Pahalgam attack - The Sakala
ଭାରତରେ ୨୬/୧୧ ଭଳି ଆକ୍ରମଣ ପାଇଁ ଲସ୍କରର ଧମକ, ଟାର୍ଗେଟରେ ଅଯୋଧ୍ୟା ଭଳି ପ୍ରମୁଖ ହିନ୍ଦୁ ଧାର୍ମିକ ସ୍ଥଳ
ନୂଆଦିଲ୍ଲୀ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ପୁଣି ଥରେ ଭାରତ ବିରୋଧରେ ଏକ ବଡ଼ ଷଡଯନ୍ତ୍ର ରଚୁଥିବା ଜଣାପଡ଼ିଛି। ୨୦୦୮ ମୁମ୍ବାଇ ଆକ୍ରମଣର ଭୟାବହତାକୁ ମନେ ପକାଇ ଏହି ସଂଗଠନ ପୁଣି ଥରେ ସମୁଦ୍ର ପଥ ଦେଇ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। ସଦ୍ୟ ପ୍ରକାଶିତ ଏକ ଭିଡିଓରେ ଲସ୍କରର ଡେପୁଟି ଚିଫ୍ ସୈଫୁଲ୍ଲା କସୁରୀ ଖୋଲାଖୋଲି ଭାବେ ଭାରତକୁ ଚେତାବନୀ ଦେବା ସହ ୨୦୨୬ ମସିହାରେ ସମୁଦ୍ର ଉପରେ ‘ରାଜ୍’ କରିବା କଥା କହିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, କସୁରୀ ଦାବି କରିଛି ଯେ ପାକିସ୍ତାନ ୨୦୨୫ରେ ଆକାଶ ପଥରେ ନିଜର ଶକ୍ତି ଦେଖାଇଥିଲା ଏବଂ ୨୦୨୬ରେ ସମୁଦ୍ର ପଥରେ ମଧ୍ୟ ସମାନ ଦବଦବା ରହିବ। ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ମତରେ, ଏହି ମନ୍ତବ୍ୟ ୨୬/୧୧ ଆକ୍ରମଣ ପରି ସମୁଦ୍ର ପଥ ଦେଇ ଆତଙ୍କବାଦୀ ଅନୁପ୍ରବେଶର ଏକ ପୂର୍ବ ସୂଚନା ହୋଇପାରେ, ଯାହାକୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି।
ଏପ୍ରିଲ ୨୨, ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛି ସୈଫୁଲ୍ଲା କସୁରୀ। ଏହାର କଡ଼ା ଜବାବ ଦେଇ ଭାରତ ମେ ୨୦୨୫ରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅପରେସନ୍ ଅଧୀନରେ ପାକିସ୍ତାନର ମୁରିଦକେ ଏବଂ ବାହାୱାଲପୁରରେ ଥିବା ଲସ୍କରର ଆତଙ୍କୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ କସୁରୀ ବିଚଳିତ ହୋଇପଡିଥିବା ଭିଡିଓରୁ ସ୍ପଷ୍ଟ ବାରି ହେଉଛି ଏବଂ ସେ ନିଜ ସଂଗଠନର ମନୋବଳ ବଢାଇବା ପାଇଁ ଏଭଳି ପ୍ରଚାର କରୁଛି।
ଭିଡିଓରେ କସୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଧମକ ଦେବା ସହ ଭାରତ ବିରୋଧରେ ‘ଜଳ ଆତଙ୍କବାଦ’ (Water Terrorism)ର ଅଭିଯୋଗ ଆଣିଛି। ଏହା ସହିତ ସେ ଅଯୋଧ୍ୟା ଭଳି ଭାରତର ପ୍ରମୁଖ ହିନ୍ଦୁ ଧାର୍ମିକ ସ୍ଥଳଗୁଡିକୁ ଟାର୍ଗେଟ କରିବା ନେଇ ମଧ୍ୟ ଇଙ୍ଗିତ ଦେଇଛି, ଯାହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର ବୋଲି କୁହାଯାଉଛି। କସୁରୀ ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ, ତାଙ୍କ ସଂଗଠନ ପାକିସ୍ତାନ ସେନା ସହ ମିଶି କାମ କରୁଛି। ଏହି ଧମକ ପରେ ଭାରତର ପଶ୍ଚିମ ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।
ଶ୍ରୀନଗର: ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ। ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ଜମ୍ମୁ ଏବଂ କଶ୍ମୀରରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଥିବା ନେଇ ଖବର ମିଳିଥିଲା। ଏବେ ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା। ଏହି ଏନକାଉଣ୍ଟର ଆଜି ଶ୍ରୀନଗରର ଲିଡବାସ ଅଞ୍ଚଳରେ ହୋଇଥିଲା।
ହାଶିମ ମୂସାକୁ କେବଳ ପହଲଗାମ ଆକ୍ରମଣର ଷଡଯନ୍ତ୍ରକାରୀ ଭାବରେ ବିବେଚନା କରାଯାଉନଥିଲା, ବରଂ ସେ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣ ପାଇଁ ମଧ୍ୟ ଦାୟୀ ଥିଲା। ସୋନମାର୍ଗର ଜେଡ୍-ମୋର୍ହ ଟନେଲ୍ ନିକଟରେ ହୋଇଥିବା ଆକ୍ରମଣରେ ୬ଜଣ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ମଧ୍ୟ ଲସ୍କର ସହିତ ଜଡିତ ଆତଙ୍କବାଦୀମାନେ କରିଥିଲେ। ଏଥିରେ ହାଶିମ ମୂସା ମଧ୍ୟ ସାମିଲ ଥିଲା।
ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇଲା ରୁଷ
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତର ଯେକୌଣସି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଛନ୍ତି । ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଯେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାର ରହିଛି, କିନ୍ତୁ ଏହା ଯେପରି ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ରୂପ ନ ନିଏ ତାହା ପ୍ରତି ଉଭୟ ଦେଶ ଯତ୍ନବାନ ହେବା ଉଚିତ। ପୁଟିନ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଥିଲେ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ଆଲୋଚନା ସମୟରେ ରୁଷ ରାଷ୍ଟ୍ରପତି ଜୋର ଦେଇଥିଲେ ଯେ ଆକ୍ରମଣ ପଛରେ ଥିବା ବ୍ୟକ୍ତି ଏବଂ ସେମାନଙ୍କ ସମର୍ଥକମାନଙ୍କୁ ନ୍ୟାୟ ଦିଆଯିବା ଉଚିତ। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାୟ ଦୁଇ ସପ୍ତାହ ପରେ ପୁଟିନ ଭାରତକୁ ସମର୍ଥନ କରିଛନ୍ତି।
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ନିଜର ସବୁ ତନ୍ତ୍ରକୁ ଲଗାଇ ଦେଇଥିଲା। ଆତଙ୍କବାଦୀ ପଠାଇ ଏହି ଆତଙ୍କୀ ରାଷ୍ଟ୍ର ଜମ୍ମୁ-କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୈସରନରେ ୨୬ ନିରୀହଙ୍କ ଜୀବନ ନେଇଥିଲା। ହିନ୍ଦୁଙ୍କ ରକ୍ତରେ ହୋଲି ଖେଳି ଘାଟୀକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ ସେନା ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିଲା। ଏଥିପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲଇଟି)ସହାୟତା ନେଇଥିଲା। ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇଣ୍ଟର-ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏହି ଆତଙ୍କବାଦୀ ସଂଗଠନକୁ ସହଯୋଗ କରିଥିଲା। ପାକିସ୍ତାନ ସେନା, ଆଇଏସଆଇ ଏବଂ ଏଲଇ୍‌ଟି ମିଳିତ ଷଡ଼ଯନ୍ତ୍ର କରି ପହଲଗାମରେ ଆତଙ୍କ ସୃଷ୍ଟି କରିଥିଲେ। ଏହି ଆକ୍ରମଣର ତଦନ୍ତ କରୁଥିବା ଏନ୍‌ଆଇଏର ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଏହି ସୂଚନା (ସୂତ୍ରରୁ) ସୂଚନା ମିଳିଛି। ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ଘାଟୀରେ ଲଜିଷ୍ଟିକ ସହାୟତା ଦେଇଥିବା ତୃଣମୂଳସ୍ତରର (ଓଜିଡବ୍ଲ୍ୟୁ)ର ୨୦ କର୍ମୀଙ୍କୁ ଏନଆଇଏ ଚିହ୍ନଟ କରିଛି। ଏମାନଙ୍କୁ ଏବେ ଜେରା କରାଯାଉଛି।
ପ୍ରମୁଖ ୨ ଓଜିଡବ୍ଲ୍ୟୁ ନିସାର ଅହମ୍ମଦ ଓରଫ ହାଜି ଏବଂ ମୁସ୍ତାକ ହୁସୈନକୁ ଗିରଫ କରି ଜମ୍ମୁର କୋଟ ଭଲୱାଲ ଜେଲ୍‌ରେ ରଖାଯାଇଛି। ଏଠାରେ ଉଭୟଙ୍କୁ ଜେରା କରାଯାଉଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଦୁଇ ଜଣ ଆତଙ୍କବାଦୀ ସଂଗଠନ ଏଲଇଟିର ସହଯୋଗୀ। ପୂର୍ବରୁ ୨୦୨୩ରେ ଭଟା ଧୁରିଆନ ଏବଂ ଟୋଟାଗଲିରେ ସେନା କନଭୟେ ଉପରେ ଆକ୍ରମଣ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଏନ୍‌ଆଇଏ ତଦନ୍ତରୁ ଜଣାପଡ଼ିଛି ଯେ ଆଇଏସଆଇ, ସେନା ସହିତ ପାକିସ୍ତାନୀ ନେତଙ୍କ ନିର୍ଦ୍ଦେଶ ଏବଂ ସହଯୋଗରେ ଏଲ୍‌ଇଟି ଏହି ଆତଙ୍କବାଦୀ ଆକ୍ରମଣର ପାଇଁ ଷଡ଼ଯନ୍ତ୍ର କରିଥିଲା। ପହଲଗାମ ଆକ୍ରମଣର ଦୁଇ ପ୍ରମୁଖ ସନ୍ଦିଗ୍ଧ ହସିମ ମୁସା ଓରଫ ଅଲିଅସ ସୁଲେମାନ ଏବଂ ଅଲି ଭାଇ ଓରଫ ତଲ୍ହା ଭାଇ ପାକିସ୍ତାନୀ ନାଗରିକ ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ। ସୀମା ଆର ପଟୁ ଏହି ଆତଙ୍କବାଦଙ୍କୁ ସବୁ ନିର୍ଦ୍ଦେଶ ମିଳୁଥିଲା। ଲଜିଷ୍ଟିକ, ସମୟ ଏବଂ ଆକ୍ରମଣ ବିଷୟରେ ସବୁ ସୂଚନା ମିଳୁଥିଲା।
ସୂଚନା ଅନୁଯାୟୀ, ଆକ୍ରମଣରେ ସାମିଲ ଆତଙ୍କବାଦୀ ସପ୍ତାହେ ତଳେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ଓଜିଡବ୍ଲ୍ୟୁଙ୍କ ଏକ ନେଟୱର୍କ ଏହି ଆତଙ୍କବାଦୀଙ୍କୁ ଆଶ୍ରୟସହିତ ଯୋଗାଯୋଗରେ ସହାୟତା ଏବଂ ଅନ୍ୟ ସବୁର ସୂଚନା ଦେଇଥିଲା। ଏହି ଆତଙ୍କବାଦୀ ଗତ ୧୫ ତାରିଖରେ ପହଲଗାମରେ ପହଞ୍ଚି ଥିଲେ। ପରେ ବୈସରନ, ଅରୁ, ବିତାବ ଉପତ୍ୟକା ଏବଂ ଏକ ସ୍ଥାନୀୟ ପାର୍କ ବୁଲି ତଲାସୀ ନେଇଥିଲେ। ସୁରକ୍ଷା ନ ଥିବାରୁ ସେମାନେ ବୈସରନକୁ ଆକ୍ରମଣ ପାଇଁ ଧରିଥିଲେ। ଏନ୍‌ଆଇଏ ଆକ୍ରମଣସ୍ଥଳରୁ ୪୦ କ୍ୟାଟ୍ରିଜ ଜବତ କରିଛି। ବାଲିଷ୍ଟିକ ଏବଂ କେମିକାଲ ବିଶ୍ଳେଷଣ ପାଇଁ ଏହାକୁ ପଠାଇ ଦିଆଯାଇଛି। ସେହିପରି ପହଲଗାମର ୩ଡି ମ୍ୟାପିଂ ମଧ୍ୟ କରାଯାଇଛି। ନିକଟସ୍ତ ମୋବାଇଲ ଟାୱାରର ‘ଡମ୍ପ ଡାଟା’ ଯାଞ୍ଚ କରାଯାଉଛି। ଆକ୍ରମଣ ଦିନ ବୈସରନ ଅଞ୍ଚଳରେ ତିନୋଟି ସାଟେଲାଇଟ ଫୋନ୍‌ ସକ୍ରିୟ ଥିଲା ବୋଲି ମଧ୍ୟ ସୂଚନା ମିଳିଛି। ଏଥିରୁ ୨ଟି ସିଗ୍‌ନାଲର ବିଶ୍ଳେଷଣ କରାଯାଇଛି। ଏ ପର୍ଯ୍ୟନ୍ତ ଆକ୍ରମଣକୁ ନେଇ ୨୮୦୦ ଜଣଙ୍କୁ ଜେରା କରାଗଲାଣି। ୧୫୦ ଜଣଙ୍କୁ ହେପାଜତକୁ ନିଆଯାଇଛି। ଏମାନଙ୍କ ମଧ୍ୟରେ ଜମାତ-ଇ-ଇସଲାମି ଏବଂ ହୁରିୟତର ସଦସ୍ୟ ସାମିଲ ଅଛନ୍ତି। ପହଲଗାମ ଆକ୍ରମଣ ଏବଂ ରାଜୋରି-ପୁଞ୍ଚ କନଭୟ ଉପରେ ଗୁଳିମାଡ଼ ମଧ୍ୟରେ ସମ୍ବନ୍ଧ ରହିଛି ବୋଲି ଅଧିକାରୀ ଆଶଙ୍କା କରୁଛନ୍ତି। ଅନ୍ୟପଟେ ଆତଙ୍କବାଦୀଙ୍କୁ ଧରିବା ପାଇଁ ୧୦ ଦିନ ହେଲା କଶ୍ମୀର ଜଙ୍ଗଲରେ ସେନା ଅଭିଯାନ ଜାରି ରଖିଛି।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଦେଇଛନ୍ତି। ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ମରିୟମ ନୱାଜ, ବିଲାୱାଲ ଭୁଟ୍ଟୋଙ୍କ ସମେତ ଅନେକ ପାକିସ୍ତାନୀ ନେତା ଏବଂ ମନ୍ତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏହା ପୂର୍ବରୁ ଭାରତ ସରକାର ୧୬ଟି ପ୍ରମୁଖ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲେ।
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଲି ଭାଇ ଏବଂ ଆଦିଲ ହୁସେନ ଠୋକରଙ୍କ ସହିତ ହାସିମ ମୁସା ଓରଫ ସୁଲେମାନର ନାମ ସାମିଲ ଅଛି। ଆତଙ୍କବାଦୀ ହାସିମ ମୁସା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏହାର ପାକିସ୍ତାନ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ଯାହା ଉପରେ ଜାମ୍ମୁ ଏବଂ କାଶ୍ମୀର ପୁଲିସ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖିଛି। ଭାରତର ଗୁଇନ୍ଦା ସଂସ୍ଥା ହାସିମ ମୂଷା ବିଷୟରେ ବହୁତ ସୂଚନା ପାଇଛି। ହାସିମ ମୁସା ପାକିସ୍ତାନୀ ସେନାର ସ୍ୱତନ୍ତ୍ର ବାହିନୀର ପୂର୍ବତନ ପାରା କମାଣ୍ଡୋ। ମୂଷା ପାଖରେ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲା। ମୁସା ଲସ୍କର-ଏ-ତୈବା ସହିତ ଘନିଷ୍ଠ ଭାବରେ କାମ କରେ।ସେ ଲସ୍କରର ଜଣେ ଅତ୍ୟନ୍ତ ଭୟଙ୍କର ଆତଙ୍କବାଦୀ। ମୁସା ସେନାର ସ୍ୱତନ୍ତ୍ର ବାହିନୀ ପରି ପହଲଗାମରେ ଏହି ଜଘନ୍ୟ ଅପରାଧ ଘଟାଇଥିଲା
ଭାରତୀୟ ଗୁଇନ୍ଦା ସଂସ୍ଥା ଅନୁଯାୟୀ, ଏହା ସମ୍ଭବ ଯେ ମୁସାକୁ ପାକିସ୍ତାନର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ ମାଧ୍ୟମରେ ଲସ୍କରର ପହଲଗାମ୍ ମିଶନ୍ ପରିଚାଳନା କରିବାର ଦାୟିତ୍ୱ ଦିଆଯାଇଥାଇପାରେ। ମୁସା ଜଣେ ଉଚ୍ଚ ପ୍ରଶିକ୍ଷିତ ବାହିନୀ ସୈନିକ। ହାସିମ ମୁସା  ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପରିଚାଳନା କରିବା ସହିତ ଯେକୌଣସି ବ୍ୟକ୍ତିଙ୍କ ସହିତ ମୁହାଁମୁହିଁ ଲଢ଼ିବାରେ ପାରଙ୍ଗମ। ମୁସା ଅତ୍ୟାଧୁନିକ ନାଭିଗେସନ୍ ସିଷ୍ଟମ ପରିଚାଳନାରେ ପାରଙ୍ଗମ, ଯାହା ଫଳରେ ଏଜେନ୍ସିଗୁଡ଼ିକ ପାଇଁ ତାଙ୍କୁ ଟ୍ରାକ୍ କରିବା କଷ୍ଟକର ହୋଇପଡୁଛି। ମୁସାର ବ୍ୟାଗ୍ରାଉଣ୍ଡ ଯାଞ୍ଚ କରିବା ପରେ, ଜମ୍ମୁ ଏବଂ କାଶ୍ମୀର ପୁଲିସ ଲସ୍କର ପାଇଁ ଓଭରଗ୍ରାଉଣ୍ଡ କର୍ମୀ ଭାବରେ କାମ କରୁଥିବା ୧୦ରୁ ଅଧିକ ସନ୍ଦିଗ୍ଧ ଲୋକଙ୍କୁ ଅଟକ ରଖିଛି। ୨୦୨୪ ମସିହା ଅକ୍ଟୋବର ମାସରେ କାଶ୍ମୀରର ଗଣ୍ଡେରବଲର ଗଗନଗିରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ମୁସା ସାମିଲ ଥିଲା।
ସେହିପରି ଏହି ଆକ୍ରମଣରେ ସାମିଲ ଥିବା ତିନି ଜଣ ଆତଙ୍କବାଦୀଙ୍କୁ ଆସିଫ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି। ଏହି ଆତଙ୍କବାଦୀମାନେ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF) ନାମକ ଏକ ଆତଙ୍କବାଦୀ ସଂଗଠନ ସହିତ ଜଡିତ, ଯାହା ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଇବାର ଏକ ଶାଖା। ପହଲଗାମରୁ ୬ କିଲୋମିଟର ଦୂରରେ ଅବସ୍ଥିତ ବୈସାରଣ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଏହି ଲୋକମାନେ ହଠାତ୍‌ ଗୁଳି ଚଳାଇଥିଲେ।
ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପ୍ରାୟ ପରିସ୍ଥିତି ସୃଷ୍ଟି ହୋଇଛି। ପହଲଗାମ୍‌ ପର୍ଯ୍ୟଟକ ଆକ୍ରମଣ ଘଟଣାରେ କଶ୍ମୀରରେ ସକ୍ରିୟ ରହିଥିବା ‘ ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ’ ନିଜକୁ ଦାୟୀ କରିଥିଲା। ଏହି ସଂଗଠନ ପାକିସ୍ତାନର ଲସ୍କର ଆତଙ୍କୀ ସଂଗଠନ ସହିତ କାର୍ଯ୍ୟ କରୁଥିବାରୁ ଆକ୍ରମଣ ଘଟଣା ପଛରେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଭାରତ ସରକାରଙ୍କ ପକ୍ଷରୁ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ କରାଯିବା ସହିତ ପାକିସ୍ତାନ ବିରୋଧରେ ଅନ୍ୟାନ୍ୟ ୫ଟି ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏତିକିରେ ବି କଥା ଶେଷ ହୋଇ ନାହିଁ। ପାକିସ୍ତାନର ଆତଙ୍କବାଦ ଇଲାକାକୁ ଧୂଳିସାତ୍‌ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଙ୍କାର ଦେବା ପରେ ଏବେ ପାକିସ୍ତାନ ବିରୋଧରେ ଯୁଦ୍ଧ ଆଶଙ୍କା ବଢିଛି। ସେପଟେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ହୁଙ୍କାର ଦେବାକୁ ପଛାଇ ନାହିଁ। ଯଦି ଭାରତ କିଛି ପଦକ୍ଷେପ ନେବ ତେବେ ପାକିସ୍ତାନ କ’ଣ ଚୁପ୍‌ ହୋଇ ବସିବ କି ବୋଲି ସେଠାକାର ବହୁ ନେତା ପ୍ରଶ୍ନ କରିଛନ୍ତି। ଏପରିକି ଘୋରୀ,ସାହିନ ଏବଂ ଗଜନଭି ଭଳି ୧୩୦ ପରମାଣୁ ଅସ୍ତ୍ରକୁ ପାକିସ୍ତାନ କ’ଣ ପ୍ରଦର୍ଶନ ପାଇଁ ରଖିଛି କି ବୋଲି ପାକିସ୍ତାନ ରେଳମନ୍ତ୍ରୀ ହାନିଫ୍‌ ଆବାସୀ ଭାରତକୁ ଧମକ ଦେଇ କହିଛନ୍ତି।
ତେବେ ଭାରତ –ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ ତେବେ ଏହାର ପରିଣତି ଦ୍ବିତୀୟ ବିଶ୍ବଯୁଦ୍ଧ ଠାରୁ ଭୟଙ୍କର ହେବ ବୋଲି ଏବେ ସାମରିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି। ‘ଫେଡେରସନ ଅଫ୍‌ ଆମେରିକାନ ସାଇଣ୍ଟିଷ୍ଟ’ର ବୈଜ୍ଞାନିକମାନେ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ପ୍ରାୟ ସମାନ ସଂଖ୍ୟକ ପରମାଣୁ ଅସ୍ତ୍ର ରହିଛି। ପାକିସ୍ତାନ ନିକଟରେ ୧୭୦ ପରମାଣୁ ଅସ୍ତ୍ର ରହିଥିଲା ବେଳେ ଭାରତ ନିକଟରେ ୧୮୦ ପରମାଣୁ ଅସ୍ତ୍ର ରହିଛି। ଯଦିଓ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା କମ୍‌ ରହିଛି, ତଥାପି କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରିଣତିକୁ ବଳିଯିବ ବୋଲି ସେମାନେ କହିଛନ୍ତି।
ସେହିପରି ୟୁନିଭର୍ସିଟି ଅଫ୍‌ କଲୋରାଡୋର ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ସପ୍ତାହକ ମଧ୍ୟରେ ଅନ୍ୟୂନ ୭ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ଏହାପରେ ପରମାଣୁ ଅସ୍ତ୍ର ପ୍ରାୟୋଗରେ ପ୍ରାୟ ୮୦ ବିଲିୟନ ପାଉଣ୍ଡ କଳାଧୂଆଁ ସୃଷ୍ଟି ହେବ ଯାହାକି ବାୟୁମଣ୍ଡଳକୁ ଭାରୀ ମାତ୍ରାରେ ପ୍ରଭାବିତ କରିବ। ସ୍ଥିତି ଏଭଳି ହେବ ଯେ, ମାସ ମାସ ଧରି ଧରା ପୃଷ୍ଠରେ ସୂର୍ଯ୍ୟକିରଣ ପଡ଼ିବ ନାହିଁ ଏବଂ ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇବ। ଯାହା ପୁଣି ଏକ ବରଫ ଯୁଗ ସୃଷ୍ଟି କରିବ। ଏଭଳି ସ୍ଥିତିରେ ୫୦ରୁ ୧୨୫ ନିୟୁତ ଲୋକଙ୍କ ମୃତ୍ୟୁ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।
NIA ର ବଡ଼ ଖୁଲାସା: ଆତଙ୍କୀ ବ୍ୟବହାର କରିଛନ୍ତି ଚୀନ୍ ମେସେଜିଂ ଆପ୍ ଓ ସାଟେଲାଇଟ ଫୋନ୍ !
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ସାମିଲଥିବା ଆତଙ୍କୀମାନେ ଯୋଗାଯୋଗ  ଓ କଥାବର୍ତ୍ତା ପାଇଁ ଚୀନ୍ ମେସେଜିଂ ଆପ୍ ବ୍ୟବହାର କରିଥିଲେ। ଏହି ଆପ୍ ଏନକ୍ରିପ୍ଟେଡ୍ । ଏଥିରେ କଥା ହୋଇଥିବା ବାର୍ତ୍ତା ଜାଣିବା କଷ୍ଟକର। ଏହି ଆପକୁ ୨୦୨୦ ମସିହାରୁ ଭାରତରେ ବ୍ୟାନ କରାଯାଇଛି। ଆହୁରି ମଧ୍ଯ ଜଣା ପଡ଼ିଛି ଯେ, ଆକ୍ରମଣ ଘଟିଥିବା ସ୍ଥଳରେ ଚାଇନିଜ ସାଟେଲାଇଟ ଫୋନ ବ୍ୟବହାର କରାଯାଇଛି। ବର୍ତ୍ତମାନ ଏହି ଆଧାରରେ ପହଲଗାମରେ ହୋଇଥିବା ବର୍ବର କାଣ୍ଡର ଷଡ଼ଯନ୍ତ୍ରକୁ ଧରିବା ପାଇଁ ତଦନ୍ତକାରୀ ସଂସ୍ଥା ତନାଘନା ଆରମ୍ଭ କରିଦେଇଛି।
ଏହି ଡିଭାଇସ କିପରି କାମ କରିଥାଏ-
ବର୍ତ୍ତମାନ ଏହି ଡିଭାଇସ  ଆତଙ୍କବାଦୀ ଗୋଷ୍ଠୀମାନେ ମଧ୍ଯ ବ୍ୟବହାର କରୁଛନ୍ତି। ଯୋଗାଯୋଗ ଉପକରଣଗୁଡ଼ିକ ଏନକ୍ରିପ୍ଟେଡ୍। ଅର୍ଥାତ ଆପଣଙ୍କର ସମସ୍ତ ଡାଟାକୁ ରିକୋଭରି କରିବାକୁ ଚାହଁଲେ ତାହା କ୍ଷଣିକ ମଧ୍ଯରେ ନଷ୍ଟ ହୋଇଯିବ। ଏହା ଫଳରେ ବିଭିନ୍ନ ଛାନଭିନରୁ କିଛି ସୁରାକ ମିଲି ନ ଥାଏ।
ଏହି ଡିଭାଇସ ବ୍ୟବହାର କରାଯାଉଥିବା ଟେକ୍ନୋଲୋଜି
-ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ (E2EE): ମେସେଜଗୁଡ଼ିକୁ ଏପରି କରାଯାଇଥାଏ ଯେ କେବଳ ପ୍ରେରକ ଏବଂ ଗ୍ରହଣକାରୀ ସେଗୁଡ଼ିକୁ ଡିକୋଡ୍ କରିପାରିବେ।
-କ୍ୱାଣ୍ଟମ୍-ପ୍ରତିରୋଧୀ ଆଲଗୋରିଦମ୍: ଉନ୍ନତ ଏନକ୍ରିପ୍ସନ୍ ଯାହାକୁ କ୍ୱାଣ୍ଟମ୍ କମ୍ପ୍ୟୁଟର୍ ମଧ୍ୟ କ୍ରାକ୍ କରିପାରିବ ନାହିଁ।
-ଷ୍ଟେଗାନୋଗ୍ରାଫି: ଚିତ୍ର , ଭିଡିଓ ଭଳି ନିର୍ଦ୍ଦିଷ୍ଟ ଫାଇଲର ବାର୍ତ୍ତା ଗୁଡ଼ିକ ମଧ୍ୟ ଲୁଚାଇବାରେ ସାହାଯ୍ୟ କରିଥାଏ…
-ଏହି ଟେକ୍ନୋଲୋଜିରେ ବର୍ଷ୍ଟ ଟ୍ରାନ୍ସମିଟର ମାଧ୍ୟମରେ କାମ କରେ। ବର୍ଷ୍ଟ ଟ୍ରାନ୍ସମିଟର କାମ ହେଉଛି  ମିଲି ସେକେଣ୍ଡରେ ଡାଟା ପଠାଇବା ଓ ନଷ୍ଟ କରିବା। ଏଥିରେ ଫ୍ରିକ୍ୱେନ୍ସି ହପିଂ ମଧ୍ୟ ଅନ୍ତର୍ଭୁକ୍ତ। ଯେଉଁଥିରେ ଜାମ୍ କିମ୍ବା ଗୁପ୍ତଚରକୁ ଏଡାଇବା ପାଇଁ ରେଡିଓ ଫ୍ରିକ୍ୱେନ୍ସିକୁ ଦ୍ରୁତ ଗତିରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ।
ଖବର ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାକିସ୍ତାନ ନିରପକ୍ଷେ ତଦନ୍ତରେ ସହଯୋଗ କରିବ ବୋଲି କହୁଛି ତ ଆଉ କେତେବେଳେ ମଧ୍ୟସ୍ଥତା ପାଇଁ ବିଦେଶର ଶରଣ ପଶୁଛି। ପହଲଗାମ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ଋଷ ଓ ଚୀନ ସାମିଲ ହୁଅନ୍ତୁ ବୋଲି ପାକିସ୍ତାନ ଚାହୁଁଥିବା ଜାତୀୟ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା।
ପହଲଗାମ ଆକ୍ରମଣ ଘଟଣା: ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ..
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ଘଟଣା। ଆଜି ବସିବ ଜାମୁ ଓ କାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ଏନେଇ ବିଜ୍ଞପ୍ତି ଜାରି କରିଥିଲେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଜାମୁରେ ବସିବାକୁ ଥିବା ଅଧିବେଶନରେ ପହଲଗାମ ଆକ୍ରମଣ ପ୍ରସଙ୍ଗ ଆଲୋଚନା କରାଯିବ। ଅଧିବେଶନରେ ଆତଙ୍କବାଦକୁ ବିରୋଧ କରି ପ୍ରସ୍ତାବ ଗ୍ରହଣ କରାଯିବା ସମ୍ଭାବନା ରହିଛି। ଏହା ସହ ଗୃହରେ ବିଭିନ୍ନ ଦଳର ନେତାମାନେ ଆତଙ୍କବାଦ ହମଲା ପ୍ରସଙ୍ଗରେ ଆଲୋଚନା କରିବେ।
ଏହି ଅଧିବେଶନ କାଳରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା ହେବ ନାହିଁ। ଜାମୁ ଓ କାଶ୍ମୀର ପୁନର୍ଗଠନ ଆଇନ ୨୦୧୫ ଅନୁସାରେ ଏହି ଅଧିବେଶନ ଡକାଯାଉଛି। କ୍ୟାବିନେଟର ଅନୁରୋଧ କ୍ରମେ ଅଧିବେଶନ ଆହୂତ କରିଛନ୍ତି ଏଲଜି। ପହଲଗାମ ହମଲାରେ ୨୬ ଜଣଙ୍କ ମୃତ୍ଯୁ ଘଟିବା ପରେ ସାରା ଜାମୁ ଓ କାଶ୍ମୀରରେ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ କରାଯାଉଛି ବିକ୍ଷୋଭ।ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।
ସୀମାରେ ଗର୍ଜିଲା ଅର୍ଜୁନ ଟ୍ୟାଙ୍କ୍, ଭୟଭୀତ ପାକିସ୍ତାନ !
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡ଼ରେ।  ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଭାରତର ଏହି କଠୋର ମନୋଭାବ ଦେଖି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନରେ ଚହଳ ପଡ଼ିଛି। ତେବେ ପାକିସ୍ତାନ ଉପରେ ଆଟାକ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଛି। ଯାହା ପାକିସ୍ତାନକୁ ଅଧିକ ଛାନିଆ କରିଦେଇଛି। ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ଜୋରଦାର କରିବା ସହ ଆନ୍ତର୍ଜାତୀୟ ସୀମାରେ ବୃହତ୍ ସାମରିକ ଅଭ୍ୟାସ କରିଛି।
ସେନା ପାକିସ୍ତାନ ସୀମା ନିକଟରେ ଘାତକ ଅର୍ଜୁନ ଟ୍ୟାଙ୍କ ସହ ଅଭ୍ୟାସ କରିଛି। ଆଉ ଏପରି ଦେଖି ପାକିସ୍ତାନର ନିଦ ହଜିଯାଇଛି। ଏହା ଦେଖି ପାକିସ୍ତାନରେ ଆତଙ୍କ ଓ ବିଚଳିତ ପରିବେଶ ସୃଷ୍ଟି ହୋଇଛି। ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ପାଇଁ ବୃହତ୍ ପଦକ୍ଷେପ ନେଇଛି। ଜୟସଲମେର ସୀମାରେ ସେନା ଅର୍ଜୁନ ଟ୍ୟାଙ୍କ ସହ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି। ସେନା ଜବାନମାନେ ଅର୍ଜୁନ ଟ୍ୟାଙ୍କ ସହ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସ ପାକିସ୍ତାନ ସୀମା ନିକଟରେ ହୋଇଛି। ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନୀ ସେନାର ମୁଜାଫରାବାଦରେ ବୃହତ୍ ଗତିବିଧି ଦେଖାଯାଇଛି। ଜଣାପଡ଼ିଛି ଯେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା (ଏଲଓସି)ରେ ଜବାନମାନଙ୍କୁ ଏକତ୍ର କରିବାରେ ଲାଗିଛି। ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆତଙ୍କବାଦୀମାନଙ୍କୁ, ତାଙ୍କ ପୃଷ୍ଠପୋଷକଙ୍କୁ ଏବଂ ସମର୍ଥକଙ୍କୁ ପିଛା କରାଯିବ ଏବଂ ବିଶ୍ୱର ଯେ କୌଣସି କୋଣରେ ସେମାନଙ୍କଠାରୁ ପ୍ରତିଶୋଧ ନିଆଯିବ।
ଘେରାବନ୍ଦୀ ଅଭିଯାନ ଆରମ୍ଭ, ଅନନ୍ତନାଗରେ ୧୭୫ ଜଣ ସନ୍ଦିଗ୍ଧ ଅଟକ..
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ-କାଶ୍ମୀର ପୁଲିସ ସେନା, ସିଆରପିଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସହିତ ମିଶି ସମ୍ବେଦନଶୀଳ ଅଞ୍ଚଳରେ ଏକ ବଡ଼ ଧରଣର ତଲାସୀ ଏବଂ ଘେରାବନ୍ଦୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ, ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି।ଏପର୍ଯ୍ୟନ୍ତ ପ୍ରାୟ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ନେଟୱାର୍କକୁ ଭାଙ୍ଗିବା ପାଇଁ ସେମାନଙ୍କୁ ପଚରାଉଚରା କରାଯାଉଛି।
ଜିଲ୍ଲା ପୁଲିସ  ସୂଚନା ଦେଇ କହିଛନ୍ତି ଯେ, ପହଲଗାମ ଘଟଣା ପରେ ଆତଙ୍କବାଦ ତଥା ଏହାର ଇକୋସିଷ୍ଟମକୁ ରୋକିବା ପାଇଁ ସେନା, CRPF ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ମିଳିତ ସହଯୋଗରେ ପୋଲିସ ଅନନ୍ତନାଗ ଜିଲ୍ଲାରେ ବ୍ୟାପକ ସର୍ଚ୍ଚ ଏବଂ କର୍ଡନ ଅପରେସନ ଆରମ୍ଭ କରିଛି । ଦିନ ରାତି ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କୀ କାର୍ଯ୍ୟକଳାପରେ ସହାୟତା କରୁଥିବା ନେଟଓ୍ବାର୍କକୁ ଭାଙ୍ଗିବାକୁ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।
ନୂଆଦିଲ୍ଳୀ : ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣ ଓ ୨୬ ଜଣ ପର୍ଯ୍ୟଟକଙ୍କୁ ଜଘନ୍ୟ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ହତ୍ୟାକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶରେ ସ୍ୱର ଜୋର୍‌ ଧରିଥିବା ବେଳେ ଭାରତ ସରକାର ଗତକାଲି ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ପାକିସ୍ତାନ ସହିତ ୧୯୬୦ ମସିହାରେ ଜାତିସଂଘ ମଧ୍ୟସ୍ଥତାରେ ସ୍ୱାକ୍ଷରିତ ସିନ୍ଧୁ ନଦୀଜଳ ଚୁକ୍ତିକୁ ବାତିଲ କରାଯାଇଛି। ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଭାରତ ଘୋଷଣା କରିଛି। ସେହିପରି ତିନି ସେନାକୁ ଆଲର୍ଟ ରହିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ମୁହୂର୍ତ୍ତରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।
ଏଥି ସହିତ ଭାରତକୁ ଆସିଥିବା ପାକ୍‌ ନାଗରିକମାନଙ୍କୁ ତୁରନ୍ତ ଭାରତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭାରତ ଗସ୍ତ ପାଇଁ ପାକିସ୍ତାନୀ ନାଗରିକମାନଙ୍କୁ ମିଳିଥିବା ସାର୍କ ଭିସାକୁ ମଧ୍ୟ ବାତିଲ କରାଯାଇଛି। ଅନୁରୂପ ଭାବରେ ଭାରତରେ ଥିବା ପାକ୍‌ ହାଇକମିଶନର ଅଫିସରେ କାର୍ଯ୍ୟ କରୁଥିବା ପରାମର୍ଶଦାତାମାନଙ୍କୁ ଅବାଞ୍ଛିତ ବ୍ୟକ୍ତି ରୂପେ ଘୋଷଣା କରାଯାଇଛି ଓ ୭ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରେ ଭାରତୀୟ ସାମରିକ ଉପଦେଷ୍ଟାମାନଙ୍କୁ ଫେରି ଆସିବା ଲାଗି ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି।
देखिए कितने जाहिल हैं ये पाकिस्तानी
हम मातम में हैं, #pakhighcommission वाले केक काट रहे हैं, क्या ये इंसानियत है?#PahalgamTerroristAttack pic.twitter.com/H3YAznnDXV
— India First – Unfiltered Voice (@indiafirst_uv) April 24, 2025
ଭାରତ ସରକାର ପାକିସ୍ତାନ ହାଇକମିଶନଙ୍କୁ ଦେଶ ଛାଡିବାକୁ ଗତକାଲି ନିର୍ଦ୍ଦେଶ ଦେବା ପରେ ଗୁରୁବାର ସକାଳେ, ପୁଲିସ ପାକିସ୍ତାନ ହାଇକମିସନ ବାହାରେ ଥିବା ବ୍ୟାରିକେଡ୍ ହଟାଇବା ପାଇଁ ପହଞ୍ଚିଥିଲା। ଏହି ସମୟରେ, ହାଇ କମିଶନର ଜଣେ କର୍ମଚାରୀ କେକ୍ ନେଇ ଯାଉଥିବାର ଦେଖାଯାଇଥିଲା।
ପହଲଗାମ ଆକ୍ରମଣ ପରେ ସାରା ଭାରତରେ ଶୋକର ବାତାବରଣ ରହିଛି। କିନ୍ତୁ ପାକିସ୍ତାନ ତାର ନିର୍ଲଜ୍ଜତା ଛାଡ଼ୁନାହିଁ। ପହଲଗାମ ଆକ୍ରମଣର ଦୁଃଖ ମଧ୍ୟରେ, ଜଣେ କର୍ମଚାରୀ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଏକ କେକ୍ ବୋହି ଯାଉଥିବାର ଦେଖାଯାଉଛି। କେକ୍ ବହନ କରୁଥିବା କର୍ମଚାରୀଙ୍କ ଭିଡିଓ ଭାଇରାଲ ହେବା ପରେ, ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯେତେବେଳେ କର୍ମଚାରୀଙ୍କୁ କେକ୍ ନେବାର କାରଣ ଗଣମାଧ୍ୟମ କର୍ମଚାରୀ ପଚାରିଥିଲେ, ସେ କୌଣସି ଉତ୍ତର ଦେଇପାରିଲେ ନାହିଁ।ଯେତେବେଳେ କର୍ମଚାରୀଙ୍କୁ ପଚରାଗଲା ଯେ ପାକିସ୍ତାନ ହାଇକମିଶନରେ ଆକ୍ରମଣର ଉତ୍ସବ ପାଳନ କରାଯାଉଛି କି, ସେ ମୁଣ୍ଡ ତଳକୁ କରି କେକ୍ ଧରି ହାଇକମିଶନ ଭିତରକୁ ଚାଲିଗଲେ।