unnao - The Sakala

କରୋନାର କରୁଣ ଚିତ୍ର: ଶବକୁ ନଦୀରେ ଭସାଇଦେବା ଘଟଣା ପରେ, ଏବେ ଗଙ୍ଗା ନଦୀ ବାଲିରେ ମୃତଦେହକୁ ପୋତି ଦେଉଛନ୍ତି ଲୋକେ
ଉତ୍ତରପ୍ରଦେଶ: ମହାମାରୀ କରୋନା ସମୟରେ ଦେଖିବାକୁ ମିଳୁଛି ବିକଳ ଚିତ୍ର। କେଉଁଠି ସ୍ଥିତି ସୁଧୁରୁଥିବା ବେଳେ ଆଉ କେଉଁଠି ଦେଖିବାକୁ ମିଳୁଛି କରୋନାର କରୁଣ ଚିତ୍ର। କିଛି ଦିନ ତଳେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ମଶାଣୀ ଏବଂ କବରସ୍ଥାନରେ ଅଭାବ ଚିତ୍ର ସାମ୍ନାକୁ ଆସିଥିଲା। କୁଢକୁଢ ଶବ  ଯମୁନା ନଦୀ ପରେ ଗଙ୍ଗା ନଦୀରେ ଭାସୁଥିବାର ଦେଖିବାକୁ ମିଳିଥିଲା।

ଏବେ ଆଉ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାରେ ଗଙ୍ଗା ନଦୀ ବାଲିରେ ମୃତଦେହକୁ ପୋତି ଦିଆଯାଇଥିବା ଦୃଶ୍ୟ ସାମନାକୁ ଆସିଛି ।

Dead bodies found buried in sand near river Ganga in UP's Unnao

"Our team has found buried bodies in an area far from river. Search being conducted for more bodies in other areas. I've asked team to carry out inquiry. Action will be taken accordingly," said DM (12.05) pic.twitter.com/qFT1tpfsjH

— ANI UP (@ANINewsUP) May 13, 2021

ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି କମଳା ରଙ୍ଗର କପଡ଼ା ଘୋଡ଼ାଇ ଯାଇଥିବା ମୃତଦେହକୁ ନଦୀ ବାଲିରେ ପୋତି ଦିଆଯାଇଛି। ପାଖାପାଖି ବହୁ ମୃତଦେହ ଏମିତି ଦେଖିବାକୁ ମିଳିଛି। ହାଜିପୁର ଅଞ୍ଚଳର ରାଓତାପୁର ଗଙ୍ଗାଘାଟରେ ମୃତଦେହକୁ ପୋତି ଦିଆଯାଇଥିବା ଖବର ପାଇବା ପରେ ଘଟଣାସ୍ଥଳକୁ ଟିମ୍ ପଠାଇଥିଲେ ଉନ୍ନାଓ ଜିଲ୍ଲାପାଳ। ସେଠାରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶରୁ ଏଭଳି ଘଟଣା ସାମନାକୁ ଆସିବା ପରେ କରୋନାରେ ମୃତ୍ୟୁସଂଖ୍ୟା ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି।