elephant death - The Sakala
ଦୀର୍ଘ ୧୫ଦିନ ଧରି ମୃତ୍ୟୁ ସହ ଲଢେଇ ପରେ ଜୀବନ ହାରିଲା ଅସୁସ୍ଥ ହାତୀ
ବାରିପଦା: ଜୀବନ ଓ ମୃତ୍ୟୁ ସଂଗ୍ରାମ ଯୁଦ୍ଧରେ ଶେଷରେ ଜୀବନ ହାରିଲା ହାତୀ। ଶନିବାର ଦିନ ମୃତ୍ୟୁ ଘଟିଥିବା ବିଶେଷ ସୁତ୍ରରୁ ସୂଚନା। ବନ ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ସାର୍ବଜନୀନ କରିନଥିବା ଅଭିଯୋଗ ହେଉଛି। ସେପଟେ ଚିକିତ୍ସାରେ ବିଳମ୍ବ ନେଇ ଉଠିଥିଲା ପ୍ରଶ୍ନ। ଘଟଣା ଅନୁସାରେ ଗତ ୧୧ ତାରିଖରେ ଝାଡ଼ଖଣ୍ଡର ଏକ ହାତୀପଲରୁ ଗୋଠଛଡ଼ା ହୋଇଥିବା ମାଈହାତୀ ନୀଳଗିରିରେ ବିସ୍ଫୋରକ ଖାଇ କ୍ଷତାକ୍ତ ହୋଇଥିଲା। ବନ ବିଭାଗ କର୍ମଚାରୀମାନେ ଟ୍ରାଙ୍କୁଲାଇଜ୍‌ କରି ଡାକ୍ତରୀ ଟିମ୍‌ ସହ ଚିକିତ୍ସା ଆରମ୍ଭ କରିଥିଲେ। ପରେ ତାକୁ ଶିମିଳିପାଳ ଜାତୀୟ ଉଦ୍ୟାନ ଉତ୍ତର ଡିଭିଜନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ତାଳବନ୍ଧ ରେଞ୍ଜ କାନଛିଣ୍ଡା ପ୍ରାଣୀ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଥିଲା। ହାତୀର ଜିଭ ଏକ ତୃତୀୟାଂଶ ଛିଣ୍ଡି ଯାଇଥିବା ବେଳେ ସଂକ୍ରମଣ ବୃଦ୍ଧି ପାଇଥିଲା। ଶେଷରେ ଦୀର୍ଘ ୧୫ଦିନର ମୃତ୍ୟୁ ସହ ଲଢେଇ ପରେ ଶନିବାର ସକାଳ ସମୟରେ ଜୀବନ ହାରିଛି ହାତୀ। ପରବର୍ତ୍ତୀ ସମୟରେ ବାରିପଦା ବନ ବିଭାଗ ପକ୍ଷରୁ ପୋଷ୍ଟମୋଟମ ମଧ୍ୟ ସରିଥିବା ସୂଚନା ମିଳିଛି। ସେପଟେ ହାତୀ ମୃତ୍ୟୁ ନେଇ ବନ ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଉନଥିବା ନେଇ ବନ ବିଭାଗର କାର୍ଯ୍ୟନୁଷ୍ଠାନ ଉପରେ ପ୍ରଶ୍ନ ଉଠୁଛି।
ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରୁ ମାଈ ହାତୀ ଛୁଆର ମୃତଦେହ ଠାବ
ବାରିପଦା: ରବିବାର ସକାଳେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଧୀନସ୍ଥ ଗୋଲାମୁଣ୍ଢାକାଟା ନିକଟରେ ଏହି ହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀଟିର ବୟସ ପ୍ରାୟ ୫ ବର୍ଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ହାତୀ ପଲ ବୁଲୁଥିବାର ସୂଚନା ରହିଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ହଠାତ୍ ହାତୀଟିର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହି ହାତୀକୁ ମିଶାଇ ବାଙ୍ଗରିପୋଷି ରେଞ୍ଜରେ ଏଇ କିଛି ମାସ ଭିତରେ ୩ଟି ହାତୀର ମୃତ୍ୟୁହୋଇ ସାରିଲାଣି ।
ଧାନ ଜମିରୁ ମାଈହାତୀର କ୍ଷତବିକ୍ଷତ ମୃତଦେହ ଠାବ
କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏକ ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ହେଲା ହାତୀର ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ୫୦ରୁ ଅଧିକ ହାତୀ କିଛି ଦିନ ହେଲା ବ୍ୟାପକ ଫସଲ ନଷ୍ଟ କରୁଥିଲେ ।  ତେବେ ଆଜି ଏହି ହାତୀପଲ ଭିତରୁ ଏକ ମାଈ ହାତୀର ମୃତଦେହ ଧାନ ଜମିରେ ପଡ଼ିଥିବା ଦେଖିବାକୁ ମିଳିଛି । କେମିତି ହାତୀର ମୃତ୍ୟୁ ହେଲା ଜଣାପଡ଼ି ନଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି।
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ହାତୀ ‘ଯଶୋଦା’
ବାରିପଦା: ଆଖିବୁଜିଲା ହାତୀ ‘ଯଶୋଦା’ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ଗତ ମାସ ୩୦ ତାରିଖରେ ଯଶୋଦା ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେନି ଏହି ସୂଚନା ଦେଇଛନ୍ତି। ତେବେ ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା । ଶିମିଳିପାଳରେ ଯଶୋଦା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ମାଲବାହୀ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ଯୁ
ଢେଙ୍କାନାଳ: ଟ୍ରେନ ଧକ୍କାରେ ଦନ୍ତା ହାତୀ ମୃତ । ମାଲବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସଦର ରେଞ୍ଜ ମେରାମଣ୍ଡଳି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ଦନ୍ତା ହାତୀଟି ରେଳ ଲାଇନ୍ ପାର ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଢେଙ୍କାନାଳ ସଦର ରେଞ୍ଚ ମେରାମଣ୍ଡଳି ଷ୍ଟେସନରେ ୪୯ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିଲେ । ସବୁ ହାତୀ ରାଳ ଲାଇନ ପାର ହୋଇସାରିଥିବା ବେଳେ ଏକ ହାତୀ ରେଳ ଲାଇନ ଉପରେ ରହିଯାଇଥିଲା । ସେତେବେଳେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନ ଉକ୍ତ ଦନ୍ତାକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦନ୍ତାର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଢେ଼ଙ୍କାନାଳ ଡିଏଫଓଙ୍କ ସହ ଅନ୍ୟ ବନ କର୍ମଚାରୀ ଓ ମୋଟଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାରିପଦା ବନଖଣ୍ଡରୁ ପୁଣି ଏକ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ ଦେହକୁ ବନବିଭାଗ ଶୁକ୍ରବାର ସକାଳୁ ଉଦ୍ଧାର କରିଛି। ହାତୀର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବନବିଭାଗ ଅଧିକାରୀମାନେ ପହଂଚି ଅନୁଧ୍ୟାନ ଚଳାଇଛନ୍ତି। ତେବେ ଶିକାର ଉଦ୍ଦେଶ୍ୟରେ ହାତୀର ମୃତ୍ୟୁ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିବା ପରେ ମୃତ୍ୟୁର କାରଣ ଦଣାପଡିବ ।
ମାଈହାତୀ ମୃତ୍ୟୁ ଘଟଣା, ଗଜସାଥୀ ସମେତ ୩ ଗିରଫ
ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନ ଜାମଶୁଳୀ ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈହାତୀ ମୃତ୍ୟୁ ଘଟଣାରେ ଜଣେ ଗଜସାଥୀଙ୍କ ସହିତ ୩ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଧାନଫସଲକୁ ହାତୀପଲ ଦାଉରୁ ରକ୍ଷା କରିବାକୁ ବିଛାଯାଇଥିବା ବିଦ୍ୟୁତତାର ଆଘାତରେ ଗୁରୁବାର ମାଈହାତୀର ମୃତ୍ୟୁ ହୋଇଥିଲା। ଏଥିରେ ଜଣେ ଗଜସାଥୀ ସମେତ ମୋଟ ୩ଜଣ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର ବନବିଭାଗ ପକ୍ଷରୁ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବନ ବିଭାଗରେ ୨ବର୍ଷ ଧରି ଗଜସାଥୀ ଭାବେ କାର୍ଯ୍ୟ କରିଥିବା ପୂର୍ଣ୍ଣଚନ୍ଦ୍ର ମହାନ୍ତ (୩୮), ଦୁଃଖୀଆ ମୁର୍ମୁ (୪୪) ଓ ସୁନ୍ଦର ହେମ୍ବ୍ରମ (୩୫)। ଗିରଫ ସମସ୍ତ ଅଭିଯୁକ୍ତ ଜାମଶୂଳୀ ଗ୍ରାମର ହୋଇଥିବା ବେଳେ ଏହି ଘଟଣାରେ ଏକ କିଲୋମିଟର ଦୂରତା ପର୍ଯ୍ୟନ୍ତ ପୋତାଯାଇଥିବା ଶତାଧିକ ଖୁଣ୍ଟ ଏବଂ ଏଥିରେ ବନ୍ଧାଯାଇଥିବା ଜିଆଇ ତାରକୁ ବନବିଭାଗ ଜବତ କରିଛି।
ଶୁକ୍ରବାର ପୂର୍ବାହ୍ନରେ ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଏସିଏଫ ରବିନାରାୟଣ ମହାନ୍ତି ପହଞ୍ଚି ଗିରଫ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରିଥିଲେ। ରେଞ୍ଜରମନୁୱର ଖାଁ, ବନପାଳ ପ୍ରଶାନ୍ତ ସିଂ ସାମନ୍ତ, ବଡାମପୁର ବନପାଳ ଦୀପକ କୁମାର ପାତ୍ର ପ୍ରମୁଖ ଶୁକ୍ରବାର ଦିନତମାମ ଗିରଫ ଅଭିଯୁକ୍ତ ମାନଙ୍କୁ ଜେରା ଚଳାଇଥିବା ବେଳେ ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ପଚରା ଉଚରା କରିବାରୁ ଉକ୍ତ ଘଟଣାରେ ଅନ୍ୟ ମାନେ ସଂପୃକ୍ତ ଥିବା ନେଇ ସୂଚନା ମିଳିଛି। ସେମାନଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବା ନେଇ ବନ ବିଭାଗ ପକ୍ଷରୁ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର: ଗୋଡ଼ିବାରୀ ଚନ୍ଦକା ଡ଼ମପଡା ଅଭୟାରଣ୍ୟ କୁମାରଖୁଣ୍ଟିର ପାଠ ଶାଳରେ ରହୁଥିବା ଛୁଆ ହାତୀ ‘ମାମା’ର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ‘ମାମା’ର ବୟସ ସାଢେ ସାତ ବର୍ଷ ବୋଲି ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହାର୍ପିସ୍‌ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କୁମକି ଟ୍ରେନିଂ ପାଇଁ ‘ମାମା’କୁ ନନ୍ଦନକାନନରୁ ୨୦୨୩ ମସିହା ମାର୍ଟ୍ଟ ୮ ତାରିଖରେ ଗୋଡ଼ିବାରୀ କୁମାରଖୁଣ୍ଟିକୁ ଅଣାଯାଇଥଲା। ‘ମାମା’କୁ ପ୍ରଥମେ ୨୦୧୭ ମସିହା  ନଭେମ୍ବର ୩ ତାରିଖରେ ଖୋର୍ଦ୍ଧା ରାମେଶ୍ୱରରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା। ତାକୁ ସେତେବେଳେ ୬ ମାସ ବୟସ ହୋଇଥିଲା।
ସଂକଟରେ ଗଜରାଜ: କେଉଁଠି ବିଦ୍ୟୁତ୍ ଆଘାତରେ ତ ଆଉ କେଉଁଠି ରେଳ ଧାରଣାରେ କଟି ହାତୀର ମୃତ୍ୟୁ
ରେଢାଖୋଲ/ବଣାଇଁ: ସଂକଟରେ ଗଜରାଜ । ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀ ମୃତ୍ୟୁବରଣ କରିଛନ୍ତି । ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ହୋଇଥିବାବେଳେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଚରଡପସି ନିକଟସ୍ଥ ଚହଟାପଦା ଠାରେ ୧୧କେଭି ବିଦ୍ୟୁତ ଲାଗି ହାତୀର ମ୍ରୁତ୍ୟୁ ହୋଇଥିବା ସୂଚନା ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି କରୁଛି ତଦନ୍ତ ।
ସେହିପରି ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ମୃତଦେହ ଜଗି ରହିଛନ୍ତି ମା’ ହାତୀ ଓ ହାତୀପଲ । ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ପଡି ରହିଛି ଛୁଆ ହାତୀର ମୃତଦେହ ।
ବିଦ୍ୟୁତତାର ସଂସ୍ପର୍ଶରେ ଆସି ମାଈହାତୀର ମୃତ୍ୟୁ
ମୋରଡ଼ା: ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ ଶନିବାର ଭୋର ସମୟରେ ଏକ ମାଈହାତୀର ମୃତ୍ୟୁ ଘଟିଛି।ନାକୀଚୁଆ ଜଙ୍ଗଲରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲରୁ ଗୋଟେ ମାଈହାତୀଟି ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂହଙ୍କ ସୂଚନା ମୁତାବକ, ମାଈହାତୀର ବୟସ ଛଅରୁ ସାତ ବର୍ଷ । ଆଜି ଭୋର ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣକ ବାଡ଼ିରେ ଉକ୍ତ ମାଈହାତୀଟି ମରି ପଡିଥିଲା।ତେବେ ଘଟଣାସ୍ଥଳରେ ବର୍ତ୍ତମାନ ଫୋରେଷ୍ଟର ଅଶୋକ ମାଜି ଏବଂ ରେଞ୍ଜର ଘନଶ୍ୟାମ ସିଂହ ଥିବାବେଳେ ଜିଲ୍ଲା ବନ ଅଧିକାରୀ ଏ ଉମା ମହେଶ ଏବଂ ଏସ ସିଏଫ ରବିନାରାୟଣ ମହାନ୍ତି ଘଟଣାସ୍ଥଳକୁ ଆସୁଥିବାର ଶ୍ରୀ ସିଂ ସୂଚନା ଦେଇଛନ୍ତି।
ହଡଗଡ଼ ବନାଞ୍ଚଳରେ ହାତୀଛୁଆର ମୃତଦେହ ଠାବ, ଲଢେଇରୁ ମୃତ୍ୟୁ ହୋଇଥିବା ସୂଚନା
କେନ୍ଦୁଝର /ହାଟଡ଼ିହି: ପୁଣି ଏକ ହାତୀଛୁଆର ମୃତଦେହ ଉଦ୍ଧାର । ଆନନ୍ଦପୂର୍ଵ ବନ୍ୟପ୍ରାଣୀ ବନଖଣ୍ଡର ହଦଗଡ଼ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ବନ ବିଭାଗ ଖବରପାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ମୃତ ହାତୀଛୁଆର ମୃତଦେହ ଠାବ କରିଥିଲେ। ପାରିପାର୍ଶ୍ଵିକ ପରିସ୍ଥିତିରୁ ହାତୀ ହାତୀ ମଧ୍ୟରେ ଲଢେଇରୁ ଦନ୍ତା ଛୁଆଟିର ମୃତ୍ୟୁ ହୋଇଥିବା ଆନନ୍ଦପୁର ଡ଼ିଏଫଓ କହିଛନ୍ତି। ମୃତ ହାତୀ ଛୁଆର ବୟସ ୬/୭ବର୍ଷ ହେବ। ବ୍ୟବଚ୍ଛେଦ ପରେ ହାତୀ ଛୁଆକୁ ପୋତି ଦିଆଯାଇଥିବା ସୂଚନା ମିଳିଛି।
ବର୍ବରା ସେକସନ୍‌ ଖରିଆପଲ୍ଲୀ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ଅନ୍ତର୍ଗତ ବରବରା ସେକ୍ସନ ଅଧିନ ଖରିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁଦେହ ପଡିଥିବାର ଦେଖି ବାକୁ ମିଳିଛି। ମୃତ ହାତୀର ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଖବର ପାଇ ବିଭାଗୀୟ ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ପରେ ମୃତ୍ୟୁର କାରଣ ସଠିକ୍ ଜଣା ପଡିବ ବୋଲି ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ କହିଛନ୍ତି।