Heartbreaking irony - The Sakala

ହୃଦୟବିଦାରକ ବିଡ଼ମ୍ବନା
ସମ୍ପ୍ରତି କରୋନା ସଂକ୍ରମଣରେ ଆମ ଦେଶର ଲକ୍ଷ ଲକ୍ଷ ନାଗରିକ ଶ୍ୱାସରୁଦ୍ଧ ଅବସ୍ଥାରେ କଲବଲ ହେଉଥିବା ବେଳେ ବିପର୍ୟ୍ୟୟର ବଣିକ ମାନେ ହଜାରେ ଟଙ୍କା ମୂଲ୍ୟର ଅକ୍ସିମିଟରକୁ ୫୦୦୦ ଟଙ୍କାରେ, ’ରେମଡେସିଭିର’ କୁ ତା’ର ମୂଲ୍ୟ ୫୦୦୦ ବଦଳରେ ୨୦-୬୦ ହଜାର ଟଙ୍କାରେ ବିକ୍ରୟ କରୁଛନ୍ତି। ଅମ୍ଳଜାନକୁ ଲୁଚାଇ ରଖି କୃତ୍ରିମ ଅଭାବ ସୃଷ୍ଟି କରିବା ସହିତ ଅନେକ ଗୁଣ ଅଧିକ ମୂଲ୍ୟରେ କଳାବଜାର କରୁଛନ୍ତି। ରୋଗୀକୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍ସ ଗାଡ଼ି ବା ସହାୟତା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଉଦ୍ଦିଷ୍ଟ ମୂଲ୍ୟଠାରୁ ଦଶ ଗୁଣ ପର୍ୟ୍ୟନ୍ତ ଅଧିକ ଟଙ୍କା ଦାବି କରୁଛନ୍ତି। କେବଳ ସେତିକି ନୁହେଁ, ’ଲକଡାଉନ୍’ ଓ ’ସଟଡାଉନ୍’ ଘୋଷଣା ହେବା ମାତ୍ରକେ ପନିପରିବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ୟ୍ୟ ଦ୍ରବ୍ୟର ଦରଦାମରେ ଅହେତୁକ ବୃଦ୍ଧି ଘଟାଉଛନ୍ତି।

ଏହି କଳାବଜାରକୁ ଦୃଢ଼ ହସ୍ତରେ ଦମନ କରାଯିବା ଜରୁରୀ। ଯଦିଓ ଏହା ସରକାରଙ୍କ ଏକ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ; ଏଥିରେ ସବୁସ୍ତରର ସଚେତନ ନାଗରିକ ଓ ଅନୁଷ୍ଠାନ ସରକାରଙ୍କୁ ସହଯୋଗ କରିବା ଉଚିତ୍। ଏଭଳି ଆଭିମୁଖ୍ୟ ପ୍ରକାଶ ପାଇଲେ କରୋନା ମୁକାବିଲା ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ମନୋଜ କୁମାର ସାହୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟ .