Khunta Degree Mahavidyalaya - The Sakala

ଭୁଲ ତଥ୍ୟ ଦେଇ ଚାକିରୀ କରିଥିଲେ ଅଧ୍ୟାପିକା, କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦେଲେ ଇସ୍ତଫା
ଗୋପବନ୍ଧୁନଗର : ଖୁଣ୍ଟା +୩ ଡିଗ୍ରୀ ମହାବିଦ୍ୟାଳୟରେ ଜନୈକା ଅଧ୍ୟାପିକା ନିଜ ଯୋଗ୍ୟତା ସମ୍ବନ୍ଧୀୟ ଭୁଲ ତଥ୍ୟ ଦେଇ ଚାକିରୀରେ ଥିବା ଜଣା ପଡିବା ପରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଇସ୍ତଫା ଦେଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶଯେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଭାବେ ଅଭିପ୍ସା ପଟ୍ଟନାୟକ ୨୦୦୭ରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିଲେ। ତେବେ ଅଭିପ୍ସାଙ୍କର ମୂଳ ଶିକ୍ଷା ପ୍ରମାଣ ପତ୍ରର ନମ୍ବର ଓ ଚାକିରୀ ପାଇଁ ଆବେଦନ କରିଥିବା ଶିକ୍ଷା ପ୍ରମାଣ ପତ୍ରରେ ଥିବା ନମ୍ବର ମେଳ ଖାଉନଥିବା ଉଚ୍ଚଶିକ୍ଷା ନିର୍ଦେଶକ କୌଣସି କାରଣରୁ ଜାଣିବା ପରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଅଧ୍ୟାପିକା ଜଣଙ୍କ ଭୁଲ ତଥ୍ୟ ଦେଇ ଚାକିରୀ କରିଥିବାର ଅବଗତ ହେବାପରେ ତାଙ୍କୁ ଚାକିରୀରୁ ବିଦା କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ନଂ ୨୦୧୧୩/୧୨-୫-୨୦୨୧ ରେ ନିର୍ଦେଶ ଦେଇଥିଲେ । ତେବେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଅଧ୍ୟାପିକା ଜଣଙ୍କ ଇସ୍ତଫା ଦେଇଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।