paradeep port - The Sakala

ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷାରେ ଗୁରୁତର ତୃଟି: ପାଚେରୀ ଡେଇଁ ଜାହାଜ ଭିତରକୁ ପଶିବାକୁ ଯୁବକଙ୍କ ଉଦ୍ୟମ
ପାରାଦ୍ଵୀପ: ବନ୍ଦର ପାଚେରୀ ଡେଇଁ ଜାହାଜ ଭିତରକୁ ପଶିବା ପାଇଁ ଅଣ ଓଡ଼ିଆ ଯୁବକଙ୍କ ଉଦ୍ୟମ । ବନ୍ଦର ନିଷିଦ୍ଧାଞ୍ଚଳ ସୁରକ୍ଷାରେ ଗୁରୁତର ତୃଟି। ପିଆଇସିଟି ବର୍ଥ ଭିତରୁ ଅଣ ଓଡ଼ିଆ ଯୁବକକୁ କାବୁ କଲେ ସୁରକ୍ଷା କର୍ମୀ। ବିଳମ୍ବିତ ରାତିରେ ପାଚେରୀ ଡେଇଁ ପଶିଥିଲେ ଯୁବକ। ସିଆଇଏସ‌ଏଫ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ। ଉର୍ଦ୍ଦୁ ଓ ହିନ୍ଦୀ ମିଶା ଭାଷାରେ କଥା ହେଉଛନ୍ତି ଉକ୍ତ ଯୁବକ। ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଯୁବକଙ୍କ ମଧ୍ୟରେ ଦୀର୍ଘ  ସମୟ ଧସ୍ତାଧସ୍ତି ପରେ ଧରାପଡିଲେ ଯୁବକ। କାହିଁକି ଆସିଥିଲେ ଏବଂ କେଉଁଠୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଯୁବକଙ୍କୁ ପାରାଦ୍ଵୀପ ଆଦର୍ଶ ଥାନାକୁ ହସ୍ତାନ୍ତର କରିଛି ବନ୍ଦର ସିଆରପିଏଫ।

ଭାରତ-ପାକ୍ ଉତ୍ତେଜନା: ବଢିଲା ଶ୍ରୀମନ୍ଦିର, ହୀରାକୁଦ ଡ୍ୟାମ, ଓ ପାରାଦୀପ ବନ୍ଦରର ସୁରକ୍ଷା ବ୍ୟବସ୍ଥା..
ଭୁବନେଶ୍ବର: ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ଯରେ ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । କଡ଼ା ସୁରକ୍ଷା ବଳୟରେ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ବ । ବନ୍ଧରେ ଅସ୍ଥାୟୀ ରକେଟ ଲଞ୍ଚର ସହ ଅତ୍ୟାଧୁନିକ ଏଲଏମଜି ସ୍ଥାପନ କରାଯାଇଛି । ଆଜିଠାରୁ ହୀରାକୁଦ ଜଲଭଣ୍ଡାର ଅଞ୍ଚଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ହୀରାକୁଦ ଏବଂ ବୁର୍ଲା ଉଭୟ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏୟାର ଡିଫେନ୍ସ ସିଷ୍ଟମ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ସମ୍ବଲପୁର ଏସପି ।

ସେହିପରି- କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର। ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଉଭୟ ପାର୍ଶ୍ବରେ ପାଟ୍ରୋଲିଂ ବଢାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବିଭିନ୍ନ ହୋଟେଲ ଓ ଲଜରେ ଚେକିଂ କରାଯାଉଛି। ଗତକାଲି ରାତି ରେ ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ଜୋରଦାର ଚେକିଂ ବ୍ଲକିଂ କରାଯାଇଥିଲା । ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପୁରୀ ରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ଚେକିଂ କରାଯାଇଛି । ସେହିପରି ଶ୍ରୀ ମନ୍ଦିର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଲାଗି ମୁତୟନ ଅଛନ୍ତି ସ୍ୱତନ୍ତ୍ର ସୁରକ୍ଷା ବାହିନୀ ।

ପାରାଦୀପରେ ମଧ୍ଯ ହାଇ ଆଲର୍ଟ ଜାରି ହୋଇଛି। ପାରାଦୀପ ବନ୍ଦର ସୁରକ୍ଷା ବଢ଼ାଇ ଦିଆଯାଇଛି। ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି। ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।