Himanta Biswa Sarma - The Sakala

ଡିଜିଟାଲ ପ୍ଲାଟଫର୍ମରେ ଦିଲ୍ଲୀ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲଡେଇ, ୩ ଦିନ ହେଲା ଜାରି ରହିଛି ‘ଟ୍ୱିଟ ୱାର’
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଜାରି ରହିଥିବା ଟ୍ବିଟ ଯୁଦ୍ଧ ଏବେ କମିବାର ନାଁ ନେଉନାହିଁ। ଗତ ୩ ଦିନ ହେବ ଡିଜିଟାଲ ପ୍ଲାଟଫର୍ମରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ଥମିନାହିଁ। କେଜ୍ରିୱାଲ ହିମନ୍ତ ଶର୍ମାଙ୍କୁ ତାଙ୍କ ରାଜ୍ୟର ସରକାରୀ ସ୍କୁଲ୍‌ର ଅବସ୍ଥା ନେଇ ଚଡାଇଛନ୍ତି। ଆସାମର ସରକାରୀ ସ୍କୁଲ୍ ଦେଖିବାକୁ କେବେ ଡାକିବ ବୋଲି କେଜ୍ରିୱାଲ ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଶ୍ନ କରୁଛନ୍ତି ଆଉ ସେପଟେ ହେମନ୍ତ ବିଶ୍ୱ ଶର୍ମା ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି କେଜ୍ରିୱାଲଙ୍କ ଉତ୍ତର ଦେଇ ତାଙ୍କର ମଜାକ ଉଡାଉଛନ୍ତି।

हमारे यहाँ कहावत है। कोई पूछे “मैं कब आऊँ” और आप कहें “कभी भी आ जाओ” इसका मतलब होता है “कभी मत आओ”।

मैंने आपसे पूछा “आपके सरकारी स्कूल देखने कब आऊँ” आपने बताया ही नहीं। बताइए कब आऊँ, तभी आ जाऊँगा। https://t.co/A7lbp1KVI6

— Arvind Kejriwal (@ArvindKejriwal) August 27, 2022

ଗତ ବୁଧବାର ଦିନଠାରୁ ଆରମ୍ଭ ହୋଇଥିବା ଟ୍ବିଟ ଯୁଦ୍ଧ ମଧ୍ୟରେ ଆସାମରେ କିଛି ସ୍କୁଲ ବନ୍ଦ ହେବା ଖବର ଶେୟାର କରି କେଜ୍ରିୱାଲ ଆସାମ ସରକାରଙ୍କର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଟ୍ୱିଟ୍ କରି କହିଥିଲେ ଯେ ସ୍କୁଲ୍ ବନ୍ଦ କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ବରଂ ଦେଶରେ ଅଧିକ ସ୍କୁଲ୍ ଖୋଲିବାର ଆବଶ୍ୟକତା ଅଛି।

अरे। लगता है आप बुरा मान गए। मेरा मक़सद आपकी कमियाँ निकालने का नहीं था। हम सब एक देश हैं। हमें एक दूसरे से सीखना है। तभी तो भारत नम्बर वन देश बनेगा

मैं आता हूँ ना असम। बताइए कब आऊँ? आप शिक्षा के क्षेत्र में अपने अच्छे काम दिखाना। आप दिल्ली आइये, मैं आपको दिल्ली के काम दिखाता हूँ https://t.co/SQCJyerfII

— Arvind Kejriwal (@ArvindKejriwal) August 26, 2022

ଏହାର ଜବାବରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀ ଏବଂ ଆସାମ ମଧ୍ୟରେ ଥିବା ପାର୍ଥକ ଦର୍ଶାଇ ଟ୍ବିଟ କରିଥିଲେ ଯେ, କେଜ୍ରିୱାଲଜୀ, ଆପଣଙ୍କ ଅଜ୍ଞତା ଦୁଃଖିତ କଲା ଭଳି । ଆସାମ ଦିଲ୍ଲୀ ଠାରୁ ୫୦ଗୁଣ ବଡ। ଆମର ୪୪,୫୨୧ ବିଦ୍ୟାଳୟରେ ୬୫ଲକ୍ଷ ଛାତ୍ର ଅଧ୍ୟୟନ କରୁଛନ୍ତି ଏବଂ ଆପଣଙ୍କର ଏକ ହଜାରରୁ ଟିକେ ଅଧିକ ବିଦ୍ୟାଳୟ ଅଛି। ଆମର ଦୁଇ ଲକ୍ଷରୁ ଅଧିକ ଉତ୍ସର୍ଗୀକୃତ ଶିକ୍ଷକ ଏବଂ ୧.୧୮ ଲକ୍ଷ ମଧ୍ୟାହ୍ନ ଭୋଜନ କର୍ମଚାରୀ ରହିଛନ୍ତି। ଏହା ତୁଳନାରେ ଆପଣଙ୍କ ସଂଖ୍ୟା କମ।

Unlike in Delhi, we manage fury of floods, dealt with militancy, negotiate hilly & tough terrains – and yet deliver high quality education.

We're amazing hosts. Please come; spend 2 nights in our riverine area and hill districts. See challenges we face. You'll stop lecturing👇

— Himanta Biswa Sarma (@himantabiswa) August 26, 2022

ଏଥି ସହିତ ଆଉ ଏକ ଟ୍ବିଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲେଖିଥିଲେ କେଜ୍ରିୱାଲଜୀ ଶୁଣନ୍ତୁ, ଯେତେବେଳେ ଆପଣ ଆସାମ ଆସିବେ ମୁଁ ଆପଣଙ୍କୁ ଆମର ମେଡିକାଲ କଲେଜକୁ ନେଇଯିବି ଯାହା ଆପଣଙ୍କ ମୋହଲା କ୍ଲିନିକ ଅପେକ୍ଷା ହଜାରେ ଗୁଣ ଭଲ। ଆପଣ ଆମର ଦକ୍ଷ ସରକାରୀ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଭେଟିବେ। ଆପଣ ଦେଶକୁ ଏକ ନମ୍ବର କରିବା ବିଷୟରେ ଚିନ୍ତା କରିବା ବନ୍ଦ କରିବା ଉଚିତ୍, ସେ କାମ ମୋଦୀଜୀ କରୁଛନ୍ତି।

And yes, when you're in Assam, which you so desperately wish to, I will take you to our Medical Colleges, 1000 times better than your Mohalla Clinic. Also meet our bright Govt school teachers & students.

और हाँ, आप देश को No 1 बनाने की चिंता छोड़ दें, वो मोदी जी कर रहे हैं।

— Himanta Biswa Sarma (@himantabiswa) August 26, 2022

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏଭଳି ଟ୍ବିଟର ଜବାବ ‌ରଖି କେଜ୍ରିୱାଲ ଲେଖିଥିଲେ ଯେ, ଆମର ଏଠାରେ ଏକ ପ୍ରବାଦ ଅଛି। କେହି ଯଦି ପଚାରେ ମୁଁ କେବେ ଆସିବି ଏବଂ ଆପଣ କୁହନ୍ତି ଯେ, ଯେକୌଣସି ସମୟରେ ଆସ, ଏହାର ଅର୍ଥ ହେଉଛି କେବେ ବି ଆସ ନାହିଁ। ମୁଁ ଆପଣଙ୍କୁ ପଚାରିଲି ମୁଁ ଆପଣଙ୍କ ସରକାରୀ ବିଦ୍ୟାଳୟ କେବେ ଦେଖିବା ପାଇଁ ଆସିବି। ଆପଣ ଏଯାଏ ତାହାର ଉତ୍ତର ଦେଇନାହାନ୍ତି। ମୋତେ କୁହନ୍ତୁ ମୁଁ କେବେ ଆସିବି, ତା’ପରେ ମୁଁ ଆସିବି।

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା
ଆସାମ: ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ରାଜ୍ୟପାଳ ଜଗଦୀଶ ମୁଖୀ ବିଶ୍ଵଶର୍ମାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି।  ରାଜଭବନରେ କରୋନା କଟକଣା ଭିତରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶପଥ ଗ୍ରହଣ ସମାରୋହରେ ବିଜେପି ବିଧାୟକଙ୍କ ସହ AGP ଓ UPPL ବିଧାୟକମାନେ ସାମିଲ ହୋଇଥିଲେ। ସେହିପରି ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି ।

ଚଳିତ ନିର୍ବାଚନରେ ଏନଡିଏ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପିର ଅଙ୍କକଷା ଆରମ୍ଭ ହୋଇଥିଲା। ସର୍ବାନନ୍ଦ ସୋନୱାଲ ଏବଂ ହିମନ୍ତ ବିଶ୍ଵଶର୍ମା ଦୁଇଜଣ ଦାବିଦାର ଥିବାରୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଏଥିରେ ହସ୍ତକ୍ଷେପ କରିଥିଲେ। ଶେଷରେ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ସନ୍ଧ୍ୟାରେ ହିମନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ।

ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବିଜେପି ବିଧାନସଭା ଦଳର ନେତା ହିମନ୍ତ ବିଶ୍ୱ ଶର୍ମା । ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚୟନ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ ।

ରବିବାର ଦିନ ବିଜେପି ବିଧାନସଭା ପାର୍ଟି ଗୌହାଟୀରେ ଭେଟିବା ପରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି।