TrafficPolice - The Sakala

ପୁଲିସ ଆପଣେଇଛି ଅହିଂସା ନୀତି
ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କୁ ଅଟକାଉନି ପୁଲିସ। ଜୋରଜବରଦସ୍ତ ଆଦାୟ କରୁନି କି ଜରିମାନା କିମ୍ବା ଟଙ୍କା ନେଉନି। ହାତରେ ଧରିଥିବା ଫୋନ୍‍ରେ ଗାଡ଼ି ନମ୍ବର ପ୍ଲେଟ ଓ ଅମାନିଆଙ୍କ ଫଟୋ ଉଠାଇ ଦେଉଛି। ଏହାପରେ ଫୋନ୍‍କୁ ଆସିଯାଉଛି ଇ-ଚାଲାଣ। କରୋନାର ଦ୍ୱିତୀୟ ଲହର କ୍ଷତିକାରକ। ରାଜଧାନୀରେ କରୋନା ସ୍ଥିତି ମଧ୍ୟ ସାଂଘାତିକ। ତେଣୁ ଟଙ୍କାରେ କରୋନା ଭୁତାଣୁ ଭୟ ଘାରିଛି। ସେଥିଲାଗି ଟଙ୍କା ନେଉଛି ଟ୍ରାଫିକ ପୁଲିସ। ଅନ୍ୟପଟେ କରୋନା ସମୟରେ ସାମାଜିକ ଦୁରତା ଭାଙ୍ଗିବାକୁ ଦୃଷ୍ଟିରେ ରଖି ଜରିମାନା ଆଦାୟ କରୁନି ପୁଲିସ। କେବଳ ଗାଡ଼ିକୁ ଅଟକାଇ ଫଟୋ ଉଠାଇ ଛାଡି ଦେଉଛି। ଘରେ ଇ-ଚାଲାଣ କିମ୍ବା ଫୋନ୍‍କୁ ମେସେଜ ପହଞ୍ଚିଗଲା ପରେ ଅମାନିଆ ଗାଡ଼ି ଚାଳକ କମିସନରେଟ ପୁଲିସର ମୁଖ୍ୟାଳୟକୁ ଆସି ଜରିମାନା ରାଶି ପୈଠ କରୁଛନ୍ତି।