Police - The Sakala
ଡ୍ୟାମକୁ ଖସିଲା କାର; ୩ ପୁଲିସକର୍ମୀ ମୃତ, ଜଣେ ନିଖୋଜ...
ରାଞ୍ଚି: ଝାଡ଼ଖଣ୍ଡ ରାଞ୍ଚିରେ ଅଭାବନୀୟ ଘଟଣା । ହାଟିଆ ଡ୍ୟାମରେ ବୁଡ଼ି ୪ ପୁଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି ।
ଖବର ମୁତାବକ, ପୁଲିସକର୍ମୀମାନେ କାର ଯୋଗେ କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ । ଏହି ସମୟରେ କାର୍ ନିୟନ୍ତ୍ରଣ ହରାଇ ଡ୍ୟାମକୁ ଖସି ଯିବାରୁ ବୁଡ଼ି ଯାଇଥିଲେ । ହାଟିଆ ଡ୍ୟାମରେ ସକାଳେ ପୋଲିସକର୍ମୀମାନେ କାରରେ ଯାଉଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାମ କରିଥିଲା। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ପୁଲିସ କର୍ମୀ ନିଖୋଜ ରହିଛନ୍ତି ।
ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଲଭ- ସେକ୍ସ-ଧୋକା ଅଭିଯୋଗ
ଭୁବନେଶ୍ବର: ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଲଭ, ସେକ୍ସ, ଧୋକା ଅଭିଯୋଗ। ମହଙ୍ଗା ପଡିଲା ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ସବ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଗିରଫ ହେଲେ ଇନ୍ସପେକ୍ଟର। ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଆଇଆଇସି। ବିବାହର ପ୍ରତିଶ୍ରୁତି ଦେଇ କରିଥିଲେ ଦୁଷ୍କର୍ମ। ୮ ବର୍ଷ ରିଲେସନରେ ରହିବା ପରେ ଆସିଛି ସାଙ୍ଘାତିକ ଅଭିଯୋଗ। ନିକଟରେ ସବ-ଇନ୍ସପେକ୍ଟରରୁ ଇନ୍ସପେକ୍ଟରକୁ ପଦୋନ୍ନତି ପାଇଛନ୍ତି ଅଭିଯୁକ୍ତ ଜଣଙ୍କ।
ଦୀପାବଳି ରାତିରେ ଜଗିବେ ୨୨ ପ୍ଲାଟୁନ ପୁଲିସ, ଗଳିକନ୍ଦିରେ ପଇଁତରା ମାରିବ ହର୍‌‌ ଟିମ୍‌‌
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ସହରବାସୀ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ ପୁଲିସ କଡ଼ା ପଦେକ୍ଷପ ଗ୍ରହଣ କରିଛି। ଦୀପାବଳି ଦିନ ରାତିରେ ରାଜଧାନୀରେ ୨୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବ। ସେମାନେ ବିଭିନ୍ନ ଛକ ଏବଂ ବଜାର ଘାଟରେ ଜଗିବେ। ଆହୁରି ମଧ୍ୟ ଅମାନିଆ ଉତ୍ପାତ କଲେ ସେମାନଙ୍କୁ ଏହି ଫୋର୍ସ ସାବାଡ଼ କରିବେ। ବିଶେଷ କରି ମଦୁଆ ଏବଂ ଅମାନିଆ ଉତ୍ପାତ କରିବାର ସମ୍ଭାବନା ରହିଛି। ଏପରିକି ସେମାନେ ମଦ ପିଇ ଦୀପାବଳି ରାତିରେ ମହିଳା ଏବଂ ଯୁବତୀଙ୍କୁ ଅସଦାଚରଣ କରନ୍ତି। ତେଣୁ ପୁଲିସ ଏହି ମଦୁଆଙ୍କୁ ସାବାଡ଼ କରିବା ପାଇଁ ଏକ ସ୍ପେଶାଲ ଟିମ୍‌‌ ଗଠନ କରାଯାଇଛି। କେଉଁଠି ଅଘଟଣ ଘଟିଲେ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବ। ମଦୁଆମାନେ ମଦ ପିଇ ଗଣ୍ଡଗୋଳ କଲେ ତୁରନ୍ତ ଏହି ଟିମ୍‌‌ ପହଞ୍ଚି ସେମାନଙ୍କୁ କାବୁ କରି ଥାନାକୁ ଆଣିବେ। ଆହୁରି ମଧ୍ୟ ମହିଳାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଟିମ୍‌‌କୁ କୁହାଯାଇଛି। ସ୍ପେଶାଲ ଟିମ୍‌‌ରେ ଥିବା ସଦସ୍ୟମାନେ ଗଳି କିନ୍ଦି ଏବଂ ବଜାର ଘାଟ ବୁଲିବେ। ସେଠାରେ ଯଦି ମହିଳାଙ୍କୁ ଅଶ୍ଲୀଳ ଇଙ୍ଗୀତ ଏବଂ ଅସଦାଚରଣ କରନ୍ତି, ତୁରନ୍ତ ସେମାନଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅମାନିଆ ଦୀପାବଳୀ ଦିନ ରାଗ ସୁଝାନ୍ତି। ସେମାନେ ଜାଣିଶୁଣି ବମ୍‌‌ ଅନ୍ୟ ଘର ଉପରକୁ ପକାନ୍ତି। ଫଳରେ ଅଗ୍ନିକାଣ୍ଡ ଏବଂ ଅନ୍ୟାନ ଦୁର୍ଘଟଣା ଘଟିଥାଏ। ତେଣୁ ଏଭଳି କେହି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କେହି କରୁଥିଲେ ତୁରନ୍ତ ୧୧୨କୁ ଫୋନ୍‌‌ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ସବୁ ଥାନା ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଦୀପାବଳି ରାତିରେ କିଛି ଅଘଟଣ ଘଟିବା ନେଇ ଖବର ମିଳେ ତୁରନ୍ତ ସେଠାରେ ପହଞ୍ଚିବାକୁ କୁହାଯାଇଛି। ପହଞ୍ଚିବା ପରେ ଆହତଙ୍କୁ ମେଡ଼ିକାଲ ନେବାକୁ କୁହାଯାଇଛି। ସେହିପରି ଚୋରି ରୋକିବାକୁ ପାଟ୍ରୋଲିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେଣୁ ଯଦି କେହି ବ୍ୟକ୍ତି ନିୟମ ନମାନି ବାଣ ଫୁଟାନ୍ତି ତେବେ ତାଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନାକୁ କୁହାଯାଇଛି। ଦିପାବଳୀ ଦିନ ଏକାଧିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଗାଡ଼ି ଦୁର୍ଘଟଣା ଠାରୁ ଆରମ୍ଭ କରି ବାଣ ପଡ଼ି ପେଡ଼ିଯିବା ଭଳି ଘଟଣା ପୂର୍ବ ଦିନମାନଙ୍କରେ ଦେଖିବାକୁ ମିଳିଛି। ତେଣୁ କାହାର ଜୀବନ ହାନୀ ନହେବ ତାହାର ବ୍ୟବସ୍ଥା ପୁଲିସ କହିଛି। ଆମ୍ବୁଲାନ୍ସ ସଜାଗ କରି ରହିବା ସହ ଡାକ୍ତରମାନଙ୍କୁ ଆଲର୍ଟରେ ରହିବାକୁ ପୁଲିସ ପରାମର୍ଶ ଦେଇଛି। ଯେପରି ଦୁର୍ଘଟଣା ହେଲେ ଲୋକଙ୍କୁ ତୁରନ୍ତ ଚିକିତ୍ସା କରାଯାଇ ପାରିବ ସେନେଇ ଡିସିପି କହିଛନ୍ତି।
ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଅଘଟଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ସେଣ୍ଟ୍ରୋଲ ରେଞ୍ଜ, ଉତ୍ତରାଞ୍ଚଳରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜ ଭାବେ ସକ୍ରିୟ ରହିବେ ଅଗ୍ନିଶମ ବିଭାଗ। ଟ୍ୱିନ୍‌‌ ସିଟିରେ ୭ଟି ଫାୟାର ଷ୍ଟେସନ କରିବ ଅଗ୍ନିଶମ ବିଭାଗ।
