Baipariguda - The Sakala

ମାଳିପଦର ଜଙ୍ଗଲରେ ଏସଓଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ନକ୍ସଲ ନିହତ
ବୈପାରୀଗୁଡା: ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଂଚାୟତ ମାଳିପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବର୍ଷଣ ହୋଇଥିବ ଜଣାପଡିଛି । ପୋଲିସର ଗୁଳି ବିନିମୟ ବେଳେ ୨ ମାଓବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାମଗିରି ଫାଣ୍ଡି ଠାରୁ ୧୨ କିଲୋମିଟର ଦୂରରେ ଥିବା ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ପକ୍ଷରୁ ଚଡାଉବେଳେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା । ଘଟଣା ସ୍ଥଳରୁ ମାଓ ସାମଗ୍ରୀ ସହିତ କିଛି ଅବକାରୀ ପଦାର୍ଥ ଜବତ ହୋଇଥିବା ସୂଚନା ମିଳିଛି ।

ଦୀର୍ଘ ଦିନ ଧରି ବୈପାରୀଗୁଡାଠାରେ ମାଓବାଦୀଙ୍କ କାର୍ଯ୍ୟକଳାପ ବନ୍ଦ ରହିଥିଲା । କିନ୍ତୁ କୋରାପୁଟ ଏସପିଙ୍କ ନିର୍ଦେଶରେ ଏସଓଜି ଯବାନ ମାନେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗତକାଲି ରାତିରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଗୁଳି ବର୍ଷଣ ହୋଇଥିଲା । ଫଳରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ଦୁଇ ଟପ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୋଲିସ ତରଫରୁ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି।

ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ, କ୍ୟାସିଆର ଥାନାରେ ଅଟକ
ବୈପାରୀଗୁଡା: ବୈପାରୀଗୁଡା ସ୍ଥିତ ଇଣ୍ଡିଆନ ଅଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ l ବ୍ୟାଙ୍କ ଶାଖା ପରିଚାଳକ ବୌପାରିଗୁଡା ଥାନାରେ ଦେଲେ ଲିଖିତ ଅଭିଯୋଗ l ସୂଚନା ଅନୁଯାୟୀ, ଗତ କାଲି ଶାଖା ପରିଚାଳକ ପ୍ରବୀର କୁମାର ପ୍ରଧାନ ବ୍ୟାଙ୍କ ଶାଖାରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଥିବା ଜାଣିପାରି ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିଥିଲେ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଶାଖା ପରିଚାଳକ ବୈପାରୀଗୁଡା ଥାନାରେ ୮୦ ଲକ୍ଷ ଟଙ୍କା ଉଭାନ ନେଇ ଲିଖିତ ଅଭିଯୋଗ କରିଥିଲେ l

ଅଭିଯୋଗ ପ୍ରକାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ବୈପାରୀଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଆଜି ସକାଳେ ବ୍ୟଙ୍କକୁ ଯାଇ ତଦନ୍ତ କରିବା ସହ ବ୍ୟାଙ୍କ ହିସାବରକ୍ଷକ (କ୍ୟାସିଅର ) ସନ୍ତୋଷ କୁମାର ଡାକୁଆଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି l ତେବେ ଟଙ୍କା ଉଭାନ ଘଟଣାକୁ କ୍ୟାସିଆର ମଧ୍ୟ୍ୟ ସ୍ୱୀକାର କରିଛନ୍ତି କିନ୍ତୁ କିପରି ହୋଇଛି ତାହା ଜାଣି ନ ଥିବା ପ୍ରକାଶ କରିଛନ୍ତି l କିନ୍ତୁ ବୈପାରୀଗୁଡା ପୋଲିସ କ୍ୟାସିଆରଙ୍କୁ ବୈପାରୀଗୁଡା ଥାନାରେ ଅଟକ ରଖି ତଦନ୍ତ କରୁଛି l ତେବେ ଏତେ ପରିମାଣର ଟଙ୍କା ବ୍ୟାଙ୍କରୁ ଉଭାନ ହେବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ଏସଡିପିଓ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ପରେ ସତ୍ୟ ସାମ୍ନା କୁ ଆସିବ ବୋଲି ପ୍ରକାଶ କରିଛନ୍ତି l

ନଦୀ ପାର ହେବା ସମୟରେ ସ୍ରୋତରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ
ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ କାଠପଡା ପଂଚାୟତ ଗଞ୍ଜିଆଗୁଡା ଗାଁରେ ଅଘଟଣ l ନଦୀ ପାର ହେବା ସମୟରେ ନଦୀରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ l ସୂଚନା ଅନୁଯାୟୀ, କାଠପଡା ପଂଚାୟତ ଗଞ୍ଜିଆଗୁଡା ଗ୍ରାମର ଲକି ସାଆନ୍ତାଙ୍କ ସ୍ତ୍ରୀ କହେଁଇ ସନ୍ତା ଗାଁ ପାଖ କେନ୍ଦୁପୁଟ ଗାଁକୁ ଯାଇଥିଲେ l କେନ୍ଦୁପୁଟ ଗାଁକୁ ଯିବା ପାଇଁ ମାଙ୍କଡ଼ଯୋଡି ନଦୀ ପାର ହୋଇ ଯିବାକୁ ପଡିଥାଏ l ମାତ୍ର କେନ୍ଦୁପୁଟ ଗାଁକୁ ଯିବାପାଇଁ ଘରୁ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନ ଥିଲେ କହେଁଇ l ତେଣୁ ସକାଳେ ପରିବାର ବର୍ଗ ଖୋଜା ଖୋଜି କରିବାବେଳେ ମାଙ୍କଡ଼ଯୋଡି ନଦୀରେ କହେଁଇଙ୍କ ଶବ ଭାସୁଥିବା ଦେଖିଥିଲେ l ନଦୀ ପାର ହେବା ସମୟରେ ମାଙ୍କଡ଼ଯୋଡି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ଏନେଇ କହେଁଇଙ୍କ ପୁଅ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିବାପରେ ବୈପାରୀଗୁଡା ପୋଲିସ ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି l

ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ମାରିଦେଲେ ଶିକାରୀ, ବନବିଭାଗର ଚଢ଼ଉ
ବୈପାରିଗୁଡା: କୁଟୁରାକୁ ହତ୍ୟା କରି କାଟିବା ସମୟରେ ବନବିଭାଗର ଚଢ଼ାଉ । ପାଣି ପିଇବା ପାଇଁ ନଦୀକୁ ଆସିଥିବା ଏକ ଗର୍ଭିଣୀ କୁଟୁରାକୁ ଶିକାରୀମାନେ ମାରି ଦେଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ସକାଳୁ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ଗ୍ରାମ ନିକଟ ଜଙ୍ଗଲରୁ ଏକ କୁଟୁରା ଗ୍ରାମକୁ ଲାଗି ରହିଥିବା ନଦୀକୁ ପାଣି ପିଇବା ପାଇଁ ଆସିଥିବା ଦେଖି କିଛି ଲୋକ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ସଂଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କର୍ମଚାରୀମାନେ ପହଞ୍ଚିଥିଲେ। ତେବେ ସେତେବେଳକୁ ପ୍ରାୟ ୧୦ ଜଣ ଶିକାରୀ କୁଟୁରାକୁ ଠେଙ୍ଗାରେ ପିଟିପିଟି ମାରି ଦେଇ ଥିଲେ। ଏହା ପରେ କୁଟୁରାକୁ କାଟିବା ପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ବନ କର୍ମଚାରୀ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ଶିକାରୀମାନେ ବନ ବିଭାଗର କର୍ମଚାରୀମାନଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ। ମୃତ କୁଟୁରାକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଅଣାଯାଇଥିବା ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କୁଟୁରାର ଓଜନ ୩୦ କିଲୋଗ୍ରାମ ହୋଇପାରେ ବୋଲି କହିବା ସହ ଏସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। କରିଥିବା ବେଳେ ଏହାର ତଦନ୍ତ ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ
ବୈପାରୀଗୁଡା: ପୋଖରୀରେ ବୁଡି ଗୋଟିଏ ଗାଁର ୨ ଜଣ ନାବାଳିକାଙ୍କ ମୃତ୍ୟୁ । ଏହିପରି ଅଭାବନୀୟ ଘଟଣାଟି ବୈପାରୀଗୁଡା ଥାନା ଅନ୍ତର୍ଗତ ମାଠପୋଡା ପଂଚାୟତର ଗୋଇପଦର ଗ୍ରାମରେ ଘଟିଛି । ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଗାଇପଦର ଗ୍ରାମର କେଶବ ଖିଲଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ନଦିନୀ ଖିଲ ଏବଂ ଲଷ୍ମୀଣ ଗୋଲାରୀଙ୍କ ଚାରି ବର୍ଷର ଶିଶୁକନ୍ୟା ମଙ୍ଗଳଦେଇ ଗୋଲାରୀ ନିଜ ସହପାଠୀଙ୍କ ସହ ପ୍ରତିଦିନ ଭଳି ଗାଁ ନିକଟରେ ଥିବା ପୋଖରୀରେ ଗାଧେଇବାକୁ ଯାଇଥିଲେ । ହେଲେ ଗତ କାଲିର ଭୀଷଣ ବର୍ଷା ଯୋଗୁଁ ଗଭୀର ପୋଖରୀରେ ୨ ଶିଶୁ କନ୍ୟା ବୁଡିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବୈପାରୀଗୁଡା ଅଗ୍ନିଶମ ବିଭାଗ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଥିବା ବେଳେ ରାମଗିରି ଫାଣ୍ଡି ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ପହଂଚି ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି ।

ବୈପାରୀଗୁଡା ରେ ବାଘ ଆତଙ୍କ
ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଠପଡା ପଂଚାୟତ ଧଳପୁର ହାଟପଦା ଠାରେ ବାଘ ର ପାଦ ଚି଼ହ୍ନ ସହ ଏକ ବାଛୁରୀ ଟି ର ମର ଶରୀର ପଡି ଥିବା ଦେଖିବାକୁ ମିଳିଛି ଏହା ସହ ବାଛୁରୀ ଟି ର ଶରୀର ଅଧା ଖାଇ ବାଘ ଚାଲିଯାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି, ଗତ କାଲି ରାତିରେ ବାଘ ର ଗର୍ଜନ ମଧ୍ୟ କିଛି ଲୋକ ଶୁଣିଥିବା ପ୍ରକାଶ କରିଛନ୍ତି, ଏହା ସହ ବିଭିନ୍ନ ସ୍ଥାନ ରେ ବାଘ ର ପାଦ ଚିହ୍ନ ଦେଖିବାକୁ ମିଳୁଛି ତେବେ ସ୍ଥାନୀୟ ଅଞ୍ଚଳ ରେ ଏବେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି, ତେବେ ତାହା ବାଘ ର ପାଦ ଚି଼ହ୍ନ ନା ଅନ୍ୟ ପଶୁର ତାହା ସ୍ପଷ୍ଟ ହୋଇପାରୁନି ତେବେ ବନବିଭାଗ ଅଧିକାରୀଙ୍କୁ ପଚାରିବାରୁ ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିବା ପରେ ବାଘ ର ଅସ୍ତିତ୍ୱ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି