IndiaPakistanWar2025 - The Sakala
ଜମ୍ମୁରେ ବ୍ଲାକ୍‌ଆଉଟ୍, ପାକିସ୍ତାନୀ ଡ୍ରୋନକୁ ଆକାଶରେ ନଷ୍ଟ କଲା ଭାରତ
ଆଦିଲ୍ଲୀ: ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନରେ ଭାରତ ଉପରେ ଆକ୍ରମଣ ଉଦ୍ୟମ କରିଛି । ଜମ୍ମୁ, ପୋଖରାନ ସମେତ ଅନେକ ସ୍ଥାନରେ ପାକିସ୍ତାନ ଡ୍ରୋନରେ ଆକ୍ରମଣ କରିଛି, ଯାହାକୁ ଭାରତ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ନଷ୍ଟ କରିଛି । ଜମ୍ମୁର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଜମ୍ମୁ, ପଠାନକୋଟ, ପୋଖରନ, ପୁଞ୍ଛ, ସାମ୍ୱା ଆଦି ସ୍ଥାନରେ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍ କରାଯାଇଛି। ଏହାପରେ ଲଗାତାର ସାଇରନ୍ ଶବ୍ଦ ଶୁଣିବାକୁ ମିଳିଛି। ଜମ୍ମୁ ବ୍ୟତୀତ, ପଞ୍ଜାବର ପଠାନକୋଟ, ଅମୃତସର, ଫିରୋଜପୁର, ଫାଜିଲ୍କା, ଗୁରଦାସପୁର, ତରନତାରନ ଓ ରାଜଧାନୀ ଚଣ୍ଡୀଗଡ଼ରେ ବି ବ୍ଲାକଆଉଟ୍ କରାଯାଇଛି। ପଠାଣକୋଟ ଓ ଫିରୋଜପୁରରେ ବି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଛି। ଜମ୍ମୁ ଓ କାଶ୍ମୀରର ସାମ୍ବା ଏବଂ ଆରଏସ ପୁରାରେ କିଛି ଡ୍ରୋନକୁ ନିଷ୍କ୍ରିୟ କରାଯାଇ । ଭାରତୀୟ ସେନା ଆକାଶରେ ହିଁ ଧ୍ୱଂସ କରିଦେଇଛି। ଏହାସହ ସୀମା ଆର ପଟୁ ମଝିରେ ମଝିରେ ଗୁଳି ମାଡ଼ କରାଯାଉଛି ।
Intermittent sounds of blasts, probably heavy artillery, can now be heard from where I am.
— Omar Abdullah (@OmarAbdullah) May 9, 2025
ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ମୁଁ ଯେଉଁଠାରେ ଅଛି, ସେଠାରେ ବିସ୍ଫୋରଣ ଶବ୍ଦ, ହୁଏତ ତୋପର, ଶୁଣିବାକୁ ମିଳୁଛି ।’ ଏହାସହ ଅନ୍ଧାର ସହରର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଜମ୍ମୁରେ ଏବେ ବ୍ଲାକଆଉଟ୍ ହୋଇଛି । ସାରା ସହରରେ ସାଇରନ ଶବ୍ଦ ଶୁଣିବାକୁ ମିଳୁଛି ।
ଦେଶର ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜେଡି ତରଫରୁ ସାମୁହିକ ଦୀପଦାନ
ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହିତ ଭାରତ ପାକିସ୍ତାନ ସୀମାନ୍ତରେ, ଯବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଭାରତୀୟ ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜୁ ଜନତା ଦଳର ଭୁବନେଶ୍ୱର ଶାଖା ତରଫରୁ ଆଜି ଲିଙ୍ଗରାଜ ମନ୍ଦିରରେ ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଦଳର ଅନେକ ବରିଷ୍ଠ ନେତାଙ୍କ ସହିତ ଯୁବ, ଛାତ୍ର ଓ ମହିଳା ବିଜେଡିର ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରଥମେ, ଭାରତୀୟ ଯବାନ ମାନଙ୍କ ମଙ୍ଗଳ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମନ୍ଦିର ସମ୍ମୁଖରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ, ଦୁର୍ଗା ସାମନ୍ତରାୟ, ଅମୀୟ ଦାସ,  ଶିବ ବେହେରା ଓ ଅନ୍ୟ କର୍ପୋରେଟର ମାନେ ମଧ୍ୟ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଭାରତ-ପାକ ଉତ୍ତେଜନା ଭିତରେ ହେଉଛି ଗୁଳିବର୍ଷା। ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ।  ଜମ୍ମୁ କାଶ୍ମୀର ଉରିରେ ଆରମ୍ଭ ହେଲା ଗୁଳି ବର୍ଷଣ । ପାକିସ୍ତାନ ପଟୁ ଗୁଳିମାଡ଼ ହେଉଥିବା ସୂଚନା ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ସିଡିଏସ୍‌‌ ଏବଂ ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏନଏସଏ ଅଜିତ ଡୋଭାଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିଛନ୍ତି। ପ୍ରଧାନମନ୍ତ୍ରୀଭ୍‌‌କ ବାସ ଭବନରେ ୩ଜଣ ସେନା ମୁଖ୍ୟ ଆଲୋଚନା କରିଛନ୍ତି। ଫଳରେ ପାକିସ୍ତାନ ଉପରେ ବଡ଼ ଆକ୍ରମଣ ନେଇ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।
ଏହାରି ମଧ୍ଯରେ ସାମ୍ପ୍ରତିକ ସ୍ଥିତିକୁ ନେଇ ଛୁଟି ବାତିଲ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏନେଇ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ସର୍କୁଲାର୍ । ମେଡିକାଲ୍ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି ମନା। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ମନା। ଛୁଟି ମଞ୍ଜୁର ହୋଇଥିଲେ ବାତିଲ୍ ସହ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।