Oxygen Truck - The Sakala

ହିନ୍ଦୋଳ ଘାଟିରେ ଫସିଲା ଅମ୍ଳଜାନ ବୋଝେଇ ଟ୍ରକ, ୭ ଘଣ୍ଟା ଧରି ଯାତାୟାତ ଠପ
ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ଼ କମ୍ପାନୀରୁ ଏକ ଅମ୍ଳଜାନ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିବା ବେଳେ ଶନିବାର ସକାଳ ସମୟରୁ ହିନ୍ଦୋଳ ଘାଟିରେ ଫସି ରହିଥିବା ସୂଚନା ମିଳିଛି । ଏଠାରେ ଗାଡି ଅଟକି ରହିଥିବାରୁ ପ୍ରାୟ ୭ ଘଣ୍ଟା ହେବ ନରସିଂହପୁର ହିନ୍ଦୋଳ ଓ ଅନୁଗୁଳକୁ ଗମନାଗମନ ସେବା ସମ୍ପୂର୍ଣ୍ଣ ଠପ ହୋଇ ରହିଛି । ମିଳିଥିବା ସୂଚନା ମୁତାବକ କୋଭିଡ୧୯ ର ସଂକ୍ରମଣ ହେତୁ ବହୁ ସ୍ଥାନରେ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଅଭାବ ରହିଛି। ତେବେ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ଼ କମ୍ପାନୀରୁ ଦୈନଦିନ ଦେଶର ଅନେକ ରାଜ୍ୟକୁ ଅମ୍ଳଜାନ ପଠାଯାଉଛି। ଶନିବାର ସକାଳ ସମୟରେ ଅମ୍ଳଜାନ ବୋଝେଇ ଏକ ଟ୍ରକ ଜିନ୍ଦଲରୁ ବାହାରି ହିନ୍ଦୋଳ ଦେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିଲା। ହେଲେ ହିନ୍ଦୋଳ ଘାଟିରେ ଭାରସାମ୍ୟ ହରାଇ ଅଟକି ରହିଥିବା ଜଣାପଡିଛି। ଘାଟି ରାସ୍ତା ହେତୁ ଏହି ସ୍ଥାନ ଅଣ ଓସାରିଆ ରହିଛି। ତେବେ ଏଠାରେ ଗାଡି ଅଟକି ରହିଥିବାରୁ ପ୍ରାୟ ୭ ଘଣ୍ଟା ହେବ ନରସିଂହପୁର ହିନ୍ଦୋଳ ଓ ଅନୁଗୁଳକୁ ଗମନାଗମନ ସେବା ସମ୍ପୂର୍ଣ୍ଣ ଠପ ହୋଇ ରହିଛି। ଘଟଣା ସ୍ଥଳରେ ହିନ୍ଦୋଳ ପୁଲିସ ପହଁଞ୍ଚିଥିବା ବେଳେ ଯେଉଁ ସ୍ଥାନରେ ଘଟଣା ଘଟିଛି ସେ ଅଞ୍ଚଳଟି ନରସିଂହପୁର ଥାନା ଅଧୀନରେ ଯାଉଥିବା ହେତୁ ନରସିଂହପୁର ଥାନା କୁ ଖବର ଦେଇଥିବା ଜଣାପଡିଛି ।