ojee - The Sakala

ଆଜିଠୁ ସ୍ୱତନ୍ତ୍ର ଓଜେଇଇ; ୩୮ କେନ୍ଦ୍ରରେ ପରୀକ୍ଷା ଦେବେ ୨୮ ହଜାର ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱତନ୍ତ୍ର ଓଜେଇଇ (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଆରମ୍ଭ ହେବାକୁ ଥିବାବେଳେ ୨୮ ସହରର ୩୮ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର କୋଲକାତା, ରାଞ୍ଚି ଓ ପାଟନା ଆଦି ୩ ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ପାଇଁ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଆଜି, ଆସନ୍ତାକାଲି ଓ ୭ ତାରିଖରେ ପରୀକ୍ଷା ହେବ। ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ସରିବ । ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ୩ ତାରିଖରେ ଛାତ୍ରଛାତ୍ରୀ ୪ଟି ସିଫ୍ଟରେ ଏମବିଏ ଏବଂ ଲାଟେରାଲ୍‍ ଡିପ୍ଲୋମା ଛାତ୍ରଛାତ୍ରୀ ପ୍ରବେଶିକା ଦେବାକୁ ଥିବାବେଳେ ୪ ତାରିଖରେ ବିଟେକ୍‍, ୭ ତାରିଖରେ ତିନୋଟି ସିଫ୍ଟରେ ବି-ଫାର୍ମ ଓ ଏମସିଏ ଛାତ୍ରଛାତ୍ରୀ ପ୍ରବେଶିକା ଦେବେ। ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି କି, କରୋନା ପାଇଁ ବିଗତ ଦୁଇ ବର୍ଷର ବ୍ୟବଧାନ ପରେ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଦେବେ। ଜେଇଇ ମେନ୍‍ ଏବଂ ଓଜେଇଇରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ପ୍ରବେଶିକା ଦେଇ ନାମଲେଖାର ସୁଯୋଗ ପାଇବେ। ସେହିପରି ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଅନଲାଇନରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ଓଜେଇଇ ୱେବ ସାଇଟରୁ ସେମାନଙ୍କ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦ୍ୱାରା ଆଡ଼ମିଟ କାର୍ଡ଼ ପାଇ ପାରିବେ।

ଆସନ୍ତାକାଲି ଦିନ ସାଢ଼େ ୧୧ଟା’ରେ ପ୍ରକାଶ ପାଇବ ଓଜେଇଇ ୨୦୨୨ ରେଜଲ୍ଟ
ଭୁବନେଶ୍ବର : ଆସନ୍ତାକାଲି (ବୁଧବାର) ପ୍ରକାଶ ପାଇବ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ପରୀକ୍ଷା ରେଜଲ୍ଟ। ଆସନ୍ତାକାଲି ୧୧:୩୦ ରେ ପ୍ରକାଶ ପାଇବ ଫଳାଫଳ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ । ଫଳାଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଓଜେଇଇ ର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ। ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରଖରୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଲାଟେରାଲ ଏଣ୍ଟ୍ରିରୁ ବିଟେକ୍ ପାଇଁ ୨୦ହଜାର ୧୬୮ ଜଣ ଛାତ୍ର ଆବେଦନ କରିଥିବାବେଳେ ବି ଫାର୍ମା ପାଇଁ ୧୨ହଜାର ୨୨୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେହିପରି ଏମବିଏ ପାଇଁ ୧୦ ହଜାର ବିଦ୍ୟାର୍ଥୀ ଆବେଦନ କରିଥିଲେ । ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଓଜେଇଇ ପାଇଁ ରାଜ୍ୟର ୬୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭ ହଜାର ୯୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ।

ବଦଳିଲା ଏମ୍‍ବିବିଏସ୍‍,ବିଡିଏସ୍‍ ନାମଲେଖା କାର୍ଯ୍ୟସୂଚୀ, ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା
ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଓଜେଇଇ ଶନିବାର ପୁନଶ୍ଚ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫେବୃଆରୀ ୨ ତାରିଖ ସକାଳ ୧୦ଟାରୁ ୩ ତାରିଖ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରିପାରିବେ। ସେହିପରି ଫେବୃଆରୀ ୩ ତାରିଖ ବଦଳରେ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଏହା ସହିତ ଫେବୃଆରୀ ୭ ତାରିଖ ପୂର୍ବାହ୍ନ ୧୦ରୁ ୧୨ ତାରିଖ ଅପରାହ୍ଣ ୫ଟା ଯାଏଁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ନାମଲେଖା ଲାଗି ଓଜେଇଇ ମୁଖ୍ୟାଳୟରେ ରିପୋର୍ଟିଂ କରିବାକୁ ଥିବାବେଳେ ୭ ତାରିଖ ସକାଳ ୧୦ଟାରୁ ୧୨ ତାରିଖ ରାତି ୮ଟା ଯାଏଁ ପଞ୍ଜୀକରଣ ପ୍ରତ୍ୟାହାର କରି ପାରିବେ। ପ୍ରଥମ ପର୍ଯ୍ୟ।ୟ କାଉନସେଲିଂ ପରେ ଫେବୃଆରୀ ୧୪ରେ ଖାଲିଥିବା ସିଟ୍‍ ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟ।ୟ ନାମଲେଖା ଲାଗି ଲାଗି ୧୫ ତାରିଖ ରୁ ୧୬ ତାରିଖ ମଧ୍ୟରେ ପଞ୍ଜୀକରଣ, ଅନଲାଇନ ଆବେଦନ, ଅନଲାଇନ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପଲୋଡ୍‍ କରାଯିବ ବୋଲି ଓଜେଇଇ ପକ୍ଷରୁ ପରିବର୍ତ୍ତିତ ବିଜ୍ଞପ୍ତିରେ ଦର୍ଶାଯାଇଛି।

ରାଜ୍ୟରେ ୧୭ ହଜାର ଇଞ୍ଜିନିୟରିଂ ସିଟ୍‍ ଖାଲି, ସ୍ୱତନ୍ତ୍ର ଓଜେଇଇ ପାଇଁ ଓପେକାର ଦାବି
ଭୁବନେଶ୍ୱର : ରାଜ୍ୟରେ ବିଗତ କିଛି ବର୍ଷ ଧରି ଚଳିତ ବର୍ଷ ମଧ୍ୟ ଇଂଜିନିୟରିଂ ପଢ଼ିବାକୁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇନି। ଜେଇଇ ମେନ୍‍ ଫଳ ପ୍ରକାଶ ପାଇବା ପରେ ଓଜେଇଇ ପକ୍ଷରୁ ହୋଇଥିବା କାଉନସେଲିଂ ଅନୁଯାୟୀ ଘରୋଇ ଇଞ୍ଜିନିୟରିଂ କଲେଜରେ ମୋଟ ୧୭ ହଜାର ସିଟ ଖାଲିପଡ଼ିଛି। ରାଜ୍ୟରେ ସରକାରୀ ଏବଂ ଘରୋଇ ଇଞ୍ଜିନିୟରିଂ କଲେଜରେ ମୋଟ ୩୮ ହଜାର ସିଟ ରହିଥିବା ବେଳେ ସେଥିମଧ୍ୟରୁ ୩୨ ହଜାର ସିଟ ଘରୋଇ କଲେଜ ପାଇଁ ରହିଛି। ତେବେ ସରକାରୀ କଲେଜଗୁଡିକରେ ସିଟ ପୂରଣ ହୋଇଥିବା ବେଳେ ଚଳିତବର୍ଷ ୫୦ ପ୍ରତିଶତରୁ ଅଧିକ ଘରୋଇ ସିଟ୍‍ ବଳକା ରହିଛି।

ଏହି ବଳକା ସିଟ ଗୁଡିକରେ ନାମଲେଖା ଲାଗି ସ୍ପେସାଲ ବା ଦ୍ୱିତିୟ ପର୍ଯ୍ୟାୟ ଓଜେଇଇ ଆୟୋଜନ କରିବାକୁ ରାଜ୍ୟ ଘରୋଇ ଇଂଜିନିୟରିଂ କଲେଜ ସଂଘ (ଓପେକା) ପକ୍ଷରୁ ଦାବି ହୋଇଛି। ମାତ୍ର ଏଥିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ସମସ୍ୟା ସୃଷ୍ଟି କରୁଛି।। ଯଦିଓ ଓପେକା ପକ୍ଷରୁ ଦାବି ପରେ ଏଆଇସିଟିଇ ଓ ଓଜେଇଇ କର୍ତ୍ତୃପକ୍ଷ ସ୍ପେସାଲ ଓଜେଇ ଲାଗି ସହମତି ପ୍ରକାଶ କରିଛନ୍ତି ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏଥିରେ କଣ୍ଟା ସାଜିଛି। ସୁପ୍ରିମକୋର୍ଟ ଅକ୍ଟୋବର ୨୫ ତାରିଖରେ ନାମଲେଖା ସମୟ ସୀମାକୁ କଡ଼ାକଡି ପାଳନ କରିବାକୁ ଏଆଇସିଟିଇକୁ ନିର୍ଦ୍ଦେଶ ଦେଇଥିଲେ। ଏଆଇସିଟିଇ ପକ୍ଷରୁ ନଭେମ୍ବର ୩୦ କୁ ନାମଲେଖାର ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା। ଯାହାକୁ ନେଇ ଓପେକା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ୍‍ ଦାୟର କରାଯାଇଛି। ଏଥିରେ ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିବାକୁ ନିବେଦନ କରାଯାଇଛି।

ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ
ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ୱେବ୍‌ କାଉନ୍‌ସେଲିଂ କରାଯିବ । ବିଟେକ୍, ବି-ଆର୍କ, ବି-ପ୍ଲାନ୍, ବି-କାଟ୍ ଏବଂ ଇଣ୍ଟିଗ୍ରେଟେଡ ଏମ୍ଏସି କୋର୍ସରେ ନାମଲେଖା ଲାଗି ୧୭ ତାରିଖଠାରୁ ୱେବ୍‌ବେସ୍ କାଉନସେଲିଂ ଆରମ୍ଭ ହେବ | ଏନେଇ ଓଜେଇଇ ବିଟେକ୍ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ । ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମକ୍ ସିଟ୍ ଆଲର୍ଟମେଣ୍ଟ ଓ ୩୧ ତାରିଖ ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାୟ ମକ୍ ସିଟ୍ ଆଲର୍ଟମେଣ୍ଟ କରାଯିବ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ରେ ଦେଖିପାରିବେ ।

ନଭେମ୍ବର ୧ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଚଏସ୍ ଲକିଂ କରାଯିବ। ଚାଲିବ। ୨ ତାରିଖରେ ପଞ୍ଜିକରଣ ଓ ଚଏସ୍ ଲକିଂ ଶେଷ ହେବା ସହିତ ୫ ତାରିଖ ସନ୍ଧ୍ୟା ୫ଟାଠାରୁ ୮ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍ ରିପୋର୍ଟିଂ ସହିତ ନାମଲେଖା ଫି ଦାଖଲ କରାଯିବ। ୫ ତାରିଖରୁ ୧୧ ତାରିଖ ଯାଏଁ ଯଦି କେହି ନାମଲେଖା ପାଇଁ ଆଗ୍ରହୀ ନ ହୁଅନ୍ତି ତେବେ ସେମାନେ ନାମ ପ୍ରତ୍ୟାହାର କରିପାରିବେ। ନଭେମ୍ବର ୬ରୁ ୧୧ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ସ୍ପେସାଲ୍ ଓଜେଇଇ ବିଟେକ ର‍୍ୟାଙ୍କ ହୋଲଡ଼ର ଓ ଯେଉଁମାନେ ଜେଇଇ ମେନ ର‍୍ୟାଙ୍କ ପାଇଁ ପଞ୍ଜିକରଣ କରିନଥିବେ ସେମାନଙ୍କ ପଞ୍ଜିକରଣ ଆରମ୍ଭ ହେବ ।

ନଭେମ୍ବର ୧୪ ସନ୍ଧ୍ୟା ୫ଟାରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ ଓ ୧୬ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ । ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଚାହିଁବେ ନାମ ପ୍ରତ୍ୟାହୃତ କରିପାରିବେ | ନଭେମ୍ବର ୨୧ ତାରିଖ ଶେଷ ପର୍ଯ୍ୟାୟ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ୨୨ ତାରିଖ ଦିନ ୧ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ
ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳ ଓଜେଇଇ ସାଇଟ୍‌ରେ ପ୍ରକାଶ ପାଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । ବିଟେକ୍ ( ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରୀୟା ସେନାପତି ଓ ଏମବିଏରେ ଆଷୁତୋଷ ରଥ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ojee.nic.inରୁ  ତାଙ୍କର ର‌୍ୟାଙ୍କ କାର୍ଡ  ଡାଉନଲୋଡ୍‌ କରିପାରିବେ ।

ତେବେ ଚଳିତ ମାସ ୬ ରୁ ୧୮ ତାରିଖ ମଧ୍ୟରେ ହୋଇଥିଲା ଓଜେଇଇ ପରୀକ୍ଷା । ମୋଟ୍ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି। କରୋନା କଟକଣା ମଧ୍ୟରେ ୧୨ ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ପ୍ରବେଶିକା  ପରୀକ୍ଷା କରାଯାଇଥିଲା। କରୋନା ଯୋଗୁଁ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଳମ୍ବ ହେବ ବୋଲି ଆଶା କରାଯାଉଥିବା ବେଳେ ଆଜି ପ୍ରକାଶ ପାଇଛି ପରୀକ୍ଷା ଫଳ ।

ଆସନ୍ତା ସେପ୍ଟେମ୍ବର ୬ରୁ OJEE
ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) । ସେପ୍ଟେମ୍ବର ୬ ତାରିଖରେ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବ । ପ୍ରତିଦିନ ୩ଟି ସିଫ୍ଟରେ CBT ମୋଡରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ । ପରୀକ୍ଷା ସମୟରେ କୋଭିଡ୍ ଗାଇଡଲାଇନ୍‌କୁ କଡାକଡିଭାବେ ପାଳନ କରାଯିବା ସହ ମାସ୍କ, ସାନିଟାଇଜ ଏବଂ ସାମାଜିତ ଦୂରତା ଉପରେ ଗୁରୁତ୍ବ ଦିଆଯିବ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ୱେବସାଇଟ୍‌ରୁ ଏହି ତଥ୍ୟ ପାଇପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି।

ଆଜିଠୁ ଆୟୁର୍ବେଦିକ୍‍ ଓ ହୋମିଓପାଥିକ୍‍ ସ୍ପଟ ନାମଲେଖା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆୟୁର୍ବେଦିକ୍‍ ଓ ହୋମିଓପାଥିକ୍‍ କଲେଜଗୁଡ଼ିକରେ ଖାଲିଥିବା ବିଏଏମ୍‍ଏସ୍‍ ଓ ବିଏଚ୍‍ଏମ୍‍ଏସ୍‍ ସିଟ୍‍ ପାଇଁ ସ୍ପଟ୍‍ ନାମଲେଖା ୨୪ ତାରିଖରୁ ହେବ। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ସ୍ପଟ ନାମଲେଖା ହେବାକୁ ଥିବାବେଳେ ୨୪ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ଏସସି, ଏସଟି ଆଦି ସଂରକ୍ଷିତ ସିଟ୍‍ରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ ରିପୋଟିଂ କରିବେ। ପୂର୍ବାହ୍ନ ୧୧ଟା ରୁ ୧୨ ମଧ୍ୟରେ ୨୫ ହଜାରରୁ ୧ ଲକ୍ଷ ୫୦ ହଜାର ର‍୍ୟାଙ୍କ ଧାରୀ ଓ ଅପରାହ୍ଣରେ ଦେଢ଼ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତ ନିଟ୍‍ ର‍୍ୟାଙ୍କ ଧାରୀଙ୍କ ରିପୋଟିଂ ପାଇଁ ସମୟ ନିର୍ଦ୍ଧାରିତ ହୋଇଛି।

ସେହିପରି ୨୫ ତାରିଖ ଦିନ ୪ଲକ୍ଷରୁ ଅଧିକ ତଥା ଅବଶିଷ୍ଟ  ରାଙ୍କ୍‌ଧାରୀ ରିପୋଟିଂ କରିବେ। ତେବେ ଓଜେଇଇରେ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ଛାତ୍ରଛାତ୍ରୀ ମଧ୍ୟ ରିପୋଟିଂ କରି ପାରିବେ। ମାତ୍ର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଟ୍‍ ର‍୍ୟାଙ୍କ ବାଧ୍ୟତାମୂଳକ। ଛାତ୍ରଛାତ୍ରୀ ସବିଶେଷ ତଥ୍ୟ ଓଜେଇଇ ୱେବ୍‍ ସାଇଟ୍‍ରୁ ପାଇ ପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ବିଏଏମ୍‍ଏସ୍‍ ଓ ବିଏଚ୍‍ଏମ୍‍ଏସ୍‍ରେ ନାମ ଲେଖା ପାଇଁ ସରକାରୀ କଲେଜରେ ୩୫ଟି ସିଟ୍‍ ଖାଲି ଥିବାବେଳେ ଘରୋଇ କଲେଜରେ ୩୦ଟି ସିଟ୍‍ ଖାଲି ରହିଛି। ସେହିପରି ହୋମିଓପାଥିକ୍‍ରେ ୪ଟି ସରକାରୀ କଲେଜ ଥିବାବେଳେ ଆୟୁର୍ବେଦିକ୍‍ରେ ୩ଟି ସରକାରୀ ଓ ଗୋଟିଏ ଘରୋଇ କଲେଜ ରହିଛି।