Covid Patient - The Sakala

ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ବିଏମସିରୁ ୧୨୯୪ ଜଣ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥି ସହିତ ରାଜଧାନୀରେ ମଧ୍ୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଆଜି ସମସ୍ତ ପୁରୁଣା ରେକର୍ଡକୁ ଟପିଯାଇଛି । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୨୯୪ ଜଣ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୬୩ଟି ମାମଲା ଆସିଥିବା ବେଳେ ୧୧୩୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

Update on newly detected #COVID19 cases in the last

24 hrs under the BMC area on 12th May (till 9am). pic.twitter.com/eZRwYksNyt

— BMC (@bmcbbsr) May 12, 2021

ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରୁ ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆରୁ ୫୭ ଜଣ, ବଡ଼ଗଡ଼ରୁ ୪୬ ଜଣ, ଜଗମୋହନ ନଗରରୁ ୪୪ ଜଣ, ଓଲ୍ଡ ଟାଉନରୁ ୪୨ ଜଣ, ରସୁଲଗଡ଼ରୁ ୩୬ ଜଣ, ଲକ୍ଷ୍ମୀସାଗରରୁ ୩୬ ଜଣ, ଚିନ୍ତାମଣିଶ୍ୱରରୁ ୩୪ ଜଣ, ବରମୁଣ୍ଡାରୁ ୩୪ ଜଣ, ମଞ୍ଚେଶ୍ୱରରୁ ୩୨ ଜଣ, ଝାରପଡ଼ାରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୮୦୩ ଜଣ ସଂକ୍ରମିତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ନୂଆ ୧୨୯୪ ସଂକ୍ରମଣ ମାମଲା ସହ ବିଏମସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭ ହଜାର ୬୬କୁ ବୃଦ୍ଧି ପାଇଛି । ୪୫ ହଜାର ୫୮୧ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୧୧ ହଜାର ୧୭୮ଟି ସକ୍ରିୟ ମାମଲା ରହିଛି । କରୋନାରେ ବିଏମସି ଅଞ୍ଚଳରୁ ୨୮୬ ଜଣଙ୍କ ମୃତ୍ୟୁ ହୋଇଛି ।