anugul - The Sakala

ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ
ଅନୁଗୋଳ: ଓଡ଼ିଶାର ଅନୁଗୋଳ ଜିଲ୍ଲାରେ ଏକ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ନ୍ୟାୟାଳୟ ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ (RI) ରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୨୪ ମସିହା ଅଗଷ୍ଟ ୬ ତାରିଖରେ ଅନୁଗୋଳ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଜଣେ ୨୧ ବର୍ଷୀୟା ଯୁବତୀ ଏବଂ ଜଣେ ନାବାଳିକାଙ୍କୁ ବଳପୂର୍ବକ ମଦ୍ୟପାନ କରାଇବା ପରେ ସେମାନଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଜିତୁ ସାହୁ, ହୃଦୟ ଚନ୍ଦ୍ର ପ୍ରଧାନ, ଅସିତ କୁମାର ସାହୁ ଏବଂ ଦିପୁ ଓରଫ ଦିବ୍ୟରଞ୍ଜନ ଅମାନ୍ତ।

ଅନୁଗୋଳ ଆରକ୍ଷୀ ଅଧୀକ୍ଷକ (SP) ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବ୍-ଇନ୍ସପେକ୍ଟର ସଂଘମିତ୍ରା ଶତପଥୀ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲେ। ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ମାମଲା ରୁଜୁ ହେବାର ମାତ୍ର ୫୯ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ବିଚାର ସମୟରେ ବୈଜ୍ଞାନିକ ପ୍ରମାଣ, ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟକୁ ଆଧାର କରି ପୋଲିସ ନିଜର ପକ୍ଷ ମଜବୁତ କରିଥିଲା।

ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ) ଅଭିଯୁକ୍ତମାନଙ୍କୁ ପୋକସୋ (POCSO) ଆଇନର ଧାରା ୬ ଏବଂ ଭାରତୀୟ ପିଙ୍ଗଳ ବିଧି (IPC) ର ବିଭିନ୍ନ ସଙ୍ଗିନ ଦଫାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ସମସ୍ତ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇବା ସହ ସେମାନଙ୍କ ଉପରେ ନିର୍ଦ୍ଧାରିତ ଦଫା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରିଛନ୍ତି।

ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ଗୁରୁତର
ଅନୁଗୁଳ: ତାଳଚେର ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର। ତାଳବେଡା ଜଙ୍ଗଲରେ ପୁଲିସର ଏନକାଉଣ୍ଟର । ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୁଶାନ୍ତ ଗୁଳି କରି ପଳାଉଥିବା ବେଳେ ପୁଲିସ ପାଲଟା ଏନକାଉଣ୍ଟର କରିଥିଲା। ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଫାୟରିଂ କରିଥିବା ସୂଚନା ।

ସୂଚନା ଅନୁଯାୟୀ, ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଅଞ୍ଚଳରେ ଅପରାଧୀକ ମାମଲା ରହିଛି। ସୁଶାନ୍ତଙ୍କ ସହ ଜଙ୍ଗଲରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ ।

ଡ୍ରେସ ଶୋ’ ରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଅନୁଗୁଳ: ଅନୁଗୁଳ ବଜାରଛକ ସ୍ଥିତ ଏକ ଡ୍ରେସ ଶୋ’ ରୁମରେ ଆଜି ନିଆଁ ଲାଗି ଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ମାତ୍ରେ ଶୋ’ ରୁମରେ ଥିବା କର୍ମଚାରୀ ମାନେ ଭୟରେ ବାହାରକୁ ଚାଲି ଆସିଥିଲେ। ଫଳରେ କେହି ମୃତାହତ ହୋଇ ନ ଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଥିବା ଜଣାଯାଇଛି।

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା ଘଟିିଛି।  ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା ବୋଲି ଜଣାପଡ଼ିଛି। ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା ବେଳେ ଅସୁସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସାଇକେଲ ରଖିବାକୁ ନେଇ ଝଗଡ଼ା: ନବମ ଶ୍ରେଣୀ ଛାତ୍ରାକୁ କଟୁରିରେ ହାଣିଲା ଦଶମ ଛାତ୍ର
ଅନୁଗୁଳ: ଦଶମ ଶ୍ରେଣୀ ଛାତ୍ରର କଟୁରି ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ। ସ୍କୁଲ ଛୁଟି ବେଳେ ଏଭଳି ଘଟଣା ଘଟିଥିବା ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଞ୍ଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା। ତେବେ ଆଜି ସ୍କୁଲ ଛୁଟି ହେବା ପରେପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ ଏକ କଟୁରିରେ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲ । ମୁଣ୍ଡରେ କଟୁରି ଚୋଟ ବାଜିବା ଫଳରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ତଳେ ପଡି ଯିବାରୁ ଆକ୍ରମଣକାରୀ ଛାତ୍ର ଜଣଙ୍କ ଦୌଡ଼ି ପଳାଇଥିଲେ। ସ୍କୁଲର ଅନ୍ୟ ଛାତ୍ର ମାନେ ଗୁରୁତର ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ସହ ଚିକିତ୍ସା ପରେ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଭି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର
ଅନୁଗୁଳ: ଅନଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଅଘଟଣ । ୮ ବର୍ଷର ବାଳକକୁ ମହାନଦୀକୁ ଟାଣିନେଲା କୁମ୍ଭୀର। ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣରେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଟିକରପଡା ଘାଟସାହିର ସମିର ନାଏକ ବୋଲି ଜଣା ପଡ଼ିଛି। ପରେ ମହାନଦୀରୁ ଉକ୍ତ ବାଳକର ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକେ।

ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଆନୁଗୁଳ: ଆନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଗଡନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଘର ସାମ୍ନାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜନୈତିକ ହିଂସାକୁ ନେଇ ହତ୍ୟା ଅଭିଯୋଗ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ପରିବାର ଲୋକଙ୍କ କହିବା ମୂତାବକ ସୋମବାର ବିଭୂତିଙ୍କର କିଛି ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ମାଆକୁ ହତ୍ୟା ପରେ ପୁଅର ଆତ୍ମହତ୍ୟା ସନ୍ଦେହ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁର ଭାଲୁଧରି ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଆ ଓ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ।  ମାଆକୁ ହତ୍ୟା ପରେ ପୁଅ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକ ମାଆ ଓ ପୁଅ ହେଲେ ଦ୍ରୌପଦୀ ସାହୁ ଏବଂ ପୁଅ ରଞ୍ଜିତ ସାହୁ। ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମାଆ ଦ୍ରୌପଦୀଙ୍କର ବେକରେ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖବାକୁ ମିଳିଛି। ପୁଅ ରଞ୍ଜିତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଖବରପାଇ ଅନୁଗୁଳ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୁଇ କାର୍ ମୁହାଁମୁହିଁ ଧକ୍କା, ମାଆଝିଅ ମୃତ
ଅନୁଗୁଳ: ଅନୁଗୁଳ ଛେଳିଆପଡା ଠାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଫଳରେ ଘଟଣାସ୍ଥଳରେ କାରରେଥିବା ଉଭୟ ମାଆଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ମାଆଙ୍କ ନାଁ ଦୁର୍ଗାବତୀ ପ୍ରଧାନ ହୋଇଥିବାବେଳେ ଝିଅଙ୍କ ନାଁ ସଂଯୁକ୍ତା ପ୍ରଧାନ ବୋଲି ଜଣାପଡ଼ିଛି।  ତେବେ ସଂଯୁକ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଥିବା ଜଣାପଡ଼ିଛି।

ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା !
ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକା ଘରେ ପ୍ରେମିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୁଜିତ ବେହେରା ନାମକ ଯୁବକ ପ୍ରେମିକା ଘରକୁ ଯାଇ ପ୍ରେମ ନିବେଦନ କରି ବିଫଳ ହେବା ପରେ ଧାରୁଆ ଅସ୍ତ୍ରରେ ନିଜ ହାତ କାଟିଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରେମିକ ସୁଜିତକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଜିତକୁ ମୃତ ଘୋଷଣା କରିଥିଲେ।

ଦୁଇ ଯମଜ ଶିଶୁଙ୍କୁ କୂଅରେ ପକାଇ ହତ୍ୟା ଅଭିଯୋଗ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ସାହିରେ ଅଘଟଣ ଘଟିଛି । ଦୁଇ ଯମଜ ଶିଶୁଙ୍କୁ କେହି ଜଣେ କୂଅରେ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଆ କବାଟ ଦେଇ କ୍ଷୀର ପାଇଁ ଯାଇଥିବା ବେଳେ ବାଡ଼ି ପଟ କାବଟରେ ଅଜଣା ଦୁର୍ବୃତ୍ତ ପଶି କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଉଭୟ ଶିଶୁ ୫ ମାସର ହୋଇଥିବା ବେଳେ ଗୋଟିଏ ଶିଶୁପୁତ୍ର ଓ ଅନ୍ୟଟି ଶିଶୁକନ୍ୟା। ଉକ୍ତ ଶିଶୁଙ୍କ ବାପାଙ୍କ ନାଁ ସୁନିଲ ସାହୁ ହୋଇଥିବା ବେଳେ ମାଆଙ୍କ ନାଁ ତପସ୍ଵିନୀ ସାହୁ ବୋଲି ଜଣାପଡ଼ିଛି।

ତାଳଚେରରେ କାଉ ଓ ପାରା ମଡ଼କ, ସ୍ୱାଇନ ଫ୍ଲୁ ଆଶଙ୍କା
ତାଳଚେର: ତାଳଚେର ସହରର ଅନେକ ସ୍ଥାନରେ କାଉ, ପାରା ଓ ଅନ୍ୟାନ୍ୟ ଚଢ଼େଇଙ୍କର ମଡ଼କ ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ଏହି ମଡ଼କ ଗୁଡ଼ିକୁ କୁକୁର, ବିଲେଇ ନେଇ ମାଂସ ଖାଉ ଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ଏପରିକି, ପାରା ଓ କାଉ ଏତେ ଅସୁସ୍ଥତା ଅନୁଭବ କରୁଛନ୍ତି ଯେ, ସେ ଉଡ଼ିବାକୁ ସକ୍ଷମ ହେଇ ପାରୁ ନାହାନ୍ତି । କୌଣସି ଖାଦ୍ୟ ଖାଇବାକୁ ଦେଲେ ମଧ୍ୟ ଖାଉ ନାହାନ୍ତି । ଏପରି ଅବସ୍ଥାରେ କାଉ ଓ ବିଭିନ୍ନ ପକ୍ଷୀ ତାଳଚେର ଅଞ୍ଚଳରେ କିଛି ପରିମାଣରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ତେବେ ପଶୁ ବିଭାଗ ଡ଼ାକ୍ତରଙ୍କୁ ଏସକ୍ରାନ୍ତରେ ପଚାରିଲେ ସେମାନଙ୍କ ନିକଟରେ କୌଣସି ଖବର ନଥିବା କୁହାଯାଉଛି ।

ବିଭିନ୍ନ ବର୍ଷ ମାନଙ୍କରେ ସ୍ୱାଇନ ଫ୍ଲୁ ଜନିତ ବହୁ ପକ୍ଷୀ ତାଳଚେରରେ ମୃତାହତ ହୋଇଥିବା ଘଟଣା ମନରୁ ନଲିଭୂଣୁ ଚଳିତ ବର୍ଷ ଏହି ଘଟଣାକୁ ଦେଖିଲେ ସ୍ୱାଇନଫ୍ଲୁ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।