Covishield Vaccine - The Sakala

ରାଜଧାନୀରେ ମିଳିବ କୋଭିିସିଲ୍ଡର ପ୍ରିକସନ୍‌ ଡୋଜ୍‍
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କୋଭିସିଲ୍ଡର ପ୍ରିିକସନ ଡୋଜ୍‍ ଟିକା ଦିଆଯିବ। ଭୁବନେଶ୍ୱରର ଦୁଇଟି ୟୁପିଏଚ୍‍ସି ୟୁନିଟ୍‍-୯ ଏବଂ ଚନ୍ଦ୍ରଶେଖରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ। ବର୍ତ୍ତମାନ ଏଠାରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି। କୋଭିସିଲ୍ଡର ଉଭୟ ଡୋଜ୍‍ ଟିକା ନେଇଥିବା ଯୋଗ୍ୟ ହିତାଧିକାରୀ ଏହି ପ୍ରିକସନ ଡୋଜ୍‍ ଟିକା ନେଇପାରିବେ ବୋଲି ବିଏମ୍‍ସି ପକ୍ଷରୁ ଟୁଇଟ୍‍ ଯୋଗେ ସୂଚନା ଦିଆଯାଇଛି। ଏଥିପାଇଁ ହିତାଧିକାରୀମାନେ କୋୱିନ୍‍ ପୋର୍ଟାଲରେ ସ୍ଲଟ ବୂକିଂ ଟିକା ନେଇପାରିବେ। ଏହା ବ୍ୟତୀତ ୱାକ୍‍ଇନ୍‍ ପ୍ରକ୍ରିୟାରେ ସିଧାସଳଖ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୋଲି ବିଏମ୍‍ସି କହିଛି।ପ୍ରକସନ୍‍ ଡୋଜ୍‍ ନେବା ପାଇଁ ହେଲେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‍ ସାର୍ଟିଫିକେଟ ଦେଖାଇବା ଆବଶ୍ୟକ।

ସକାଳ ୧୦ଟାରୁ ମଧ୍ୟାହ୍ଣ ୧ଟା ଏବଂ ଅପରାହ୍ଣ ୩ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ୯ମାସ ପୂର୍ବରୁ କୋଭିସିଲ୍ଡ ଟିକା ନେଇଛନ୍ତି ସେହିମାନେ ହିଁ ପ୍ରିକସନ ଡୋଜ୍‍ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୂଚନାଥାଉ କି ରାଜଧାନୀରେ କେବଳ କୋଭାକ୍ସିନ୍‍ ଟିକା ଦିଆଯାଉଛି। ହେଲେ ଅନେକ ଲୋକ ରାଜ୍ୟର ବିଭିନ୍ନ ସ୍ଥାନରୁ କୋଭିସିଲ୍ଡ ଟିିକା ନେଇ ରାଜଧାନୀରେ ରହିଛନ୍ତି। ସେମାନଙ୍କ ପାଇଁ ପ୍ରିକସନ ଡୋଜ୍‍ ନେବାରେ ସମସ୍ୟା ହେଉଥିବା ଯୋଗୁଁ ବିଏମ୍‍ସି ଏହି ବ୍ୟବସ୍ଥା କରିଛି। ଯାହାଦ୍ୱାରା କୋଭିସିଲ୍ଡ ଟିକା ନେଇଥିବା ଲୋକମାନେ ରାଜଧାନୀରେ ମଧ୍ୟ ଏହି ଟିକାର ପ୍ରିକସନ ଡୋଜ୍‍ ନେଇପାରିବେ ବୋଲି ବିଏମ୍‍ସି କହିଛି।

ଭାରତ ନିର୍ମିତ କୋଭିଶିଲ୍ଡ ଟିକାକୁ ଫ୍ରାନ୍ସ ର ସ୍ୱୀକୃତି
ନୂଆଦିଲ୍ଲୀ: ଭାରତ ନିର୍ମିତ କୋଭିଶିଲ୍ଡ ଟିକାକୁ ଫ୍ରାନ୍ସ ସ୍ୱୀକୃତି ଦେଇଛି। ଏଣିକି କୋଭିଶିଲ୍ଡ ଟିକା ନେଇଥିବା ଛାତ୍ରଛାତ୍ରୀ ଏବଂ ଯାତ୍ରୀ ଏଣିକି ଫ୍ରାନ୍ସ ଯାତ୍ରା କରିପାରିବେ। କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ଫ୍ରାନ୍ସ ଯାତାୟାତ ଉପରେ କୌଣସି କଟକଣା ନାହିଁ। ଫ୍ରାନ୍ସରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପ୍ରବେଶକୁ ରବିବାରଠାରୁ ଅନୁମତି ଦିଆଯାଇଥିବା ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି।

କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ବୃଦ୍ଧିକୁ କେନ୍ଦ୍ରର ଅନୁମୋଦନ
କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ ସମୟ । କୋଭିଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି। ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ । ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ନେବା ପାଇଁ ୬ରୁ ୮ ସପ୍ତାହ ଅନ୍ତର ଥିଲା ।

ସେହିଭଳି NTAGIର ସୁପାରିସ୍ ଅନୁସାରେ, ଗର୍ଭବତୀ ମହିଳାମାନେ ସେମାନଙ୍କର ଟିକା ବାଛି ପାରିବେ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ପ୍ରସବ ପରେ ଏହି ଟିକା ନେବାକୁ ଯୋଗ୍ୟ ହେବେ। ତେବେ କୋଭାକ୍ସିନ୍ ଡୋଜ ମଧ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ଭଳି କୋଭାକ୍ସିନ୍ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଟିକା ନେଇ ହେବ ।

ପରିବର୍ତ୍ତନ ହେଲା କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଟୀକା ନେବାର ସମୟ
କୋ-ୱିନ୍ ପୋର୍ଟାଲରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ କୋ-ୱିନ୍ ପୋର୍ଟାଲରେ ସେହି ଅନୁସାରେ ଟିକା ନେବା ସମୟ ଚୟନ କରି ପାରିବେ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

୧୮ରୁ ଊର୍ଦ୍ଧ୍ୱ ବୟସ୍କ ଙ୍କ ପାଇଁ ରାଜ୍ୟରେ ପହଁଚିଲା ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା
ଭୁବନେଶ୍ୱର: ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବା ପାଇଁ ଓଡ଼ିଶାରେ ପହଁଚିଛି ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା । ଆସନ୍ତା ସୋମବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଟିକାକରଣ । ଆଜି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ରାଜ୍ୟ ଦେଇଥିବା ଅର୍ଡରରୁ ୧ ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ । ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଦିଆଯିବ ।

ମେ’ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା । ତେବେ ସେତେବେଲେ କେବଳ କୋଭାକ୍ସିନ୍ ରାଜ୍ୟ ପାଖକୁ ଆସିଥିଲା । ସେହି ଅନୁସାରେ, ଭୁବନେଶ୍ୱରରେ କୋଭାକ୍ସିନ୍ ଦିଆଯାଉଥିବାରୁ ୧୮ ବର୍ଷରୁ ୪୪ ବୟସ୍କଙ୍କ ଟିକାକରଣ ଜାରି ରହିଥିଲା । ଅର୍ଡର ଅନୁସାରେ କୋଭିସିଲ୍ଡ ଆସି ନଥିବାରୁ ଭୁବନେଶ୍ୱର ବ୍ୟତୀତ୍ ଅନ୍ୟ କେଉଁଠି ଟିକାକରଣ ଆରମ୍ଭ ହୋଇ ପାରିନଥିଲା ।

ଆଜି ୧ ଲକ୍ଷ କୋଭିସିଲ୍ଡ ପହଞ୍ଚିବା ପରେ ସୋମବାର ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ମେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ମଧ୍ୟରୁ ୨ ଲକ୍ଷ ୧୬ ହଜାର ୫୪୦ ଡୋଜ୍ ଏବଂ କେନ୍ଦ୍ର ଦେଉଥିବା କୋଭାକ୍ସିନରୁ ୩ ଲକ୍ଷ ୫୩ ହଜାର ୮୨୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ ଅର୍ଡର କରିଥିବା କୋଭାକ୍ସିନରୁ ୧ ଲକ୍ଷ ୧୪ ହଜାର ୭୦ ଡୋଜ୍ ଟିକା ଗଚ୍ଛିତ ଅଛି ।