭ୍ ଇଞ୍ଜିନ୍ ଦଳକୁ ନିୟୋଜିତ କରିବାର ଘୋଷଣା କରି ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ରରେ ଅନ୍ତର୍ଭୁକ୍ତି ଏବଂ ଲିଙ୍ଗ ବିବିଧତା ବୃଦ୍ଧି କରିବା ଦିଗରେ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରିଛି।
ଏହି ଐତିହାସିକ ପଦକ୍ଷେପ ମହିଳା ବୃତିଗତମାନଙ୍କୁ ପ୍ଲାଂଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକାଲ୍ କାର୍ଯ୍ୟଗୁଡ଼ିକ ମଧ୍ୟରୁ ଗୋଟିଏର ନେତୃତ୍ୱ ନେଇଛି, ଅର୍ଥାତ୍‌, ଏକ ଉତ୍ସର୍ଗୀକୃତ ଲୋକୋମୋଟିଭ୍ ଇଞ୍ଜିନ୍ ଏବଂ ରେକ୍ ମାଧ୍ୟମରେ କଂଚାମାଲର ଆଭ୍ୟନ୍ତରୀଣ ପରିବହନ। ନୂତନ ଭାବରେ ନିୟୋଜିତ ହୋଇଥିବା ଦଳ – ଚାରି ଜଣ ଲୋକୋ ଡ୍ରାଇଭର (ସିଫ୍ଟରେ କାର୍ଯ୍ୟ କରୁଥିବା), ଜଣେ ଗେଟ ଓମେନ୍ ଏବଂ ଦୁଇଜଣ ସହାୟକ କର୍ମଚାରୀ – ଏହି ଅତ୍ୟାବଶ୍ୟକ ସମ୍ପତିର ଦକ୍ଷ ଏବଂ ସୁରକ୍ଷିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଦାଇତ୍ୱରେ ରହିବେ।
ଏହି ନିୟୋଜନ ଏକ ବିବିଧ, ସମାନ ଏବଂ ଅନ୍ତର୍ଭୁକ୍ତ କର୍ମକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ଦୃଢ଼ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରେ। ଏହା ଝାରସୁଗୁଡ଼ାରେ ଶିଳ୍ପ-ପ୍ରଥମ ପଦକ୍ଷେପର ଏକ ଶୃଙ୍ଖଳାକୁ ଅନୁସରଣ କରେ, ଯେଉଁଥିରେ ‘ଶ୍ରୀ ଶକ୍ତି’ର ଶୁଭାରମ୍ଭ ଅନ୍ତର୍ଭୁକ୍ତ, ଯାହା ମାଧ୍ୟମରେ ୧୦୮ ଜଣ ମହିଳା ରାତ୍ରି ଶିଫ୍ଟରେ ପ୍ରମୁଖ କାର୍ଯ୍ୟକ୍ଷମ ଭୂମିକା ଗ୍ରହଣ କରିଛନ୍ତି, ଯାହା ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରଥମ ପଦକ୍ଷେପ। ଏହା ସହିତ, ବେଦାନ୍ତ ନିକଟରେ ଏଠାରେ ଭାରତୀୟ ଆଲୁମିନିୟମ ଶିଳ୍ପର ପ୍ରଥମ ସମ୍ପୂର୍ଣ୍ଣ ମହିଳା ପରିଚାଳିତ ପୋଟଲାଇନ୍ ଉଦଘାଟନ କରିଛି। ଆଲୁମିନିୟମ ଉତ୍ପାଦନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଏହି ପୋଟଲାଇନ୍ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକ୍ଷମ ହେବ, ଯେଉଁଥିରେ ୧୦୦ ରୁ ଅଧିକ ମହିଳା କର୍ମଚାରୀଙ୍କୁ ଆଭ୍ୟନ୍ତରୀଣ ଚାକିରି ପୋଷ୍ଟିଂ ମାଧ୍ୟମରେ ଚୟନ କରାଯିବ ଏବଂ ବିଶେଷଜ୍ଞ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବୃଦ୍ଧି କରାଯିବ।
ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା ତାଙ୍କ ମତାମତ ଯୋଗ ଦେଇ କହିଛନ୍ତି, ‘ବେଦାନ୍ତ ଆଲୁମିନିଅମରେ, ଆମେ ସମସ୍ତ ଭୂମିକାଗୁଡ଼ିକୁ ଲିଙ୍ଗ ନିରପେକ୍ଷ ଭାବରେ ଡିଜାଇନ୍ କରିଛୁ, ଯାହା ଧାତୁ, ଖଣିଜ ଓ ଉତ୍ପାଦନ ଶିଳ୍ପରେ କାର୍ଯ୍ୟ କରିବାକୁ ଇଚ୍ଛୁକ ମହିଳାମାନେ ପାଇଁ ଅନେକ ସୁଯୋଗ ଖୋଲିଦେଉଛି। ଏହି ପଦକ୍ଷେପଟି ବେଦାନ୍ତ ଆଲୁମିନିଅମରେ ଆମର ନିଯୁକ୍ତି ପ୍ରକ୍ରିୟାରେ ଦୃଢ଼ ସଙ୍କଳ୍ପ, ଦକ୍ଷତା ଓ ସଫଳତା ପ୍ରତି ଇଚ୍ଛାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବା ଉଦ୍ୟମର ଏକ ଅଂଶ। ଆମେ ବିଶ୍ୱାସ କରୁଛୁ ଯେ, ଏହି ପ୍ରୟାସମାନଙ୍କ ମାଧ୍ୟମରେ ଆମେ କେବଳ ଏକ ବିବିଧ ଶିଳ୍ପ ଗଠନ କରୁନାହିଁ, ବରଂ ଏକ ଅଧିକ ସୁଦୃଢ଼ ଜାତି ମଧ୍ୟ ଗଠନ କରୁଛୁ।
ବର୍ତମାନ, ୧,୨୦୦ ରୁ ଅଧିକ ମହିଳା ବୃତିଗତ ବେଦାନ୍ତ ଆଲୁମିନିୟମର ସଫଳତାରେ ଅବଦାନ ଦେଉଛନ୍ତି, ବୈଷୟିକ କାର୍ଯ୍ୟଠାରୁ ଆରମ୍ଭ କରି ପରିଚାଳନାଗତ ନେତୃତ୍ୱ ପର୍ଯ୍ୟନ୍ତ ଭୂମିକାରେ ଉତ୍କର୍ଷ ହାସଲ କରୁଛନ୍ତି। ଏହା ମହିଳା କର୍ମଚାରୀମାନଙ୍କୁ ଆବଶ୍ୟକୀୟ ବୃତିଗତ ଦକ୍ଷତା, ଶିଳ୍ପ ପ୍ରକ୍ରିୟାରେ ଉନ୍ନତ ତାଲିମ ସୁଯୋଗ ଏବଂ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ସହିତ ସଶକ୍ତ କରି ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ଅନଲକ୍ କରିବାରେ ସାହାଯ୍ୟ କରେ। ଏହା ପାରମ୍ପାରିକ ଭାବରେ ପୁରୁଷ-ପ୍ରଧାନ ଖଣି, ଧାତୁ ଏବଂ ଆଧୁନିକ ଉତ୍ପାଦନ ଶିଳ୍ପରେ ପୁରସ୍କାରପ୍ରାପ୍ତ ଏବଂ ଭୂମିହୀନ କ୍ୟାରିୟର କରିବାକୁ ଅଧିକ ମହିଳାଙ୍କୁ ଆହୁରି ପ୍ରେରଣା ଦେଇପାରେ।
ବେଦାନ୍ତ ଆଲୁମିନିୟମ ଏହାର ସମସ୍ତ ପ୍ଲାଂଟ ସ୍ଥାନରେ ନିରନ୍ତର ଭାବରେ ପ୍ରତିଷ୍ଠିତ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କପ୍ପ ସାର୍ଟିଫିକେସନ୍ ହାସଲ କରିଛି, ଯାହା ଭାରତର ଉତ୍ପାଦନ କ୍ଷେତ୍ରରେ ଏକ ଶ୍ରେଷ୍ଠ ନିଯୁକ୍ତିଦାତା ଭାବରେ ଏହାର ଖ୍ୟାତିକୁ ପୁନଃନିର୍ଦ୍ଦିଷ୍ଟ କରିଛି। ଏହି ମାନ୍ୟତା କମ୍ପାନୀର ବିଶ୍ୱାସ, ଅତୁଳନୀୟ କାର୍ଯ୍ୟ ସଂସ୍କୃତି ଏବଂ ଅନ୍ତର୍ଭୁକ୍ତି ଦ୍ୱାରା ପରିଭାଷିତ ଏକ କର୍ମକ୍ଷେତ୍ର ନିର୍ମାଣ ଉପରେ ଦୃଢ଼ ଧ୍ୟାନକୁ ସ୍ପଷ୍ଟ କରେ, ଯେଉଁଠାରେ କର୍ମଚାରୀମାନେ ଏକ ସଂସ୍କୃତିରେ ଉନ୍ନତି ପାଆନ୍ତି ଯାହା ସଚ୍ଚୋଟତା, ସ୍ୱଚ୍ଛତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ମୂଲ୍ୟ ଦିଏ। ଏହା ବ୍ୟତୀତ, କମ୍ପାନୀ ୨୦୩୦ ଆର୍ôଥକ ବର୍ଷ ସୁଦ୍ଧା ୩୦% ମହିଳା କର୍ମଚାରୀ ପ୍ରତିନିଧିତ୍ୱ ପାଇଁ ଲକ୍ଷ୍ୟ ରଖିଛି। ଏହା ସହିତ, ଲିଙ୍ଗ-ସନ୍ତୁଳିତ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ, ବେଦାନ୍ତ ଆଲୁମିନିୟମ ନୂତନ ଭୂମିକା ପାଇଁ ୫୦% ମହିଳାଙ୍କୁ ନିଯୁକ୍ତି ଦେବାରେ ପ୍ରାଥମିକତା ଦେଇଛି।