ରଥଯାତ୍ରାରେ ସାମ୍ୱାଦିକଙ୍କୁ ପୁଲିସ୍‌ର ମାଡ ଘଟଣାରେ ବିଜେଡିର ଦୃଢ଼ ନିନ୍ଦା
ଭୁବନେଶ୍ୱର: ପବିତ୍ର ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରି ପୁଲିସ ଦ୍ୱାରା ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, କାର୍ଯ୍ୟରତ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ଭୁବନେଶ୍ୱରର ଜୟଦେବ ଭବନ ନିକଟରୁ ଏକ ସ୍ୱତନ୍ତ୍ର ବସ୍‌ରେ ପୁରୀ ନେଇଥିଲେ। ସେଠାରେ ପହଞ୍ଚିଲା ପରେ କର୍ଡନ ପାସ୍‌ ଓ ପରିଚୟପତ୍ର ଦେଖାଇଲେ ମଧ୍ୟ ପୁଲିସ ସେମାନଙ୍କୁ ଖବର ସଂଗ୍ରହ କରିବାକୁ ଦେଇନଥିଲା। ଓଲଟି ପୋଲିସର ଦୃର୍ବ୍ୟବହାର ଓ ମାଡରେ ଅନେକ ବରିଷ୍ଠ ସାମ୍ୱାଦିକ ଗୁରୁତର ଆହତ ହୋଇଥିଲେ। ବରିଷ୍ଠ ସାମ୍ୱାଦିକ ରମେଶ ମହାନ୍ତି ଗୁରୁତର ଆହତ ହୋଇଥିଲା ବେଳେ, ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହରପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା। ମହିଳା ସାମ୍ୱାଦିକା ବିଜୟିତା ତ୍ରିପାଠୀଙ୍କ ହାତରେ ବଡ କ୍ଷତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ଛଡା ବହୁ ସାମ୍ୱାଦିକ ମଧ୍ୟ ପୋଲିସ ମାଡରେ ଆହତ ହୋଇ ନିଜ ଦାୟିତ୍ୱ ସମ୍ପାଦନ କରିପାରିନାହାଁନ୍ତି।
ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପବିତ୍ର ରଥଯାତ୍ରାର ଖବର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଏ। କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଶ୍ରୀକ୍ଷେତ୍ରରେ ସାମ୍ୱାଦିକମାନେ ପୁଲିସ ଠାରୁ ମାଡ ଖାଇଲେ। ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ଉପରେ ଏଭଳି ପୁଲିସର ଅମାନବୀୟ ଆଚରଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପବିତ୍ର ରଥଯାତ୍ରାରେ ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
କଟକ: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା। ଦୁର୍ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ କନେଷ୍ଟବଳ ଥିବା ନେଇ ସୂଚନା ମିଳିଛି। ଗୁରୁତର ପୁଲିସ କର୍ମଚାରୀଙ୍କୁ SCBରେ ଭର୍ତ୍ତି  କରାଯାଇଛି। ପିସିଆର ଗାଡିଟି CRRI ଥାନାରେ ନିୟୋଜିତ ଥିଲା। ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି।
ଡକାୟତି ଯୋଜନା ପଣ୍ଡ, ୫ ଡକାୟତକୁ ଗିରଫ କଲା ପୁଲିସ
ଭୁବନେଶ୍ବର: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ମଞ୍ଚେଶ୍ବର ଥାନା ପୁଲିସ। ୫ ଡକାୟତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୁଲିସ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ ଟାର୍ଗେଟ କରୁଥିଲେ। ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଛି ଅପରାଧିକ ମାମଲା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜୋନ -୫ ଏସିପି ଗୌତମ କିଷାନ ।
ଗିରଫ ହେଲା କୁଖ୍ୟାତ ଲୁଟେରା: ରାଜ୍ୟ ଓ ରାଜ୍ୟବାହାରେ ରହିଛି ୫୦୦ରୁ ଉର୍ଦ୍ଧ୍ବ ମାମଲା
କଟକ: ପୁଣି ବାଦାମବାଡି ପୁଲିସ ଦ୍ଵାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ। ଏକ ଚୋରି ମାମଲାରେ ବାଦାମବାଡି ପୁଲିସ ତାକୁ ଗିରଫ କରିଛି। ହେମନ୍ତ ନାଁ ରେ କେବଳ ରାଜ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ମାମଲା ରହିଥିବାବେଳେ ସେ ବିଭିନ୍ନ ରାଜ୍ୟରେ ମଧ୍ୟ ବୁଲି ଚୋରି କରିଛି। ତା ନାଁ ରେ ଚୋରି, ଡକାୟତି, ଲୁଟ ଭଳି ସାରା ଦେଶରେ ମୋଟ ୫୦୦ ରୁ ଊର୍ଦ୍ଧ୍ବ ମାମଲା ରହିଛି। ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଦିଲ୍ଲୀ ଆଦି ରାଜ୍ୟରେ ସେ ବୁଲି ବୁଲି ଚୋରି କରିଥାଏ। ତା ଘର ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ । ତେବେ ସେ ପୂର୍ବରୁ ମଧ୍ୟ ବାଦାମବାଡି ପୁଲିସ ଦ୍ବାରା ଗିରଫ ହୋଇଛି। ବାଦାମବାଡି ଅଞ୍ଚଳରେ ଏକ ମେଡିସିନ ଷ୍ଟୋରରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି।
ମାଲ୍‌‌ଖାନାରେ ପଡ଼ି ରହିଥିବା ଗଞ୍ଜେଇ ବସ୍ତାକୁ ନଷ୍ଟ କରିବାରେ ଓଡ଼ିଶା ପୁଲିସ ଆଗରେ, ମୋଟ ୯୫୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ
ଭୁବନେଶ୍ୱର: ମାଲ୍‌‌ଖାନାରେ ପଡ଼ି ରହିଥିବା ଗଞ୍ଜେଇ ବସ୍ତାକୁ ନଷ୍ଟ କରିବାରେ ଓଡ଼ିଶା ପୁଲିସ ଆଗରେ ରହିଛି। ପୁଲିସ ୫୨୭ମାମଲାରେ ୯୫୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରିଥିବା ବେଳେ ୪୧ଟି ମାମଲାରେ ୩୦କେଜି ୬୦୦ଗ୍ରାମର ବ୍ରାଉନସୁଗର ନଷ୍ଟ କରିଛି। ସେହିପରି ଏସ୍‌‌ଟିଏଫ ମଧ୍ୟ ଜବତ ନିଶାଦ୍ରବ୍ୟ ନଷ୍ଟ କରିବା ପକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର ଆଉ ୮ଟି ମାମଲାରେ ଜବତ ହୋଇଥିବା ୧୧୨୦କେଜି ଗଞ୍ଜେଇ ନଷ୍ଟ କରାଯାଇଛି। ଏସ୍‌‌ଟିଏଫ କେସ୍‌‌ ନଂ-୫/୨୦୧୫, ୭/୧୫, ୮/୧୫, ୬/୨୦୧୭, ୫/୨୦୧୯, ୧୦/୨୦୧୯, ୧୧/୧୯, ୨/୨୦୨୨ ମାମଲାରେ ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ହାଇକୋର୍ଟଙ୍କ ନିର୍ଦେଶ ବଳରେ ଡ୍ରଗ ଡିସ୍‌‌ପୋଜାଲ୍‌‌ କମିଟି ଜରିଆରେ ଏହି ଜବତ ଗଞ୍ଜେଇକୁ ନଷ୍ଟ କରିଛି ଏସ୍‌‌ଟିଏଫ। ଖୋର୍ଦ୍ଧା ଟାଙ୍ଗିଆପଡ଼ାସ୍ଥିତ ଏକ ଘରୋଇ ସଂସ୍ଥା ଜରିଆରେ ସ୍ୱତନ୍ତ୍ର ଏସଓପି ମାଧ୍ୟମରେ ନଷ୍ଟ କରାଯାଇଛି। ସେକ୍ସନ୍‌‌ ୫୨(ଏ) ଏନ୍‌‌ଡିପିଏସ୍‌‌ ଆକ୍ଟ ଆଧାରରେ ଏସ୍‌‌ଟିଏଫ ଏହାକୁ ନଷ୍ଟ କରିଛି। ଏସ୍‌‌ଟିଏଫ୍‌‌ ଏସ୍‌‌ପିଙ୍କ ନେତୃତ୍ତ୍ୱରେ ଡିଏସ୍‌‌ପି, ଖୋର୍ଦ୍ଧା ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଅବକାରୀ ଅଧିକ୍ଷକ, ରାଜ୍ୟ ଫୋରେନ୍‌‌ସିକ ଲାବୋରେଟୋରୀର ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟଙ୍କ ଉପସ୍ଥିତିରେ ଗଞ୍ଜେଇ ପୋଡ଼ି ନଷ୍ଟ କରି ଦିଆଯାଇଥିଲା।
ତେବେ ଏକ ମାମଲାରେ ୨୦୧୬ ଜାନୁଆରୀ ୨୮ରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରି ଟ୍ରାଏଲ ପୂର୍ବରୁ ନିଶାଦ୍ରବ୍ୟ ନଷ୍ଟ କରିପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କିଛି ବ୍ୟବସ୍ଥାରେ ତ୍ରୁଟି ପାଇଁ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଏଣୁ ଏଥିଲାଗି ଏସ୍‌‌ଟିଏଫ୍‌‌ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ୨୦୨୨ ଜାନୁଆରୀ ୩୧ରେ ହାଇକୋର୍ଟ ରାୟ ପ୍ରକାଶ କରି ନିଶାଦ୍ରବ୍ୟ ନଷ୍ଟ କରିବାକୁ ଏକ ଏସ୍‌‌ଓପି ଜାରି କରିଥିଲେ। ଉକ୍ତ ଏସ୍‌‌ଓପିକୁ ପାଳନ କରି ଟ୍ରାଏଲ ପୂର୍ବରୁ ନିଶାଦ୍ରବ୍ୟ ନଷ୍ଟ କରିବାକୁ ପୁଲିସକୁ ଅନୁମତି ଦେବା ଲାଗି ତାଳ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମର୍ମରେ ଗତ ଜୁନ୍‌‌ ମାସରେ ପ୍ରଥମ ଥର ଲାଗି ନିଶାଦ୍ରବ୍ୟ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜବତ ନିଶା ଦ୍ରବ୍ୟ ପୋଡିବାରେ ଓଡ଼ିଶା ପୁଲିସ ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି।
ରାତି ପାହିଲେ ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ବର: ରାତି ପାହିଲେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଗଙ୍ଗା ଜମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ।
ଜାଗର ପାଇଁ ଟ୍ରାଫିକ କଟକଣା ରହିଛି। ଏସଓଜି ମୁତୟନ ହେବେ। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୁଲିସ। ୫ଜଣ ଆଡସିନାଲ ୧୧ ଏସପି । ୧୯ ଆଇଆଇସି ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ। ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୨ /୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି। ସେମାନେ ପର୍ସ ପକେଟମାର ସହ ସୁନା ଗହଣା ଛିନତାଇ କରିବାର ସମ୍ଭାବନା ରହିଛି। ସେମାନଙ୍କ ପାଇଁ ସାଧାପୋଷାକରେ ପୁଲିସ ମୁତୟନ କରାଯାଇଛି। ମନ୍ଦିର ସମ୍ମୁଖ ରାସ୍ତାରେ ଓ୍ବାନ ଓ୍ବେ କରାଯାଇଛି। ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି। ଭୁବନେଶ୍ୱରର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।
ଜେଲ୍‍ ଫେରନ୍ତାଙ୍କ ଉପରେ ପୁଲିସର ରହୁନି ନଜର: ମାତିଲେଣି କୁଖ୍ୟାତ ଅପରାଧୀ ଓ ସିନ୍ଧିଚୋର
ଭୁବନେଶ୍ୱର: ପେଶାଦାର ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପୁଲିସ ଆରମ୍ଭ କରିଥିଲା ଜେଲ୍‍ ପରେଡ୍‍। ଏହାଦ୍ୱାରା ଅପରାଧୀ ଜେଲ୍‍ରୁ ବାହାରି ପୁଣି କୌଣସି ଅପରାଧ କଲେ ତୁରନ୍ତ ପୁଲିସ ତାକୁ ଚିହ୍ନଟ କରିବା ଓ ଗିରଫ କରିବାରେ ସହଜ ହେବ ବୋଲି କୁହାଯାଉଥିଲା। ଜେଲ୍‍ ପରେଡ୍‍ ପ୍ରତି ରବିବାର କରାଯିବା ନେଇ ପୁଲିସ ଡିସିପି ପ୍ରତୀକ ସିଂ କଡ଼ା ତାଗିଦା ମଧ୍ୟ କରିଥିଲେ। ୪ମାସ ତଳେ ଗୋଟିଏ ରବିବାର ପ୍ରତି ଥାନାର ଅଧିକାରୀ ଓ ପିଓପିଡି ଟିମ୍‍ର ମୁଖ୍ୟ ଏସ୍‍ଆଇ ଝାରପଡ଼ା ଜେଲ୍‍ ଯାଇ ପରେଡ୍‍ କରିଥିଲେ। ସେଠାରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିବା ଅପରାଧୀଙ୍କ ନାମ ପଚାରିବା ସହ ସେମାନେ କେଉଁ ଅପରାଧରେ ଗିରଫ ହୋଇଛନ୍ତି, ସେମାନଙ୍କ ନାମରେ କେତେ ମାମଲା ରହିଛି, ସବୁକିଛି ପଚାରି ବୁଝିଥିଲେ। ଏଭଳି ପରେଡ୍‍ ନିୟମିତ ହୋଇଥିଲେ କୌଣସି ଅପରାଧୀ ଯଦି ଜାମିନ୍‍ ପାଇ ଜେଲ୍‍ ବାହାରକୁ ବାହାରିଲା ସେନେଇ ମଧ୍ୟ ପୁଲିସ ସୂଚନା ପାଇବ ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। ଏପରିକି ସେମାନେ କିଛି ଅପରାଧ ଘଟାଇବା ପୂର୍ବରୁ ପୁଲିସ ସେମାନଙ୍କୁ କାବୁ କରିନେବା ମଧ୍ୟ ସହଜ ହେବ ବୋଲି କୁହାଯାଇଥିଲା।
ହେଲେ ଏବେ ପୁଲିସର ଜେଲ୍‍ ପରେଡ୍‍ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ନା ଥାନା ବାବୁ ଯାଉଛନ୍ତି ନା ଥାନାର ଏସ୍‍ଆଇ। ଯେଉଁଥି ଲାଗି ଜେଲ୍‍ରୁ ବାହାରୁଥିବା ଅପରାଧୀଙ୍କ ଗତିବିଧି ସମ୍ପର୍କରେ ପୁଲିସ ଟ୍ରାକ୍‍ କରିପାରୁନି। ସେମାନେ ବାହାରେ ବୁଲି ବିଭିନ୍ନ ଅପରାଧ ଘଟାଉଥିଲେ ବି ତାଙ୍କ ପ୍ରତି ନିୟନ୍ତ୍ରଣ ରହୁନି। ଝାରପଡ଼ା ଜେଲ୍‍ରେ ପରେଡ଼ ବନ୍ଦ ହେବା ପରେ ରାଜଧାନୀରେ ବାଇକ୍‍ ଚୋରି, ମୋବାଇଲ୍‍ ଲୁଟ୍‍, ଘରେ ପଶି କଳାକନା ବୁଲାଇବା ଆଦି ଅପରାଧ ବଢ଼ିଛି। ଯାହାକି ପୂର୍ବ ତୁଳନାରେ ଅଧିକ ହେବ। ପୁଲିସ କାମ ବାହାନା କରି ଯାଉନଥିବା ଦେଖିବାକୁ ମିଳିଛି। ଅପରାଧୀମାନେ ଜେଲ୍‍କୁ କେବେ ଆସିଲେ ଆଉ କେବେ ଗଲେ ତାହା ଜଣାପଡୁନି।
ଦିଲ୍ଲୀରେ ୩ଶହ ପୁଲିସ କର୍ମଚାରୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି କରୋନା ।  ସମ୍ମୁଖ ଯୋଦ୍ଧା ଭାବେ ନିୟୋଜିତ କର୍ମଚାରୀ  ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ସୋମବାର ଦିଲ୍ଲୀ ପୁଲିସର ପ୍ରାୟ ୩ଶହ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କର ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୋୟ ବିଶ୍ୱାଳ କରେନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦିଲ୍ଲୀ ପୁଲିସରେ ମୋଟ କର୍ମଚାରୀ ୮୦ ହଜାର କର୍ମଚାରୀ କାର୍ଯ୍ଯରତ ଅଛନ୍ତି । ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ତାନା କରୋନା ସଂକ୍ରମଣକୁ ରୋକିବା ପାଇଁ ଏସ୍‌ଓପି ଜାରି କରିଛନ୍ତି । ଏହା ଅନୁଯାୟୀ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ଏଥିସହିତ ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଡ୍ୟୁଟି ସମୟରେ ବାରମ୍ୱାର ହାତ ଧୋଇବା ସହିତ ପରିବାର ଲୋକଙ୍କ ଟିକାକରଣ କରାଇବା ନେଇ ପରାମର୍ଶ ଦେଇଛନ୍ତି ।
ଏସ୍‍ଟିଏଫ୍‍ ଯଦି ଧରୁଛି; ପୁଲିସ କାହିଁକି ପାରୁନି
ଭୁବନେଶ୍ୱର : ରାଜଧାନୀରେ ବୁଲିଛି ମାଳମାଳ ବନ୍ଧୁକ। ବନ୍ଧୁକ ବେପାରୀଙ୍କୁ ଧରିବାରେ ଏସ୍‍ଟିଏଫ୍‍ ଏକପ୍ରକାର ସଫଳତା ପାଉଥିବା ବେଳେ କମିସନରେଟ୍‍ ପୁଲିସ କିଭଳି ଏ ଦିଗରେ କାହିଁକି ବିଫଳ ହେଉଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରାଜଧାନୀ କିମ୍ବା ଉପକଣ୍ଠ ଅଞ୍ଚଳରେ ମାଳମାଳ ବନ୍ଧୁକ କାରବାର ଚାଲୁଛି। ତେଣୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‍ଟିଏଫ୍‍) ଏକ ସ୍ୱତନ୍ତ୍ର ଅଭିଯାନ କରିଛି। କିଛିଦିନ ତଳେ ସହିଦନଗର ଥାନା ଅଧୀନ ଆଚାର୍ଯ୍ୟ ବିହାର ଛକରେ ବନ୍ଧୁକ ବିକ୍ରି ପାଇଁ ଡିଲ୍‍ କରୁଥିବା ବେଳେ ମାଫିଆ ସଞ୍ଜୟ ସାହୁକୁ ଗିରଫ କରିଥିଲା ଏସ୍‍ଟିଏଫ୍‍। ସଞ୍ଜୟଠାରୁ ୪ଟି ବନ୍ଧୁକ ଜବତ କରାଯାଇଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ୬ଟି ଏବଂ ବାଲିଅନ୍ତା ଥାନା ଅଞ୍ଚଳରୁ ୨ଟି ବନ୍ଧୁକ ଓ ଜବତ କରିଥିଲା ଏସ୍‍ଟିଏଫ୍‍। ଏଭଳି ଗତ ୩ବର୍ଷରେ ଏସ୍‍ଟିଏଫ୍‍ ରାଜଧାନୀରୁ ୩୫ଟି ବନ୍ଧୁକ ଜବତ କରିଛି।
କିନ୍ତୁ ସହରରେ ବନ୍ଧୁକ କାରବାର ବଢ଼଼ିଥିଲେ ସୁଦ୍ଧା କମିସନରେଟ ସହରାଞ୍ଚଳ ପୁଲିସ ବନ୍ଧୁକ ମାଫିଆଙ୍କ ସୁରାକ୍‍ ମଧ୍ୟ ପାଇପାରୁନି। ବନ୍ଧୁକ କେଉଁଠୁ ଆସୁଛି ଓ କୁଆଡ଼େ ଯାଉଛି ତା’ର ମୂଳରେ ପହଞ୍ଚିବାରେ ବିଫଳ ହେଉଛି ପୁଲିସ। ବିହାର, ଉତ୍ତରପ୍ରଦେଶରୁ ବିଦେଶୀ ବନ୍ଧୁକ ଆସି ଭୁବନେଶ୍ୱରରେ ବିକ୍ରି କରାଯାଉଛି। ସେପଟେ ଗୋଟିଏ ଚମତ୍କାର କଥା ପୁଲିସ ନଜରକୁ ଆସିଛି। ତାହା ହେଉଛି ଭଡ଼ାରେ ମିଳୁଛି ବନ୍ଧୁକ। ଅପରାଧୀ ଘଟାଇବା ପାଇଁ କିଛି ଅସାମାଜିକ ବ୍ୟକ୍ତି ବନ୍ଧୁକ ଭଡ଼ାରେ ନେଇ ଅପରାଧ ଭିଆଉଛନ୍ତି। ଗତ ସପ୍ତାହରେ ନୂଆପଲ୍ଲୀ ଥାନା ପୁଲିସ ବିଜୁପଟ୍ଟନାକ ଛକର ଧରିଥିବା ୩ଜଣଙ୍କ ଠାରୁ ୨ଟି ବନ୍ଧୁକ ଜବତ ହୋଇଥିଲା। ସେମାନେ ଉକ୍ତ ବନ୍ଧୁକକୁ ଦିନକୁ ୫ହଜାର ଟଙ୍କାରେ ଭଡ଼ାରେ ଆଣିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲେ। ଯୁକ୍ତି ଅନୁଯାୟୀ ଲୁଟ୍‍ପାଟ୍‍ କରିବା ପରେ ସେଥିରୁ ମିଳିଥିବା ଅର୍ଥରୁ କିଛି ବନ୍ଧୁକ ମାଲିକଙ୍କୁ ଦେଇଥାନ୍ତେ।
ତାଙ୍କଠାରୁ ପ୍ରମାଣ ଯୋଗାଡ଼ କରିବା ବନ୍ଧୁକ ଭଡ଼ାରେ ଦେଉଥିବା ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇଥିଲା। ହେଲେ ବନ୍ଧୁକର ପ୍ରକୃତ ମାଲିକ ଖସିଯାଇଥିଲା। ଯେଉଁ ଅପରାଧୀମାନେ ରାଜଧାନୀ ବାହାରୁ ତଥା ରାଜ୍ୟ ବାହାରୁ ଆସୁଛନ୍ତି ସେମାନେ ସୁବିଧାଜନକ ଭାବେ ଭଡ଼ାରେ ବନ୍ଧୁକ ଆଣି ଅପରାଧ ଘଟାଇ ସହଜରେ ଫେରାର୍‍ ହୋଇଯାଉଛନ୍ତି। ‘ବ୍ଲାକସ୍କୋକ୍‍’ ଉଭାନ ରାଜଧାନୀ ଚୋର ବନ୍ଧୁକ କାରବାରରୁ ଦିନକୁ ଦିନ ବଢ଼଼ିଥିଲା। ଏହାକୁ ରୋକିବା ଲାଗି କମିସନରେଟ ପୁଲିସ ୨୦୧୪ ମସିହାରେ ବ୍ଲାକସ୍କୋକ ଯୋଜନା କାର୍ଯ୍ୟକ୍ଷମ ହୋଇଥିଲା। ସେହିବର୍ଷ ୯୩ଟି ମାଉଜର ଓ ୨୪୯ଟି ଅଫୁଟା ଗୁଳି, ୨୦୧୫ରେ ୬୩ଟି ମାଉଜର ୧୬୨ଟି ଅଫୁଟା ଗୁଳି ଜବତ ହୋଇଥିଲା। ସେଭଳି ୨୦୧୬ରେ ୮୯ଟି ମାଉଜର ସହ ୧୨୧ ଅଫୁଟା ଗୁଳି ଜବତ ହୋଇଥିଲା। ଏହି ୩ବର୍ଷରେ ୩୭୮ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଯୋଜନା ବନ୍ଦ କରିଦିଆଯାଇଥିବାରୁ ସହରରେ ବନ୍ଧୁକ କାରବାର ବଢ଼଼ିଛି।