Maoist Surrendered - The Sakala

ଭୁଶୁଡ଼ୁଛି ଲାଲଗଡ଼, ବକରକଟ୍ଟା ପୋଲିସ ଷ୍ଟେସନରେ ୧୨ନକ୍ସଲଙ୍କ ଆତ୍ମସମର୍ପଣ
ଛତିଶଗଡ଼: ଭୁଶୁଡ଼ୁଛି ଲାଲଗଡ଼, ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଏହି କ୍ରମରେ ଅସ୍ତ୍ର ଛାଡିଛନ୍ତି ଆଉ ୧୨ ମାଓବାଦୀ । ଛତିଶଗଡ଼ ଖୈରାଗଡ଼ ଜିଲ୍ଲାର ବକରକଟ୍ଟା ପୋଲିସ ଷ୍ଟେସନରେ ଏକ ପ୍ରମୁଖ ନକ୍ସଲ ସଂଗଠନର ୧୨ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ଏମଏମସି ଜୋନ ଭାବରେ ଜଣାଶୁଣା ବକରକଟ୍ଟା ପୋଲିସ ଷ୍ଟେସନର କୁମ୍ଭି ଗାଁରେ ୧୨ ଜଣ ସକ୍ରିୟ କ୍ୟାଡର ପୋଲିସ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ଗୁରୁତର ନକ୍ସଲ ଘଟଣାରେ ସମ୍ପୃକ୍ତି ଅଭିଯୋଗ ରହିଛି । ପ୍ରଶାସନ କହିଛି ଯେ ନକ୍ସଲମାନେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କୁ ସରକାରଙ୍କ ପୁନର୍ବାସ ଯୋଜନାର ଲାଭ ଯୋଗାଇ ଦିଆଯିବ। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓବାଦୀ ହେଲେ ରାମଦର ମଜଜୀ, ଚାନ୍ଦୁ ଉସେଣ୍ଡି, ଲଳିତା, ଜାନକୀ, ପ୍ରେମ, ରାମସିଂହ ଦାଦା, ସୁକେଶ ପୋଟମ୍, ଲକ୍ଷ୍ମୀ, ଶେଲା, ସାଗର, କବିତା ଓ ଯୋଗୀ ।

ଛତିଶଗଡ଼ ବସ୍ତର ଆଇଜିଙ୍କ ନିକଟରେ ମାଓ ନେତା ଚେତୁ ସମେତ ୧୦ ନକ୍ସଲ କଲେ ଆତ୍ମସମର୍ପଣ
ମାଲକାନଗିରି: ଛତିଶଗଡ଼ ବସ୍ତର ଆଇଜିଙ୍କ ନିକଟରେ ମାଓ ନେତା ଚେତୁ ସମେତ ୧୦ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ । ମାଓ ନେତା ଚେତୁ ନାଁରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର । ଛତିଶଗଡ ସୁକୁମା ଝିରାମ ଘାଟି ମାଓ ହିଂସାର ମାଷ୍ଟର ମାଇଣ୍ଡ ଥିଲା ମାଓ ନେତା ଚେତୁ ଓରଫ ଶ୍ୟାମ ଦାଦା ।

ଜଗଦଲପୁରରେ ବସ୍ତର IG ପି. ସୁନ୍ଦର ରାଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ୧୦ ହାର୍ଡକୋର ମାଓବାଦୀ । ଚେତୁ ତାର ୯ ଜଣ ସାଥୀଙ୍କୁ ନେଇ ଆତ୍ମସମର୍ପଣ କରିଛି । ସେମାନଙ୍କ ନାଁରେ ୬୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା। ମାଓ ନେତା ଚେତୁ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ, ଅନ୍ୟ ନକ୍ସଲଙ୍କ ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ୨୦୧୩ ମସିହାରେ ଝିରମ ଘାଟିରେ ହୋଇଥିବା ନକ୍ସଲ ଆକ୍ରମଣରେ ଚେତୁ ମୁଖ୍ୟ ଖଳନାୟକ ଥିଲା ବୋଲି ପୋଲିସ କହିଛି । ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା ଘଟଣାରେ ଚେତୁ ମାଷ୍ଟର ମାଇଣ୍ଡ ଥିଲା ।

ସୀମାନ୍ତରେ ଦୁଇ କୁଖ୍ୟାତ ମାଓନେତାଙ୍କ ଆତ୍ମସମର୍ପଣ, ଉଭୟଙ୍କ ନାଁରେ ଥିଲା ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର
ମାଲକାନଗିରି: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନା ପୋଲିସ ନିକଟରେ ମାଓ ସଂଗଠନର ଦୁଇ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିତଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଆଜି ତେଲେଙ୍ଗନାରେ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଏବଂ ଷ୍ଟେଟ କମିଟି ମେମ୍ବର ବି.ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି। ସିସି ମେମ୍ବର ପୁଲୁରି ପ୍ରସାଦ ଗତ ୪୫ ବର୍ଷ ଧରି ମାଓ ସଙ୍ଗଠନ ସହ ଜଡିତ ଥିବା ବେଳେ ଅନେକ ବଡ ବଡ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା। ସେହିପରି ବି.ପ୍ରକାଶ ମଧ୍ୟ ପ୍ରାୟ ୪୦ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲା। ଉଭୟ ମାଓନେତାଙ୍କ ନାମରେ ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ରାଶି ରହିଥିଲା । ତେବେ ଏହି ଦୁଇ କୁଖ୍ୟାତ ମାଓ ନେତାଙ୍କର ଆତ୍ମସମର୍ପଣ ପୋଲିସ ପାଇଁ ଏକ ବଡ ସଫଳତା କୁହାଯାଉଛି। ହିଂସାର ପଥ ଛାଡି ଏମାନେ ସାଧାରଣ ଜୀବନଯାପନ ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ହାର୍ଡକୋର ମାଓବାଦୀ
ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ୨୫ ମାଓବାଦୀଙ୍କ ଆତ୍ମସମର୍ପଣ । ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦାଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨୫ ହାର୍ଡକୋର ମାଓବାଦୀ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିବା ପାଇଁ ମୁଣ୍ଡ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରେ ୩ ଜଣ ପିଏଲ୍‌ଜିଏ ସଦସ୍ୟ ଥିବା ଜଣାପଡିଛି ।

ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ସଂଗଠନରେ ଭେଦଭାବ ଯୋଗୁଁ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ କହିଛନ୍ତି।ସେମାନେ ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିବାର ସହ ଶାନ୍ତିରେ ଜୀବନଯାପନ କରିବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି।

ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୩ ହାର୍ଡକୋର ମାଓବାଦୀ
ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ସେମାନଙ୍କ ଆତ୍ମସମର୍ପଣଙ୍କୁ ସ୍ୱୀକାର କରିଛନ୍ତି ପୋଲିସ ଡିଜି । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଆତ୍ମସମର୍ପଣକାରୀ ମାଓବାଦୀମାନେ ହେଲେ ଲକ୍ଷ୍ମଣ (ଏରିଆ କମିଟି ମେମ୍ୱର) ଗଙ୍ଗା ମଡ଼କମ୍ (ଏରିଆ କମିଟି ମେମ୍ୱର) ସୁକା ସୋଡି (ପାର୍ଟି ମେମ୍ୱର) ।

ସୂଚନା ଅନୁଯାୟୀ, ଆତ୍ମସମର୍ପଣକାରୀ ମାଓବାଦୀମାନେ ଛତିଶଗଡ଼ ନିବାସୀ ଏବଂ ସେମାନଙ୍କୁ ମହାନଦୀ ଏରିଆ କମିଟି ଦାୟିତ୍ୱ ଦିଆଯାଇଥିଲା ।  ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓବାଦୀ ଗତିବିଧିରେ ସେମାନେ ସମ୍ପୃକ୍ତ ଥିଲେ। ଦୀର୍ଘ ୧୨ ବର୍ଷ ଧରି ସେମାନେ ଓଡ଼ିଶାରେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ ।

ଏମାନଙ୍କ ଆତ୍ମସମର୍ପଣ ପରେ ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ଆତ୍ମସମର୍ପଣ ନେଇ ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭଲ ଥଇଥାନ ବ୍ୟବସ୍ଥା ରହିଛି । ଏଣୁ ସେମାନେ ଆତ୍ମସମର୍ପଣକରୀ ଶାନ୍ତିପୂର୍ଣ୍ଣ ଏବଂ ନୂଆ ଜୀବନ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ଡିଜିପି । ତେବେ ଏମାନେ ଛତିଶଗଡ଼ର ହୋଇଥିବା ସତ୍ତ୍ୱେ ଓଡ଼ିଶା ସରକାରୀଙ୍କ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ଭଲ ଥଇଥାନ ଯୋଜନା ରହିଥିବାରୁ ସେମାନେ ଓଡ଼ିଶାରେ ଆତ୍ମସମର୍ପଣ କରିଥିଲେ ।

କରୋନା ଚଡକରେ ଭୟଭୀତ ଲାଲ ସେନା, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି
ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି । ସହରରୁ ଗାଁକୁ ବ୍ୟାପିଥିବା କରୋନା ଏବେ ଲାଲବାହିନୀରେ ଆତଙ୍କ ସୃଷ୍ଟି କରିଛି । ଆଜି ଛତିଶଗଡ଼ ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିବା ଏହି ମାଓ ଦମ୍ପତ୍ତି କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ତେବେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେମାନେ କୋଭିଡ ପଜିଟିଭ ଥିବା ଜଣାପଡିଛି । ଗତ କିଛି ଦିନ ଧରି ମାଓବାଦୀଙ୍କୁ କରୋନା ନେଇ ଚର୍ଚ୍ଚା ହେଉଥିଲା । ଅନେକ ମାଓବାଦୀ କରୋନା ଓ ଫୁଡ ପଏଜନ ଯୋଗୁଁ ପ୍ରାଣ ହରାଇବା ସହ ଅନେକ ଆକ୍ରାନ୍ତ ଥିବା ଜଣାପଡିବା ପରେ ଆତ୍ମସମର୍ପଣ କରି ଚିକିତ୍ସା ସୁବିଧା ପାଇବା ପାଇଁ ପୁଲିସ ଆହ୍ୱାନ ଦେଇଥିଲା । ଏହି କ୍ରମରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । ଏମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ସୁସ୍ଥ ହେବା ପରେ ଏମାନଙ୍କ ଆତ୍ମସମର୍ପଣ ପ୍ରକ୍ରିୟା କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ।