Auspicious shoe colors Vastu - The Sakala

ବାସ୍ତୁ ଅନୁସାରେ କେଉଁ ରଙ୍ଗ ର ଜୋତା-ଚପଲ ଶୁଭ
ଅଧିକାଂଶ ଲୋକ ବାସ୍ତୁ ବିଜ୍ଞାନକୁ ବିଶେଷ ମହତ୍ତ୍ବ ଦେଇଥାନ୍ତି। ବାସ୍ତୁ ଅନୁସାରେ, ଜୋତା-ଚପଲର ରଙ୍ଗ ମଧ୍ୟ ଭାଗ୍ୟ ଉଦୟରେ ସାହାଯ୍ୟ କରିଥାଏ। ବେଳେ ବେଳେ କିଛି ଜୋତା ଚପଲ ଏମିତି ପିନ୍ଧାଯାଏ, ଯାହା ଫେଶନ ଦୃଷ୍ଟିକୋଣରୁ ଉପଯୁକ୍ତ ହୋଇଥିବା ବେଳେ ବାସ୍ତୁ ଅନୁସାରେ ଅଶୁଭ ହୋଇଥାଏ।

-ବାସ୍ତୁ ଅନୁସାରେ ହଳଦିଆ ରଙ୍ଗ ର ଜୋତା-ଚପଲ ଆଦୌ ପିନ୍ଧିବା ଉଚିତ ନୁହେଁ।

-ହଳଦିଆ ରଙ୍ଗ ଦେବଗୁରୁ ବୃହସ୍ପତିଙ୍କ ସହ ଜଡ଼ିତ। ଏହି ରଙ୍ଗର ଜୋତା ଚପଲ ପିନ୍ଧିବା ଦ୍ବାରା ବୃହସ୍ପତିଙ୍କ ପ୍ରତି ଅସମ୍ମାନ ହୋଇଥାଏ। ଏହା ସହ ଜାତକରେ ବୃହସ୍ପତି ଦୁର୍ବଳ ହୋଇଥାନ୍ତି। ଫଳରେ ପରିବାରରେ ଆର୍ଥିକ ସମସ୍ୟା ଦେଖା ଦେବା ସହ ଶାରୀରିକ ଓ ମାନସିକ ସମସ୍ୟାକୁ ବି ସାମ୍ନା କରିବାକୁ ପଡ଼ିଥାଏ।

-ତେବେ ବାସ୍ତୁ ଅନୁସାରେ, ହଳଦିଆ ରଙ୍ଗ ବ୍ୟତୀତ କଳା, ନୀଳ, ଧଳା, ଧୂସର, ସବୁଜ, ନାଲି ରଙ୍ଗର ଜୋତା-ଚପଲ ପିନ୍ଧିପାରିବେ। ଏହି ରଙ୍ଗର ଜୋତା-ଚପଲ ବାସ୍ତୁ ଅନୁକୂଳ। ଏହାସହ ଜୀବନରେ କୌଣସି ସମସ୍ୟା ସାମ୍ନା କରିବାକୁ ପଡ଼ି ନ ଥାଏ।

– ଅଫିସ୍‌ରେ ଧୂସର ରଙ୍ଗ ଜୋତା ପିନ୍ଧିବା ଭଲ ନୁହେଁ। ଏଭଳି ରଙ୍ଗ ଜୋତା କାର୍ଯ୍ୟସ୍ଥଳ ପାଇଁ ଶୁଭ ହୋଇ ନ ଥାଏ। ବାସ୍ତୁ ଅନୁସାରେ ଅଫିସ୍‌ ପାଇଁ କଫି ରଙ୍ଗ ଶୁଭ।